Browsing Tag

vicky kaushal

ଆସନ୍ତା ୯ରେ ହେବ କ୍ର୍ୟାଟ୍ରିନା ଓ ବିକ୍କିଙ୍କ ରୟାଲ ୱେଡିଂ, ୪ ଦିନିଆ ଉତ୍ସବରେ ଭାଗ ନେବେ ୧୨୦ ଅତିଥୀ

ମୁମ୍ବାଇ: ଖୁବଶୀଘ୍ର କନିଆଁ ସାଜିବେ କ୍ର୍ୟାଟ୍ରିନା କୈଫ । ଆଉ ବର ପାଲଟିବେ ବିକ୍କି କୌଶଲ । ଦୁହେଁ ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଆସନ୍ତା ୯ ତାରିଖରେ ଏମାନଙ୍କ ହେବ ରୟାଲ ୱେଡିଂ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗତକାଲି ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲା…

ଭିକ୍କି-କ୍ୟାଟଙ୍କ ବିବାହରେ ମୋବାଇଲକୁ ତାଗିଦା ! ଅତିଥିଙ୍କ ଉପରେ କଡା ନଜର ରଖିବ ସିକ୍ୟୁରିଟି ଟିମ

ବର୍ତ୍ତମାନ ନିଜ ବିବାହକୁ ନେଇ ଚର୍ଚ୍ଚାରେ ବି-ଟାଉନର ଚର୍ଚ୍ଚିତ ଯୋଡି ଭିକ୍କି କୌଶଲ ଏବଂ କଟ୍ରିନା କୈଫ୍ । ଡିସେମ୍ବର ମାସରେ ରାଜସ୍ଥାନରେ ରୟାଲ ୱେଡିଙ୍ଗ କରିବାକୁ ଯାଉଛନ୍ତି ଏହି ଯୋଡି । ରାଜସ୍ଥାନରେ ୭୦୦ ବର୍ଷ ପୁରୁଣା ଦୁର୍ଗରେ ଦୁହିଁଙ୍କ ବାହାଘର ହେବ। ସବାଇ ମାଧୋପୁରର ଏକ ରାଜକୀୟ…

ବିବାହ ପରେ ବିରାଟ-ଅନୁଷ୍କାଙ୍କ ପଡ଼ୋଶୀ ହେବେ ଭିକ୍କି-କ୍ୟାଟ୍ରିନା, ମୋଟା ଅଙ୍କ ଦେଇ ନେଲେ ନୂଆ ଘର

ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବିବାହ ଚର୍ଚ୍ଚା ଏବେ ସବୁ ଆଡ଼େ। ଉଭୟଙ୍କ ବିବାହ ଡିସେମ୍ବରରେ ହେବ ବୋଲି କୁହାଯାଉଛି। ଇତି ମଧ୍ୟରେ ନୂଆ ଅପ୍‌ଡେଟ୍‌ ବି ଲଗାତାର ଆସୁଛି। ପ୍ରଥମେ କୁହାଯାଉଥିଲା ଯେ ନିର୍ଦ୍ଦେଶକ କବୀର ଖାନ୍‌ଙ୍କ ଘରେ କ୍ୟାଟ୍ରିନା ଓ ଭିକ୍କିଙ୍କ ନିର୍ବନ୍ଧ ଶେଷ ହୋଇଛି।…

ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ଗାଡ଼ି ନମ୍ବର ପ୍ଲେଟ୍‌ ବି ଇଙ୍ଗିତ କରୁଛି ସେମାନଙ୍କ ପ୍ରେମ ସମ୍ପର୍କ, ଜଣଙ୍କର…

ବଲିଉଡ୍‌ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଲଗାତାର ଚର୍ଚ୍ଚାରେ ରହି ଆସିଛନ୍ତି। ଏହି ପ୍ରେମ ସମ୍ପର୍କ ବିଷୟରେ ଫ୍ୟାନ୍‌ମାନେ ମଧ୍ୟ ବେଶ୍‌ ଚର୍ଚ୍ଚା ଆଲୋଚନା କରୁଛନ୍ତି। ଏମିତିରେ ଦୁଇଜଣଙ୍କ ତରଫରୁ ଏହାକୁ ନେଇ କିଛି ବି ସ୍ପଷ୍ଟ ରୂପେ…

“କ୍ୟା ତୁମ ମୁଝସେ ସାଦୀ କରୋଗେ”, ଏମିତି କିଛି କହି କ୍ୟାଟଙ୍କୁ ପ୍ରପୋଜ କରିଥିଲେ ଭିକି

ବଲିଉଡର ସବୁଠାରୁ ହଟ୍ ଦମ୍ପତି ଭିକି କୌଶଲ ଏବଂ କ୍ୟାଟ୍ରିନା କେଫ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ଗ୍ରାଣ୍ଡ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଫ୍ୟାନ୍ସମାନେ ସେମାନଙ୍କର ପ୍ରିୟ ଦମ୍ପତିଙ୍କ ବିବାହକୁ ଉତ୍ସାହର ସହିତ ଅପେକ୍ଷା…

ଓସ୍କାର ଦୌଡ଼ରୁ ହଟିଲା ଭିକ୍କି କୌଶଲଙ୍କ ଅଭିନୀତ ‘ସରଦାର ଉଧମ’, ସାମ୍ନାକୁ ଆସିଲା ଏହି ବଡ଼ କାରଣ

ଭିକ୍କି କୌଶଲଙ୍କ ଅଭିନୀତ ଫିଲ୍ମ ‘ସରଦାର ଉଧମ’ ନିକଟରେ ରିଲିଜ୍‌ ହୋଇଛି। ଫିଲ୍ମକୁ ସିନେ ସମୀକ୍ଷକ ଏବଂ ଦର୍ଶକମାନଙ୍କ ତରଫରୁ ଅନେକ ଭଲ ପାଇବା ମିଳିଛି। ଏବେ ଏହି ଫିଲ୍ମ ସହ ଜଡ଼ିତ ଲୋକଙ୍କୁ କିନ୍ତୁ ବଡ଼ ଝଟକା ଲାଗିଛି, ଯାହାର କାରଣ ହେଉଛି, ଫିଲ୍ମ ଫେଡେରେଶନ ଅଫ୍‌ ଇଣ୍ଡିଆ ଏହାକୁ ଓସ୍କାର…

ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର: କ୍ୟାଟ୍ରିନା କୈଫ୍‌ଙ୍କ ସହ ନିର୍ବନ୍ଧକୁ ନେଇ ମୁହଁ ଖୋଲିଲେ ଭିକ୍କି କୌଶଲ

ଉରି ଫେମ୍‌ ଭିକ୍କି କୌଶଲ ଏବେ ନିଜ ଆଗାମୀ ଫିଲ୍ମ ‘ସର୍ଦ୍ଦାର ଉଧମ୍‌’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମକୁ ନେଇ ଭିକ୍କିଙ୍କୁ ଦର୍ଶକେ ବେଶ୍‌ ପ୍ରଶଂସା କରୁଛନ୍ତି। ଫ୍ୟାନ୍‌ଙ୍କ ଠାରୁ ଆରମ୍ଭ କରି କ୍ରିଟିକ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଫିଲ୍ମକୁ ଭୁରି ଭୁରି ପ୍ରଶଂସା…

ଜାଲିଆନୱାଲାବାଗ ଭୟଙ୍କର କାହାଣୀ ଉପରେ ଭିକି କୋୖଶଲଙ୍କ ‘ସର୍ଦ୍ଦାର ଉଦ୍ଧାମ’ ଟ୍ରେଲର ଲଞ୍ଚ

ଭାରତୀୟ ଇତିହାସର ଜଣେ ମହାନ ସହିଦ ସର୍ଦ୍ଦାର ଉଦ୍ଧାମ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆମାଜନ ପ୍ରାଇମ ଭିଡିଓ ଆଜି ସେପ୍ଟେମ୍ବର 30ରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସର୍ଦ୍ଦାର ଉଦ୍ଧାମ'ର ଟ୍ରେଲର ଲଞ୍ଚ କରିଛି। ଭିକି କୋୖଶଲଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ସର୍ଦ୍ଦାର ଉଦ୍ଧାମ ସିଂଙ୍କ…

ଏହି ବର୍ଷ ବିବାହ କରିବେ କ୍ୟାଟ୍ରିନା ଓ ଭିକି, ଆସିଲା ୱେଡିଂ ଭେନ୍ୟୁ

ଗତ କିଛି ଦିନ ହେବ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ୍ ଙ୍କ ରିଲେସନ୍ କୁନେଇ ଚର୍ଚ୍ଚା ଜୋର୍ ଧରିଛି । ଦୁହେଁ ଏ ସମ୍ପର୍କରେ କିଛି ଖୁଲାସା କରିନାହାନ୍ତି ସତ କିନ୍ତୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଶୁଣିବାକୁ ମିଳିଛି । ଅନେକ ସମୟରେ ଦୁହିଁଙ୍କୁ ଏକାଠି ବିଭିନ୍ନ ସ୍ଥାନରେ ଦେଖିବାକୁ…

ଲୁଚାଛପା ଏମିତି କାମ କଲେ ବିକ୍କି କୌଶଲ, ଯାହାକୁ ଦେଖି ସମସ୍ତେ ଦେଲେ ଏପରି କମେଣ୍ଟ

ବଲିଉଡ ଅଭିନେତା ବିକ୍କି କୌଶଲ କେବଳ ଆକ୍ସନ କିମ୍ବା ରୋମାଣ୍ଟିକ ଅନ୍ଦାଜରେ ନଜର ଆସନ୍ତି, ତା’ ନୁହେଁ। ବିକ୍କିଙ୍କର ଅନେକ ଲୁଚାଛପା ପ୍ରତିଭା ରହିଛି। ଯାହା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ବିକ୍କି ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜର…

ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲ, କ୍ୟାଟ୍‌ଙ୍କ ମ୍ୟାରେଜ୍‌ ଗାଉନ୍‌ ଫଟୋ…

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲଙ୍କ ଆଫେୟାର ଚର୍ଚ୍ଚା ଦୀର୍ଘ ଦିନ ହେଲା ଶୁଣିବାକୁ ମିଳୁଛି। ଲକ୍‌ଡାଉନ୍‌ ବେଳେ ଉଭୟେ ଅନେକ ଥର ହାଉସ୍‌ ପାର୍ଟି କରିବା ସହ ବାହାରେ ବି ସ୍ପଟ୍‌ ହୋଇଛନ୍ତି। ତାଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ବି ହୋଇଥିଲା। ତେବେ ଏହି ଦୁଇ…