Browsing Tag

whats app

Facebook Outage: ଅଫିସ୍‌ରେ ଏଣ୍ଟ୍ରି କରିପାରିନଥିଲେ ଫେସ୍‌ବୁକ କର୍ମଚାରୀ, ଗେଟ୍‌ ଆକ୍ସେସ୍‌ ବି ହୋଇଯାଇଥିଲା ବନ୍ଦ

ଫେସ୍‌ବୁକ୍‌ ଇତିହାସରେ ଏବେ ପର୍ଯ୍ୟନ୍ତର ସବୁଠୁ ବଡ଼ ଆଉଟେଜ୍‌ ସୋମବାର ରାତିରେ ଦେଖିବାକୁ ମିଳିଛି। ସୋମବାର ରାତିରେ ପାଖାପାଖି ୬ ଘଣ୍ଟା ଧରି ହ୍ଵାଟ୍ସ ଆପ୍‌, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଠପ୍‌ ହୋଇଯାଇଥିଲା। ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି ଯେ କନ୍‌ଫ୍ୟୁଗେରେସନ୍‌ ବେଳେ ଏହି…

୨୦ ଲକ୍ଷ ଆକାଉଣ୍ଟ ବନ୍ଦ କଲା Whats App, କାହିଁକି ଜାଣନ୍ତୁ

ସୋସିଆଲ ମିଡ଼ିଆକୁ ନେଇ ଲାଗୁ ହୋଇଥିବା ନିୟମ ଅନୁଯାୟୀ Whats App ଭାରତରେ ପାଖାପାଖି ୨୦ ଲକ୍ଷ ଆକାଉଣ୍ଟକୁ ବନ୍ଦ କରିଛି । କେବଳ ଅଗଷ୍ଟ ମାସରେ ହିଁ କମ୍ପାନୀ ଏତେ ସଂଖ୍ୟକ ଆକାଉଣ୍ଟକୁ ଡିଲିଟ କରିଦେଇଛି କମ୍ପାନୀ । ଫେସବୁକ ଅଧୀନରେ ଥିବା Whats App ସର୍ବମୋଟ ୪୨୦ ୟୁଜର୍ସଙ୍କ ଅଭିଯୋଗ…

WhatsAppରେ ଆପଣଙ୍କ ଡ଼ିପି କିଏ ଚେକ କରୁଛନ୍ତି, ଜାଣିବା ପାଇଁ ଫଲୋ କରନ୍ତୁ ଏହି ଟିପ୍ସ ଆଉ ଟ୍ରିକ୍ସ

Whats Appର ଏମିତି କିଛି ଟିପ୍ସ ଆଉ ଟ୍ରିକ୍ସ ଅଛି ଯାହା ବାବଦରେ ଅନେକ ଲୋକ ଜାଣି ନାହାନ୍ତି । ଏମିତି ହିଁ ଏକ ଟ୍ରିକ ବାବଦରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ । ଏହି ଟ୍ରିକଟି ପ୍ରକୃତରେ ଆପଣଙ୍କ ପ୍ରୋଫାଇଲ ପିକକୁ ନେଇ । ଯାହା ଜରିଆରେ ଆପଣ ସହଜରେ ପତ୍ତା ଲଗାଇ ପାରିବେ କେହି ଆପଣଙ୍କ…

ଖୁବ ଶୀଘ୍ର ବଦଳିବାକୁ ଯାଉଛି Whats App ବିଜିନେସ ଆପ, ହଟାଇ ଦିଆଯିବ ଏହି ଫିଚର

ବିଶ୍ୱର ସବୁଠୁ ବଡ ଇନ୍ଷ୍ଟଣ୍ଟ ଏଣ୍ଡ ଟୁ ଏଣ୍ଡ ଏନଷ୍କ୍ରିପସନ ମେସେଜିଙ୍ଗ ପ୍ଲାଟଫର୍ମ ଲଗାତାର ନୂଆ ନୂଆ ଫିଚର ଜାରି କରିବାରେ ଲାଗିଛି । ପ୍ରଥମେ Whats App ନିଜର କେତେକ ଫିଚରକୁ ପ୍ରଥମେ ବିଟା ଭର୍ଜନରେ ରିଲିଜ କରିଥାଏ । ଏହା ପରେ ଏହାକୁ ସମସ୍ତଙ୍କ ପାଇଁ ଜାରି କରିଥାଏ । Whats App ବିଟା…

ଆସନ୍ତା ମେ ୧୫ ତାରିଖରୁ ବନ୍ଦ ହୋଇଯିବ ଆପଣଙ୍କ Whats App ଆକାଉଣ୍ଟ !

ପ୍ରାଇଭେଟ ପଲିସୀ ଆରମ୍ଭ ହେବାକୁ ଯାଉଛି । ଏନେଇ ୟୁଜର୍ସ ମାନଙ୍କୁ ନୋଟିଫିକେସନ ଦିଆଯାଇଛି । କିଛି ଦିନ ହେବ ଲାଗି ରହିଥିବା ବିବାଦ କାରଣରୁ ଏହି ପଲିସିକୁ ୩ ମାସ ପାଇଁ ଘୁଞ୍ଚାଇ ଦିଆଯାଇଥିଲା । କିନ୍ତୁ ଏହି ଅବଧି ଆଉ ବଢ଼ାଇବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଅଛି । ଯଦି ଜଣେ…

୨୮ ପ୍ରତିଶତ ୟୁଜର୍ସ ଛାଡି ପାରନ୍ତି WhatsApp !

WhatsAppର ନୂଆ ପଲିସୀ ଏହାର ୟୁଜର୍ସ ମାନଙ୍କୁ ଯେମିତି ଅଡୁଆରେ ପକେଇ ଦେଇଛି । ତେଣୁ କମ୍ପାନୀ ଚାହୁଁଛିକି ଏହାର ୟୁଜର ମାନେ ଏହାର ସମସ୍ତ ପଲିସି ଗୁଡିକୁ ଥରେ ଭଲ ଭାବେ ପଢିନିଅନ୍ତୁ ଓ ବୁଝିନିଅନ୍ତୁ । ନୂଆ ପଲିସିକୁ ଲାଗୁ କରିବା ତାରିଖକୁ ଘୁଞ୍ଚାଇବା ମାମଲାର ଶୁଣାଣି ଅନେକ ଥର କମ୍ପାନୀ…

ଖୁବ ଶୀଘ୍ର Whats App ଲଞ୍ଚ କରିବ ଏକ ନୂଆ ଫିଚର, ସବୁଦିନ ପାଇଁ ମ୍ୟୁଟ ହୋଇଯାଇପାରିବ କୌଣସି ନମ୍ବର

ଖୁବଶୀଘ୍ର ସୋସିଆଲ ମିଡ଼ିଆ କମ୍ପାନୀ  Whats App ଏକ ବଡ ଧରଣର ଫିଚର ଲଞ୍ଚ କରିବାକୁ ଯାଉଛି । Whats appର ନୂଆ ଅପଡେଟରେ ଆପଣଙ୍କୁ ଅଲବେଜ, ନୂଆ ଷ୍ଟୋରେଜ ୟୁଆଇ, ଟୁଲ୍ସ ସମେତ ମିଡ଼ିଆ ଗାଇଡଲାଇନ୍ସ ପରି ଫିଚର୍ସ ଉପଲବ୍ଧ ହୋଇପାରିବ । Whats appର ଏହି ନୂଆ ଫିଚର୍ସ ଟେଷ୍ଟିଙ୍ଗ ପ୍ରଥମେ ବିଟା…

WhatsApp ଲଞ୍ଚ କଲା ନୂଆ ମେସେଞ୍ଜର ଆପ, ଏକା ସାଥିରେ ୫୦ ଜଣଙ୍କ ସହ ହୋଇପାରିବେ କଥା

ଦେଶରେ ବ୍ୟାପୁଥିବା କରୋନା ମହାମାରୀ କାରଣରୁ ଅଧିକାଂଶ କମ୍ପାନୀ ନିଜ ନିଜ କର୍ମଚାରୀ ମାନଙ୍କୁ ଘରୁ କାମ କରିବାର ସୁବିଧା ବା "work from home" ସୁବିଧା ଆରମ୍ଭ କରିଛନ୍ତି । ଯାହା ଜରିଆରେ ନିଜ ନିଜ ଭିତରେ ସୋସିଆଲ ଡିଷ୍ଟାନସିଂ ବା ସାମାଜିକ ଦୂରତା ବଜାୟ ରହିବା ସହିତ ଆରାମରେ ଘରେ ରହି…

ଲ୍ୟାଣ୍ଡଲାଇନ୍‌ ନମ୍ବର ବ୍ୟବହାର କରି ମଧ୍ୟ ଖୋଲିପାରିବେ WhatsApp, ଜାଣନ୍ତୁ ସହଜ ଉପାୟ

ମେସେଜିଂ ଆପ୍‌ କହିଲେ ହ୍ଵାଟ୍ସ ଆପ୍‌କୁ ବୁଝାଏ। କାରଣ ବର୍ତ୍ତମାନ ପୃଥିବୀର ୭୦ ପ୍ରତିଶତ ଲୋକ ହ୍ଵାଟ୍ସ ଆପ୍‌ ବ୍ୟବହାର କରୁଛନ୍ତି। ଏହି ଆପ୍‌ ଖୁବ୍‌ ସହଜରେ ତଥା ମାଗଣାରେ ଅପରେଟ୍‌ ହୋଇପାରୁଥିବାରୁ ଲୋକମାନେ ଏହାକୁ ବ୍ୟବହାର କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ତେବେ ଏହି ଆପ୍‌କୁ…

ଆସନ୍ତା ଫେବୃଆରୀ ୧ ତାରିଖରୁ ୭୫ ଲକ୍ଷ ସ୍ମାର୍ଟ ଫୋନରେ କାମ କରିବନି Whats App

ଅନ୍ୟ ସୋସିଆଲ ମିଡ଼ିଆ ଆପ୍ସ ଗୁଡିକ ନିୟମିତ ଭାବେ ଅପଡ଼େଟ କରିଥାନ୍ତି । ଖୁବ ଶୀଘ୍ର ସୋସିଆଲ ମିଡ଼ିଆ ଆପ୍ସ Whats Appରେ କିଛି ନୂଆ ଫିଚର୍ସ ଆସିବାକୁ ଥିବା ବେଳେ କିଛି ପୁରୁଣା ଫିଚର୍ସକୁ ସବୁ ଦିନ ପାଇଁ ବନ୍ଦ କରିଦିଆଯିବ । ଫଳରେ ବିଶ୍ୱ ବ୍ୟାପି ୭୫ ଲକ୍ଷ ଲୋକ ସ୍ମାର୍ଟ ଫୋନ ୟୁଜର୍ସ ଆଉ…

ହ୍ଵାଟ୍ସଆପ ବ୍ୟବହାରକାରୀ ସାବଧାନ, ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ କରିପାରନ୍ତି ହ୍ୟାକର୍ସ

ନୂଆଦିଲ୍ଲୀ: ହ୍ଵାଟ୍ସଆପ ବ୍ୟବହାରକାରୀ ସାବଧାନ । ଆପଣଙ୍କ ଫାଇଦା ଉଠାଇପାରନ୍ତି ହ୍ୟାକ୍‌ର୍ସ । ଲୋକଙ୍କୁ ସହଜ ଓ ସରଳ ନିଶାନ କରୁଛନ୍ତି ଏମାନେ । ବ୍ୟାଙ୍କ ଖାତାରୁ ହ୍ୟାକର୍ସମାନେ ଟଙ୍କା ଗାଏବ କରୁଥିବା ଜଣାପଡିଛି । ଏଥିପାଇଁ ଏମାନେ QR କୋର୍ଡର ବ୍ୟବହାର କରୁଛନ୍ତି । ଏହା ମାଧ୍ୟମରେ…