Browsing Tag

yogi adityanath

କରୋନା ସନ୍ଦିଗ୍ଧଙ୍କୁ ଆଣିବାକୁ ଯାଇଥିବା ଡାକ୍ତରୀ ଦଳଙ୍କୁ ଆକ୍ରମଣ, ଅଭିଯୁକ୍ତଙ୍କୁ ଏଭଳି ଭୟଙ୍କର ଦଣ୍ଡ ଦେବାକୁ…

କରୋନା ଭାଇରସ ସଂକ୍ରମଣ ସହ ଏବେ ଦେଶରେ ଡାକ୍ତର ଓ ପୋଲିସଙ୍କ ଉପରେ ଆକ୍ରମଣ ମଧ୍ୟ ବଢ଼ିବାରେ ଲାଗିଛି। ଉତ୍ତର ପ୍ରଦେଶର ମୁରାଦାବାଦରେ ଜଣେ କରୋନା ସନ୍ଦିଗ୍ଧଙ୍କୁ ଆଣିବାକୁ ଯାଇଥିବା ଡାକ୍ତରୀ ଟିମ ଉପରେ ଆକ୍ରମଣ ହୋଇଛି। ଏହି ମାମଲାରେ ପୋଲିସ ୧୭ ଜଣଙ୍କୁ ଗିରଫ କରିଛି। ସେଥିରେ ୭ ଜଣ ମହିଳା…

କରୋନା ଯୁଦ୍ଧରେ ଲଢ଼ୁଥିବା ପୋଲିସ କର୍ମଚାରୀଙ୍କୁ ଯୋଗୀ ସରକାରଙ୍କ ଉପହାର, ମିଳିବ 50 ଲକ୍ଷ ଟଙ୍କାର ବୀମା

କରୋନା ଭାଇରସ ଧିରେ ଧିରେ ସାରା ଦେଶରେ ନିଜର କାୟା ବିସ୍ତାର କରିଚାଲିଛି। ଅନ୍ୟପଟେ ଏହି ମହାମାରୀର ମୁକାବିଲା ପାଇଁ ଡାକ୍ତର, ନର୍ସ, ପୋଲିସ, ସରକାରୀ ଅଧିକାରୀ ଓ କର୍ମଚାରୀ ଏବଂ ସୁରକ୍ଷାକର୍ମୀମାନଙ୍କର ପୂରା ଟିମ ପ୍ରସ୍ତୁତ ଅଛି। ଏହାରି ଭିତରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…

ଦର୍ଜି, କୁମ୍ଭାର, ଭଣ୍ଡାରୀ, ବଢ଼େଇ ଆଦି କର୍ମଜୀବୀଙ୍କ ଆକାଉଣ୍ଟକୁ ପଠାଯିବ 1,000 ଲେଖାଏ ଟଙ୍କା, ନିର୍ଦ୍ଦେଶ ଦେଲେ…

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱକର୍ମା ଶ୍ରମ ସମାନ 15ଟି ଶ୍ରେଣୀରେ ଆସୁଥିବା ଦର୍ଜି, ମୋଚି, କୁମ୍ଭାର, ଭଣ୍ଡାରୀ, କମାର, ବଢ଼େଇ ଆଦି କର୍ମଜୀବୀଙ୍କ ଆକାଉଣ୍ଟକୁ 1000 ଟଙ୍କା ଲେଖାଏଁ ପଠାଯିବ। ମୁଖ୍ୟମନ୍ତ୍ରୀଙ୍କ…

ପ୍ରଧାନମନ୍ତ୍ରୀଙ୍କ ଦୀପ ଜଳାଇବା ଅପିଲ୍‌ ଉପରେ ବିଜେପିର ଏହି ମହିଳା ଅଧ୍ୟକ୍ଷା ଜଣଙ୍କ କଲେ ଏମିତି କାମ, ଦେଖନ୍ତୁ ଥରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ ପରେ ସାରା ଦେଶରେ ଗତ ରବିବାର ରାତି ୯ଟା ବେଳେ ୯ ମିନିଟ୍‌ ପାଇଁ ସମସ୍ତେ ମହମବତି,ଦୀପ, ଟର୍ଚ୍ଚ ଜଳାଇ ଏକତାର ପରିଚୟ ଦେଇଥିଲେ । ଏହି ସମୟରେ ଉତ୍ତର ପ୍ରଦେଶର ବଲରାମପୁର ଜିଲ୍ଲାରେ ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ଅଧ୍ୟକ୍ଷା ମଞ୍ଜୁ ତିଓ୍ଵାରୀ…

ସୋନଭଦ୍ରା ପୀଡିତଙ୍କୁ ଭେଟିଲେ ଯୋଗୀ ଆଦିତ୍ୟ ନାଥ ,ଯେଉଁଠି ୩୬ଏକର ଜମିପାଇଁ ହୋଇଥିଲା ନରସଂହାର

ଗଣହତ୍ୟାର ଲୋମ ଟାଙ୍କୁରା ଦୃଶ୍ୟ। ୧୦ ଜଣ ନିରିହ ଚାଷୀଙ୍କୁ କିଭଳି ବର୍ବର ହତ୍ୟା କରାଯାଇଥିଲା ତାର ଭିଡିଓ ସାମ୍ନାକୁ ଆସିଛି। ଗତ ୧୭ ତାରିଖରେ ଘଟିଥିଲା ଏହି ବର୍ବର ହତ୍ୟାକାଣ୍ଡ। ୩୬ ଏକର ଜମି ପାଇଁ ନିରିହ ଗାଁ ଲୋକଙ୍କ ରକ୍ତରେ ଭିଜିିଥିଲା ଚାଷ ଜମି । ୩୨ଟି ଟ୍ରାକ୍ଟରରେ ବୋଝେଇ ହୋଇ…

ଉତ୍ତରପ୍ରଦେଶ ସରକାରଙ୍କ ନୂଆ ନିୟମ: ବୋଲବମ ଯାତ୍ରାରେ କେବଳ ବାଜିବ ଭଜନ, ଯାତ୍ରା ମାର୍ଗରେ ରହିବନି କୌଣସି ମଦ ଦୋକାନ…

ଲକ୍ଷ୍ନୌ: ଆଉ କିଛି ଦିନ ପରେ ଶ୍ରାବଣ ମାସ । ଶ୍ରାବଣ ମାସରେ ମହାଦେବ ଶିବଙ୍କ ବୋଲବମ ଯାତ୍ରା। ତେବେ ଏହାକୁ ଆଖିରେ ରଖି ଉତ୍ତରପ୍ରଦେଶ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି । ନିୟମ ଅନୁସାରେ ବୋଲବମ ଯାତ୍ରାରେ କେବଳ ଭଜନ ହିଁ ବାଜିବ। ଆଜ୍ଞା ହଁ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି…

ବୋଲ ମାନୁନି ଯୋଗୀଙ୍କ ତୁଣ୍ଡ ! ୭୨ଘଣ୍ଟା ବ୍ୟାନ ପରେ ବି ଦେଲେ ପୁଣି ଏମିତି ବିବାଦୀୟ ବୟାନ

ଆଦର୍ଶ ଆଚରଣ ବିଧି ଉଲଂଘନ ମାମଲାରେ ନିର୍ବାଚନ କମିଶନଙ୍କ ତରଫରୁ ଯୋଗୀ ଆଦିତ୍ୟ ନାଥଙ୍କୁ ୭୨ ଘଣ୍ଟା ବ୍ୟାନ ହେବା ପରେ ଆଜି ପୁଣି ଏକ ବିବିଦୀୟ ବୟାନ ଦେଇ ଚର୍ଚ୍ଚାର ଘେରକୁ ଚାଲିଆସିଛନ୍ତି । ଉତ୍ତର ପ୍ରଦେଶର ସମ୍ଭଲରେ ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ଯୋଗୀ କହିଥିଲେ ‘ବାବର ର ଛୁଆ ହାତରେ…

ତେରେ ଦ୍ୱାର ଖଡ଼ା ଏକ ଯୋଗୀ ….. ଏବେ ମନ୍ଦିର ମନ୍ଦିର ବୁଲୁଛନ୍ତି ଆଦିତ୍ୟନାଥ

ଠିକଣା ବେଳକୁ ଲାଗି ଗଲା ବ୍ୟାନ୍‌ । ଆଉ ଭାଷଣ ଦେଇ ପାରୁ ନାହାନ୍ତି କି ନିର୍ବାଚନୀ ସଭାରେ ଯୋଗ ଦେଇ ପାରୁନାହାନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେଣୁ ସେ ଆଉ ଗୋଟିଏ ବାଟ ଧରିଛନ୍ତି । ଏହି ସମୟ ଭିତରେ ଯୋଗୀ ବିଭିନ୍ନ ମନ୍ଦିର ବୁଲି ଦର୍ଶନ କରିବା ସହିତ ଈଶ୍ୱରଙ୍କ…

ମହଙ୍ଗା ପଡିଲା ବିବାଦୀୟ ମନ୍ତବ୍ୟ, ଯୋଗୀ ୭୨ ଘଣ୍ଟା ଓ ମାୟାବତୀ ୪୮ ଘଣ୍ଟା ପର୍ଯ୍ୟନ୍ତ କରି ପାରିବେନି ନିର୍ବାଚନ…

ନିର୍ବାଚନ ଆଚରଣ ଉଲ୍ଲଙ୍ଘନ ନେଇ ନିର୍ବାଚନ କମିସନଙ୍କ କଠୋର ପଦକ୍ଷେପ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିସନ। ଆଦିତ୍ୟନାଥ ୭୨ ଘଣ୍ଟା ବା ୩ଦିନ ଓ ମାୟାବତୀ ୪୮ଘଣ୍ଟା କୌଣସି ପ୍ରକାର ନିର୍ବାଚନ…

ଭବାନୀପାଟଣାରେ ଟିକେ ନରମ, ନାଚୁଣୀରେ ଗରମ ଯୋଗୀ ଆଦିତ୍ୟନାଥ

ଭବାନୀପାଟଣାରେ ଟିକେ ନରମ ଯୋଗୀ ଆଦିତ୍ୟନାଥ ଖୋର୍ଦ୍ଧା ନାଚୁଣୀରେ ଗରମ ଦେଖାଇଥିଲେ। ଓଡ଼ିଶା ଗସ୍ତରେ ଆସିଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କର ଦୁଇଟି ଅବତାର ଦେଖିବାକୁ ମିଳିଥିଲା। ନାଚୁଣୀରେ ପାଇକ ବିଦ୍ରୋହ, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଥା କହି ସିଧାସଳଖ ରାଜ୍ୟ…

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଭୁବନେଶ୍ବର(କେନ୍ୟୁଜ୍) : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦିନ ୧୧ଟାରେ ପ୍ରଥମେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୋଲିସ ପଡିଆରେ ପହଞ୍ଚିବେ। ସେଠାରେ କର୍ମକର୍ତ୍ତା ସମାବେଶରେ ଉଦ୍‌ବୋଧନ ଦେବା ପରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ…

ଅଯୋଧ୍ୟାରେ ନିର୍ମାଣ ହେବ ମହାପ୍ରଭୁ ଶ୍ରୀରାମଙ୍କ ବିଶାଳ ମୂର୍ତ୍ତି , ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା

ଉତ୍ତରପ୍ରଦେଶ : ଅଯୋଧ୍ୟାରେ ନିର୍ମାଣ ହେବ ମହାପ୍ରଭୁ ଶ୍ରୀରାମଙ୍କ ବିଶାଳ ମୂର୍ତ୍ତି । ଗତକାଲି ଫୈଜାବାଦ ଜିଲ୍ଲାର ନାଁ ପରିବର୍ତ୍ତନ କରିଥିବା ବେଳେ ଆଜି ଦୀପାବଳିରେ ଶ୍ରୀରାମଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସରଯୁ ନଦୀ…