ଲଞ୍ଚ ହେଲା Audiର Q3 ଏବଂ Q3 ସ୍ପୋର୍ଟବ୍ୟାକ୍ ବୋଲ୍ଡ ଏଡିସନ୍, ଜାଣନ୍ତୁ କଣ ରହିଛି ଫିଚର୍ସ
Audi ଇଣ୍ଡିଆ Q3 ଏବଂ Q3 ସ୍ପୋର୍ଟବ୍ୟାକ୍ ର ସ୍ପେସାଲ ଅଡିସନ୍ ଲଞ୍ଚ କରିଛି । ଏହାର ନାମ ବୋଲ୍ଡ ଅଡିସନ୍ ରଖାଯାଇଛି । Audi Q3 ବୋଲ୍ଡ ଏଡିସନର ଏକ୍ସ ସୋ’ ରୁମ୍ ଦାମ୍ ୫୪.୬୫ ଲକ୍ଷ ଏବଂ Q3 ସ୍ପୋର୍ଟବ୍ୟାକ୍ ବୋଲ୍ଡ ଏଡିସନର ଏକ୍ସ ସୋ’ ରୁମ୍ ଦାମ୍ ୫୫.୭୧ ଲକ୍ଷ ରଖାଯାଇଛି । ବୋଲ୍ଡ ଏଡିସନ୍ ଭର୍ସନର ଏହି କାରକୁ ନୂଆ ଷ୍ଟାଇଲ୍ ଦିଆଯାଇଛି । ଏହି କାର ମିଥୋସ୍ ବ୍ଲାକ୍, ଗ୍ଲେସିୟର୍ ହ୍ଵାଇଟ୍, ନାଭାର୍ ବ୍ଲୁ,…
Read More...