ନିଜ୍ଜାର ହତ୍ୟାକାଣ୍ଡ ମାମଲା: ତିନି ଜଣ ଭାରତୀୟଙ୍କୁ ଗିରଫ କଲା କାନାଡା ପୋଲିସ
କାନାଡା ପୋଲିସ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୩ ଜଣ ଭାରତୀୟ ନାଗରିକ ବୋଲି ଜଣାପଡିଛି । ସେମାନଙ୍କ ନାଁ କରଣ ବରାର (୨୨), କମଲପ୍ରୀତ ସିଂ(୨୨), କରଣପ୍ରୀତ ସିଂ (୨୮) ରହିଛି । ତେବେ ଏମାନେ ଗତ ୩/୫ ବର୍ଷ ହେବ କାନାଡାର ଆଲବର୍ଟାର ଏଡମୋଣ୍ଟନରେ ରହୁଥିଲେ । ଏମାନଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଷଡଯନ୍ତ୍ର ମାମଲା ରୁଜୁ ହୋଇଛି । ପୋଲିସ ଏମାନଙ୍କୁ…
Read More...