ବାଲେଶ୍ୱର: ପିକଅପ୍‌ ଭ୍ୟାନ ଓଲଟି ୨ ମୃତ, ୭ ଗୁରୁତର

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ପିକଅପ୍‌ ଭ୍ୟାନ ଓଲଟି ୨ ମୃତ, ୭ ଗୁରୁତର । କାହାଳିଆ ଗାଁକୁ ଛାତ ପକାଇବାକୁ ମୁଡୁଗୁରା ସାହିରୁ ଶ୍ରମିକମାନେ ମିକ୍ସଚର ମେସିନ ନେଇ ପିକଅପ୍‌ ଭ୍ୟାନରେ ଆସୁଥିଲେ । ଉଦଳା ରାସ୍ତାର ପାନବରଜ ନିକଟରେ ଭାରସାମ୍ୟ ହରାଇ ଗାଡିଟି ଓଲଟିପଡିଥିଲା।

Leave A Reply

Your email address will not be published.