ଡିଭାଇଡର ଭିତରେ ଯାଇ ପଶିଗଲା ଯାତ୍ରୀବାହୀ ବସ୍ , ଶକ୍ତ ଧକ୍କାରେ ବାହାରି ପଡିଲା ଚକା
ଜଳେଶ୍ୱର (କେନ୍ୟୁଜ): ବଢି ଚାଲିଛି ସଡ଼କ ଦୁର୍ଘଟଣା ସଂଖ୍ୟା । ଏହି ଦୁର୍ଘଟଣାରେ କେତେ ଯେ ଲୋକଙ୍କ ଜୀବନ ଯାଉଛି ତାହା ନକହିବା ଭଲ । ଅବହେଳା କାରଣରୁ ହେଉ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଥମିବାର ନା ହିଁ ଧରୁନାହିଁ । ତେବେ ଏହି ଦୃଶ୍ୟ ଦେଖିଲେ ଜାଣିପାରିବେ କେମିତି ବସିଟି ସିଧା ଡିଭାଇଡର ଭିତରେ ଯାଇ ପଶିଯାଇଛି । ରାସ୍ତାରେ ଏତେ ଜାଗା ଥାଇ ବି ବସ୍ ଟି ସିଧା ଯାଇ ରାସ୍ତା ପାର୍ଶ୍ୱରେ ଥିବା ଡିଭାଇଡରକୁ ଧକ୍କା…
Read More...