ରାଉରକେଲାରେ ପାଣ୍ଡିଆନଙ୍କ ରୋଡ୍ ସୋ’, ଆଜି ସେକ୍ଟର-୨ରେ ସାଧାରଣସଭାକୁ କରିବେ ସମ୍ବୋଧନ
ରାଉରକେଲା (କେନ୍ୟୁଜ): ରାଉରକେଲାରେ ଭି.କେ ପାଣ୍ଡିଆନ୍ । ରାଉରକେଲା ସେକ୍ଟର-୨, କୁଆଁରମୁଣ୍ଡା ଓ ଲହୁଣିପଡ଼ାରେ ଆଜି ସାଧାରଣସଭାକୁ ସମ୍ବୋଧନ କରିବେ । ପରେ ସୁନ୍ଦରଗଡ଼ରେ ରହିଛି ପାଣ୍ଡିଆନଙ୍କ ରୋଡ୍ ସୋ । ଗତକାଲି ରାଉରକେଲାରେ ବିଶାଳ ରୋଡ୍ ସୋ’ କରିଥିଲେ ପାଣ୍ଡିଆନ। ରାଉରକେଲା ବିଶ୍ରା ଛକ ଠାରୁ ରୋଡ଼ ସୋ ଆରମ୍ଭ କରିଥିଲେ। କାର୍ତ୍ତିକ ପାଣ୍ଡିଆନଙ୍କୁ ରାଉରକେଲାରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ କର୍ମୀ, ନେତା ଓ…
Read More...