ବିଜେଡି ପ୍ରେମରେ ଜଟିଆ କାଳିଆ, ଅତି ଅଜବ ବ୍ୟକ୍ତି ଏଇ ବିଜେଡି ଫ୍ୟାନ୍
କଟକ(କେନ୍ୟୁଜ୍): ଚାରିଆଡେ ଏବେ ନିର୍ଵାଚନୀ ମାହୋଲ । କେବଳ ନେତା,ପ୍ରାର୍ଥୀ,କର୍ମୀ,କାର୍ଯ୍ୟକର୍ତା ବ୍ୟସ୍ତ ନାହାନ୍ତି । ନିର୍ଦିଷ୍ଟ ରାଜନୈତିକ ନେତୃତ୍ୱ ବା ଦଳର ଫ୍ୟାନମାନଙ୍କୁ ବି ଫୁରସତ ନାହିଁ । ପ୍ରଚାର ଅଭିଯାନରେ ଦିନ ରାତି ଏକ କରି ଦେଉଛନ୍ତି ଏମାନେ । ଯେମିତିକି ଏହି ବ୍ୟକ୍ତି ଜଣକ । କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରେ ଘର । ତାଙ୍କ ପସନ୍ଦର ନେତା ହେଉଛନ୍ତି ନବୀନ ପଟ୍ଟନାୟକ ଆଉ ଦଳ ଭିତରେ ବିଜେଡି । ଯାହା…
Read More...