Below header
Browsing Category

ମନୋରଂଜନ

ଅମିର ଖାନ୍‌ଙ୍କ ଝିଅ ଇରା ଜଙ୍ଗଲରେ କଲେ ନିଜର ଫଟୋଶୁଟ୍‌, ସୋସିଆଲ ମିଡିଆରେ ହେଲା ଭାଇରାଲ

ଅମିର ଖାନ୍‌ଙ୍କ ଝିଅ ଇରା ଖାନ୍‌ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ଥାଆନ୍ତି। ସେ ନିଜ ଫଟୋ ଏବଂ ଭିଡିଓଗୁଡ଼ିକୁ ଶେୟାର କରିବାରେ ଲାଗିଥାଆନ୍ତି। ଏବେ ଇରା ନିଜ ଫଟୋଶୁଟ୍‌ର ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯାହାକି ଖୁବ୍‌ ଭାଇରାଲ ହେଉଛି। ଫଟୋରେ ଇରାଙ୍କୁ ହଟ୍‌ ଅବତାରରେ…

ହଟ୍‌ ବିକିନୀକୁ ନେଇ ବିବାଦରେ ଫସିଗଲେ ବାଣୀ, ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ

ବଲିଉଡ ଅଭିନେତ୍ରୀ ବାଣୀ କପୁର ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଫସିଯାଇଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଏବେ ଝଡ ସୃଷ୍ଟି ହୋଇଛି। ନିକଟରେ ନିଜ ଆକାଉଣ୍ଟରେ ବାଣୀ ଏକ କ୍ରପ୍ ଟପ୍ ପିନ୍ଧା ଫଟୋ ଶେୟାର କରିଥିଲେ। ବାଣୀଙ୍କ ଏହି ଲାଟେଷ୍ଟ ଲୁକକୁ ଫ୍ୟାନ୍ ପସନ୍ଦ ମଧ୍ୟ କରିଥିଲେ। ହେଲେ…

ପୁଣି ବିବାଦରେ ସଞ୍ଜୁ ବାବା, ସୋସିଆଲ ମିଡିଆରେ ଫିଲ୍ମ ପାନିପଥକୁ ନେଇ ବିବାଦ

ମୁମ୍ବାଇ: ପୁଣି ବିବାଦରେ ସଞ୍ଜୁ ବାବା । ସୋସିଆଲ ମିଡିଆରେ ଆଶୁତୋଷ ଗୱାରିକରଙ୍କ ମେଗା ଫିଲ୍ମ ପାନପଥକୁ ନେଇ ବିବାଦ । ପାନିପଥରେ ସଞ୍ଜୟ ଦତ୍ତଙ୍କ ଲୁକ୍‌କୁ ନେଇ ଉଠିଲା ବିରୋଧର ସ୍ୱର । ଫିଲ୍ମରେ ଅହମ୍ମଦ ଶାହା ଅବଦଲିଙ୍କ ଚିତ୍ରଣକୁ ନେଇ ସୋସିଆଲ୍ ମିଡିଆରେ ସମୀକ୍ଷକଙ୍କ ସମାଲୋଚନା । ଏଥିରେ…

୩ଟି ଅଣ୍ଡା ପାଇଁ ମ୍ୟୁଜିକ୍‌ ଡାଇରେକ୍ଟର ଶେଖର ଦେଲେ ୧୬୭୨ ଟଙ୍କା, ଭାଇରାଲ ହେଲା ବିଲ୍‌

ବଲିଉଡର ଅନେକ ଫିଲ୍ମରେ ସୁପରହିଟ୍‌ ମ୍ୟୁଜିକ୍‌ ଦେଇସାରିଥିବା ଭିସାଲ୍‌ ଶେଖରଙ୍କ ଯୋଡିଦାର୍‌ ଶେଖର ରବିଜାନୀ ନିଜର ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଶେଖର ଟ୍ଵିଟ୍‌ରେ ଗୋଟିଏ ବିଲ୍‌ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ତିନିଟି ଅଣ୍ଡାର ଦାମ୍‌ ପୋଷ୍ଟ କରିଛନ୍ତି।…

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଲତା, ଡାକ୍ତର କହିଲେ ଲାଗିବ ସମୟ

ସଙ୍ଗୀତର ରାଣୀ ଭାବେ ଜଣା ଭାରତ ରତ୍ନ ଲତା ମଙ୍ଗେଶକର ନିଜ ଶରୀର ଅସୁସ୍ଥତା କାରଣରୁ ଗତ ୩ ଦିନ ଧରି ହସ୍ପିଟାଲରେ ଅଛନ୍ତି । ଏନେଇ ତାଜା ଖବର ହସ୍ପିଟାଲ ତରଫରୁ ପ୍ରକାଶ କରାଯାଇଛି । ହସ୍ପିଟାଲ ତରଫରୁ କୁହାଯାଇଛିକି ଏବେ ବି ଲତାଙ୍କ ଶରୀର ଧୀରେ ଧୀରେ ସୁସ୍ଥତା ଆଡକୁ ଗତି କରୁଛି । କିନ୍ତୁ…

ପ୍ରଥମ ବିବାହ ବାର୍ଷିକୀରେ ଭେଙ୍କେଟେଶ୍ୱର ମନ୍ଦିର ପହଞ୍ଚିଲେ ଦୀପିକା-ରଣବୀର, ଦେଖନ୍ତୁ ଫଟୋ

ଆଜି ତାରିଖର ଠିକ୍‌ ବର୍ଷେ ପୂର୍ବରୁ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଓ ଅଭିନେତା ରଣବୀର ସିଂ ଇଟାଲିରେ କୋଙ୍କଣି ଏବଂ ସିନ୍ଧି ରୀତିନୀତିରେ ବିବାହ କରିଥିଲେ। ବିବାହକୁ ଏକ ବର୍ଷ ପୂରଣ ହେବା ପରେ ଦୁହେଁ ତିରୁପତିର ଭେଙ୍କେଟେଶ୍ୱର ମନ୍ଦିରରେ ଆଶୀର୍ବାଦ ନେବାକୁ ପହଞ୍ଚିଥିଲେ। ଏହି ପୂର୍ତ୍ତି…

ପ୍ରିୟଙ୍କା-ନିକ୍‌ ଜୋନସ୍‌ ଲସ୍‌ ଏଞ୍ଜେଲସ୍‌ରେ କିଣିଲେ ନୂଆ ଘର, ଖର୍ଚ୍ଚ କଲେ ୨୦ ମିଲିୟନ୍‌ ଡଲାର!

ପ୍ରିୟଙ୍କା ଏବଂ ତାଙ୍କ ସ୍ୱାମୀ ନିକ୍‌ ଜୋନସ୍‌ ଆମେରିକାର ଲସ୍‌ ଏଞ୍ଜେଲସ୍‌ଠାରେ ଏକ ନୂଆ ଘର କିଣିଛନ୍ତି, ଯାହାର ମୂଲ୍ୟ ଶୁଣି ଆପଣ ନିଶ୍ଚିତ କହିବେ ‘ଓ ମାଇଁ ଗଡ୍‌’! ଏକ ଜର୍ନାଲ ମୁତାବକ, ନିକ୍‌ ଏବଂ ପ୍ରିୟଙ୍କା ଲସ୍‌ ଏଞ୍ଜେଲସ୍‌ଠାରେ ୨୦,୦୦୦ ବର୍ଗ ଫୁଟର ସମ୍ପତ୍ତି କିଣିଛନ୍ତି,…

ପୁଣି ଥରେ ମା’ ହେବାକୁ ଯାଉଛନ୍ତି କି ଐଶ୍ୱର୍ଯ୍ୟା, ଫଟୋ ଦେଖି ସୋସିଆଲ ମିଡିଆରେ ଉଠିଲା ପ୍ରଶ୍ନ

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ଏକ ଫଟୋ କିଛି ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି। ଏହି ଫଟୋରେ ଐଶ୍ୱର୍ଯ୍ୟା ଖୁବ୍‌ ସୁନ୍ଦର ତ ଦେଖାଯାଉଛନ୍ତି କିନ୍ତୁ ତାଙ୍କର ଡ୍ରେସିଂ ସେନ୍ସକୁ ନେଇ ଲୋକମାନେ ଅନେକ ପ୍ରଶ୍ନ ପଚାରିଛନ୍ତି। ଭାଇରାଲ ହୋଇଥିବା ଏହି ଫଟୋରେ ଐଶ୍ୱର୍ଯ୍ୟା ରେଡ୍‌…

ମେଟ୍ରୋରେ ଦୀପକ କଲାଲ୍‌ଙ୍କୁ ଏହି କାରଣରୁ ଚାପୁଡ଼ା ମାରିଲେ ଯୁବତୀ, ଦେଖନ୍ତୁ ଭିଡିଓ

ଅଜବ କାମ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଦୀପଲ କଲାଲ୍‌ଙ୍କ ଭିଡିଓ ପୁଣି ଥରେ ଭାଇରାଲ ହୋଇଛି। ତେବେ ଏହି ଭିଡିଓରେ ଦୀପକଙ୍କୁ ଏକ ଝିଅ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଦୀପକ ନିଜେ ହିଁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ନଭେମ୍ବର ୧୧ ତାରିଖରେ ଦୀପକ…

ପୁଣି ହଇଚଇ ସୃଷ୍ଟି କଲା ନୋରା ଫତେହୀଙ୍କ ଡ୍ୟାନ୍ସ ଭିଡିଓ

ବଲିଉଡ୍‌ରେ ନିଜ ଡ୍ୟାନ୍ସ ଅନ୍ଦାଜରେ ଦର୍ଶକଙ୍କୁ ବାୟା କରୁଥିବା ନୋରା ଫତେହି ପୁଣି ହଇଚଇ ସୃଷ୍ଟି କରିଛନ୍ତି। ତାଙ୍କର ଏକ ଡ୍ୟାନ୍ସ ଭିଡିଓ ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନୋରା ଏହି ଭିଡିଓରେ ବେଲି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ତାଙ୍କ…

ସୁପରଷ୍ଟାର ପ୍ରଭାସଙ୍କୁ ଚାପୁଡ଼ା ମାରିଲେ ଯୁବତୀ, ଯାହାପରେ ବାହୁବଳୀ କଲେ ଏପରି ଦେଖନ୍ତୁ ଭିଡିଓ

ଟିକଟକରେ ଆଜିବି ଅନେକ ଭିଡିଓ ଭାଇରଲ ହେଉଛି ଯାହାକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । ରିୟାଲିଟି ଶୋ ବିଗବସରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରି ୟୁଟ୍ୟୁବର ହିନ୍ଦୁସ୍ତାନୀ ଭାଓ ସମସ୍ତଙ୍କର ମନ ଜିତି ସାରିଛନ୍ତି । ବର୍ତ୍ତମାନ ସେ ଲୋକଙ୍କୁ ଖୁବ ଏଣ୍ଟରଟେନ କରାଉଛନ୍ତି । ତାଙ୍କୁ ବିଗବସ…

ସୁଟିଂ ବେଳେ ହିନା ଖାନ୍‌ଙ୍କ ଉପରେ ଚଢ଼ିଗଲା ଟ୍ରକ୍‌, ଦେଖନ୍ତୁ ଦୁର୍ଘଟଣାର ଭିଡିଓ

ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଫେମ୍‌ ହିନା ଖାନ୍‌ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୁଟିଂ ବେଳେ ତାଙ୍କୁ ଏକ ଟ୍ରକ୍‌ ଧକ୍କା ଦେଇଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ହିନା ନିଜେ ସେୟାର କରିଛନ୍ତି। ତେବେ ଏହି…