Browsing Category

ମନୋରଂଜନ

ଡାକ୍ତରଙ୍କ ଚେତାବନୀ ପରେ ବି ମାନିବାକୁ ନାରାଜ୍‌ ବିଗ୍‌ ବି, ସେୟାର କଲେ ନିଜର ହେଲଥ୍‌ ଅପଡେଟ୍‌

ହିନ୍ଦୀ ସିନେମାର ସର୍ବାଧିକ ବ୍ୟସ୍ତ ଥିବା ଅଭିନେତାମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ ଗତ ଗୁରୁବାର ଦିନ ନିଜର ପ୍ରଶଂସକମାନଙ୍କ ସହ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସୂଚନା ଦେଇଛନ୍ତି। ବିଗ୍ ବି କହିଛନ୍ତି ତାଙ୍କୁ କିଛି ସମୟ ପାଇଁ କାମରୁ ଦୂରେଇ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।…

ରଣବୀର ସିଂହ ଟ୍ଵିଟ୍‌ କରି ମୋବାଇଲ୍‌ ନମ୍ବର ପଚାରିବାରୁ ମହାରାଷ୍ଟ୍ର ପୋଲିସ ଦେଲା ଏଭଳି ମଜାଳିଆ ଉତ୍ତର

ରଣବୀର ସିଂହ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ରହିଥାନ୍ତି। ତାଙ୍କ ମଜାଳିଆ ପୋଷ୍ଟ ଓ ସେନ୍‌ସେନ୍‌ନାଲ ଫଟୋକୁ ୟୁଜରମାନେ ମଧ୍ୟ ଖୁବ୍‌ ପସନ୍ଦ କରିଥାନ୍ତି। ନିକଟରେ ରଣବୀର Vogue India ପାଇଁ ଫଟୋସୁଟ୍‌ କରାଇଥିଲେ। ସେହି ଫଟୋକୁ ସେ ଏବେ ସେୟାର କରିଛନ୍ତି। ତେବେ ଫଟୋଟି ସେୟାର କରିବା ପରେ…

ନିଜର ପ୍ରଥମ ମ୍ୟୁଜିକ୍ ଭିଡିଓ ‘ଫିଲହାଲ୍’ର ଟିଜର ସେୟାର କଲେ ଅକ୍ଷୟ କୁମାର, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ୍ ର ଡେୟାରିଙ୍ଗ୍ ଅଭିନେତା ଭାବେ ପରିଚିତ ଅକ୍ଷୟ କୁମାର ନିଜର ପ୍ରଥମ ମ୍ୟୁଜିକ୍ ଭିଡିଓ ‘ଫିଲହାଲ୍’ର ଟିଜର ସେୟାର କରିଛନ୍ତି । ଏଥିରେ ସେ କୃତି ସେନନଙ୍କ ଭଉଣୀ ନୁପୁରଙ୍କ ସହିତ ନଜର ଆସିଛନ୍ତି । ଭିଡିଓରେ ସିଙ୍ଗର ବି ପ୍ରାକ୍ ମଧ୍ୟ ନଜର ଆସୁଛନ୍ତି । ଯିଏ ତେରି ମିଟ୍ଟୀ ଏବଂ…

ସଲ୍‌ମାନଙ୍କ ରାଜ୍‌ ଖୋଲିଲେ ଦିଶା ପଟାନୀ, କହିଲେ ସେ ଜଣେ…

ସବୁଥର ଭଳି ଏଥରକ ଇଦ୍‌ରେ ମଧ୍ୟ ସଲମାନ୍‌ ଖାନ୍‌ ଫ୍ୟାନ୍‌ଙ୍କୁ ଇଦି ଭେଟି ଦେବାକୁ ଯାଉଛି। ଚଳିତବର୍ଷ ଇଦ୍‌ରେ ସଲମାନଙ୍କ ରାଧେ:ଇଓର ମୋଷ୍ଟ ଓ୍ଵାଣ୍ଟେଡ୍‌ ଭାଇ ପ୍ରେକ୍ଷାଳୟକୁ ଆସିବ। ଏହି ଫିଲ୍ମରେ ସଲ୍ଲୁଙ୍କ ସହ ପୁଣିଥରେ ନଜର ଆସିବେ ଅଭିନେତ୍ରୀ ଦିଶା ପଟାନୀ। ଭାରତ ଫିଲ୍ମ ପରେ ଦ୍ୱିତୀୟ ଥର…

ସୁଇମିଂପୁଲରେ ହଟ୍‌ ଅନ୍ଦାଜରେ ନଜର ଆସିଲେ ଆଲିଆ ଭଟ୍ଟ, ଭାଇରାଲ ହେଉଛି ଫଟୋ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଫିଲ୍ମରେ ଜବରଦସ୍ତ ଆକ୍ଟିଂ ପାଇଁ ଯେତିକି ଜଣାଶୁଣା, ନିଆରା ଅନ୍ଦାଜ ପାଇଁ ମଧ୍ୟ ସେତିକି ଚର୍ଚ୍ଚାରେ। ଖୁବ୍‌ଶୀଘ୍ର ବ୍ରହ୍ମାସ୍ତ୍ର ଫିଲ୍ମରେ ଏହି ଚୁଲବୁଲି ନାୟିକାଙ୍କୁ ଦେଖିବାକୁ ମିଳିବ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଆଲିଆଙ୍କର କିଛି ଏଭଳି ଫଟୋ…

ସିଡ୍‌ନୀରେ କରୀନାଙ୍କୁ ମିଳିଲା ଏଭଳି ଉପହାର, ଯାହାକୁ ଦେଖି ଝୁମି ଉଠିଲେ ବେବୋ

କରୀନା ସବୁବେଳେ ନିଜର ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କରୀନା ଏବେ ଏକ ଖାସ୍‌ ଇଭେଣ୍ଟରେ ଯୋଗ ଦେବା ପାଇଁ ପହଞ୍ଚିଛନ୍ତି ସିଡନୀରେ। ଏହି ସିଡନୀ ଇଭେଣ୍ଟରେ ଯୋଗ ଦେବା ପୂର୍ବରୁ କରୀନାଙ୍କ ଗ୍ଲାମରର୍ସ ଲୁକ୍‌ ଦେଖିବାକୁ ମିଳିଥିଲା। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।…

ମନ୍ଦିରରେ ଦୀପ ଜାଳି ପତିଙ୍କ ଜନ୍ମଦିନ ପାଳିଲେ ଅନୁଷ୍କା

ଏବେକା ସମୟରେ ତ ଛୋଟରୁ ବଡ ସମସ୍ତେ ନିଜ ନିଜ ଜନ୍ମଦିନରେ କେକ କାଟୁଛନ୍ତି, ପାର୍ଟି କରୁଛନ୍ତି । ଏଭଳି ଜନ୍ମଦିନ ପାଳନ ଏବେ ଅତି ସାଧାରଣ ହୋଇଗଲାଣି । କିନ୍ତୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ସ୍ୱାମୀଙ୍କ ଜନ୍ମଦିନକୁ କିଛିଟା ଭିନ୍ନ ଉପାୟରେ ପାଳନ…

‘ପାନିପତ୍‌’ର ଟ୍ରେଲର ରିଲିଜ୍‌, ରୟାଲ୍‌ ଅନ୍ଦାଜ୍‌ରେ ନଜର ଆସିଲେ ଅର୍ଜୁନ୍‌ ଓ ସଞ୍ଜୟ

ବହୁ ପ୍ରତୀକ୍ଷିତ ବଲିଉଡ୍‌ ଫିଲ୍ମ ପାନିପତ୍‌ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲର ଦେଖିବା ପରେ ଯେକୌଣସି ବ୍ୟକ୍ତିର ଲୋମ ଟାଙ୍କୁରି ଉଠିବ। ଫିଲ୍ମରେ ବୀରତା ଓ ଯୁଦ୍ଧର କାହାଣୀ ବର୍ଣ୍ଣନା କରାଯାଇଛି। ପାନିପତ୍‌ର କାହାଣୀ ବୀରତାର କାହାଣୀ ପ୍ରଦର୍ଶିତ କରୁଛି। ମାତ୍ର କିଛି ସମୟ…

ବଲିଉଡ୍‌ ଡିଭା ଦିଶା ପାଟନି କଲେ ଫଟୋ ସେସନ୍‌, ଭିଡିଓ ଦେଖି ଫ୍ୟାନ୍‌ ହେଲେ ଫିଦା

ବଲିଉଡ୍‌ର ଡିଭା ତଥା ନ୍ୟାସନାଲ୍‌ କ୍ରସ୍‌ ଅଭିନେତ୍ରୀ ଦିଶା ପାଟନି ନିଜ ଫିଲ୍ମ ସହ ଷ୍ଟାଲିସ୍‌ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଫଟୋ ହେଉ ବା ଭିଡିଓ ସୋସିଆଲ ମିଡିଆରେ ସବୁବେଳେ ଆଗରେ ଥାଏ। ନିକଟରେ ଦିଶା ପାଟନି ଏକ ଫଟୋସୁଟ୍‌ କରିଥିଲେ। ଫଟୋରେ ତାଙ୍କ ଅନ୍ଦାଜ୍‌…

ଅଚିହ୍ନା ଲୋକଙ୍କ ସହିତ ବସି ଚା ପିଇଲେ ବିରାଟ ଓ ଅନୁଷ୍କା, ପଡୋଶୀ ବି ଜାଣିପାରିଲେନି

ବାଂଲାଦେଶ ସହିତ ହେଉଥିବା ମ୍ୟାଚରେ ବିରାଟ କୋହଲୀ ଖେଳୁ ନାହାନ୍ତି। ୫ ନଭେମ୍ବରରେ ସେ ନିଜର ଜନ୍ମଦିନ ସେଲିବ୍ରେଟ କରିବା ପାଇଁ ଅନୁଷ୍କାଙ୍କ ସହିତ ଭୁଟାନରେ ପହଁଚିଛନ୍ତି। ଏହି ସମୟର ଫଟୋ ଅନୁଷ୍କା ଦୁହିଁଙ୍କର ଫଟୋ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋ ସେୟାର କରି ଅନୁଷ୍କା…

‘କାମସୂତ୍ର’କୁ ନା କହିଲେ ସନି ଲିଓନି, ଏକତା କପୁର ଦେଇଥିଲେ ଅଫର

ମୁମ୍ବାଇ: ଗତ କିଛି ଦିନ ହେବ ଫିଲ୍ମ ତଥା ଟିଭି ସିଲିୟଲ୍ କରୁଥିବା ଏକତା କପୁର ସନି ଲିଓନିଙ୍କୁ ନେଇ ଏକ ୱେବ ସିରିଜ୍ କରିବାକୁ ଯାଉଥିବା ଖବର ଶୁଣିବାକୁ ମିଳୁଛି । ଏମିତିରେ ଏକତା ଏବଂ ସନିଙ୍କ ଭିତରେ ଖୁବ୍ ଭଲ ସମ୍ପର୍କ ରହିଛି । ଏବେ ଏହି ୱେବ ସିରିଜର ବିଷୟ କଣ ଆପଣ ଜାଣିଛନ୍ତି କି? ଏହାର…

ଏକାଠି ନଜର ଆସିବେ ତିନି ଜଣ ଖାନ୍‌, ଜାଣନ୍ତୁ କଣ ରହିଛି ଫିଲ୍ମର ନାଁ

ବଲିଉଡରେ ଅନେକ ନୂଆ ନୂଆ ଅଭିନେତା ଆସିଲେଣି ଓ ଭଲ ଭଲ ହିଟ୍ ଫିଲ୍ମ ମଧ୍ୟ ଦେଲେଣି। ହେଲେ ଏବେ ବି ବଲିଉଡରେ ରାଜ୍ କରୁଛନ୍ତି ତିନି ଜଣ ଖାନ୍‌। ଅନେକ ଦିନ ହେଲାଣି ଲୋକମାନେ ମଧ୍ୟ ସଲମାନ୍, ଶାହାରୁଖ ଓ ଆମୀର ଖାନ୍ଙ୍କୁ ପରଦାରେ ଏକାଠି ଦେଖିବାକୁ ଚାହୁଁଛନ୍ତି। କିନ୍ତୁ ବର୍ତ୍ତମାନ…