Browsing Category

ମନୋରଂଜନ

ଦବଙ୍ଗ ୩ର ‘ମୁନ୍ନା ବଦନାମ ହୁଆ’ ଗୀତ ରିଲିଜ୍‌, ନୂଆ ମୁନ୍ନି ସହ ଧୁମ୍‌ ନାଚିଲେ ଚୁଲ୍‌ବୁଲ୍‌ ପାଣ୍ଡେ; ଦେଖନ୍ତୁ ଭିଡିଓ

ବଲିଉଡ୍‌ର ହିଟ୍‌ ଫିଲ୍ମ ଦବଙ୍ଗର ସିକ୍ୱେଲ ଦବଙ୍ଗ ୩ ଦର୍ଶକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ହୋଇଗଲାଣି। ରିଲିଜ୍‌ ହେବା ପୂର୍ବରୁ ଫିଲ୍ମ ଗୀତ ଦର୍ଶକଙ୍କୁ ନିଜ ଆଡ଼କୁ ଟାଣିଲାଣି। କିଛି ଦିନ ତଳେ ଫିଲ୍ମର ଅଡିଓ ରିଲିଜ୍‌ ହୋଇଥିବା ବେଳେ ଏବେ ଫିଲ୍ମର ଗୀତ ‘ମୁନ୍ନା ବଦନାମ’ ରିଲିଜ୍‌ ହୋଇଛି। ଏହି…

ବହି ଉପରେ ଠିଆ ହୋଇ ଫଟୋ ଉଠାଇଲେ ଏହି ଗାୟିକା, ଭାରତୀୟ ଫ୍ୟାନ୍‌ ହେଲେ ନାରାଜ

ଆମେରିକାନ ଗାୟିକା ସେଲିନା ଗୋମେଜ ଏବେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ନିକଟରେ ସେଲିନା PUMA ପାଇଁ ଫଟୋଶୁଟ୍‌ କରିଛନ୍ତି। ଏହି ଫଟୋଶୁଟ୍‌ ପାଇଁ ବହି ଉପରେ ଠିଆ ହୋଇ ଫଟୋ ଉଠାଇଛନ୍ତି। ସେଲିନାଙ୍କ ଏପରି ଫଟୋ ଦେଖି ଭାରତୀୟ ଫ୍ୟାନ ନାରାଜ ହୋଇଛନ୍ତି। ସେଲିନାଙ୍କ ଏପରି ଫଟୋଶୁଟ୍‌କୁ ନେଇ…

ଏ ହେଉଛନ୍ତି ଉଦିତ୍‌ ନାରାୟଣଙ୍କ ପ୍ରଥମ ସ୍ତ୍ରୀ, ପରେ ମୁମ୍ବାଇ ଆସି ଉଦିତ୍‌ କରିଥିଲେ ଦ୍ୱିତୀୟ ବିବାହ

୮୦ ଦଶକରେ ବଲିଉଡ୍‌ର ସବୁ ଫିଲ୍ମରେ ନିଜର କଣ୍ଠ ଦେଇଥିବା ଉଦିତ୍‌ ନାରାୟଣ ନିଜର ୬୪ତମ ଜନ୍ମଦିନ ପାଳନ କରିଛନ୍ତି। ସେ ଅନେକ ଷ୍ଟାର୍‌ଙ୍କ ପାଇଁ କଣ୍ଠଦାନ କରିଛନ୍ତି, କିନ୍ତୁ ସଫଳତା ପାଇବା ପାଇଁ ତାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଛି। ପାଖାପାଖି ୧୦ ବର୍ଷ ସଂଘର୍ଷ କରିବା ପରେ ସେ…

ସନିଙ୍କ ସହିତ ଡ୍ୟାନ୍ସ କରି ଧମାଲ ମଚାଇଲେ ବ୍ରାଭୋ, ଚାମ୍ପିୟନ ଗୀତରେ କଲେ ଡ୍ୟାନ୍ସ

କ୍ରିକେଟ ମଇଦାନରେ ୱେଷ୍ଟଣ୍ଡିଜ ଖେଳାଳୀ ଏପରି କାମ କରନ୍ତି, ଯାହାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେଣୁ ସେ କ୍ରିସ୍‌ ଗେଲ ହୁଅନ୍ତୁ ଅବା ପୋଲାର୍ଡ । ସବୁବେଳେ ସେମାନଙ୍କର କିଛି ନା କିଛି ଭିଡିଓ ଭାଇରାଲ ହେଉଥାଏ। ଆଇପିଏଲ୍‌ ସମୟରେ ଆପଣ ଡେଓ୍ଵନ ବ୍ରାଭୋଙ୍କ ଗୀତ ଏବଂ ଡ୍ୟାନ୍ସ…

ଶେଷରେ ଜଣାପଡ଼ିଲା, ଏହି ସୁପରଷ୍ଟାର୍‌ଙ୍କ ନାଁରେ ସିନ୍ଦୂର ଲଗାନ୍ତି ରେଖା!

ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ରେଖାଙ୍କ ବିବାହ ବିଷୟରେ ଏକ ଆଶ୍ଚଯ୍ୟର୍ଜନକ କଥାର ଖୁଲାସା ହୋଇଛି। ପ୍ରାୟତଃ ସବୁ ପାର୍ଟି କିମ୍ବା ଇଭେଣ୍ଟରେ ରେଖା ମଥାରେ ସିନ୍ଦୂର ଲଗାଉଥିବାର ନଜର ଆସିଥାଆନ୍ତି। କିନ୍ତୁ ଏ ପଯ୍ୟର୍ନ୍ତ ଏହି ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ। ଏହାସହ ପଢ଼ନ୍ତୁ:…

ପୁଣି ହସାଇବେ ରୋହିତ, ପରଦାକୁ ଆସିବ ‘ଗୋଲମାଲ୍‌ ୫’

ଦର୍ଶକଙ୍କୁ ହସାଇବାକୁ ପୁଣି ପ୍ରସ୍ତୁତ ହେଉଛନ୍ତି ରୋହିତ ସେଟ୍ଟୀ। ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏବେ ‘ସୂର୍ଯ୍ୟବଂଶୀ’ ଫିଲ୍ମର କାମରେ ବ୍ୟସ୍ତ ଅଛନ୍ତି। ଏହାପରେ ସେ କେଉଁ ସିନେମାର ସୁଟିଂ କରିବେ ତାକୁନେଇ ଚର୍ଚ୍ଚା ଚାଲିଥିଲା । କିନ୍ତୁ ରୋହିତ ସେଟ୍ଟୀ ‘ସୂର୍ଯ୍ୟବଂଶୀ’…

ସାରା ଅଲ୍ଲୀ ଖାନଙ୍କୁ ଫ୍ୟାନ ମାଗିଲେ ଆଟୋଗ୍ରାଫ ତ ଅଭିନେତ୍ରୀ କଲେ ଆଲିଙ୍ଗନ, ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଚଳଚ୍ଚିତ୍ର ସହିତ ସୋସିଆଲ ମିଡିଆରେ ମଧ୍ୟ ଫ୍ୟାନ ମାନଙ୍କର ମନ ଜିତିନେଇଥାନ୍ତି । ନିକଟରେ ସାରା ଅଲି ଖାନଙ୍କର ଏକ ଭିଡିଓ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ଅଭିନେତ୍ରୀଙ୍କୁ ଫ୍ୟାନ୍ସ ମାନେ ଘେରିଯାଇଥିବା ଦେଖିବାକୁ ମିଳିଛି ।…

ଡ୍ୟାନ୍ସ ଷ୍ଟେପ ଶିଖାଇଦେବା ପାଇଁ କାର୍ତ୍ତିକ ଆର୍ୟାନଙ୍କୁ ଅନୁରୋଧ କଲେ ଦୀପିକା ପାଦୁକୋନ

ସୋସିଆଲ ମିଡିଆରେ ଚାଲିଥିବା 'ଧିମେ ଧିମେ ଚ୍ୟାଲେଞ୍ଜ'ରେ ଭାଗ ନେବାପାଇଁ ଉତ୍ସୁକ ଅଭିନେତ୍ରୀ ଦୀପିକା ପାଦୁକୋନ ଏହି ଗୀତର ହୁକ ଷ୍ଟେପ ଶିଖାଇଦେବା ପାଇଁ କାର୍ତ୍ତିକ ଆର୍ୟାନଙ୍କୁ ଅନୁରୋଧ କରିଛନ୍ତି। ଗତକାଲି ଦୀପିକା ଏହି ଚ୍ୟାଲେଞ୍ଜରେ ଭାଗନେବା ପାଇଁ ଆଗ୍ରହୀ ଥିବା ପ୍ରକାଶ କରିଥିଲେ ଏବଂ…

ରିିଲିଜ୍‌ ଅପେକ୍ଷାରେ ଭାରତର ପ୍ରଥମ ମାର୍ଶଲ ଆର୍ଟ ଫିଲ୍ମ ‘ଏଣ୍ଟର ଦ ଗର୍ଲ ଡ୍ରାଗନ’, ଭାଇରାଲ ହେଉଛି ଭିଡିଓ

ଫିଲ୍ମ ନିର୍ଦ୍ଦେଶକ ରାମଗୋପାଳ ବର୍ମା ଏବେ ନିଜ ଆଗାମୀ ଫିଲ୍ମ ‘ଏଣ୍ଟର ଦ ଗର୍ଲ ଡ୍ରାଗନ’ର ପ୍ରସ୍ତୁତିକୁ ନେଇ ଖୁବ୍‌ ବ୍ୟସ୍ତ ଅଛନ୍ତି। ନିକଟରେ ଫିଲ୍ମରେ ଟିଜର ରିଲିଜ୍‌ ହୋଇଛି। ଏଥିରେ ପୂଜା ଭାଲେକରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି। ଗର୍ଲ ଡ୍ରାଗନ ପୂଜାଙ୍କର ଏକ ଭିଡିଓ ବର୍ତ୍ତମାନ…

ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ ଏହି ମଡେଲ, ପରିବେଶ ପ୍ରଦୂଷଣ ରୋକିବାକୁ ନେଲେ ଏଭଳି ପଦକ୍ଷେପ

ସୁପର ମଡେଲ ବେଲା ହଦିଦ ପରିବେଶ ପ୍ରତି ନିଜ କର୍ତ୍ତବ୍ୟ କରିବାକୁ ଯାଇ ୬୦୦ଟି ଗଛ ଚାରା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳି ଜନହିତକର କାର୍ଯ୍ୟ କରିବା ପଛରେ ମଧ୍ୟ ଏକ ମଜାଦାର ଉଦ୍ଦେଶ୍ୟ ରହିଛି। ନିଜ ମଡେଲିଂ କ୍ୟାରିୟରକୁ ଆଗକୁ ନେବାକୁ କରୁଥିବା ବିମାନ ଯାତ୍ରା ଯୋଗୁ ପରିବେଶରେ…

ବିବାଦରେ ଫିଲ୍ମ ‘କମାଣ୍ଡୋ ୩’, ଫିଲ୍ମର ଏହି ସିନ୍‌କୁ ନେଇ ସୋସିଆଲ ମିଡିଆରେ ଝଡ଼

ବଲିଉଡ୍ ଫିଲ୍ମ ‘କମାଣ୍ଡୋ-୩’ର ରିଲିଜ ହେଉ ହେଉ ବିବାଦ ଭିତରେ ଫସିଯାଇଛି। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା। ଫିଲ୍ମରେ ବିଦ୍ୟୁତ ଜାମଓ୍ଵାଲ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମର ଏକ ସିନ୍‌ରେ କେତେଜଣ ମଲ୍ଲଯୋଦ୍ଧା ଆଖଡାରେ ଅଭ୍ୟାସ କରୁଥିବା ବେଳେ ସେହିବାଟ ଦେଇ…

ମହିଳା ଡାକ୍ତରଙ୍କ ସହିତ ହୋଇଥିବା ପାଶବିକତାରେ ବଲିଉଡ୍‌ କାଳକାର ବି ସ୍ତବ୍ଧ ! ଅନେକ କଳାକାର ଦେଲେ ଏଭଳି ପ୍ରତିକ୍ରିୟା

ଦିଲ୍ଲୀର ନିର୍ଭୟା କାଣ୍ଡର ପୁନରାବୃତ୍ତି ପୁଣି ହାଇଦରାବାଦରେ ଦେଖିବାକୁ ମିଳିଛି। ନରରୂପୀ ରାକ୍ଷସ ସାଜି କିଛି ଲୋକ ଘଟାଉଛନ୍ତି ନାରକୀୟ କାଣ୍ଡ। ଏହି ନରରୂପୀ ରାକ୍ଷସ ଜଣେ ମହିଳା ପଶୁ ଚିିକିତ୍ସକଙ୍କ ସହିତ ଦୁଷ୍କର୍ମ କରି ତାଙ୍କୁ ଜିଅନ୍ତା ଜାଳିଦେଇଛନ୍ତି। ଏହାପରେ ତାଙ୍କର ଅର୍ଦ୍ଧ ଦଗ୍ଧ…