Browsing Category

ସ୍ପେଶାଲ

ଭ୍ୟାକ୍ସିନ ନେବା ପରେ ରାସ୍ତାରେ ବିନା ମାସ୍କରେ ବୁଲୁଥିଲେ ବୃଦ୍ଧ, ଏମିତି ବୁଦ୍ଧି ଶିଖାଇଲେ ଯୁବତୀ; ଦେଖନ୍ତୁ ଭିଡିଓ

କରୋନାର ଦ୍ଵିତୀୟ ଲହରୀ ଲୋକଙ୍କ ପାଇଁ ବେଶ୍ ଘାତକ ସାବ୍ୟସ୍ତ ହୋଇଛି। ଏ ଅବସରରେ ଅନେକ ଲୋକ ନିଜ ଜୀବନ ହରାଉଛନ୍ତି। ସଂକ୍ରମଣକୁ କମାଇବା ପାଇଁ ଏବେ ଦେଶରେ ଟିକାକରଣ ଚାଲିଛି। ତେବେ ଟିକା ନେଇ ସାରିବା ପରେ ବି ସମସ୍ତ ନିୟମ ପାଳନ କରିବାକୁ ବାରମ୍ବାର ବିଶେଷଜ୍ଞ କହୁଛନ୍ତି। ମାତ୍ର ଏବେ ବି…

ଚନ୍ଦ୍ର ଗ୍ରହଣରେ ଏହି ରାଶିଙ୍କ ଉପରେ ପଡିପାରେ ଖରାପ ପ୍ରଭାବ, ଜାଣନ୍ତୁ ଓ ସତର୍କ ରୁହନ୍ତୁ

ଆସନ୍ତା ୨୬ ମଇରେ ବର୍ଷର ପ୍ରଥମ ଚନ୍ଦ୍ର ଗହଣ ହେବାକୁ ଯାଉଛି । ଏହିଦିନ ପୂର୍ଣ୍ଣ ଚନ୍ଦ୍ରଗହଣ ହେବ । କିନ୍ତୁ ଭାରତରେ ସଂପୂର୍ଣ୍ଣ ଚନ୍ଦ୍ରଗହଣ ଦେଖାଯିବ ନାହିଁ । ଭାରତରେ ଯେଉଁ ସ୍ଥାନରେ ଏହି ଗ୍ରହଣ ଦେଖାଯିବ ସେଠାରେ ହିଁ ଏହାର ନିୟମକୁ ପାଳନ କରାଯିବ । ତେବେ ଜ୍ୟୋତିଷ ମାନ୍ୟତା ଅନୁଯାୟୀ…

ବିନା ବାଜା ରୋଷଣୀରେ ବାଇକରେ କନ୍ୟାକୁ ଆଣିଲା ବର, ଖୁସି ହୋଇ ଉପହାର ଦେଲେ ପୋଲିସ; ଦେଖନ୍ତୁ ଭିଡିଓ

କରୋନା କାଳରେ ବିବାହ, ବ୍ରତ ଆଦି କାର୍ଯ୍ୟକ୍ରମରେ ପ୍ରତିବନ୍ଧକ ଲାଗିଥିଲେ ବି ଲୋକମାନେ କିନ୍ତୁ ବାହା ହେବା ଛାଡୁନାହାନ୍ତି। ଏବେ କେବଳ ବର କନ୍ୟା ହିଁ ଉପସ୍ଥିତ ରହି ବାହା ହୋଇପଡୁଛନ୍ତି। ନା ଦରକାର ପଡୁଛି ବାଜା ନା ରୋଷଣୀ। ଏଭଳି ଏକ ନିଆରା ବିବାହ ଆୟୋଜିତ ହୋଇଛି ପଞ୍ଜାବରେ। ଏଠାରେ ବର…

ହୋମ୍ ଆଇସୋଲେସନରେ ରହି ଭଲ ହେଉଥିବା କରୋନା ରୋଗୀଙ୍କ ଠାରେ ଭାଇରସର ଲଙ୍ଗ୍ ଟର୍ମ ଇଫେକ୍ଟ କମ୍ ରହିଥାଏ

ସାରା ଦେଶରେ କରୋନା ମାମଲାର ନୂଆ ନୂଆ ସଂଖ୍ୟା ସାମନାକୁ ଆସିବାରେ ଲାଗିଛି। ଦେଶର ପ୍ରତି ସ୍ଥାନର ହସ୍ପିଟାଲରେ ରୋଗୀଙ୍କ ଭିଡ଼। କରୋନାର ଦ୍ୱିତୀୟ ଲହରରେ ରୋଗୀଙ୍କ ସୁସ୍ଥ ହେବାରେ ବହୁତ ସମୟ ଲାଗୁଛି। ହେଲେ କରୋନାର ଅନେକ ରୋଗୀ ହୋମ୍ ଆଇସୋଲେସନରେ ରହି ଆରୋଗ୍ୟ ବି ହେଉଛନ୍ତି। ଏକ ନୂଆ…

କରୋନା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଡଙ୍ଗାକୁ ହିଁ କରିଦେଲେ ଆମ୍ବୁଲାନ୍ସ, PPE କିଟ, ଷ୍ଟ୍ରେଚର, ହ୍ବିଲଚେୟାରର…

ଏବେ କରୋନା ମହାମାରୀ ସହ ସାରା ଦେଶ ଜୁଝି ହେଉଛି। ଏମିତି ସ୍ଥିତିରେ ଅନେକ ଲୋକ ସହାୟତା କରିବାକୁ ଆଗେଇ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଏମିତି ହିଁ ଜଣେ ହେଉଛନ୍ତି ଜାମ୍ମୁ କଶ୍ମୀରର ତାରିକ ଅହମଦ ପତଲୁ। ତାରିକ ଶ୍ରୀନଗରର ଡାଲ ହ୍ରଦରେ ଏକ ଡଙ୍ଗାକୁ ଆମ୍ବୁଲାନ୍ସ ବନାଇ ଦେଇଛନ୍ତି। ଏହି…

ଅଫିସ ପିଜ୍ଜା ପାର୍ଟିରେ ବସ ଡାକୁ ନ ଥିଲେ ରିସେପସନିଷ୍ଟଙ୍କୁ, ତ ସୃଷ୍ଟି ହେଲା ହଙ୍ଗାମା, କ୍ଷତିପୂରଣରେ ମିଳିଲା ୨୦…

ପିଜ୍ଜା ଖାଇବାକୁ କାହାକୁ ବା ପସନ୍ଦ ନୁହେଁ। ଆଜିକାଲି ଯାହା ବି ପାର୍ଟି ହେଉ କିମ୍ବା ଘରେ ଲୋକେ ଏକାଠି ହୁଅନ୍ତୁ, ତ ଖାଇବା ପାଇଁ ପ୍ରଥମେ ପିଜ୍ଜା ହିଁ ଅର୍ଡର କରାଯାଏ। କିନ୍ତୁ ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ଜଣେ ମହିଳା ରିସେପସନିଷ୍ଟଙ୍କୁ ପିଜ୍ଜା ପାର୍ଟିରେ ସାମିଲ ନ କରିବା…

ବ୍ୟାଗ ତିଆରି ଗାଁ ହୀରାପୁର, ଦେଖନ୍ତୁ କେମିତି ପ୍ରସ୍ତୁତ ହେଉଛି

ପିପିଲି (କେନ୍ୟୁଜ) : ଆମେମାନେ ଜୀବନରେ ଅନେକ କିଛି ବସ୍ତୁ ବା ପଦାର୍ଥକୁ ଦୈନଦିନ ଜୀବନରେ ବ୍ୟବହାର କରିଥାଉ । ପନି ପରିବା ହେଉ କି ତେଜରାତି ଜିନିଷ ଅଥବା ଅନ୍ୟ କିଛି ଆମେ ଯାହାବି ଆମ ଜୀବନରେ ଅବଶ୍ୟକ କରିଥାଉ ତାହା ଆଣିବା ପାଇଁ ବ୍ୟାଗଟିଏ ନିଶ୍ଚିତ ଦରକାର ପଡ଼ିଥାଏ । ସାଇକେଲ ଅଥବା ମୋଟର…

ଅକ୍ଷୟ ତୃତୀୟା ଦିନ ହୁଏ ପାପ ନାଶ, ରାଶି ଅନୁସାରେ ପାପ ଦୂର କରିବା ପାଇଁ କରନ୍ତୁ ଏହି କାମ

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଏ। ଏଥର ୧୪ ମେ ଶୁକ୍ରବାର ଦିନ ପାଳନ କରାଯିବ। ଅକ୍ଷୟ ତୃତୀୟାରେ ମାଙ୍କ କୃପା ପ୍ରାପ୍ତ ହୋଇଥାଏ। ଶାସ୍ତ୍ରରେ ଏହି ଦିନର ମହତ୍ତ୍ୱ ଏତେ ଯେ ଏହି ଦିନ ପାପର ବିନାଶ ହେବା ସହିତ ସୁଖ ପ୍ରାପ୍ତି ହୋଇଥାଏ। ଏହି ଦିନ ରାଶି…

ଘରେ ପଶିବାକୁ ଦେଲାନି ଘର ମାଲିକ, ୨ ବର୍ଷର ଛୁଆ ଓ ସ୍ୱାମୀ ସହିତ ୨ ଦିନ ଟ୍ୟାକ୍ସିରେ ବିତାଇଲେ କରୋନା ସଂକ୍ରମିତ ମହିଳା

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତ ଜଣେ ମହିଳାଙ୍କୁ ନିଜ ସ୍ୱାମୀ ଓ ୨ ବର୍ଷର ଛୁଆ ସହିତ ଏକ ଟ୍ୟାକ୍ସିରେ ଦୁଇ ରାତି କଟେଇବାକୁ ପଡ଼ିଛି। କାହିଁକି ନା, ତାଙ୍କ ଘର ମାଲିକ ତାଙ୍କୁ ଏବଂ ତାଙ୍କ ପରିବାରକୁ ଭଡ଼ା ଘରେ…

ଆଜି ଭଗବାନ ପର୍ଶୁରାମଙ୍କ ଅଲୌକିକ ଗାଥା ସଂପର୍କରେ ଜାଣନ୍ତୁ

ଭଗବାନ ପର୍ଶୁରାମଙ୍କ ଜନ୍ମ ବୈଶାଖ ମାସ ଶୁକ୍ଳ ପକ୍ଷ ୩ୟା ତିଥିରେ ହୋଇଥିଲା । ତାଙ୍କୁ ଭଗବାନ ବିଷ୍ଣୁଙ୍କ ୬ଷ୍ଠ ଅବତାର କୁହାଯାଏ । ମାନ୍ୟତା ରହିଛି ଯେ, ପୃଥିବୀ ପୃଷ୍ଠରେ ଭଗବାନ ପର୍ଶୁରାମଙ୍କ ଜନ୍ମ ଅତ୍ୟାଚ।ରୀ ରାଜବଂଶର ଲୋପ ପାଇଁ ହୋଇଥିଲା । ଏଥିପାଇଁ ମାନ୍ୟତା ରହିଛି ଯେ ସାତ ଚିରଞ୍ଜିବୀ…

ନ୍ୟୁୟର୍କ: ଟ୍ରକରେ ଷ୍ଟୋର ରହିଛି ୭୫୦ କୋଭିଡ ରୋଗୀଙ୍କ ମୃତଦେହ, ପୋତା ହେବାକୁ ଏକ ବର୍ଷ ହେବ କରାଯାଇଛି ଅପେକ୍ଷା

ଦୁନିଆରେ କରୋନା ଭାଇରସରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଅନ୍ତିମ ସଂସ୍କାର ସହ ଜଡ଼ିତ କେତେକ ଦୁଃଖଦ ଖବର ସାମ୍ନାକୁ ଆସୁଛି। କେଉଁଠି ମୃତକଙ୍କୁ ଦୁଇ ଗଜ ଜମି ମିଳୁନି ତ ରାସ୍ତା କଡ଼ରେ ଚିତା ଜଳେଇବାକୁ ପଡୁଛି। ପୁଣି କେଉଁଠି ନିଜ ଲୋକ ହିଁ ଅନ୍ତିମ ସଂସ୍କାର କରିବାକୁ ମନା କରି ଦେଉଛନ୍ତି।…