Browsing Category

ସ୍ପେଶାଲ

ପିଲାଙ୍କର ଏହି କ୍ୟୁଟ୍ ଭିଡିଓର ଗୋଟେ ଗୋଟେ ସେକେଣ୍ଡ ଆପଣଙ୍କୁ ଆସିବ ବହୁତ ପସନ୍ଦ, ଥରେ ନଜର ପକାନ୍ତୁ

ଗୋଟେ ଗୋଟେ ମୁହୂର୍ତ୍ତ ଏମିତି ଥାଏ, ଯାହାକୁ ଠିକ ଟାଇମରେ କ୍ୟାପଚର କରିବା ନିହାତି ଜରୁରୀ ହୋଇଥାଏ। କାହିଁକିନା ପରେ ତାକୁ ଦେଖି କାହାର ମୁଡ୍ ଠିକ୍ ହୋଇଥାଏ ଏବଂ ଖୁସି ମିଳିଥାଏ। ଯଦି ଆପଣ ଘଟିଥିବା କିଛି ଖାସ୍ ମୁହୂର୍ତ୍ତକୁ କ୍ୟାପଚର କରିକି ନରଖିପାରିଲେ ତ ଆପଣ ବହୁତ ଅଫସୋସ୍ କରିଥାନ୍ତି…

୨୭ ସେକେଣ୍ଡରେ ଶିଶୁକୁ ଜନ୍ମ ଦେଇ ଏହି ମାଆ କଲା ରେକର୍ଡ, ଜଣାନ୍ତୁ କେମିତି ଥିଲା ପ୍ରସବ

କୁହାଯାଏ, ଲେବର ପେନ ଏକସାଥୀରେ କେତେଗୁଡିଏ ହାଡ଼ ଭାଙ୍ଗିବା ବରାବର ହୋଇଥାଏ। ସେଥିପାଇଁ ତ ମାଆ ହେବା କୌଣସି ବି ମହିଳାଙ୍କ ପାଇଁ ସହଜ କାମ ନୁହେଁ,, ଏହା ଦ୍ୱିତୀୟ ଜନ୍ମ ନେବା ଭଳି ହୋଇଥାଏ। କିନ୍ତୁ ୟୁକେର ଜଣେ ମହିଳାଙ୍କୁ ଏହି ଯନ୍ତ୍ରଣା ଆଦୌ ଅନୁଭବ ହୋଇନାହିଁ। କାହିଁକିନା, ସେ ମାତ୍ର ୨୭…

କରୋନା ପଜିଟିଭ ଦାଦୀ ହସ୍ପିଟାଲ ବେଡରେ କଲେ ଗରବା, Video ହୋଇଗଲା ଭାଇରଲ

ଇଣ୍ଟରନେଟରେ ଏବେ ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ୯୫ ବର୍ଷୀୟା ଜଣେ ବୃଦ୍ଧା ଗରବା କରୁଥିବା ନଜର ଆସୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ବୃଦ୍ଧା ଜଣକ କରୋନା ସଂକ୍ରମିତ। ତେବେ ଏଭଳି ଏକ ଭିଡ଼ିଓ ଏମିତି ସଂକଟଜନକ ସ୍ଥିତିରେ ଆଶାର କିରଣ ଭଳି ହୋଇଛି। ଏହି ଭିଡ଼ିଓକୁ ଫଟୋଗ୍ରାଫର…

ଶୁକ୍ରବାର ଦିନ ନିଶ୍ଚୟ କରନ୍ତୁ ଏହି ଉପାୟ, ଧନରେ ପରିପୂର୍ଣ୍ଣ ହୋଇଯିବ ଘର

ପ୍ରତ୍ୟେକ ଦିନର ଏକ ଖାସ୍‌ ମହତ୍ତ୍ୱ ରହିଛି। ସେହିପରି ଶୁକ୍ରବାରର ମଧ୍ୟ ବହୁତ ଖାସ୍‌ ମହତ୍ତ୍ୱ ରହିଛି। ଏହି ଦିନକୁ ମା ଲକ୍ଷ୍ମୀଙ୍କର ଦିନ ବୋଲି କୁହାଯାଏ। ଏଥିପାଇଁ ଶୁକ୍ରବାର ଦିନ ଘରର ସୁଖ-ସମୃଦ୍ଧି ପାଇଁ ଆପଣ ଛୋଟିଆ ଉପାୟ କରିପାରିବେ। ମା ଲକ୍ଷ୍ମୀଙ୍କ ପ୍ରିୟ ରଙ୍ଗ ଧଳା, ଏଥିପାଇଁ ମାଆ…

ଏ ବଡ଼ ବିଚିତ୍ର ମହିଳା! ନିଜ ଅନ୍ତିମ ସଂସ୍କାରର ମିଛ ନାଟକ ପାଇଁ ଖର୍ଚ୍ଚ କଲେ ୭୫ ହଜାର ଟଙ୍କା

କରୋନା କାଳରେ ସାରା ଦୁନିଆରେ ଲୋକ ପ୍ରଭାବିତ ହେଉଛନ୍ତି । ଏହି ସମୟରେ ଅନେକ ଅଜବ ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଏହିପରି ଆଉ ଏକ ନୂଆ ଘଟଣା ଏବେ ଆମ ସାମ୍ନାକୁ ଆସିଛି । ଦକ୍ଷିଣ ଆମେରିକାର ଚିଲୀ ନାମକ ସହରରେ ଏକ ଅଭାବନୀୟ ଘଟଣା ଘଟିଛି ।ଚାଲନ୍ତୁ ଜାଣିବା ସେ ସଂପର୍କରେ । କରୋନା ଜନିତ…

ଗଛରେ ଉପରେ ଚାଲିଛି ଚୋର-ପୋଲିସ ଖେଳ, ମଜା ନେବା ପାଇଁ ଦେଖନ୍ତୁ ଏହି ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ରୋଚକପୂର୍ଣ୍ଣ ତଥା ମଜାଦାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟିକୁ ଯଦି ଦେଖିବେ ତେବେ ଜାଣି ପାରିବେ ଏକ ବିରାଟ କାୟ ଗଛ ମୂଳରେ କିଛି ପୋଲିସ କର୍ମୀ ଛିଡା ହୋଇଛନ୍ତି । ଆଉ ଗଛ ଉପରେ ଏକ ବ୍ୟକ୍ତି ଚଢ଼ିଛି । ହୁଏତ ପୋଲିସ ଠାରୁ ରକ୍ଷା ପାଇବା ପାଇଁ…

କରୋନା ଭୟରେ ଗୋବର ଓ ଗୋମୂତ୍ରରେ ସ୍ନାନ କରୁଛନ୍ତି ଲୋକେ, ଡାକ୍ତର କହିଲେ ବିପଦପୂର୍ଣ୍ଣ

କରୋନା ଭାଇରସ ମହାମାରୀର ଦ୍ଵିତୀୟ ଲହର ଭାରତରେ ସବୁଠୁ ଅଧିକ ସଂକ୍ରମିତ କରୁଛି। ସହର ସମେତ ଗାଁ ଲୋକେ ମଧ୍ୟ ଏବେ ସଂକ୍ରମଣର ଶିକାର ହେଉଛନ୍ତି। ଏଭଳି ସ୍ଥିତିରେ ଅସହାୟ ଲୋକମାନେ କରୋନା ସହ ଲଢ଼ିବାକୁ ବିଭିନ୍ନ ଅଜବ ପନ୍ଥା ଆପଣାଉଥିବା ଦେଖିବାକୁ ମିଳୁଛି। ଗୁଜରାଟର କିଛି ଲୋକ ଗାଈ…

ବାଃ କି ବୁଦ୍ଧି! ପାଣି ପିଇ ଶୋଷ ମେଣ୍ଟାଇଲା ଏହି ମାଙ୍କଡ଼, ପୁଣି ବନ୍ଦ କରିଦେଲା ନଳ, ଭାଇରଲ ହେଉଛି ଭିଡ଼ିଓ

ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କ ଭିଡିଓ ଅନେକ ସମୟରେ ଭାଇରଲ ହେବାରେ ଲାଗିଥାଏ। ଲୋକେ ମଧ୍ୟ ଏହାକୁ ଖୁବ ପସନ୍ଦ କରିଥାନ୍ତି। ଏବେ ଏମିତି ହିଁ ଏକ ମାଙ୍କଡ଼ର ଭିଡ଼ିଓ ସୋସିଆଲ ମିଡ଼ିଆରେ ବୋବାଲ କରୁଛି। ଭିଡିଓଟି ବହୁତ ମଜାଦାର ରହିଛି ଏବଂ ଏଥିରୁ ଆପଣଙ୍କୁ ଏକ ବଡ଼ ଶିକ୍ଷା ବି ମିଳୁଛି।…

ଦେବଗଣଙ୍କୁ ମହାବିପତ୍ତିରୁ ଉଦ୍ଧାର ପାଇଁ ମା’ ଲକ୍ଷ୍ମୀଙ୍କର ହୋଇଥିଲା ଅପହରଣ, ଜାଣନ୍ତୁ ପୂରାଣ ଅନୁଯାୟୀ କଣ…

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । କିଛି ଲୋକ ମା'ଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ମଧ୍ୟ ରଖନ୍ତି । ଆଉ ଯେଉଁମାନେ ବ୍ରତ ରଖି ନପାରନ୍ତି ସେମାନେ ଯଦି ମା'ଙ୍କ ସହିତ କଥା ପଢ଼ନ୍ତି ବା ଶୁଣନ୍ତି ତେବେ ମା'ଙ୍କ କୃପା ସେମାନଙ୍କ ଉପରେ ନିଶ୍ଚିନ୍ତ…

ଆତ୍ମନିର୍ଭର ବର! ନିଜର ହିଁ ବିବାହରେ ବ୍ୟାଣ୍ଡ ବଜାଇଲା ବର, ଦେଖି ଆଚମ୍ବିତ ହୋଇଗଲା କନ୍ୟା, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବିବାହର ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି, ଯାହାକୁ ଦେଖି ଆପଣ ବି ହସି ହସି ଗଡ଼ିଯିବେ। ବର ନିଜର ହିଁ ବିବାହରେ ବ୍ୟାଣ୍ଡ ବଜାଉଥିବା ନଜର ଆସୁଛି। ବିବାହ ଜୋଡ଼ାରେ ବର ଯେଉଁଭଳି ଭାବେ ବ୍ୟାଣ୍ଡ ବଜାଉଛି, ତାହା ଅନେକ ଲୋକଙ୍କୁ ଆକର୍ଷିତ କରିଛି। ପଛରେ କନ୍ୟା ମଧ୍ୟ ଛିଡ଼ା ହୋଇ…

ଭ୍ୟାକ୍ସିନ ନେବା ପରେ ରାସ୍ତାରେ ବିନା ମାସ୍କରେ ବୁଲୁଥିଲେ ବୃଦ୍ଧ, ଏମିତି ବୁଦ୍ଧି ଶିଖାଇଲେ ଯୁବତୀ; ଦେଖନ୍ତୁ ଭିଡିଓ

କରୋନାର ଦ୍ଵିତୀୟ ଲହରୀ ଲୋକଙ୍କ ପାଇଁ ବେଶ୍ ଘାତକ ସାବ୍ୟସ୍ତ ହୋଇଛି। ଏ ଅବସରରେ ଅନେକ ଲୋକ ନିଜ ଜୀବନ ହରାଉଛନ୍ତି। ସଂକ୍ରମଣକୁ କମାଇବା ପାଇଁ ଏବେ ଦେଶରେ ଟିକାକରଣ ଚାଲିଛି। ତେବେ ଟିକା ନେଇ ସାରିବା ପରେ ବି ସମସ୍ତ ନିୟମ ପାଳନ କରିବାକୁ ବାରମ୍ବାର ବିଶେଷଜ୍ଞ କହୁଛନ୍ତି। ମାତ୍ର ଏବେ ବି…