Browsing Category

ସ୍ପେଶାଲ

ଶ୍ୱଶୁର କଲେ ବାପାର କର୍ତ୍ତବ୍ୟ, ପୁଅର ମୃତ୍ୟୁ ପରେ ବୋହୂକୁ ସୁନାଗହଣା ଗାଡି ଦେଇ କଲେ କନ୍ୟାଦାନ

କୁହାଯାଏ ବାପା ଘରେ ଝିଅ ଯେମିତି ସ୍ନେହ ଶ୍ରଦ୍ଧାରେ ରହୁଛି ଶ୍ୱଶୁର ଘରେ ସେସବୁ ପାଏନା। ଶ୍ୱଶୁର ଘରେ ବୋହୂ କେବେ ଝିଅ ହୋଇ ପାରେନା। କିନ୍ତୁ ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲାରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣଙ୍କ ପାଇଁ ଏହା କୌଣସି ଫିଲ୍ମର…

ସମ୍ଭଳ ହସ୍ପିଟାଲରୁ ଭାଇରାଲ ହୋଇଛି ଏକ ଛାତିଥରା ଭିଡିଓ, ଶବକୁ ଟାଣି ନେଉଛି ବୁଲା କୁକୁର

ଆଜିକାଲି ସମାଜରେ ମାନବିକତା ଯେମିତି ସମ୍ପୂର୍ଣ୍ଣ ରୂପରେ ଲୋପ ପାଇବାରେ ଲାଗିଛି। ବଞ୍ଚିଥିଲା ବେଳେ ମଣିଷକୁ ସମ୍ମାନ ଦେବା ତ ଦୂରର କଥା ମଲା ପରେ ବି ଦେଉନାହାନ୍ତି। ସାଧାରଣତଃ ମୃତ ଶରୀରକୁ ସମ୍ମାନ ଦିଆଯାଇଥାଏ । ହେଲେ ତାହା ବି ସମାଜରେ ଦେଖିବାକୁ ମିଳୁନି । ଏମିତ ଏକ ଅମାନବିୟ ଘଟଣା…

ଏହି ଦେଶରେ ଲୋକେ କରିଥାନ୍ତି ଶବ ସହିତ ବିବାହ, ରାଷ୍ଟ୍ରପତିଙ୍କ ଠାରୁ ନେବାକୁ ପଡିଥାଏ ଅନୁମତି

ପୃଥିବୀର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଆଇନ କାନୁନ ରହିଥାଏ। ଏପରି କିଛି ଦେଶ ଅଛି, ଯାହାର ଆଇନ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଏହିଭଳି ଏକ ଦେଶ ହେଉଛି ଫ୍ରାନ୍ସ। ଆଜି ଆମେ ଆପଣଙ୍କୁ ଏହି ଦେଶର କିଛି ବିଚିତ୍ର ଆଇନ୍‌ ବିଷୟରେ ଜଣାଇବୁ। କ୍ଷେତ୍ରଫଳ ଅନୁସାରେ ୟୁରୋପର ବିକଶିତ…

ନର୍କ ଭୋଗିଥାନ୍ତି ଏହି ପ୍ରକାର କର୍ମ କରୁଥିବା ବ୍ୟକ୍ତି, ମହାଭାରତରେ ୬ ପ୍ରକାର ଲୋକଙ୍କ ବିଷୟରେ କହିଛନ୍ତି ପିତାମହ…

ପିତାମହ ଭୀଷ୍ମ ମହାଭାରତରେ ୬ ପ୍ରକାରର ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ନୀଚ କାମ କରି ନର୍କ ଯନ୍ତ୍ରଣା ଭୋଗିଥାନ୍ତି। ଏହିଭଳି ଲୋକଙ୍କ ଜୀବନରେ କେବେ କେବେ ଏତେ ବଡ଼ ଦୁଃଖ ଆସିଯାଇଥାଏ ଯେ ଯାହାଫଳରେ ସେମାନେ ବିଚଳିତ ହୋଇପଡ଼ନ୍ତି। ଖରାପ କର୍ମ କରିବା ହେତୁ ସେମାନଙ୍କୁ…

ଲାଇଟ ଲଗା ଶାଢ଼ୀ ପିନ୍ଧି ଆକାଶର ତାରା ପରି ଚକମକ କରୁଛନ୍ତି ମହିଳା, ଦେଖନ୍ତୁ ଭିଡିଓ

ବଲିଉଡ ବାଦଶାହ ଅମିତାଭ ବଚ୍ଚନ "ୟରାନା" ଫିଲ୍ମର ଲୋକପ୍ରିୟ ଗୀତ "ସାରା ଜମାନା.. ହସିନୋ କା" ରେ ଲାଇଟ ଲଗା କଷ୍ଟ୍ୟୁମ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ । ଏହା ପରଠାରୁ ବିଭିନ୍ନ ଷ୍ଟେଜ ପ୍ରୋଗ୍ରାମଗୁଡିକରେ ପରଫର୍ମର ମାନେ ଲାଇଟ ଲଗା ଡ୍ରେସ ପିନ୍ଧି ପରଫରମାନ୍ସ ଦେବା ଆରମ୍ଭ କରିଥିଲେ । କିନ୍ତୁ…

ଏକା ୪୦ଜଣ ଯୋଦ୍ଧାଙ୍କ ସହିତ ସମାନ ଥିଲେ ଏହି ସମ୍ରାଟ, ସାଧାରଣ ମଣିଷରୁ କେମିତି ହେଲେ ସମ୍ରାଟ

ପୃଥିବୀରେ ଏମିତି ଅନେକ ରାଜା ମହାରାଜା ବା ସମ୍ରାଟ ଅଛନ୍ତି ଯାହାଙ୍କ ନାମ ଇତିହାସରେ ସବୁଦିନ ପାଇଁ ଅମର ହୋଇଯାଇଛି। ଏହିଭଳି ଜଣେ ଯୋଦ୍ଧା ଥିଲେ ଫ୍ରାନ୍ସର ମହାନ ବାଦଶାହା ବୋଲାଉଥିବା ନେପୋଲିୟନ ବୋନାପାର୍ଟ। ସେ ପୃଥିବୀର ଏକ ବୃହତ ଅଂଶକୁ କବ୍‌ଜା କରିଥିଲେ। ୧୭୬୯ ମସିହା ଅଗଷ୍ଟ ୧୫ ତାରିଖରେ…

ଏଠାରେ କୁକୁର ଓ ବିଲେଇ ବି କରନ୍ତି ରକ୍ତଦାନ‌, ପ୍ରତି ବର୍ଷ ରକ୍ଷା କରାଯାଉଛି ଅନେକ ଜୀବନ

ଆପଣ କେବେ ନା କେବେ ରକ୍ତ ଦାନ ନିଶ୍ଚୟ କରିଥିବେ କିମ୍ବା ଏହା ବିଷୟରେ ଶୁଣିଥିବେ ନିଶ୍ଚୟ। ଆପଣ ଜାଣିଥିବେ ଯାହାକୁ ବି ରକ୍ତର ଆବଶ୍ୟକ ପଡେ ସେ ତୁରନ୍ତ ବ୍ଲଡ୍‌ ବ୍ୟାଙ୍କ୍‌ ଯାଆନ୍ତି। ଦେଶରେ ଅନେକ ବ୍ଲଡ୍‌ ବ୍ୟାଙ୍କ୍‌ ରହିଛି, ଯେଉଁଥିରେ ଆପଣ ରକ୍ତ ଦାନ କରି ଅନ୍ୟର ଜୀବନ ବଞ୍ଚାଇପାରିବେ।…

୪୦୦ ବର୍ଷ ଧରି ଚାଲିଆସୁଛି ଏହି ଅଜବ ପରମ୍ପରା, ଜାପାନର ମହିଳାମାନେ ‘ଗୀଶା’ ହୋଇ କରିଥାନ୍ତି ଏପରି କାମ

ଦୁନିଆର କୋଣ ଅନୁକୋଣରେ ଏମିତି ଅନେକ ପ୍ରକାରର ପ୍ରଥା, ପରମ୍ପରା ପ୍ରଚଳିତ ରହିଛି, ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଆପଣଙ୍କୁ ଏକ ଅଦ୍ଭୁତ ପରମ୍ପରା ବିଷୟରେ କହିବାକୁ ଯାଉଛୁ। ଏହି ପରମ୍ପରାରେ ମହିଳାମାନଙ୍କୁ ସଜବାଜ ହୋଇ ପୁରୁଷଙ୍କ ସାମ୍ନାରେ ନିଜର ଟ୍ୟାଲେଣ୍ଟ…

ଏମିତି ଲୋକଙ୍କର ହୋଇ ନ ଥାଏ ପୁନର୍ଜନ୍ମ, ମିଳି ଯାଇଥାଏ ମୋକ୍ଷ

ଯେବେ ରାଜା ଭାଗୀରଥି ଧର୍ମରାଜ(ଭଗବାନ ଯମ)ଙ୍କୁ ପଚାରିଥିଲେ କି, ମୃତ୍ୟୁ ପରେ ଆତ୍ମାର କ'ଣ ହୋଇଥାଏ, ତ ସେତେବେଳେ ଧର୍ମରାଜଙ୍କ ଦ୍ଵାରା ଦିଆଯାଇଥିବା ଉତ୍ତର ଶୁଣି ଭାଗୀରଥି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଧର୍ମରାଜ ଉତ୍ତର ଦେଇଥିଲେ କି, ମୃତ୍ୟୁ ପରେ ବି ଆତ୍ମାକୁ ମୁକ୍ତି ମିଳି ନ ଥାଏ, ଯେ…

କ୍ରିକେଟ ପରେ ଖେତରେ ଚାଷ କରୁଛନ୍ତି ମହେନ୍ଦ୍ର ସିଂହ ଧୋନି, ୪୦ ଟଙ୍କାରେ ବିକ୍ରି ହେଉଛି ଟମାଟୋ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (ମାହି) ଏବେ ଖୁବ୍ ଚର୍ଚ୍ଚାରେ। ମାହି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ବି ତାଙ୍କ ନାମର ଜଲଓ୍ଵା ଏବେବି ଅପରିବର୍ତ୍ତିତ ଅଛି। କ୍ରିକେଟ ପରେ ଧୋନି ଏବେ ଖେତରେ ଚାଷ କରୁଛନ୍ତି। ତାଙ୍କ ଜନ୍ମସ୍ଥାନ ଝାଡ଼ଖଣ୍ଡର…

ଭଗବାନ ଶିବଙ୍କ ଏହି ମନ୍ଦିରରେ ପଢ଼ାଯାଇଥାଏ ନମାଜ, ଜାଣନ୍ତୁ କ’ଣ ରହିଛି କିମ୍ବଦନ୍ତୀ

ପ୍ରାଚୀନ କାଳରୁ ହିଁ ଶିବ ମନ୍ଦିର ହିନ୍ଦୁମାନଙ୍କର ଆସ୍ଥାର ପ୍ରମୁଖ କେନ୍ଦ୍ର ଭାବେ ଜଣାଯାଉଛି। ଦୁନିଆସାରା ରହିଥିବା ସମସ୍ତ ହିନ୍ଦୁ ସମ୍ପୂର୍ଣ୍ଣ ଆସ୍ଥା ଏବଂ ବିଶ୍ୱାସର ସହ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ କେବେ ଆପଣ ଶୁଣିଛନ୍ତି କି, ଶିବ ମନ୍ଦିରରେ ମୁସଲିମମାନେ ନମାଜ…

ଦ୍ରୌପଦୀଙ୍କ ଅନୁସାରେ ବିବାହିତା ନାରୀଙ୍କୁ କଦାପି କରିବା ଉଚିତ ନୁହେଁ ଏହି ୭ଟି କାମ, ଜାଣନ୍ତୁ କ’ଣ

ଘର, ଗୃହସ୍ଥୀକୁ ଚଳାଇବା ପାଇଁ ମହିଳାଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଶୁଦ୍ଧ ଆଚରଣ ଏବଂ ନିଜର ସଦଗୁଣ ଯୋଗୁ ସେମାନେ ପରିବାରର ବଗିଚାକୁ ମହକାଇଥାନ୍ତି। ଘରେ ସୁଖ, ଶାନ୍ତିର ମାହୋଲ ବଜାୟ ରଖିବା ପାଇଁ ମହାଭାରତରେ ଦ୍ରୌପଦୀ ସତ୍ୟଭାମାଙ୍କୁ କିଛି ଖାସ କଥା କହିଥିଲେ। ଏହି…