Browsing Category

ସ୍ପେଶାଲ

ଏହି ଚର୍ଚ୍ଚରେ ରହିଛି ୪୫୦ ବର୍ଷ ପୂର୍ବର ସାଧୁଙ୍କ ମୃତଦେହ, ଜାଣନ୍ତୁ ମୃତ୍ୟୁ ପୂର୍ବରୁ କିପରି ଶରୀରରୁ ଅଲଗା କରିଥିଲେ…

ଭାରତ ଏପରି ଏକ ଦେଶ, ଯେଉଁଠାରେ ବିଭିନ୍ନ ଧର୍ମର ଲୋକ ରୁହନ୍ତି। ଆଉ ଆମେ ଦେଶରେ ଧର୍ମୀୟ ଭାବନାକୁ ନେଇ ଲୋକଙ୍କ ମନରେ ଅନେକ ବିଶ୍ବାସ ରହିଛି । ଭାରତରେ ଲକ୍ଷଲକ୍ଷ ସଂଖ୍ୟାରେ ଚର୍ଚ୍ଚ ରହିଛି । ଗୋଟେ ଚର୍ଚ୍ଚ ଅନ୍ୟ ଠାରୁ ସଂପୂର୍ଣ୍ଣ ଅଲଗା। କିନ୍ତୁ ପୁରୁଣା ଗୋଆରେ ରହିଛି ଏମିତି ଏକ…

କିଛି ଜଣା କିଛି ଅଜଣା, ଆସନ୍ତୁ ପରୀକ୍ଷା କରିବା ଆପଣଙ୍କ ସାଧାରଣ ଜ୍ଞାନ

ଧାଁ ଦୌଡ଼ ଜୀବନ ଯାପନ ଭିତରେ ଆମେ ଅନେକ କଥା ଭୁଲି ଯାଉ । ଆମେ ପ୍ରତିଦିନ ବ୍ୟବହାର କରୁଥିବା ଜିନିଷ ସମ୍ପର୍କରେ ହେଉ ଅବା ବ୍ୟକ୍ତି ସମ୍ବନ୍ଧରେ ଅବଗତ ନଥାଉ । ଏମିତି କିଛି କଥାର ପ୍ରଶ୍ନ ଆଉ ଉତ୍ତର ଆଜି ଆମେ ଆପଣଙ୍କୁ ଜଣାଇବୁ । ଆସନ୍ତୁ ଜାଣିବା ଆପଣ କେତେ ଜାଣିଛନ୍ତି ଏ ସବୁ ବିଷୟରେ ?…

ଯାହା ଭାରତରେ ବେଆଇନ୍‌ ତାହା ପାକିସ୍ତାନରେ ଆଇନ୍‌, ଏଠି ଉପହାର ଦିଆଯାଉଛି AK-47, ଆତଙ୍କବାଦୀ ସୃଷ୍ଟି ନହେବେ କେମିତି…

ମଝିରେ ମଝିରେ ଓଡିଶା କ୍ୟାଡର ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ବେଶ୍‌ କିଛି ରୋଚକପୂର୍ଣ୍ଣ ଭିଡିଓମାନ ସେୟାର କରିଥାନ୍ତି । ଏହାକୁ ନେଇ ଚର୍ଚ୍ଚା ବି ଜୋର ଧରେ । କିନ୍ତୁ ଏଥର ସେ ପଡୋଶୀ ପାକିସ୍ତାନ ରେ ଅନୁଷ୍ଠିତ ହୋଇଥିବା ଏକ ବିବାହ ଉତ୍ସବର ଭିଡିଓ ସେୟାର…

ମା’ଙ୍କୁ ନେଇ ଦୁନିଆ ବୁଲୁଛି ପୁଅ, ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଏବେ ସୋସିଆଲ ମିଡିଆରେ ଗୋଟିଏ ଭାରତୀୟ ମା’-ପୁଅଙ୍କ ଯୋଡ଼ିର ଫଟୋ ଜୋରସୋରରେ ଭାଇରାଲ ହେଉଛି । ଏହି ମା’ ଓ ପୁଅ ବିଶ୍ୱ ଭ୍ରମଣ କରୁଛନ୍ତି। ସେମାନେ ବିଭିନ୍ନ ସ୍ଥାନ ବୁଲିବା ବେଳର ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯୁବ ବ୍ୟବସାୟୀ ଶରତ କ୍ରିଷ୍ଣନ ତାଙ୍କ ମା’ ଗୀତାଙ୍କ ସହ ଏହି ସବୁ ଫଟୋ…

ଆୟୁର୍ବେଦିକ ଡାକ୍ତରୀ ଛାତ୍ର ଅକ୍ଷୟ, ହର୍ବାଲ ଗାର୍ଡେନ କରି ଲୋକଙ୍କୁ ମାଗଣାରେ କରୁଛନ୍ତି ଚିକିତ୍ସା

ଚିକିତ୍ସା କ୍ଷେତ୍ରରେ ଆୟୁର୍ବେଦର ରହିଛି ବିଶେଷଗୁରୁତ୍ୱ । ନିଜ ଆଖପାଖ କିମ୍ବା ବାଡି ବଗିଚାରେ ମିଳୁଥିବା ଗୁଳ୍ମ,ଗଛ ଲତାର ପତ୍ର,ମୂଳ,ପଂଳକୁ ବ୍ୟବହାର କରି ଅନେକ ଦୂରାରୋଗ୍ୟକୁ ଚିକିତ୍ସା କରାଯାଇପାରିବ । ଏଭଳି ଚିକିତ୍ସା ସେବା ଯୋଗାଇ ଦେଇ ଚର୍ଚ୍ଚାରେ ଯାଜପୁର ଜିଲା ଅରେଇ ଗାଁର ଅକ୍ଷୟ…

ଖୁସିମନରେ ପହଁରୁଥିଲା ୧୬ ଫୁଟିଆ କୁମ୍ଭୀର, ଅଚାନକ ସାମ୍ନାକୁ ଚାଲି ଆସିଲା ସାର୍କ; ଭିଡିଓରେ ଦେଖନ୍ତୁ ତା’ପରେ କ’ଣ…

ସୋସିଆଲ ମିଡିଆରେ ଏକ ଛାତିଥରା ଭିଡିଓ ଏବେ ବେଶ୍‌ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଅଷ୍ଟ୍ରେଲିଆରେ ଏକ ବିରାଟ କୁମ୍ଭୀର ସାମ୍ନାକୁ ଏକ ବୁଲ୍‌ ସାର୍କ ଚାଲି ଆସୁଥିବା ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ ଚାଲ୍ସି ଓ ବ୍ରାୟନ୍‌ କୁନୁନୁର୍ରା ନାମକ ଦୁଇ ଧୀବର…

୬ ଗର୍ଭବତୀ ମହିଳାଙ୍କୁ ନେଇ ବିବାହରେ ଯୋଗ ଦେଲେ ବ୍ୟକ୍ତି, କହିଲେ-‘ସବୁ ଛୁଆଙ୍କ ବାପା ମୁଁ’

ବିବାହରେ ନିଜ ୬ ଗର୍ଭବତୀ ପତ୍ନୀଙ୍କୁ ନେଇ ପହଞ୍ଚିଲେ ବ୍ୟକ୍ତି। ଆପଣ ଭାବୁଥିବେ ଆମେ ବୋଧେ ମନଗଢ଼ା କାହାଣୀ କହୁଛୁ। କିନ୍ତୁ ନା। ପ୍ରକୃତରେ ଏହା ସତ। ଏଭଳି କୌତୁହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ନାଇଜେରିଆରେ। ଏଠାକାର ପ୍ରୀଟୀ ମାଇକ ନାମକ ଜଣେ ବ୍ୟକ୍ତି ନିଜ ୬ ପତ୍ନୀଙ୍କ ସହ ସାଙ୍ଗର…

ମା ଆଙ୍ଗାରମୋତିଙ୍କ ଅପୂର୍ବ ମହିମା, ବିଶ୍ୱାସ ରହିଛି ମାନସିକ କଲେ ଏଠାରେ ନିଃସନ୍ତାନ ମହିଳାଙ୍କର ହୋଇଥାଏ ସନ୍ତାନ…

ମାଲକାନଗିରି: ଆଦିବାସୀ ପରମ୍ପରା ଆଉ ରୀତି ନୀତି କେଉଁ ଆବହମାନ କାଳରୁ ଚାଲି ଆସୁଛି। ଆଉ ସେହି ସବୁ ପରମ୍ପରାକୁ ଏବେବି ଆଜିର ଆଧୁନିକ ମଣିଷ ମାନିବାକୁ ବାଧ୍ୟ ହେଉଛି। ମଣିଷ ଯେତେ ବିଜ୍ଞାନ କୁ ଆଗେଇ ନେଇଯାଉ ନା କାହିଁକି, ସେହି ଭଗବାନଙ୍କ ଆଶିର୍ବାଦ ବିନା କିଛିବି ସମ୍ଭବ ନୁହେଁ ସେକଥାକୁ…

ଲଞ୍ଚ୍‌ ହେଲା ଦୁନିଆର ସବୁଠାରୁ ମହଙ୍ଗା ବ୍ଯାଗ୍ , ଯେଉଁଥିରେ ରହିଛି ୧୩୦ କ୍ଯାରେଟ ହୀରା ଏବଂ ୧୦ଟି ସୁନା ପ୍ରଜାପତି

ଇଟାଲିର ଏକ ବିଳାସପୂର୍ଣ୍ଣ ବ୍ରାଣ୍ଡ ଦୁନିଆର ସବୁଠାରୁ ମହଙ୍ଗା ବ୍ଯାଗ୍ ତିଆରି କରିଛି। ଏହି ବ୍ଯାଗ୍ କୁ ନିକଟରେ ଲଞ୍ଚ କରିଛି କମ୍ପାନୀ । ଯାହାର ମୂଲ୍ଯ ରହିଛି ୫୩ କୋଟି ଟଙ୍କା । ଆପଣ ଭାବୁଥିବେ ଏମିତି କ’ଣ ଅଛି ଏହି ବ୍ଯାଗରେ ଯେ, ଯାହାର ମୂଲ୍ଯ ୫୩ କୋଟି । ଏହି ବ୍ଯାଗ୍ ସମୁଦ୍ରକୁ…

ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ଓକିଲ ନିଶା, ଯିଏ ପୂର୍ବରୁ ରାସ୍ତାରେ ମାଗୁଥିଲେ ଭିକ

ପାକିସ୍ତାନର ନିଶା ରାଓଙ୍କ ନାମ ଆଜିକାଲି ସାରା ବିଶ୍ବରେ ଚର୍ଚ୍ଚିତ । ନିଶା ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର(କିନ୍ନର) ଓକିଲ। ନିଶା ରାସ୍ତାରୁ ନେଇ କାଠଗଡା ପର୍ଯ୍ୟନ୍ତ ସଂଘର୍ଷ କେବଳ ନିଜ ଦମରେ କରିଛନ୍ତି। ନିଶା ଏକ ଏନଜିଓ ସହିତ ମଧ୍ୟ ଜଡିତ ଅଛନ୍ତି, ଯିଏକି ଟ୍ରାନ୍ସଜେଣ୍ଡରଙ୍କ ପାଇଁ…

ପଢ଼ନ୍ତୁ ଆତ୍ମହତ୍ୟା ପରେ କେଉଁ ସଂସାରକୁ ଯାଆନ୍ତି ଲୋକେ

ଆତ୍ମହତ୍ୟାକୁ ଜୀବନରେ ସବୁଠାରୁ ବଡ଼ ଭୁଲ ବୋଲି କୁହାଯାଏ। ଆତ୍ମହତ୍ୟା କରୁଥିବା ଅଧିକାଂଶ ବ୍ୟକ୍ତି ନିଜ ସବୁ ସମସ୍ୟା ନିକଟରେ ହାର୍‌ ମାନି ନିଅନ୍ତି ଏବଂ ତାଙ୍କ ପାଖରେ ବଞ୍ଚିବା ପାଇଁ ଆଉ କୌଣସି କାରଣ ରହିନଥାଏ । ଫଳରେ ସବୁ ସମସ୍ୟାର ସମାଧାନ ତାଙ୍କୁ କେବଳ ନିଜ ଜୀବନକୁ ଶେଷ କରିବା ହିଁ…

ଶ୍ୱଶୁର କଲେ ବାପାର କର୍ତ୍ତବ୍ୟ, ପୁଅର ମୃତ୍ୟୁ ପରେ ବୋହୂକୁ ସୁନାଗହଣା ଗାଡି ଦେଇ କଲେ କନ୍ୟାଦାନ

କୁହାଯାଏ ବାପା ଘରେ ଝିଅ ଯେମିତି ସ୍ନେହ ଶ୍ରଦ୍ଧାରେ ରହୁଛି ଶ୍ୱଶୁର ଘରେ ସେସବୁ ପାଏନା। ଶ୍ୱଶୁର ଘରେ ବୋହୂ କେବେ ଝିଅ ହୋଇ ପାରେନା। କିନ୍ତୁ ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲାରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣଙ୍କ ପାଇଁ ଏହା କୌଣସି ଫିଲ୍ମର…