Below header
Browsing Category

ସ୍ପେଶାଲ

ନକାରାତ୍ମକ ଲୋକ ଏବଂ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ, ସଫଳତା ଆପେ ଆପେ ଆସିଯିବ : ଆଇଏଏସ୍‌ ଅଙ୍କିତ ପାନ୍ନୁ

କୁହାଯାଏ ମଣିଷ ନିଜ ଭୁଲ୍‌ରୁ ହିଁ ଶିକ୍ଷାଲାଭ କରିଥାଏ। ଥରେ ଭୁଲ କଲେ ହିଁ ଠିକ୍‌ କ’ଣ ଜାଣିପାରେ। କେଉଁଠି ତାର ଭୁଲ୍‌ ରହିଲା, କେତେ ଭୁଲ ରହିଲା, କେମିତି ଏହି ଭୁଲ୍‌କୁ ସୁଧାରିପାରିବ ତାହା ଜାଣିପାରିଥାଏ। ଏମିତି ଭୁଲ୍‌ରୁ ଶିକ୍ଷା ପାଇ ନିଜକୁ ଆଇଏଏସ୍‌ ଭାବେ ଗଢି ତୋଳିଛନ୍ତି ଦିଲ୍ଲୀର…

ଏସବୁ ସାଂଘାତିକ ମହିଳା ଗୁପ୍ତଚରଙ୍କ ବିଷୟରେ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ

ସାଧାରଣତଃ ଗୁପ୍ତଚରଙ୍କ କାହାଣୀ ଲୋକଙ୍କୁ ଅତି ମାତ୍ରାରେ ପ୍ରଭାବିତ କରିଥାଏ। କାହାଣୀଟି ଶେଷ ନହେବା ପର୍ଯ୍ୟନ୍ତ ଲୋକଙ୍କ ମନରେ ଉତ୍ସାହ ଭରି ରହିଥାଏ। ଲୋକପ୍ରିୟ ନାଟକ କିଲିଙ୍ଗ ଇବର ଲେଖକ ୱାଲର ବ୍ରିଜଙ୍କ ଲିଖିତ ସମସ୍ତ ଗୁପ୍ତଚର ନାଟକରେ କିଛି ମାତ୍ରାରେ କମେଡିର ତଡକା ମଧ୍ୟ ରହିଥାଏ।…

ଏବେ କାଶ ଶବ୍ଦରୁ ଜାଣିପାରିବେ କାହାକୁ ହୋଇଛି କରୋନା, ଜାଣନ୍ତୁ କେମିତି

କରୋନା ଧୀରେ ଧୀରେ ସମଗ୍ର ମାନବ ଜାତିକୁ ନିଜ କବ୍ଜାକୁ ନେବାରେ ଲାଗିଛି। ଏହି ଘାତକ ଭାଇରସ୍‌ର ନୂଆ ନୂଆ ଲକ୍ଷଣ ଏବେ ସାମ୍ନାକୁ ଆସୁଛି। ଏବେ ଦେଶରେ କାଶର ଶବ୍ଦରୁ କରୋନା ଭାଇରସ୍‌ ସଂକ୍ରମଣର ପତ୍ତା ଲଗାଇବା ଟେକ୍‌ନିକ୍‌ ଉପରେ କାମ ଚାଲିଛି। ଏନେଇ ସ୍ୱତନ୍ତ୍ର ରିସର୍ଚ୍ଚ ଆରମ୍ଭ ହୋଇଯାଇଛି। ଏ…

ଏଠାରେ ଚାଲିଛି ମିଛ ବାହାଘରର ଟ୍ରେଣ୍ଡ୍ : ବିବାହ କରି ସ୍ତ୍ରୀକୁ ଥରେ ନୁହେଁ ତିନି ତିନି ଥର ବିକୁଛି ସ୍ୱାମୀ

ବିହାରରେ ଲକ୍ଡାଉନ୍ ଓ ବନ୍ୟାରେ ସ୍ଥିତି ଅସମ୍ଭାଳ ହୋଇପଡିଛି। ଏହି ସମୟରେ କିନ୍ତୁ ଜିଲ୍ଲାରେ ଚାଲିଛି ମିଛ ବାହାଘର। ଏଠାରେ ଥିବା ସୁପୌଲ୍ ଜିଲ୍ଲାରେ ଥିବା ହୁଲାସ୍ ଗ୍ରାମରେ ଜଣେ ଯୁବକ ମିଛ ବାହାଘର କରିଥିବାର ଘଟଣା ଲୋକଲୋଚନକୁ ଆସିଛି । ଯୁବକଟି ପୂର୍ବରୁ ଅନ୍ୟ ଏକ ଯୁବତୀ ସହ ପ୍ରେମ…

ନାଗ ପଞ୍ଚମୀରେ ସାପକୁ କ୍ଷୀର ପିଆଇବା ବିଧି ରହିଛି, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ଆଜି ସାରା ଦେଶରେ ପାଳିତ ହେଉଛି ନାଗ ପଞ୍ଚମୀ। ଶ୍ରାବଣ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିକୁ ନାଗ ପଞ୍ଚମୀ ଭାବେ ପାଳନ କରାଯାଏ। ଏହି ଦିନ ନାଗ ଦେବତାଙ୍କୁ ପୂଜା କରିବା ପରମ୍ପରା ରହିଛି। ନାଗପଞ୍ଚମୀ ଅବସରରେ ଶ୍ରଦ୍ଧାଳୁମାନେ ଶିବ ମନ୍ଦିରକୁ ଯାଇ ମହାଦେବଙ୍କୁ ପୂଜା କରିବା ସହ ନାଗଙ୍କୁ କ୍ଷୀର,…

କାନ ଯନ୍ତ୍ରଣାକୁ ସହିପାରିଲାନି ହାତୀ, କାଠି ସାହାଯ୍ୟରେ କଲା ଏମିତି କିଛି ଯେ ଭାଇରାଲ ହେଉଛି ଭିଡିଓ

ମଣିଷଙ୍କ ପରି ହାତୀ ମାନେ ମଧ୍ୟ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ପାରନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏକ ଭିଡିଓରେ ଏହାର ଉଦାହରଣ ଦେଖିବାକୁ ମିଳୁଛି । ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କିଭଳି ଏକ ହାତୀ ନିଜ କାନରେ ହେଉଥିବା କୁଣ୍ଡିଆକୁ ସହି ନ ପାରି ନିଜ…

ପେଟ ପାଇଁ ନାଟ, ୭୫ ବର୍ଷରେ ବି ରାସ୍ତା ମଝିରେ ନିଜ ଟ୍ୟାଲେଣ୍ଟ ଦେଖାଉଛନ୍ତି ଦାଦିମା

ବୃଦ୍ଧାବସ୍ଥାରେ ମଣିଷ ବାଡିର ସାହାରା ନିଅନ୍ତି। କିନ୍ତୁ ଏହି ବୃଦ୍ଧା ମହିଳାଙ୍କ କଥା ଟିକେ ଅଲଗା। ୭୫ ବର୍ଷିୟ ଏହି ଦାଦି ମାଆ ବାଡି ଧରି ଚାଲୁନାହାନ୍ତି। ବରଂ ଦୁଇଟି ବାଡି ସାହାଯ୍ୟରେ କରୁଛନ୍ତି ମାର୍ସଲ ଆର୍ଟ। ଦାଦି ମା ଜଣଙ୍କ ଏମିତି ଟ୍ୟାଲେଣ୍ଟ ଦେଖାଇଛନ୍ତି ଯେ ଲୋକମାନେ ତାଙ୍କର ଫ୍ୟାନ…

‘ଚୁତିଆ’ ସାଙ୍ଗିଆ ପାଇଁ ଉଚ୍ଚଶିକ୍ଷିତା ଯୁବତୀଙ୍କୁ ମିଳିଲାନି ଚାକିରି, ଶେଷରେ ହତାଶ ହୋଇ ସୋସିଆଲ ମିଡିଆରେ ଜଣାଇଲେ…

ଚାକିରି କରିବା ପାଇଁ ଆଜିକାଲିର ଯୁବପିଢି କଠିନ ପରିଶ୍ରମ କରୁଛନ୍ତି। କିନ୍ତୁ ଯେତେବେଳେ ଆପଣ ସବୁକିଛି ପାଇଁ ପ୍ରସ୍ତୁତ ରହିଥିବା ବେଳେ ଆପଣଙ୍କ ସାଙ୍କିଆ ପାଇଁ ହଇରାଣ ହୁଅନ୍ତି, ତେବେ ସେତେବେଳେ କ’ଣ କରିବେ। ଏମିତି ଏକ ଘଟଣା ଜଣେ ଉଚ୍ଚ ଶିକ୍ଷିତା ଯୁବତୀଙ୍କ ସହିତ ଘଟିଛି। ତାଙ୍କୁ ସାଙ୍ଗିଆ…

ଜୀବନର ସବୁ କଠିନ ସମସ୍ୟାକୁ ସହଜ କରିଦେବ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥା, ଥରେ ପଢ଼ି ଦେଖନ୍ତୁ

ଅନେକ ସମୟରେ ଆମ ଜୀବନର ଚଲାପଥରେ ଆସୁଥିବା କଠିନ ରାସ୍ତାକୁ ଅତିକ୍ରମ କରିବା ପାଇଁ ମନରେ ସାହସ ପାଇନଥାଏ। ମନବଳ ଦୃଢ କରିବାପାଇଁ ଆମେ କୌଣସି ଏକ ବନ୍ଧୁର ପରାମର୍ଶ ଲୋଡିଥାଉ। ଆଜିକାଲି ଅନେକ ମୋଟିଭେସନାଲ ସ୍ପିକରଙ୍କ ଭିଡିଓ ଦେଖିଲେ ମଧ୍ୟ ଆମ ମନ ବଳ ଦୃଢ ହୋଇଥାଏ। ସେହିପରି ପୁରାତନ କାଳରେ…

ଆମେ ଗରିବ ବାପା ମାଆ ହେଲୁ ତ କଣହେଲା, ପୁଅ ମୋର ନିଶ୍ଚୟ ପାଠ ପଢ଼ିବ

ଗାଈ ଆଜି ବିକିଦେଲି ସିନା, ପୁଅ ପାଠ ପଢ଼ିଲେ ପୁଣି ନେଇ ଆସିବନି। ସେ ଯଦି ପାଠ ପଢ଼ି ବଡ ମଣିଷ ହେବ କେତେ ଗାଈ କିଣିଦେବ। ଏହା ଭାବି ପିଲାଙ୍କ ଅନ ଲାଇନ କ୍ଲାସ ପାଇଁ ମୋବାଇଲ କିଣିବାକୁ ନିଜର ଏକମାତ୍ର ରୋଜଗାର ପନ୍ଥା ଗାଈଟିକୁ ବିକ୍ରି କରିଦେଲେ ମାତା ପିତା । ଦୁନିଆଁ ରେ ସବୁ ମିଛ ଗୋଟିଏ ସତ,…

ସାଇବର ଅପରାଧ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ସାଇବର ଅପରାଧ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ପୋଲିସ ନୂଆ ଜ୍ଞାନ କୌଶଳ ବ୍ୟବହାର କରୁ । ସାଇବର ଅପରାଧୀଙ୍କୁ ଧରିବାକୁ ନୂଆ ତରିକା ଆପଣାଯାଉ । ପୋଲିସ ଓ ତଦନ୍ତକାରୀ ସଂସ୍ଥା ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ମୁକାବିଲା କରିବାକୁ କହିଛନ୍ତି ହାଇକୋର୍ଟ । ବିଭିନ୍ନ ଦେଶରେ…

ଚାଲ ଆମେ ସମସ୍ତେ ପଜିଟିଭ୍ ହୋଇଯିବା

ଏ ଶୀର୍ଷକ ଏଇଥି ପାଇଁ ଯେ ରାଜ୍ୟରେ କରୋନାର ଧାରା ରେଳ ଲାଇନ୍ ଭଳି ଲମ୍ବି ଚାଲିଛି। ସରକାରଙ୍କ ସଟ୍‌ଡାଉନ୍ କି ଲକ୍‌ଡାଉନ୍ ତାକୁ ରୋକି ପାରୁନାହିଁ । ପ୍ରଥମେ ୧ ଓ ୨ରୁ ବଢ଼ି ବଢ଼ି ୩୦ରୁ ୪୦ ତା ପରେ ଏବେ ଶହରୁ ଯାଇ ହଜାରରେ ପହଞ୍ଚିଲାଣି ଦୈନିକ ପଜିଟିଭ୍ ତାଲିକା । ଆଉ ମୃତ୍ୟୁ ସଂଖ୍ୟା ହୋଇଛି…