Browsing Category

ସ୍ପେଶାଲ

ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହିବା ପୂର୍ବରୁ ସବୁ ପୁଅ ଝିଅ ଜାଣିବା ଦରକାର ଏସବୁ ନିୟମ

ବର୍ତ୍ତମାନ ଯୁଗ ବଦଳିବା ସହ ଲୋକମାନଙ୍କ ପସନ୍ଦ ନାପସନ୍ଦ ମଧ୍ୟ ବଦଳିଛି। ପୂର୍ବରୁ ଲୋକମାନେ ଘର ଲୋକଙ୍କ ଇଚ୍ଛା ମୁତାବକ ବିବାହ କରୁଥିବା ବେଳେ ଏବେ ନିଜ ପସନ୍ଦରେ ପାର୍ଟନର ବାଛୁଛନ୍ତି। ଏଥିସହ କିଛି ଲୋକ ଏବେ ବିବାହ କରିବା ଅପେକ୍ଷା ଲିଭ୍‌-ଇନ୍‌ରେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି।…

ଭାରତର ସବୁଠାରୁ ବିଷାକ୍ତ ଏବଂ ବିପଦପୂର୍ଣ୍ଣ ସାପ, ଯାହା ଯୋଗୁଁ କୋଡିଏ ବର୍ଷରେ ମରିଛନ୍ତି ୧୨ ଲକ୍ଷ ଲୋକ

ସାପ ନାମ ଶୁଣିଲେ ସମସ୍ତେ ଡରିଯାଆନ୍ତି। ସେ ଛୋଟ ହେଉ ଅବା ବଡ କୌଣସି ସାପକୁ ଦେଖିଲେ ଆମ ମନରେ ଭୟ ଆସିଥାଏ। ତାହା ବିଷଧର ହେଇଥାଉ କି ନୁହେଁ। କିନ୍ତୁ କ’ଣ ଆପଣ ଜାଣନ୍ତି କି ? ପ୍ରତିବର୍ଷ ସର୍ପ ଦଂଶନରେ କେତେ ଲୋକ ମୃତ୍ୟୁବରଣ କରନ୍ତି ? ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଭାରତରେ ଦୀର୍ଘ କୋଡିଏ…

ଏଠାରେ ଗଞ୍ଜେଇ ଟାଣି ଯୁବତୀ କରନ୍ତି ଯୋଗ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଯୋଗ କରିବା ସ୍ୱାସ୍ଥ୍ୟ ପକ୍ଷେ ବହୁତ ଲାଭଦାୟକ ବୋଲି ଆମେ ଜାଣିଛେ। ସେହିପରି ଯୋଗ କରିବା ଷ୍ଟାଇଲ ମଧ୍ୟ ସମସ୍ତଙ୍କର ଅଲଗା ଅଲଗା ରହିଛି। ନିଜ ଯୋଗ ଷ୍ଟାଇଲକୁ ନେଇ ଏକ ଯୋଗ କ୍ଲାସ ଏବେ ଚର୍ଚ୍ଚାରେ। ଆମେରିକାରେ ମଧ୍ୟ ବହୁତ ଖାସ୍‌ ଅନ୍ଦାଜରେ ଯୋଗ କରାଯାଇଥାଏ। ସାନଫ୍ରାନସିକୋରେ ଥିବା ଏକ ଯୋଗ…

କରୋନା ମେଡିସିନ୍ ଗବେଷଣା ଟିମରେ ଓଡିଆ ପୁଅ, ରାୟଗଡାର ଆଦିତ୍ୟ ପାଢ଼ୀ

(କେନ୍ୟୁଜ୍‌ ବ୍ୟୁରୋ) : କରୋନା ମେଡିସିନ୍ ଗବେଷଣା ଟିମରେ ଓଡିଆ ପୁଅ। ଜାପାନର ରିକେନ କମ୍ପାନୀ ପ୍ରସୂତ ୟରମକ୍ଟଫିନୋଭିର ଔଷଧ କରୋନା ମୁକାବିଲାରେ ସହାୟକ ହେଉଥିବାରୁ ଭାରତରେ ଏହାର ପରୀକ୍ଷଣ ପାଇଁ ମିଳିଛି ଅନୁମତି। ଏହି ପରୀକ୍ଷଣର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ମିଳିଛି ଅନୁମତି।…

କ୍ୟାନ୍ସର ରୋଗୀଙ୍କୁ ହରାଇ ପାରିଲାନି କରୋନା, କେନ୍ଦ୍ରାପଡାର ୮୫ ବର୍ଷୀୟ ବୃଦ୍ଧ ସୁରେନ୍ଦ୍ର ପାଲ ଜିତିଲେ କରୋନା ଯୁଦ୍ଧ

କୋଭିଡକୁ ମାତ ଦେଲେ ବୃଦ୍ଧ ଦମ୍ପତ୍ତି । କ୍ୟାନସର ପରି ମାରାତ୍ମକ ରୋଗରେ ପୀଡ଼ିତ ହୋଇଥିଲେ ମଧ୍ୟ କରୋନା ପରି ମହାମାରୀକୁ ହରାଇବାରେ ସଫଳ ହୋଇଛନ୍ତି ୮୫ ବର୍ଷୀୟ ବୃଦ୍ଧ । ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଆଉ କେଉଁଠି ନୁହେଁ ଘଟିଛି ଖୋଦ ଓଡ଼ିଶାରେ । ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା…

ଅବହେଳାର ଚରମ ସୀମା, ଆଇସିୟୁରେ ବିଦ୍ୟୁତ କାଟ ଯୋଗୁଁ ବନ୍ଦ ହୋଇଗଲା ଭେଣ୍ଟିଲେଟର ଛଟପଟ ହୋଇ ମରିଗଲେ ମହିଳା

ଭାଗଲପୁରର ଜବାହରଲାଲ ନେହେରୁ ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଭେଣ୍ଟିଲେଟର ସାହାଯ୍ୟରେ ମହିଳାଙ୍କ ନିଶ୍ୱାସ ଚାଲୁଥିଲା । ଏହି ସମୟ ହଠାତ ବିଦ୍ୟୁତ୍ କଟିଗଲା ଏବଂ ଜେନେରେଟର କାମ କରିବା ବନ୍ଦ କରିଦେଲା । ତେବେ…

ଲାଇଭ ଶୋ ସମୟରେ ଭାଙ୍ଗିଗଲା ଆଙ୍କରଙ୍କ ଦାନ୍ତ, ଏହି ସମୟରେ ଧୈର୍ଯ୍ୟର ସହ ସେ କଲେ ଏମିତି କାମ..ଦେଖନ୍ତୁ ଭିଡିଓ

ପତ୍ରକାରିତାରେ ଧୈର୍ଯ୍ୟ ବହୁତ ଜରୁରୀ ହୋଇଥାଏ, ଜଣେ ବୁଦ୍ଧିମାନ ଜର୍ଣ୍ଣାଲିଷ୍ଟ ଅତ୍ୟନ୍ତ ଧୈର୍ଯ୍ୟର ସହ କାମ କରିଥାନ୍ତି । କୁହାଯାଏ "ଶୋ ମଷ୍ଟ ଗୋ ଅନ" ଅର୍ଥାତ କିଛି ବି ହୋଇଯାଉ କିନ୍ତୁ ଶୋ ବନ୍ଦ ନହେଉ । ଠିକ ଏହିପରି ହିଁ ଘଟିଛି ଏକ ଟିଭି ଶୋ ଚାଲିଥିବା ବେଳେ । ଜଣେ ଆଙ୍କର ଲାଇଭ…

ମେଣ୍ଢାକୁ ହଇରାଣ କରୁଥିଲେ ବ୍ୟକ୍ତି, ଶେଷରେ ଏମିତି ଶିକ୍ଷାଦେଲା ଯେ ମନେ ରଖିବେ ସାରା ଜୀବନ, ଦେଖନ୍ତୁ ଭିଡିଓ

କଥାରେ ଅଛି ଯିଏ ଯେମିତି କର୍ମ କରେ ସେ ସେମିତି ଫଳ ପାଏ । ଏ କଥାର ଆପଣ ବହୁତ ଉଦାହରଣ ମଧ୍ୟ ଦେଖିଥିବେ । ଏହି କଥାଟି ସତ ବୋଲି ଏହାର ଆଉ ଏକ ଉଦାହରଣ ଆଜି ଆମେ ଆପଣଙ୍କୁ ଦେବାକୁ ଯାଉଛୁ । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ…

ସାମ୍ନାକୁ ଆସିଲା କରୋନାର ଆଉ ଏକ ନୂଆ ଲକ୍ଷଣ, ପାଟିରେ ଘା’ ହୋଇଥିଲେ ବି କରାନ୍ତୁ କୋଭିଡ୍‌ ପରୀକ୍ଷା

କରୋନା ଭାଇରସ୍‌ ଦିନକୁ ଦିନ କାୟା ବିସ୍ତାର କରିବା ସହ ନୂଆ ନୂଆ ରୂପରେ ସାମ୍ନାକୁ ଆସୁଛି। ପୂର୍ବରୁ ଥଣ୍ଡା, କାଶ, ସ୍ୱାଦ ଜାଣିନପାରିବା ଆଦିକୁ କରୋନାର ଲକ୍ଷଣ ଭାବେ ଧରାଯାଉଥିବା ବେଳେ ଏବେ ଆଉ କେତେକ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି। ଏହି ତାଲିକାରେ ଏବେ ଆଉ ଏକ ନୂଆ ଲକ୍ଷଣ ସାମିଲ ହୋଇଛି।…

ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ବଡିଗାର୍ଡମାନେ କାହିଁକି ପିନ୍ଧିଥାନ୍ତି କଳା ଚଷମା

ସାଧାରଣତଃ ଆପଣ ଦେଖିଥିବେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ତାଙ୍କ ସହିତ ସର୍ବଦା ବଡିଗାର୍ଡମାନେ ଚାଲିଥାନ୍ତି । କାରଣ ତାଙ୍କ ସୁରକ୍ଷାର ଦାୟିତ୍ତ୍ୱ SPG (Special Protection Group) ଉପରେ ରହିଥାଏ । କିନ୍ତୁ କେବେ ଆପଣଙ୍କ ନଜର ସେହି ବଡିଗାର୍ଡ ମାନଙ୍କ ଉପରକୁ…

ମାଗଣାରେ ବିମାନ ଯାତ୍ରା ଓ ସରକାରୀ ଆତିଥ୍ୟ ପାଇବାର ସୁବର୍ଣ୍ଣ ସୁଯୋଗ, ଏହି ରାଜ୍ୟ ସରକାର କଲେ ଘୋଷଣା

କରୋନା ଭାଇରସର ସଂକ୍ରମଣ ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ପ୍ଲାଜ୍ମା ଥେରାପିର ଚାହିଦା ବଢ଼ିଯାଇଛି। କରୋନା ପଜିଟିଭଙ୍କ ଜୀବନ ବଞ୍ଚାଇବା ପାଇଁ ବର୍ତ୍ତମାନ ପ୍ଲାଜମା ଥେରାପି ସବୁଠୁ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ତେବେ ପୂର୍ବରୁ କର୍ଣ୍ଣାଟକ ସରକାର ଲୋକଙ୍କୁ…

ବାପା ମା’ଙ୍କୁ ହେଲା କରୋନା, ସେଥିପାଇଁ ୬ ମାସ ଶିଶୁର ଯତ୍ନ ନେଲେ କେରଳର ଏହି ଡାକ୍ତର

ମହାମାରୀ କରୋନା ସମୟରେ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଦିନରାତି ଏକ କରି ରୋଗୀମାନଙ୍କ ସେବା କରିବାରେ ଲାଗିପଡିନ୍ତି। ତେବେ ଏହି ସମୟରେ ଜଣେ କରୋନା ଯୋଦ୍ଧା ଆଉ ପାଦେ ଆଗକୁ ଆସି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଜଣେ ୬ ମାସର ଶିଶୁଙ୍କୁ ମା’ ବାପା କରୋନା ପଜେଟିଭ ଜଣାପଡିବା ପରେ…