Below header
Browsing Category

ସ୍ପେଶାଲ

ଅସମ୍ଭବକୁ ବି ସମ୍ଭବ କରି ପାରେ ମଣିଷ, ଦେଖନ୍ତୁ ଏହାର ତାଜା ଉଦାହରଣ

ଟିକେ ଭଲଭାବେ ଦେଖନ୍ତୁ ଏଇ ଦୃଶ୍ୟକୁ । ଏହି ଦୃଶ୍ୟ ଦେଖିବା ପରେ ଆପଣ ନିଶ୍ଚୟ ଭାବୁଥିବେ ଯେ ଏହି ଲୋକମାନେ ବୋଧହୁଏ ଏହି ବିଶାଳକାୟ ତିମି ମାଛକୁ ଶିକାର କରିଛନ୍ତି କିନ୍ତୁ ପ୍ରକୃତ ଘଟଣା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ଆଉ ଧନ୍ୟବାଦ ଜଣାଇବେ ଏହି ଶହ ଶହ ଜୀବପ୍ରେମୀ ମାନଙ୍କୁ । ଆଜ୍ଞା ହଁ…

ଗୋଟିଏ ଷଣ୍ଢ ପାଇଁ ସାରାଜୀବନ ଅବିବାହିତା ରହିଲେ ଏହି ମହିଳା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସାଧାରଣତଃ ଦେଖାଯାଏ ଯେ ଯେଉଁମାନେ ବିବାହ କରନ୍ତି ନାହିଁ କିମ୍ବା କୁଆଁରୀ ରହିଯାଆନ୍ତି ସେମାନେ କିଛି ନା କିଛି କାରଣ ପାଇଁ ସାରା ଜୀବନ ଅବିବାହିତ ହୋଇ ରହିଯାନ୍ତି। କିଏ ନିଜ ପରିବାରର ଯତ୍ନ ନେବା ପାଇଁ ତ ଆଉ କିଏ ନିଜ ବ୍ୟକ୍ତିଗତ ସମସ୍ୟା ପାଇଁ। କିନ୍ତୁ ଆମେ ଆଜି ଯେଉଁ ଘଟଣା ବିଷୟରେ…

ତେଲ ଲଗାଇ ନିଜ ମାଲିକକୁ ପାଦରୁ ପିଠି ଯାଏଁ ମାଲିସ କରୁଛି ହାତୀ, ଦେଖନ୍ତୁ ଭିଡିଓ

ହାତୀର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଏକ ହାତୀ ଜଣେ ବ୍ୟକ୍ତିଙ୍କ ପିଠିରେ ତେଲ ମାରି ମସାଜ କରୁଥିବା ଦେଖିବାକୁ ମିଳିଛି। ହାତୀଟି ଶୁଣ୍ଢରେ ବ୍ୟକ୍ତିଙ୍କ ପିଠିରେ ତେଲ ଲଗାଇ ଆରାମରେ ମାଲିସ କରୁଛି। ଭିଡିଓଟିକୁ ରାଜୀବ ଅଗ୍ରଓ୍ଵାଲ ନିଜ…

ବଦଳିଗଲା ଦୁଇଚକିଆ ଯାନର ନିୟମ: ବାଇକ ଚାଳକଙ୍କ ପାଇଁ ସରକାର ଆଣିଲେ ନୂଆ ଗାଇଡଲାଇନ, ଜାଣନ୍ତୁ ନୂଆ ନିୟମ

ବାଇକ ଚାଳକଙ୍କ ପାଇଁ ସରକାର ଆଣିଲେ ନୂଆ ଗାଇଡଲାଇନ । ବଦଳିଗଲା ଦୁଇଚକିଆ ଯାନର ନିୟମ । ଏବେ ବାଇକରେ ବସିବା ଲୋକଙ୍କ ପାଇଁ ବି ସରକାର ଆଣିଛନ୍ତି ନୂଆ ଗାଇଡଲାଇନ । ସଡକ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଅନେକ ନିୟମ ପରିବର୍ତ୍ତନ କରୁଥିବାବେଳେ କିଛି ନୂଆ ନିୟମ ତିଆରି ମଧ୍ୟ କରିଛନ୍ତି ।…

 ନିଆରା ପକ୍ଷୀ ପ୍ରେମ : ପକ୍ଷୀ ପାଇଁ ୩୫ ଦିନ ଅନ୍ଧାରରେ ରହିଲେ ଗ୍ରାମବାସୀ

ପକ୍ଷୀରାଜନଙ୍କ କାହାଣୀ କାହାକୁ ଅଜଣା ନାହିଁ । ଯିଏ ପକ୍ଷୀମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାମିଲନାଡୁର ଏକ ଗ୍ରାମରେ ଏବେ ପକ୍ଷୀପ୍ରେମକୁ ନେଇ ବହୁତ ଚର୍ଚ୍ଚା ହୋଇଛି । ପକ୍ଷୀଙ୍କୁ ବଞ୍ଚାଇବାକୁ ଯାଇ ଏହି ଗ୍ରାମବାସୀମାନେ ୩୫ ଦିନ ଧରି ଅନ୍ଧାରରେ ରହିଛନ୍ତି । ପକ୍ଷୀଙ୍କ…

ପ୍ରତିଦିନ ଡ୍ୟୁଟି ସାରି ଗରିବ ପିଲାକୁ ପାଠ ପଢାନ୍ତି ଏହି ପୋଲିସ, କାରଣ ଜାଣିବା ପରେ ଆପଣ ବି ହୋଇଯିବେ ଇମୋସନାଲ

ପୋଲିସ ଚାକିରି ସହଜ ନୁହେଁ । କରୋନା ସମୟରେ ଆପଣ ବୁଝିପାରୁଥିବେ ଯେ ପୋଲିସ ଆଉ ଡାକ୍ତର ଚାକିରି କେତେ କଷ୍ଟ । କାରଣ ପରିସ୍ଥିତି ଯେପରି ହେଉନା କାହିଁକି ଏମାନଙ୍କୁ ନିଜର କର୍ତ୍ତବ୍ୟ କରିବାକୁ ଯେମିତି ହେଲେ ବି କରିବାକୁ ପଡିଥାଏ । ଅନ୍ୟକୁ ସୁରକ୍ଷା ଦେବାକୁ ଯାଇ ଏମାନେ ନିଜେ ସଂକ୍ରମିତ…

ଏକ ଟ୍ରାନ୍ସପରେଣ୍ଟ ପିପିଇ କିଟ ବଦଳାଇ ଦେଲା ନର୍ସଙ୍କ ଜୀବନ, ଏବେ ମିଳୁଛି ବଡ ବଡ ଅଫର

ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ସହ ଲଢେଇ କରୁଛି । ଦିନକୁ ଦିନ କରୋନା ସଂକ୍ରମଣର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉ । ଏଭଳି ପରିସ୍ଥିତିରେ କରୋନା ଯୋଦ୍ଧା କୁହାଯାଉଥିବା ନର୍ସ ଏବଂ ଡାକ୍ତରମାନେ ନିରନ୍ତର ଲୋକଙ୍କ ଚିକିତ୍ସା ପାଇଁ ନିୟୋଜିତ ଅଛନ୍ତି ଏବଂ ଲୋକଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା…

ଯୁବତୀଙ୍କ ଗର୍ଭରେ ମଣିଷ ନୁହେଁ ବଢ଼ୁଛି ଘୋଡ଼ା ଛୁଆ, କାରଣ ଜାଣିଲେ ଲାଜରେ ପଡ଼ିଯିବେ ଲାଲ୍‌

ମଞ୍ଚେଷ୍ଟର : ବେଳେ ବେଳେ ଏପରି ଖବର ନଜରକୁ ଆସିଥାଏ ଯାହାକୁ ବିଶ୍ୱାସ କରି ହୁଏନି । ଯୁବତୀଙ୍କ ପେଟରେ ଘୋଡ଼ା ଛୁଆ ବଢ଼ୁଥିବା କଥା ଶୁଣିଲେ ଯେ କେହି ଚକିତ ହୋଇଯିବା ସ୍ୱାଭାବିକ୍‌ । ହଁ, ଆଜ୍ଞା ଏମିତି ସମ୍ଭବ ହୋଇଛି ଇଂଲଣ୍ଡର ମଞ୍ଚେଷ୍ଟରରେ । ୨୪ ବର୍ଷ ବୟସର ଏହି ଯୁବତୀ ଜଣକ କେବେ ବି…

ଗଛ ଆଗରେ ମୁଣ୍ଡ ନୁଆଁଇଲା ରାଜମାର୍ଗ ମନ୍ତ୍ରାଳୟ, ବଦଳିଲା ନିର୍ମାଣାଧୀନ ରାସ୍ତାର ଦିଗ

ପ୍ରଶସ୍ତିକରଣ ବି ହେଲା, ପ୍ରକୃତି ବି ବଞ୍ଚିଲା । ରକ୍ଷା ପାଇଲା ଦୀର୍ଘ ୪୦୦ ବର୍ଷ ପୁରୁଣା ଗଛ । ଶେଷରେ ସଫଳ ହେଲା ମହାରାଷ୍ଟ୍ର ସାଙ୍ଗଳି ଜିଲ୍ଲା ସ୍ଥିତ ଭୋସେ ଗ୍ରାମବାସୀଙ୍କ ଦୀର୍ଘ ଦିନର ପରିଶ୍ରମ । ଗ୍ରାମବାସୀଙ୍କ ଉଦ୍ୟମ କାରଣରୁ ୪୦୦ ବର୍ଷ ପୁରୁଣାର ଏକ ଗଛକୁ ଆଜି ରକ୍ଷା କରାଯାଇ…

ପରିବା ସଫା କରିବା ପାଇଁ ଆପଣେଇଲେ ନିଆରା ଉପାୟ, ଆପଣ ବି ଥରେ ଦେଖିନିଅନ୍ତୁ ଏହି ଯୁଗାଡ଼ର ଭିଡିଓ

କରୋନା ସମୟରେ ମାସ୍କ ଆଉ ସାନିଟାଇଜର ଜୀବନର ଏକ ମୁଖ୍ୟ ଅଂଶ ପାଲଟି ଯାଇଛି । କିନ୍ତୁ କରୋନାର ଭୟ ଏତେ ମାତ୍ରାରେ ବଢିଯାଇଛି ଯେ ଲୋକେ ବର୍ତ୍ତମାନ ଘରକୁ ଆଣୁଥିବା ପ୍ରତ୍ୟେକ ଜିନିଷକୁ ସାନିଟାଈଜ କରୁଛନ୍ତି । ଏଥିପାଇଁ କିଏ ପରିବାକୁ ପାଣିରେ ଧୋଇଥାଏ ତ କେହି ସାବୁନରେ । କିନ୍ତୁ ସୋସିଆଲ…

କେବେ ହାତୀ ଏକ୍ସରସାଇଜ କରିବାର ଦେଖିଛନ୍ତି କି ? ତାହେଲେ ଦେଖନ୍ତୁ କେମିତି ହାତୀ କରୁଛି ଯୋଗ

ଆପଣ କେବେ ହାତୀ ଯୋଗ କରିବା ବିଷୟରେ ଶୁଣିଛନ୍ତି । ଆଶ୍ଚର୍ଯ୍ୟ ହୋଇଗଲେ ନା ? ଆମେ ଆଜି ଆପଣଙ୍କୁ ହାତୀର ଯୋଗ କରୁଥିବା ଭିଡିଓ ଦେଖାଇବୁ । 'କୋଲମ୍ବସ ଜୁ ଆକ୍ବରିୟମ' କିଛିଦିନ ତଳେ ନିଜ ଫେସବୁକ ପେଜରେ ଏକ ଭିଡିଓ ସେୟାର କରିଥିଲା । ଯାହାପରେ ଏହି ହାତୀର ଯୋଗ ଚର୍ଚ୍ଚାକୁ ଆସିଛି । ଏହି…