Browsing Category

ସ୍ପେଶାଲ

୨୯ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ପଡ଼ୁଛି ଏଭଳି ଦିବ୍ୟ ସଂଯୋଗ, ଜାଣନ୍ତୁ କେଉଁ ମୁହୂର୍ତ୍ତରେ ଭାଇ ହାତରେ ବାନ୍ଧିବେ…

ଆସନ୍ତାକାଲି ପାଳିତ ହେବ ଭାଇଭଉଣୀଙ୍କ ପର୍ବ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ବର୍ଷସାରା ଅପେକ୍ଷା କରିଥାଏ ଭଉଣୀ। ତେବେ ଚଳିତବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଏକ ସ୍ୱତନ୍ତ୍ର ସଂଯୋଗ ପଡ଼ୁଛି। ୧୯୯୧ ମସିହା ପରେ ଶ୍ରବଣା ନକ୍ଷତ୍ର ଏବଂ ଶ୍ରାବଣ ମାସର ଶେଷ ସୋମବାର…

ଟିକେ ବି ଭୟ ନାହିଁ! ଏକାଠି ବୁଲୁଛନ୍ତି ଜାତୀୟ ପଶୁ ଓ ଜାତୀୟ ପକ୍ଷୀ; ଦେଖନ୍ତୁ ଭିଡିଓ

ଭାରତର ଜାତୀୟ ପଶୁ ବାଘ ନିଜ ଠାରୁ ଛୋଟ ଜନ୍ତୁଙ୍କୁ ଶିକାର କରିଥାଏ ବୋଲି ତ ସମସ୍ତେ ଜାଣନ୍ତି। କିନ୍ତୁ ବାଘର ବନ୍ଧୁତା ବିଷୟରେ ବୋଧେ ଖୁବ୍‌ କମ୍‌ ଲୋକ ଶୁଣିଥିବେ। ରାଜଧାନୀ ଦିଲ୍ଲୀରେ ବାଘ ଜାତୀୟ ପକ୍ଷୀ ମୟୂର ସହ ଏକାଠି ବୁଲୁଥିବା ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ…

ସାବଧାନ : କରୋନାରୁ ମୁକ୍ତି ପାଇଁ ଅଧିକ କାଢ଼ା ସେବନ ମଧ୍ୟ କରିପାରେ ରୋଗୀ,ଏମିତି ବଢ଼ାନ୍ତୁ ଆପଣଙ୍କ ଇମ୍ୟୁନିଟି

କରୋନା ଭୟରେ ଏବେ ସବୁଠି କାଢ଼ାର ଚର୍ଚ୍ଚା । ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଗରମ ପାଣି ପିଇବା ସହ ଇମ୍ୟୁନିଟି ପାଓ୍ଵାର (ରୋଗ ପ୍ରତିଷେଧକ ଶକ୍ତି) ବଢ଼ାଇବା ପାଇଁ ଚ୍ୟବନପ୍ରାସ୍‌ ଓ କାଢ଼ା ପିଇବାକୁ ଉପଦେଶ ଦେଇଛି । ଲୋକେ ଗରମ ପାଣି ପିଇବା ସହ ତୁଳସୀ,ଡାଲଚୀନ୍‌, ଅଦା,ଲବଙ୍ଗ ଆଦି ଗରମ ଜିନିଷରେ କାଢ଼ା…

ବିଦେଶୀ କି ଚାଇନା ନୁହେଁ, ଦେଖନ୍ତୁ କୋରାପୁଟିଆ ପିଲାର ନିଆରା ଜୁଗାଡ଼

ଖାଲି ଚାଇନା ବାଲା ଯେ ସବୁ କିଛି ଆବିଷ୍କାର କରିପାରିବେ ତାହା ନୁହେଁ, ଆମେ ଭାରତୀୟ ବି କିଛି କମ୍ ନୋହୁଁ ଏଥିରେ । ଆଉ ଏଥିରୁ ଆମ ଓଡିଆ ପିଲା ବା କେମିତି ବାଦ୍ ପଡିଯିବେ? ଦର୍ଶକବନ୍ଧୁ ଆପଣ ପ୍ରତ୍ୟକଦିନ ଇଣ୍ଟରନେଟରେ ଦେଶୀ ବିଦେଶୀ, ଅନେକ ଜୁଗାଡ ଦେଖୁଛନ୍ତି କିନ୍ତୁ ଏହି ଜୁଗାଡରେ ଏବେ ଆମ…

କୋରାପୁଟ କାପସିପୁଟ ଗ୍ରାମର ମଉଡମଣି ଘନ ଜାନୀ, ନିଜର ଚିନ୍ତାଧାରା ଓ ଭଲ କାମ ପାଇଁ ଆଜି ସେ ପ୍ରଶଂସାର ପାତ୍ର

କୋରାପୁଟ: ଭଲ ପାଠ ପଢ, ନିଜେ ଭଲ ମଣିଷ ହୁଅ । ନିଜେ ଆଗକୁ ବଢ, ନିଜ ଜାତି ଭାଇ ମାନଙ୍କ ଆଙ୍ଗୁଳି ଧରି ସେମାନଙ୍କୁ ବି ଉପରକୁ ଉଠାଇବାକୁ ଚେଷ୍ଟା କର । କିସ୍  ଓ କିଟ୍ ର ପ୍ରାଣ ପ୍ରତିଷ୍ଠାତା ଡ. ଅଚ୍ଯୁତ ସାମନ୍ତଙ୍କ ଏକ ପ୍ରେରଣାରେ ଉଦବ୍ରୁତ ହୋଇଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ୍…

ପାଣି ଭିତରେ ଦୁଇ ସାପଙ୍କ ମଧ୍ୟରେ ହେଲା ଖତରନାକ ଲଢ଼େଇ, ଆପଣ ବି ଦେଖନ୍ତୁ ଏହି ଭାଇରାଲ ଭିଡିଓ

ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। ଆପଣ ଇଣ୍ଟରନେଟରେ ଏମିତି ଅନେକ ଭିଡିଓ ଦେଖିଥିବେ ଯେଉଁଠି ସାପ ଘରକୁ ପଶି ଆସିଥାଏ ଆଉ ସ୍ନେକ ରେସକ୍ୟୁ ଟିମ୍‌ ଯାଇ ସାପକୁ ସେଠାରୁ ଉଦ୍ଧାର…

ଆଦିବାସୀଙ୍କ ଅତୁଟ ବିଶ୍ୱାସ: ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲି ବିବାହ, ଇନ୍ଦ୍ର ଦେବଙ୍କୁ ପ୍ରସନ୍ନ କରିବାର ପରମ୍ପରା

ନବରଙ୍ଗପୁର: ବାଜା ବଜେଇ ରୋଷଣୀ କରି ଆସୁଛି ବର । ପାଦ ରେ ପାଦ ଆଉ କାନ୍ଧରେ କାନ୍ଧ ମିଶାଇ ନାଚୁଛନ୍ତି ବର ଯାତ୍ରୀ , ପୁରହିତଙ୍କ ମନ୍ତ୍ର ପାଠ ବି ଚାଲିଛି । ପାରମ୍ପରିକ ରୀତିନୀତି ରେ ହସ୍ତଗଣ୍ଠି ଆଉ ଭୋଜି ଭାତର ଆୟୋଜନ ମଧ୍ଯ ହୋଇଛି । ଆପଣ ଭାବୁଥିବେ ଦର୍ଶକ ବନ୍ଧୁ ଏ ବୋଧେ କାହାର ବାହାଘରର…

ରାକ୍ଷସୀ ନୁହେଁ ବରଂ ଜଣେ ରାଜକନ୍ୟା ଥିଲେ ପୁତନା, ଜାଣନ୍ତୁ ପ୍ରକୃତରେ କିଏ ହେଉଛନ୍ତି ପୁତନା

କୃଷ୍ଣଙ୍କ ବାଲ୍ୟଲୀଳା କଥା ଆସିଲେ ପୁତନା ରାକ୍ଷସୀ କଥା ନିଶ୍ଚୟ ଉଠେ। ପୁତନା ମହାରାଜା କଂସଙ୍କ ଦାସୀ ଥିଲେ। ସେ ଜଣେ ଶକ୍ତିଶାଳୀ ରାକ୍ଷସୀ ଥିଲେ। ଏଣୁ କୃଷ୍ଣଙ୍କୁ ହତ୍ୟା କରିବା ଦାୟିତ୍ୱ କଂସ ପୁତନାଙ୍କୁ ଦେଇଥିଲେ। ମାତ୍ର କୃଷ୍ଣଙ୍କୁ ହତ୍ୟା କରିବାକୁ ଯାଇଥିବା ପୁତନା ନିଜେ କୃଷ୍ଣଙ୍କ…

ୱେଲେ ହାଉସ୍ : ଯେଉଁଠି ଆଜି ବି ଘୂରି ବୁଲୁଛି ପରିବାର ସଦସ୍ୟଙ୍କ ଆତ୍ମା, ଏମିତି ଦେଉଛନ୍ତି ଦେଖା

ଆଧୁନିକ ଦୁନିଆରେ ଏମିତି ବହୁତ କମ ଲୋକ ରହିଛନ୍ତି ଯିଏକି ଏବେ ପର୍ଯ୍ୟନ୍ତ ଭୂତ, ପ୍ରେତ, ଆତ୍ମା ଇତ୍ୟାଦିରେ ବିଶ୍ୱାସ କରୁଥିବେ। ଆମେରିକାରେ ଏଭଳି ଏକ ଘର ଅଛି ଯେଉଁଠାରେ ରହୁଥିବା ପରିବାରର ସମସ୍ତ ସଦସ୍ୟ ଜଣକ ପରେ ଜଣେ ସେହି ଘର ଭିତରେ ହିଁ ମୃତ୍ୟୁବରଣ କରିଥିଲେ। କିଛି ସଦସ୍ୟଙ୍କ ମୃତ୍ୟୁ…

ଅଷ୍ଟ୍ରେଲିଆ ସମୁଦ୍ର କୂଳରେ ଦେଖିବାକୁ ମିଳିଲା ଏଲିୟନ ଭଳି ଦୁର୍ଲଭ ଜୀବ, ଆଶ୍ଚର୍ଯ୍ୟ ହେଲେ ଲୋକେ

ସାଧାରଣତଃ ସମୁଦ୍ର କୂଳରେ ଏମିତି ବିରଳ ଜୀବ ଦେଖାଯାଇଥାନ୍ତି ଯେ ତାଙ୍କୁ ଦେଖିଲେ ଲାଗେ ଯେମିତି ସେମାନେ ଏହି ଜଗତର ନୁହଁନ୍ତି । ଅଷ୍ଟ୍ରେଲିଆର ସମୁଦ୍ର କୂଳରେ ମଧ୍ୟ ଠିକ ସେହିପରି ଏକ ଯିବ ଦେଖିବାକୁ ମିଳିଛି ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମାଛର ନାମ ହେଉଛି…

କାହିଁକି ମଣିଷଙ୍କ ରକ୍ତ ପିଅନ୍ତି ମଶା ? ଜାଣନ୍ତୁ ଏହା ପଛରେ ଥିବା କାରଣ

କଣ ଆପଣଙ୍କୁ ଜଣାଅଛି କାହିଁକି ମଶା ଆପଣଙ୍କ ରକ୍ତ ପିଏ? ସେମାନଙ୍କର ଏହି ରକ୍ତ ପିଇବାର ଅଭ୍ୟାସ କେମିତି ହେଲା? ଯଦି ଆପଣଙ୍କ ମନରେ ବି ଏମିତି ପ୍ରଶ୍ନ ଆସୁଥିବ ତାହେଲେ ବୈଜ୍ଞାନିକମାନେ ଏହା ପଛରେ ଥିବା କାରଣ ଖୋଜି ବାହାର କରିଛନ୍ତି। ଆଉ ସେମାନେ ସନ୍ଧାନ କରି ଯେଉଁ ତଥ୍ୟ ପାଇଛନ୍ତି ତାହା…

ଦିନେ ଦିନକୁ ଦୁଇବେଳା ଖାଇବାକୁ ପାଉନଥିଲେ ହିନ୍ଦୀ ସାହିତ୍ୟ ଜଗତର ଏହି ଅନନ୍ୟ ସ୍ରଷ୍ଟା

ହିନ୍ଦୀ ସାହିତ୍ୟର କଥା ଉଠିଲେ ପ୍ରଥମେ ମନକୁ ପ୍ରେମଚାନ୍ଦଙ୍କ ନାଁ ଆସେ । ଯିଏ ନିଜ ଲେଖନୀ ସାହାଯ୍ୟରେ ଉଭୟ ହିନ୍ଦୀ ଓ ଉର୍ଦ୍ଦୁ ସାହିତ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇ ପାରିଥିଲେ । କିନ୍ତୁ ଖୁବ କମ ଲୋକ ଜାଣିଥିବେ ଏହି ଚିରନମସ୍ୟ ଲେଖକ ଜଣଙ୍କ ପ୍ରକୃତ ନାଁ ହେଉଛି "ଧନପଦ ରାୟ ଶ୍ରୀବାସ୍ତବ"…