Browsing Category

ସ୍ପେଶାଲ

ପ୍ଲାଷ୍ଟିକ ବୋତଲରେ ବନାଇଦେଲେ ଫେସସିଲ୍ଡ ସୋସିଆଲ ମିଡିଆରେ ତାରିଫ କରୁଛନ୍ତି ଲୋକେ , ଦେଖନ୍ତୁ ଭାଇରଲ ଯୁଗାଡ଼

ବର୍ତ୍ତମାନ କରୋନା ପାଇଁ ମାସ୍କ ଓ ଫେସସିଲ୍ଡର ବ୍ୟବହାର ବଢିଯାଇଛି । ପୂର୍ବରୁ ଲୋକମାନେ କେବଳ ମାସ୍କ ପିନ୍ଧୁଥିଲେ କିନ୍ତୁ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ଲୋକେ ବର୍ତ୍ତମାନ ଫେସସିଲ୍ଡ ପିନ୍ଧିବା ମଧ୍ୟ ଆରମ୍ଭ କରିଦେଲେଣି । ତେବେ ବହୁତ କମ ଲୋକ ଏହି ଫେସସିଲ୍ଡ ବ୍ୟବହାର କରିବାର…

ଭାରତୀୟ ବାୟୁସେନାରେ “ରାଫେଲ” ସାମିଲ ହେବା ପରେ ଭୟରେ ଥରୁଛି ପାକିସ୍ତାନ

ଗୋଟେ ପଟେ ୭୦୦୦ କିଲୋମିଟରର ଦୀର୍ଘ ରାସ୍ତା ଅତିକ୍ରମ କରି ୫ଟି ରାଫେଲ ଫାଇଟର ଜେଟ ବୁଧବାର ଅପରାହ୍ନ ସମୟରେ ଭାରତରେ ଅବତରଣ କରିଥିବା ବେଳେ, ଏହାକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଭାରତର ଚିର ଶତ୍ରୁ ଚୀନ ଓ ପାକିସ୍ତାନ । ଏନେଇ ପାକିସ୍ତାନ ବାୟୁସେନା ଆଖିକୁ ଆଉ ଯେମିତି ନିଦ ନାହିଁ ।…

ସିଂହୀର ଗର୍ଜନ ଶୁଣି ଏମିତି ହେଲା ଜଙ୍ଗଲର ରାଜାଙ୍କ ଅବସ୍ଥା, ଶେଷରେ ହେଲେ ନତମସ୍ତକ

ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରଲ ହେଉଛି। ଏବେ ସିଂହ ଏବଂ ସିଂହୀର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ଅନୁମାନ କରିବେ କି, ଘରେ କାହାର ରାଜ୍‌ ଚାଲେ। ଜଙ୍ଗଲରେ ଯେକୌଣସି ସ୍ଥାନରେ ସିଂହ ବା ସିଂହୀକୁ ଦେଖିଲେ, ସେଠାରୁ ଅନ୍ୟ…

ଡିଜିଟାଲ କ୍ଳାସ ସମୟରେ ଆପଣଙ୍କ ପିଲାକୁ ହୋଇପାରେ ଗମ୍ଭୀର ସମସ୍ୟା, ଏହିସବୁ କଥାର ନିଶ୍ଚିତ ରଖନ୍ତୁ ଧ୍ୟାନ

କରୋନା ପାଇଁ ଲୋକଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି । ତେବେ ଏହାର ସବୁଠାରୁ ବଡ଼ ପ୍ରଭାବ ପଡିଛି ଏଜୁକେସନ ଉପରେ । ପିଲାମାନଙ୍କର ପାଠପଢ଼ା ବର୍ତ୍ତମାନ ଅନଲାଇନ ମାଧ୍ୟମରେ ହେଉଛି । ଏଥିପାଇଁ ଜୁମ, ମାଇକ୍ରୋସଫ୍ଟ ଟିମ, ଗୁଗଲ ମିଟ ଇତ୍ୟାଦିର ବ୍ୟବହାର କରାଯାଉଛି ଯାହାକି ପାଠପଢ଼ାରେ…

ସ୍ତ୍ରୀଙ୍କ ସହିତ ଫଟୋ ଉଠାଇବାକୁ ବ୍ୟକ୍ତି ବାହାର କଲେ ଜବରଦସ୍ତ ଆଇଡିଆ, ଥରେ ଦେଖନ୍ତୁ ଏ ଭିଡିଓ

ସୋସିଆଲ ମିଡିଆରେ ଅନେକ ଫନି ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ଯେଉଁମାନେ ଚନ୍ଦା ସେମାନେ ଫଟୋ ଉଠାଇବା ପାଇଁ ମନା କରିଦିଅନ୍ତି କିମ୍ବା ଇଚ୍ଛା ଥିଲେ ବି ଫଟୋ ଉଠାନ୍ତିନାହିଁ। କିନ୍ତୁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ…

ଭାରତରେ କରୋନାକୁ ପୂରିଲା ୬ ମାସ, ଜାଣନ୍ତୁ କ’ଣ ପାଇଛେ କ’ଣ ହରାଇଛେ?

୩୦ ଜୁଲାଇ, ୨୦୨୦ ବା ଆଜି ଭାରତରେ କରୋନାକୁ ଛଅ ମାସ ପୂରିଛି। ସାରା ବିଶ୍ୱରେ କରୋନା ସଂକ୍ରମଣ ଉପରେ ନଜର ରଖୁଥିବା ୱେବ୍‌ସାଇଟ୍‌ ଓ୍ଵାଲଡୋମିଟର ମୁତାବକ ଠିକ୍‌ ୬ ମାସ ପରେ ଭାରତରେ କରୋନା ସଂକ୍ରମଣର ମୋଟ ମାମଲା ୧,୫୮୩,୭୯୩ ଛୁଇଁଛି। ସେହି ଭଳି ମୃତ୍ୟୁ ସଂଖ୍ୟା ୩୫,୦୦୦ ପାଖାପାଖି…

ଭିଟାମିନ୍‌ ଡିର ଅଭାବ ଯୋଗୁ ବଢ଼ିପାରେ କରୋନା ସଂକ୍ରମଣର ଆଶଙ୍କା, ରିସର୍ଚ୍ଚରେ ହେଲା ଖୁଲାସା

କରୋନା ଭାଇରସ୍‌ ସାରା ବିଶ୍ୱରେ ବିଜୁଳି ବେଗରେ ବ୍ୟାପିବାରେ ଲାଗିଛି। ଅନ୍ୟପଟେ ବୈଜ୍ଞାନିକ ଓ ମେଡିକାଲ ରିସର୍ଚ୍ଚରମାନେ ଏହି ଇନ୍‌ଫେକସନ୍‌କୁ ବୁଝିବାକୁ ଚେଷ୍ଟା ଚଳାଇଛନ୍ତି। ଇତି ମଧ୍ୟରେ ଆଉ ଏକ କଥା ଶୁଣିବାକୁ ମିଳୁଛି। କୁହାଯାଉଛି ଯେ ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ ଥିବା ତଥା…

ଅନ୍ୟ କେଉଁଠି ନୁହେଁ, ଆମ୍ବାଲା ଏୟାରବେସରେ ହିଁ କାହିଁକି ଲ୍ୟାଣ୍ଡିଙ୍ଗ କଲା ଫ୍ରାନ୍ସରୁ ଆସିଥିବା ଯୁଦ୍ଧ ବିମାନ…

ବିଶ୍ୱର ସବୁଠୁ ଶକ୍ତିଶାଳୀ ଲଢୁଆ ବିମାନ ରାଫେଲ ବୁଧବାର ଭାରତରେ ଆସି ପହଞ୍ଚି ଯାଇଛି । ଫ୍ରାନ୍ସର "ମେରିଗେନିକ ଏୟାରବେଶ"ରୁ ପାଖାପାଖି ୭ ହଜାର କିଲୋମିଟର ଦୂରତା ଅତିକ୍ରମ କରି ୫ ଟି ଲଢୁଆ ବିମାନ ମଧ୍ୟରୁ ପ୍ରଥମଟି ବୁଧବାର ଦ୍ବିପହର ପାଖାପାଖି ୩ ଟା ୧୦ ମିନିଟ ସମୟରେ ବାୟୁସେନାର ଅମ୍ବଲା…

ସିଲିଣ୍ଡରରେ ଲାଗି ଯାଇଥିଲା ନିଆଁ, ଦେଖନ୍ତୁ କିପରି ନିଜ ଜୀବନ ସହିତ ଖେଳି ପୋଲିସ ଜଣକ ବଞ୍ଚାଇଲେ ଗରିବର ଘର

ପୋଲିସଙ୍କୁ ସବୁବେଳେ ହିରୋର ନାମ ଦିଆଯାଇଥାଏ କାରଣ ତାଙ୍କର କାମ ହିଁ ଠିକ ସେହିପରି ହୋଇଥାଏ । ନିଜ ଜୀବନ ସହିତ ଖେଳି ସେମାନେ ସମସ୍ତଙ୍କୁ ସୁରକ୍ଷା ଦେଇଥାନ୍ତି । ଠିକ ସେହିପରି ଏକ ତାଜା ଉଦାହରଣ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯେଉଁଠି ଜଣେ ପୋଲିସ କନେଷ୍ଟବଳ ନିଜ ଜୀବନ ସହିତ…

କନ୍ଧମାଳର ଟେକ ରଖିଲେ ଚାଷୀ ପରିବାରର ଝିଅ ମିନାକ୍ଷୀ, ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୯୨.୬୭ % ରଖି ହେଲେ ଜିଲ୍ଲାର…

ବାଲିଗୁଡା: କଥାରେ ଅଛି ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ l ଏହି କଥା କୁ ବୁଝିଛନ୍ତି ଜଣେ ଆଦିବାସୀ ଚାଷୀ ପରିବାରର ଝିଅ l କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏହି ଗରିବ ଚାଷୀ ପରିବାରର ଝିଅ ଟପ୍ପର ହୋଇଛନ୍ତି l କେ.ନୂଆଗାଁ ବ୍ଲକ ମହାଶିଙ୍ଘ ପଂଚାୟତର…

ଆଜି ପୁତ୍ରଦା ଏକାଦଶୀ, ଜାଣନ୍ତୁ ଏହି ଏକାଦଶୀର ମହତ୍ତ୍ୱ ଓ ପାଳନ ବିଧି

ଆଜି ହେଉଛି ପୁତ୍ରଦା ଏକାଦଶୀ। ଚଳିତବର୍ଷ ଜୁଲାଇ ୩୦ ତାରିଖ ଅର୍ଥାତ୍‌ ଆଜିର ଦିନରେ ଏକାଦଶୀ ପାଳିତ ହୁଏ। ଭାରତୀୟ ହିନ୍ଦୁ ସଂସ୍କୃତିରେ ପ୍ରତି ମାସର ୧୧ ତମ ତିଥି ଅର୍ଥାତ୍‌ ଏକାଦଶୀରେ ବ୍ରତ ଉପାସ କରାଯାଏ। ଏହି ତିଥିକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ। ବର୍ଷର ପ୍ରତ୍ୟେକ ମାସରେ ୨ଟି…