Below header
Browsing Category

କ୍ରୀଡା

ଡିସେମ୍ବରରେ ହେବ IPLର ସୁପର ନିଲାମୀ! ଯୋଡ଼ି ହେବାକୁ ଯାଉଛି ଆଉ ଦୁଇଟି ନୂଆ ଟିମ୍‌

ଆଇପିଏଲ୍‌ରେ ବହୁତ ଜଲ୍‌ଦି ଦୁଇଟି ନୂଆ ଟିମ୍‌ ଯୋଡ଼ି ହେବାକୁ ଯାଉଛି, ଯାହା ପରେ ଆଇପିଏଲ୍‌ ୧୦ ଟିମ୍‌ର ଟୁର୍ନାମେଣ୍ଟ ବନିଯିବ ଏବଂ ଅଧିକରୁ ଅଧିକ ଖେଳାଳି ଖେଳିବାକୁ ସୁଯୋଗ ପାଇବେ। ସେପଟେ ଟିମ୍‌ ସଂଖ୍ୟା ବଢ଼ିଲେ ଦୁନିଆର ସବୁଠାରୁ ବଡ଼ ଟି-୨୦ କ୍ରିକେଟ ଲିଗ୍‌ର ରୋମାଞ୍ଚ ମଧ୍ୟ ଆହୁରି ବଢ଼ିଯିବ।…

ପୂର୍ବ କ୍ରିକେଟର ଅମ୍ବାତୀ ରାୟୁଡ଼ୁ ବୃଦ୍ଧ ବ୍ୟକ୍ତିଙ୍କୁ ରାସ୍ତା ମଝିରେ କଷି ଦେଇଥିଲେ ଚାପୁଡ଼ା, ଭିଡିଓ ଭାଇରାଲ ପରେ…

ଟିମ୍‌ ଇଣ୍ଡିଆର ପୂର୍ବ କ୍ରିକେଟର ଅମ୍ବାତୀ ରାୟୁଡୁଙ୍କର ବିବାଦ ସହ ସମ୍ବନ୍ଧ ରହି ଆସିଛି। ଥରେ ଅମ୍ବାତୀ ସର୍ବସାଧାରଣ ସ୍ଥଳରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ପିଟିଥିଲେ। ଟିମ୍‌ ଇଣ୍ଡିଆ ତରଫରୁ ଖେଳି ସାରିଥିବା ଏହି କ୍ରିକେଟର ଦ୍ରୁତ ଗତିରେ ଦିନେ କାର୍‌ ଚଲାଉଥିଲେ। ସେହି ସମୟରେ ସକାଳେ…

ଖେଳ ରତ୍ନ ପାଇଁ ପ୍ରମୋଦଙ୍କ ନାମ ସୁପାରିଶ କଲେ ରାଜ୍ୟ ସରକାର ଓ ପିଏସଓ

ଭୁବନେଶ୍ୱର : ବିଶ୍ୱର ନମ୍ବର ଓ୍ଵାନ ବ୍ୟାଡମିଣ୍ଟନ ଖେଳାଳି ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ନାମ ସମ୍ମାନଜନକ ରାଜ ୀବ ଗାନ୍ଧି ଖେଳ ରତ୍ନ ପାଇଁ ସୁପାରିଶ କରିଛନ୍ତି ରାଜ୍ୟ ସରକାର ଓ ସ୍ପୋର୍ଟ୍ସ ଆସୋସିଏସନ୍‌ ଅଫ୍‌ ଓଡ଼ିଶା(ପିଏସ୍‌ଓ) । ୨୦୧୭ ରୁ ୨୦୨୧ ଗତ ୪ ବର୍ଷ ଧରି ପ୍ରମୋଦ ୩୬ ଟି…

ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ସହ ଥିଲା ମହେନ୍ଦ୍ର ସିଂହ ଧୋନୀଙ୍କ ଅଫେୟାର୍‌

କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ବିବାହ କରିଛନ୍ତି ସାକ୍ଷୀ ରାବତଙ୍କୁ । ଦୁହିଁଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ହେଲେ ଆପଣ ଜାଣନ୍ତି କି ସାକ୍ଷୀଙ୍କୁ ବିବାହ କରିବା ପୂର୍ବରୁ ଧୋନୀଙ୍କର ଏହି ସବୁ ଅଭିନେତ୍ରୀଙ୍କ ସହ ଅଫେୟାର ଥିଲା ବୋଲି । ନୂଆଦିଲ୍ଲୀ :  ପୂର୍ବତନ ଇଣ୍ଡିଆନ୍‌ କ୍ରିକେଟର…

ବିବାହ ବାର୍ଷିକୀରେ ପତ୍ନୀ ସାକ୍ଷୀଙ୍କୁ ଖାସ୍‌ ଗିଫ୍ଟ ଦେଲେ ମହେନ୍ଦ୍ର ସିଂହ ଧୋନି, ଦେଖନ୍ତୁ ଫଟୋ

ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ କୁଲ ମହେନ୍ଦ୍ର ସିଂହ ଧୋନି ଓ ସାକ୍ଷୀ ରବିବାର ୧୧ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ବିଶେଷ ମୁହୂର୍ତ୍ତରେ ଧୋନି ପତ୍ନୀଙ୍କୁ ଏକ ଖାସ୍‌ ଗିଫ୍ଟ ଦେଇଛନ୍ତି। ଏନେଇ ତାଙ୍କ ପତ୍ନୀ ନିଜେ ସୂଚନା ଦେଇଛନ୍ତି। ଧୋନି ବିବାହ ବାର୍ଷିକୀ ଅବସରରେ ସାକ୍ଷୀଙ୍କୁ…

ଝୁଲନ୍‌ ଗୋସ୍ୱାମୀଙ୍କ ବାୟୋପିକ୍‌ରେ କାମ କରିବେ ଅନୁଷ୍କା ଶର୍ମା, ବ୍ଲୁ-ୟୁନିଫର୍ମରେ ଫଟୋ ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରେଗନାନ୍ସି ପରେ ସିନେ ଜଗତରୁ ଦୂରେଇ ଯାଇଛନ୍ତି। ଗତ କିଛିଦିନ ହେଲା ସେ ଝିଅ ବାମିକା ସହ ସମୟ କାଟୁଛନ୍ତି। ମାତ୍ର ଏହି ସମୟରେ ସେ ୱେବ୍‌ସିରିଜ୍‌ ପାତାଲଲୋକ ଓ ଫିଲ୍ମ ବୁଲବୁଲରେ ପ୍ରଯୋଜନା ଦେଇଛନ୍ତି। ପ୍ରଡ୍ୟୁସରଭାବେ ତାଙ୍କ କାମକୁ ଖୁବ୍‌ ପ୍ରଶଂସା…

ଭିଡିଓ ଗେମ୍ସ ପ୍ରତି ରହିଛି ଧୋନୀଙ୍କର ଏତେ ଭଲ ପାଇବା ଯେ ନିଦରେ ବି କୁହନ୍ତି PUBG କଥା, ଏମିତି ରାଜ୍‌ ଖୋଲିଲେ…

ଭାରତୀୟ ଟିମ୍‌ର ସବୁଠାରୁ ସଫଳତମ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଓ ତାଙ୍କ ସ୍ତ୍ରୀ ସାକ୍ଷୀ ରବିବାର ନିଜ ବିବାହର ୧୧ତମ ବାର୍ଷିକୀ ପାଳନ କରିଛନ୍ତି। ଧୋନୀ ଓ ସାକ୍ଷୀ ୪ ଜୁଲାଇ ୨୦୧୦ରେ ବିବାହ କରିଥିଲେ। ଏହି ଖାସ୍‌ ମଉକାରେ ସେମାନଙ୍କୁ ସାରା ବିଶ୍ୱରୁ ଶୁଭେଚ୍ଛାର ବାର୍ତ୍ତା ମିଳିଥିଲା।…

ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଥିବା ତିନି ଖେଳାଳିଙ୍କୁ KIIT ତରଫରୁ ଦିଆଗଲା ସମ୍ବର୍ଦ୍ଧନା

ଟୋକିଓ ଅଲିମ୍ପିକ୍‌ସରେ କିଟ୍‌ରୁ ଅଛନ୍ତି ୩ ଖେଳାଳି। ଚଳିତବର୍ଷ ଟୋକିଓ ଅଲିମ୍ପିକ୍ସରେ କିଟ୍‌ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଅଂଶଗ୍ରହଣର ସୁଯୋଗ ପାଇଛନ୍ତି। ଟୋକିଓ ଟିକେଟ୍‌ ପାଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ, ଭବାନୀ ଦେବୀ ଓ ଶିବପାଲ…

ସାଗର ଧନଖଡ଼ ହତ୍ୟାକାଣ୍ଡ: ତିହାର ଜେଲ ପ୍ରଶାସନକୁ ଅଜବ ଡିମାଣ୍ଡ କଲେ ପହିଲମାନ ସୁଶୀଲ କୁମାର, ପୂର୍ବରୁ ହାଇ ପ୍ରୋଟିନ୍‌…

ସାଗର ଧନଖଡ଼ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ତିହାର ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ପହିଲମାନ ସୁଶୀଲ କୁମାର ଜେଲ ପ୍ରଶାସନକୁ ଅଜବ ଡିମାଣ୍ଡ କରିଛନ୍ତି। କିନ୍ତୁ ଜେଲ ପ୍ରଶାସନ ତାଙ୍କ ଡିମାଣ୍ଡ ପୂରଣ କରିବା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଜେଲ…

ଟି-୨୦ ସିରିଜକୁ ୩-୨ରେ ଅକ୍ତିଆର କଲା ସାଉଥ ଆଫ୍ରିକା

ଟି-୨୦ ସିରିଜର ୫ଟି ମ୍ୟାଚର ଶେଷ ପର୍ଯ୍ୟାୟରେ ସାଉଥ ଆଫ୍ରିକାର ଧୁଆଁଧାର ପ୍ରଦର୍ଶନ । ୱେଷ୍ଟଇଣ୍ଡିଜକୁ ୨୫ ରନ୍‌ରେ ହରାଇଲା ସାଉଥ ଆଫ୍ରିକା। ଏହାସହ ସିରିଜକୁ ୩-୨ରେ ନିଜ ନାମରେ ଅକ୍ତିଆର କରିଛି ଏହି ଟିମ । ସାଉଥ ଆଫ୍ରିକାର ଏଡମ ମାର୍କରମ ୭୦ ରନ୍‌ କରି ବିପକ୍ଷ ଦଳକୁ ଧୂଳି ଚଟାଇଥିଲେ ।…

କମେଣ୍ଟ୍ରି କଲାବେଳେ କହୁ କହୁ ଏମିତି କହିଦେଲେ ଦିନେଶ କାର୍ତ୍ତିକ, ଏବେ ହେଉଛନ୍ତି ଜୋରଦାର ଟ୍ରୋଲ୍‌

ନୂଆଦିଲ୍ଲୀ : କ୍ରିକେଟ କମେଣ୍ଟ୍ରି ଏକ କଳା । ଏହି କଳାକୁ ଫୁଟାଇ ପାରିଲେ ପ୍ରଶଂସାର ଅଭାବ ରହେନି । ସୁନିଲ ଗାଭାସ୍କର ଓ ରବି ଶାସ୍ତ୍ରୀଙ୍କ କମେଣ୍ଟ୍ରି ପରେ ଏବେ କିକେଟର ଦିନେଶ କାର୍ତ୍ତିକ ନୂଆ କରି ଆରମ୍ଭ କରିଛନ୍ତି କମେଣ୍ଟ୍ରି । ହେଲେ ଖୁବ୍‌ କମ ସମୟରେ ସେ କମେଣ୍ଟ୍ରି ମାଧ୍ୟମରେ…

ରୂପେଲି ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ହରଭଜନ ସିଂହ, ମୁଖ୍ୟ ଭୂମିକାରେ ନଜର ଆସିବେ ‘ଫ୍ରେଣ୍ଡସିପ୍‌’ରେ

କ୍ରିକେଟ୍‌ ପରେ ଏବେ ଫିଲ୍ମ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି କ୍ରିକେଟର ହରଭଜନ ସିଂହ। ତାମିଲ ଫିଲ୍ମ ‘ଫ୍ରେଣ୍ଡସିପ୍‌’ ଜରିଆରେ ନୂଆ ଇନିଂସ୍‌ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି ଭଜି। ଶନିବାର ଦିନ ଫିଲ୍ମ ନିର୍ମାତା କ୍ରିକେଟରଙ୍କ ୪୧ତମ ଜନ୍ମଦିନରେ ଫିଲ୍ମର ନୂଆ ପୋଷ୍ଟର ଜାରି…