Browsing Category

କ୍ରୀଡା

ଅଭ୍ୟାସ ମ୍ୟାଚ ବେଳେ ବଲ ବାଜି ଫାଟିଗଲା ଏହି କ୍ରିକେଟରଙ୍କ ଓଠ, ପଡ଼ିଲା ୭ଟି ଷ୍ଟିଚ, ଏବେ ସାମ୍ନାକୁ ଆସିଲା…

ପାକିସ୍ତାନ ସୁପର ଲିଗ ୨୦୨୧ର ବାକି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଗତ ସୋମବାର ଲାହୋର କଲନ୍ଦର୍ସ ଟିମକୁ ବଡ଼ ଝାଟକା ଲାଗିଥିଲା। ଏହି ଫ୍ରାଞ୍ଚାଇଜର ଖେଳାଳି ଦୁର୍ଘଟଣାର ଶିକାର ହୋଇଥିଲେ। ଏବେ ଏହାର ଭିଡିଓ ସାମ୍ନାକୁ ଆସିଛି। ଆବୁ ଧାବିରେ ଅଭ୍ୟାସ ସମୟରେ ଲାହୋର କଲନ୍ଦର୍ସର ଉଇକେଟକିପର…

ଜାତୀୟ କବାଡ଼ି ଖେଳାଳି ଏବେ ସ୍ୱିଗିରେ ଡେଲିଭରି ବୟ

କଟକ: ଜାତୀୟ କବାଡ଼ି ଖେଳାଳି ହେଲେ ସ୍ୱିଗି ଡେଲିଭରି ବୟ। କବାଡି ଖେଳରେ ୧୫ବର୍ଷ କ୍ୟାରିୟରରେ ଜୁନିୟର, ସିନିୟରକୁ ମିଶାଇ ୭ଥର ଜାତୀୟ ଚାମ୍ପିୟନସିପ୍‌ ଖେଳିଛନ୍ତି କଟକର କେ ମାଧବ ରାଓ। ଓଡ଼ିଶା ଜର୍ସିରେ ମଇଦାନରେ କବାଡ଼ି ଖେଳି ବହୁ ଖେଳାଳିଙ୍କୁ ଧୂଳି ଚଟାଇଛନ୍ତି। ମାତ୍ର ରାଜ୍ୟ ପାଇଁ…

ସୋଏବଙ୍କ ପରେ ପୁଣି ଏହି ଷ୍ଟାର ଖେଳାଳି ସାଜିବେ ଭାରତୀୟ ଜ୍ବାଇଁ, ଧରିବେ ବିନୀ ରମନଙ୍କ ହାତ

ଖୁବଶୀଘ୍ର ଭାରତର ଜ୍ବାଇଁ ହେବାକୁ ଯାଉଛନ୍ତି ଅଷ୍ଟ୍ରେଲିଆ ଟିମ୍‌ ଷ୍ଟାର ଖେଳାଳି ଗ୍ଲେନ୍‌ ମାକ୍ସଓ୍ବେଲ। ପୂର୍ବରୁ ପାକିସ୍ତାନ ଖେଳାଳି ସୋଏବ ମଲ୍ଲିକ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ବିବାହ କରି ଭାରତୀୟ ଜ୍ବାଇଁ ହୋଇଥିବା ବେଳେ ଏବେ ମାକ୍ସୱେଲ ଭାରତୀୟ ଜ୍ବାଇଁ ହେବାକୁ ଯାଉଛନ୍ତି।…

ସନଥ ଜୟସୁରିୟା ଲିକ କରାଇ ଦେଇଥିଲେ ନିଜ ପତ୍ନୀଙ୍କର ହିଁ ସେକ୍ସ ଭିଡିଓ, ଏହି କଥା ଉପରେ ନେଇଥିଲେ ପ୍ରତିଶୋଧ

ଶ୍ରୀଲଙ୍କା ଟିମର ପୂର୍ବତନ କ୍ୟାପଟେନ ସନଥ ଜୟସୁରିୟାଙ୍କ କ୍ରିକେଟ କ୍ୟାରିୟର ଯେତିକି ବଢ଼ିଆ ରହିଥିଲା, ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ବିବାଦରେ ରହିଥିଲା। ବର୍ଷ ୨୦୧୭ରେ ଖବର ଆସିଥିଲା କି, ସନଥ ଜୟସୁରିୟା ନିଜ ତୃତୀୟ ସ୍ତ୍ରୀ ମଲିକା ସିରିସେନାଙ୍କ ଆପତ୍ତିଜନକ ସେକ୍ସ ଟେପ ଲିକ କରାଇ…

ଫ୍ରେଞ୍ଚ ଓପନ ପ୍ରତିଯୋଗିତାରୁ ଓହରିଲେ ରୋଜର ଫେଡେରର, ପ୍ରଶଂସକ ହେଲେ ନିରାଶ

ଫ୍ରେଞ୍ଚ ଓପନ ପ୍ରତିଯୋଗିତାରୁ ଓହରିଲେ ରୋଜର ଫେଡେରର । ପୂର୍ବତନ ଏକ ନମ୍ବର ତଥା ୨୧ତମ ଗ୍ରାଣ୍ଡସ୍ଲାମ ସନ୍ଧାନରେ ଥିବା ସ୍ଵିଜରଲାଣ୍ଡର ରୋଜର ଫେଡେରର ନିଜ ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ଫ୍ରେଞ୍ଚ ଓପନର ପ୍ରି କ୍ଵାର୍ଟର ଫାଇନାଲରେ ପହଞ୍ଚିବା ପରେ ମଧ୍ୟ ସେ ଏହି ପ୍ରତିଯୋଗିତାରୁ ଓହରି…

ସାମ୍ନାକୁ ଆସିଲା ଭାମିକାଙ୍କ ପ୍ରଥମ ଫଟୋ, ଦେଖିବାକୁ ବିଲକୁଲ ବିରାଟଙ୍କ ଭଳି

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଇସିସି ୱାଲର୍ଡ ଚାମ୍ପିଅନସିପ ଫାଇନାଲକୁ ନେଇ ପ୍ରସ୍ତୁତ ରହିଛନ୍ତି। ବିରାଟ ଏବଂ ପତ୍ନୀ ଅନୁଷ୍କା ଏବେ ତାଙ୍କ ସହିତ ଇଂଲଣ୍ଡ ଗସ୍ତରେ ରହିଛନ୍ତି। ଟିମ ଇଣ୍ଡିଆ ଚାଟାର୍ଡ ବିମାନରେ ଇଂଲଣ୍ଡ ଗସ୍ତ କରିଥିଲା। ଯାହା ପରେ ସୋସିଆଲ ମିଡିଆରେ ଫଟୋ ଭାଇରଲ…

WTC Final : କ୍ବାରେଣ୍ଟାଇନ ୩ୟ ଦିନରେ ଅଭ୍ଯାସ କଲା ଭାରତୀୟ ଟିମ୍, ଅଲଗା ଅଲଗା ଗ୍ରୁପରେ କରୁଛନ୍ତି ଟ୍ରେନିଂ

ଭାରତୀୟ କ୍ରିକେଟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚ ଖେଳିବା ପାଇଁ ଇଂଲଣ୍ଡରେ ପହଞ୍ଚି ୩ ଦିନ କ୍ବାରେଣ୍ଟାଇନରେ ରହିଥିଲା। ଆଜି ୩ୟ ଦିନରେ ଅଭ୍ଯାସ ଜାରି କରିଛି। ଆଉ ଅଭ୍ଯାସ କରିବା ପାଇଁ ଅଲଗା ଅଲଗା ସମୟରେ ଜିମ୍ ଏବଂ ପଡିଆକୁ ଯିବାକୁ ଅନୁମତି…

ଟୋକିଓ ଅଲମ୍ପିକ୍ସ ଜାରି କଲା ୩୩ ଫର୍ଦ୍ଦର ନିର୍ଦ୍ଦେଶନାମା : ପ୍ରତି ଖେଳାଳୀଙ୍କୁ ମିଳିବ ୧୪ କଣ୍ଡୋମ, ହେଲେ ବ୍ୟବହାର…

ଟୋକିଓ : ଜାପାନର ଟୋକିଓରେ ୨୩ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଅଲମ୍ପିକ୍ସ ୨୦୨୧ । ଏହା ଅଗଷ୍ଟ ୮ ପର୍ଯ୍ୟନ୍ତ ଖେଳାଯିବ । ଏଥିପାଇଁ ଚାଲିଛି ଜୋରଦାର ଆୟୋଜନ । ତେବେ ଅଲମ୍ପିକ୍ସକୁ ନେଇ ଆସୁଛି ନୂଆ ନୂଆ ଖବର । ଆୟୋଜକ ସମିତି ଖେଳାଳୀମାନଙ୍କୁ କଣ୍ଡୋମ ବାଣ୍ଟିବା ପାଇଁ ଘୋଷଣା କରିଛନ୍ତି ।…

ଟାଇଗର ଶ୍ରଫ ପାଲଟିଲେ ଡେଭିଡ ୱାର୍ଣ୍ଣର, ଆଲିଆଙ୍କ ସହିତ ‘ହୁକ୍ ଅପ୍’ ଗୀତରେ କଲେ ଡ୍ଯାନ୍ସ

ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଡେଭିଡ ୱାର୍ଣ୍ଣର ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି। ଏହା ସହିତ ନିଜ ଫନି ଅନ୍ଦାଜ ପାଇଁ ମଧ୍ୟ ବହୁତ ଜଣାଶୁଣା ୱାର୍ଣ୍ଣର। ଏଥିପାଇଁ ଭାରତରେ ତାଙ୍କ ଫ୍ଯାନ ଫଲୋଇଂ ମଧ୍ୟ କିଛି କମ୍ ନୁହେଁ। ପୁଣି ଥରେ ଭାରତୀୟ ଫ୍ଯାନଙ୍କୁ ଚକିତ କରିଦେଇଛନ୍ତି…

ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପୁଣିଥରେ ହସ୍ପିଟାଲରେ ଆଡମିଟ୍ ହେଲେ ‘ଫ୍ଲାଇଂ ଶିଖ’ ମିଲଖା ସିଂହ,…

କରୋନା ଭାଇରସକୁ ମାତ୍ ଦେବା ପରେ 'ଫ୍ଲାଇଂ ଶିଖ' ମିଲଖା ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡ଼ି ଯାଇଛି। ଗୁରୁବାର ଅପରାହ୍ନରେ ପୁଣିଥରେ ତାଙ୍କୁ ଚଣ୍ଡୀଗଡ଼ର ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଫୋନ ଜରିଆରେ ମିଲଖା ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି…

WTC ଫାଇନାଲ ପୂର୍ବରୁ ବିରାଟ ଏବଂ ଶାସ୍ତ୍ରୀଙ୍କ କଥାବାର୍ତ୍ତା ଅଡିଓ ଲିକ୍, ସୋସିଆଲ ଭିଡିଆରେ ଭାଇରଲ

ଭାରତୀୟ କ୍ରିକେଟ ଟିମ ଆଇସିସି ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ଯାଚ ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରିଛି। ଜୁନ ୧୮ ରୁ ୨୨ ଯାଏଁ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଏହା ପରେ ଅଗଷ୍ଟ ୪ ତାରିଖରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ…

ରୋମାଞ୍ଚପୂର୍ଣ୍ଣ ମ୍ୟାଚ୍: ବ୍ୟାଟ୍ସମ୍ୟାନଙ୍କର ଛୋଟ ଭୁଲ ଯୋଗୁ ଉଡ଼ିଗଲା ୱିକେଟ୍, ICC ସେୟାର କଲା ଭିଡିଓ

ନେଦରଲ୍ୟାଣ୍ଡ ଓ ଆୟର୍ଲ୍ୟାଣ୍ଡ ମଧ୍ୟରେ ଆୟୋଜିତ ପ୍ରଥମ ଦିନିକିଆ ମ୍ୟାଚ୍ ବେଳେ କିଛି ଏମିତି ହେଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମ୍ୟାଚରେ ଆୟର୍ଲ୍ୟାଣ୍ଡର ଜଣେ ବ୍ୟାଟ୍ସମ୍ୟାନ ଅଜବ ଉପାୟରେ ଆଉଟ ହୋଇଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଜୁନ ୨ରେ…