Below header
Browsing Category

କ୍ରୀଡା

UAEର ଦୁଇ ଖେଳାଳି ଭାରତୀୟ ବୁକିଙ୍କଠାରୁ ନେଇଥିଲେ ୪୦୮୩ ଡଲାର୍‌! ୮ ବର୍ଷ ପାଇଁ ଲାଗିଲା ପ୍ରତିବନ୍ଧକ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ୟୁଏଇର ଦୁଇ ଖେଳାଳି ଆମିର ହୟାତ ଓ ଅଶଫାକ ଅହମଦଙ୍କ ଉପରେ ୮ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି। ଆମିର ଓ ଅଶଫାକ ଦୁହେଁ ଭାରତୀୟ ବୁକିଙ୍କ ସହ ମିଶି ନିଜ ଦେଶରେ ଟି୨୦ ବିଶ୍ୱକପ୍‌ କ୍ୱାଲିଫାଇଙ୍ଗ୍‌ ରାଉଣ୍ଡରେ ମ୍ୟାଚ୍‌ ଫିକ୍ସ କରିବାକୁ ପ୍ରୟାସ…

ଟିମ୍‌ ଇଣ୍ଡିଆ ସ୍ୱିମିଙ୍ଗ୍‌ ପୁଲ୍‌ରେ ଗାଧୋଇବାକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା, ଏମିତି ଖରାପ କମେଣ୍ଟ କରି…

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୧୩ ଜୁଲାଇରୁ ୩ ମ୍ୟାଚ୍‌ ବିଶିଷ୍ଟ ଓ୍ଵାନ୍‌ ଡେ’ ସିରିଜ୍‌ ଖେଳାଯିବ। ଶ୍ରୀଲଙ୍କା ଗସ୍ତରେ ଭାରତ ଓ୍ଵାନ୍‌ ଡେ’ ସିରିଜ ବ୍ୟତୀତ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ମଧ୍ୟ ଖେଳିବ। ଶ୍ରୀଲଙ୍କା ବିପକ୍ଷ ଓ୍ଵାନ୍‌ ଡେ’ ଏବଂ ଟି-୨୦ ସିରିଜ ପାଇଁ ଶିଖର ଧଓ୍ଵନଙ୍କୁ…

ରୋହିତ ଶର୍ମା ଏତେ କୋଟି ଟଙ୍କା ମୂଲ୍ୟରେ ବିକ୍ରି କରିଦେଲେ ନିଜ ଲୋନାଭାଲା ସମ୍ପତ୍ତି, ଜାଣନ୍ତୁ ତାଙ୍କ ଭିଲାର ଦାମ୍‌

ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଓପନର ରୋହିତ ଶର୍ମା କ୍ରିକେଟ ମଇଦାନରେ ବଡ଼ ବଡ଼ ରେକର୍ଡସ ନିଜ ନାମରେ କରିଛନ୍ତି। ବିଶ୍ୱ କ୍ରିକେଟରେ ‘ହିଟ୍‌ମ୍ୟାନ’ ଭାବେ ଜଣାଶୁଣା ରୋହିତ ନିଜ କ୍ୟାରିୟରରେ ଖୁବ ପଇସା କମାଇଛନ୍ତି। ତାଙ୍କର ମୁମ୍ବାଇ ଓ୍ଵର୍ଲିରେ ଏକ ବଢ଼ିଆ ଆଲିଶାନ୍‌ ଆପାର୍ଟମେଣ୍ଟ ରହିଛି।…

ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ବଡ ଝଟକା: ଇଂଲଣ୍ଡ ସିରିଜରୁ ବାଦ ପଡିପାରନ୍ତି ସୁବମନ ଗିଲ୍‌

କେନ୍ଯୁଜ୍: ଇଂଲଣ୍ଡ ସିରିଜରୁ ବାଦ ପଡିପାରନ୍ତି ସୁବମନ ଗିଲ୍‌ । ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ବଡ ଝଟକା । ଭାରତୀୟ ଦଳ ଓପନର ସୁବମନ ଗିଲ ଇଂଲଣ୍ଡ ଗସ୍ତରୁ ବାଦ ପଡି ପାରନ୍ତି । ଗିଲଙ୍କୁ ବଡ଼ ଆଘାତ ଲାଗିଛି । ସେ ଗୁରୁତର ଅଛନ୍ତି । ଅଗଷ୍ଟ ୪ ତାରିଖରୁ ଆରମ୍ଭ…

ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ଦୂତୀ, ମହିଳା ୧୦୦ ଓ ୨୦୦ ମିଟର ଦୌଡ଼ରେ ଭାଗନେବା ପାଇଁ ମନୋନୀତ

କେନ୍ଯୁଜ୍: ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ଦୂତୀ । ମହିଳା ୧୦୦ ଓ ୨୦୦ ମିଟର ଦୌଡ଼ରେ ଭାଗନେବା ପାଇଁ ମନୋନୀତ । ବିଶ୍ୱ ର‍୍ୟାଙ୍କିଂ ଆଧାରରେ ଯୋଗ୍ୟତା ଅର୍ଜନ କଲେ ଦୂତୀ ଚାନ୍ଦ । ଦୂତୀଙ୍କୁ ଶୁଭେଚ୍ଛା ଜଣାଇଲେ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ…

ଜାତୀୟ କ୍ରୀଡା ପୁରସ୍କାର ପାଇଁ ଦୂତି ଚାନ୍ଦ ଓ ବୀରେନ୍ଦ୍ରଙ୍କ ନାମ ସୁପାରିସ୍

ଭୁବନେଶ୍ୱର, (କେ ନ୍ୟୁଜ) : ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଦୁଇ ଜଣ କ୍ରୀଡ଼ାବିତଙ୍କ ନାମ ଭାରତ ସରକାରଙ୍କୁ ସୁପାରିସ କରାଯାଇଛି। ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ଆଥଲେଟ୍ ଦୂତି ଚାନ୍ଦ ଏବଂ ଅର୍ଜୁନ ପୁରସ୍କାର ପାଇଁ ହକି ଖେଳାଳି ବୀରେନ୍ଦ୍ର…

ଜାତୀୟ କ୍ରୀଡା ପୁରସ୍କାର ପାଇଁ ନାଁ ସୁପାରିସ କଲେ ରାଜ୍ୟ ସରକାର

ଭୁବନେଶ୍ବର(କେନ୍ଯୁଜ୍): ଜାତୀୟ କ୍ରୀଡା ପୁରସ୍କାର ପାଇଁ ନାମ ସୁପାରିସ କରିଛନ୍ତି ରାଜ୍ୟ ସରକାର। ଦୂତିଙ୍କୁ ଖେଳରତ୍ନ, ବୀରେନ୍ଦ୍ରଙ୍କୁ ଅର୍ଜ୍ଜୁନ, ଅନୁରାଧାଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ରାଜ୍ୟ ସରକାର ଦେଶର ଦ୍ରୁତତମା ଧାବିକା ଦୂତି ଚାନ୍ଦଙ୍କ ନାମ ଦେଶର…

ଇରଫାନ ପଠାନଙ୍କୁ ଫ୍ୟାନ କହିଲେ ବିରାଟ କୋହଲିଙ୍କ ଚାମଚା, କ୍ରିକେଟର ଏମିତି ଦେଲେ ମୁହଁ ଉପରେ ଜବାବ

ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଟିମ୍‌କୁ ୮ ଓ୍ଵିକେଟରେ ହାର୍‌ର ସାମ୍ନା କରିବାକୁ ପଡ଼ିଛି, ଯାହା ପରେ ଟିମ୍‌ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ କ୍ୟାପଟେନ୍‌ସି ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ଟ୍ଵିଟରରେ ଲୋକେ କୋହଲିଙ୍କୁ ତୁରନ୍ତ…

ଉଧାର ରାଇଫଲରେ ଅଭ୍ୟାସ କରୁଥିଲେ ସୁଟିଂ ଚମ୍ପିଆନ୍‌, ସୋନୁ ସୁଦ ଦେଲେ ଅଢ଼େଇ ଲକ୍ଷ ଟଙ୍କାର ରାଇଫଲ

ମୁମ୍ବାଇ : ସୋନୁ ସୁଦଙ୍କ ବଦାନ୍ୟତା ସମ୍ପର୍କରେ କାହାକୁ ବା ଅଜଣା । ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଜଣେ ସୁଟିଂ ଚମ୍ପିଆନ୍‌ଙ୍କୁ ରାଇଫଲ ଦେବା ପରେ । ଝାଡ଼ଖଣ୍ଡ ଷ୍ଟେଟ୍‌ ରାଇଫଲ ସୁଟିଂର ବିଜୟ ଆଶାରେ ଥିବା କୋନିକା ଲାଇକ୍‌ଙ୍କ ପାଖରେ ଅଭ୍ୟାସ କରିବା ପାଇଁ ରାଇଫଲ ନଥିଲା । ତେଣୁ ସେ…

କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର, ଏବେ ଏହି ଟିମ୍‌ରେ ନଜର ଆସିବେ ଯୁବରାଜ ଓ ଗେଲ୍‌

ଏକାଠି ଖେଳିବେ ଯୁବରାଜ ସିଂହ ଓ କ୍ରିସ୍‌ ଗେଲ୍‌। କ୍ରିକେଟ୍‌ ପ୍ରେମୀମାନେ ଉଭୟଙ୍କୁ ଗୋଟିଏ ଟିମ୍‌ରେ ଖେଳୁଥିବାର ଖୁବ୍‌ଶୀଘ୍ର ଦେଖିବାକୁ ପାଇବେ। ମେଲବର୍ଣ୍ଣର ଏକ କ୍ରିକେଟ୍‌ କ୍ଲବ୍‌ ଦାବି କରି କହିଛି ଯେ ସେ ଗ୍ରୀଷ୍ମଦିନେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ରେ ଉଭୟ ଯୁବରାଜ ଓ କ୍ରିସ୍‌…

ଅନ୍ତଃରାଜ୍ୟ ସିନିୟର ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ଅମୀୟଙ୍କୁ ବ୍ରୋଞ୍ଜ ପଦକ

ପାତିଆଲା : ଓଡ଼ିଆ ଧବକ ଅମୀୟ ମଲ୍ଲିକଙ୍କୁ ୧୦୦ ମିଟର ଦୌଡ଼ରେ ମିଳିଛି ବ୍ରୋଞ୍ଜ ପଦକ । ଏଠାରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ୬୦ତମ ଅନ୍ତଃରାଜ୍ୟ ସିନିୟର ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ଅମୀୟ ମଲ୍ଲିକ ପୁରୁଷ ଶହେ ମିଟର ଦୌଡ଼ରେ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ୧୦.୪୯ ସେକେଣ୍ଡ…