Browsing Category

କ୍ରୀଡା

କୋଭିଡ ଯୁଦ୍ଧରେ ସହାୟତାର ହାତ ବଢାଇଲେ ଯୁବରାଜ, ଦେଶର ଅନେକ ହସପିଟାଲକୁ ଯୋଗାଇବେ ହଜାରେ ବେଡ୍

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଯୁବରାଜ ସିଂଙ୍କ ଫାଉଣ୍ଡେସନ YouWeCan ଏକ ବଡ ଘୋଷଣା କରିଛି। ଭାରତରେ କୋଭିଡ-୧୯ ରୋଗୀଙ୍କ ଦେଖାଶୁଣା କରିବା ପାଇଁ ବିଭିନ୍ନ ହସପିଟାଲରେ ୧ ହଜାର ବେଡ ଲଗାଇବା ପାଇଁ ଘୋଷଣା କରିଛନ୍ତି। ଏହାକୁ ନେଇ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ, ୱାନ ଡିଜିଟାଲ…

ଆଗାମୀ ବିଶ୍ବକପ ଖେଳିବ ୧୪ଟି ଟିମ, ଫ୍ଯାନଙ୍କୁ ମିଳିବ ଚାମ୍ପିଅନ ଟ୍ରଫି ଦେଖିବାର ମଜା

ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ବିଶ୍ଵକପ୍‌କୁ ନେଇ କିଛି ବଡ ଘୋଷଣା କରିଛି। ଏଥିସହ ୨୦୨୩-୩୧ ମଧ୍ୟରେ ବିଶ୍ଵ କ୍ରିକେଟ୍‌ର କାର୍ଯ୍ୟସୂଚୀ ମଧ୍ୟ ଜାରି କରିଛି। ୨୦୨୭ ଓ ୨୦୩୧ ବିଶ୍ଵ କପ୍‌ରେ ୧୪ଟି ଦଳ ଅଂଶ ଗ୍ରହଣ କରିବେ। ଏହାସହ ପୁଣି ଥରେ କ୍ରିକେଟ୍ ପ୍ରଶଂସକଙ୍କୁ ଚାମ୍ପିଅନ୍ସ…

“କୋହଲି ହେଉଛନ୍ତି ଅଣ୍ଡା ଖାଉଥିବା ଶାକାହାରୀ”, ବୟାନକୁ ନେଇ ଟ୍ୱିଟରରେ ହଙ୍ଗାମା ପରେ ଏମିତି ଜବାବ…

ଟିମ୍ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ନିଜର ଏକ ବୟାନ ଯୋଗୁ ଏବେ ଲୋକଙ୍କ ଟାର୍ଗେଟକୁ ଆସିଛନ୍ତି। କୋହଲି ନିକଟରେ ନିଜ ଡାଏଟ୍ ବିଷୟରେ କହିଥିଲେ। ସେ ଇନଷ୍ଟାଗ୍ରାମରେ ଏକ ପ୍ରଶ୍ନ-ଉତ୍ତର ସେସନ ରଖିଥିଲେ। ସେଥିରେ ଜଣେ ଫ୍ୟାନ ତାଙ୍କୁ ଡାଏଟ୍ ବିଷୟରେ ପଚାରିଥିଲେ। ଏହାର ଜବାବରେ କୋହଲି…

କରୋନାରେ ବିଶିଷ୍ଟ ଫୁଟବଲ୍‌ କୋଚ୍‌ ନନ୍ଦ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ଫୁଟବଲ୍‌ କୋଚ୍‌ ନନ୍ଦ ପଟ୍ଟନାୟକଙ୍କ ପରଲୋକ। କରୋନାରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସାନ ଭାଇ ସୂଚନା ଦେଇଛନ୍ତି। ନନ୍ଦ କିଶୋର ରାଜ୍ୟ ପାଇଁ ଅନେକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି…

ଅଷ୍ଟ୍ରେଲିଆନ କ୍ରିକେଟର ମେଗନ ସ୍କଟଙ୍କ ଫିମେଲ ପାର୍ଟନର ହେଲେ ଗର୍ଭବତୀ, ୨ ବର୍ଷ ପୂର୍ବେ ହୋଇଥିଲା ବିବାହ

ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମର ଷ୍ଟାର ବୋଲର ମେଗନ ସ୍କଟଙ୍କ ଘରେ ଖୁସିର ଲହରୀ। ମେଗନ ଘୋଷଣା କରିଛନ୍ତି କି, ଖୁବଶୀଘ୍ର ତାଙ୍କ ଘରେ କୁଆଁ କୁଆଁ ଡାକ ଶୁଭିବ। ସେ ଟ୍ୱିଟରରେ ଏକ ଫଟୋ ସେୟାର କରି ଲେଖିଛନ୍ତି, 'ଜେସ ଆଉ ମୁଁ ବହୁତ ଉତ୍ସାହିତ ଅଛୁ। ଜେସ ଏହି କଥାରେ ଖୁସି ଅଛନ୍ତି କି, ସେ…

ଏସିଆନ ବକ୍ସିଂ ଚାମ୍ପିଅନସିପ ଫାଇନାଲରେ ପରାସ୍ତ ହେଲେ ମେରୀ କମ୍, କଜାକିସ୍ତାନର ନାଜିମ ମାରିଦେଲେ ବାଜି

ଏସିଆନ ବକ୍ସିଂ ଚାମ୍ପିଅନସିପ୍ ଫାଇନାଲରେ କଜାକସ୍ତାନର ନାଜିମ କିଜାଇବେ ବାଜି ମାରିନେଇଛନ୍ତି। ୬ ଥର ବିଶ୍ବ ବିଜେତା ମେରୀ କମ୍କୁ ସେ ହରାଇଛନ୍ତି। ମେରୀ କମ୍ ୫୧ କିଲୋଗ୍ରାମ ବର୍ଗ ଫାଇନାଲରେ ନାଜିମଙ୍କ ବିପକ୍ଷରେ ୨-୩ରେ ହାରିଛନ୍ତି। ଫାଇନାଲ ରାଉଣ୍ଡରେ ହାରିବା କାରଣରୁ ମେରୀ କମକୁ…

ଖୋଲିଲା ସାଗର ଧନକର ହତ୍ୟା ମାମଲାର ଗୁମର, କଲର ଧରିବାରୁ ଜୀବନ ନେଇଗଲେ ରେସଲର ସୁଶୀଲ କୁମାର

ରେସଲର ପାଲଟିଲା କିଲର। ଦୁଇ ଦୁଇଟି ଅଲମ୍ପିକ ପଦକ ଜିତି ଦିନେ ଦେଶର ନାଁ ରଖିଥିବା ରେସଲର ସୁଶୀଲ କୁମାର ଆଜି ଜେଲର ଚାରି କାନ୍ଥ ଭିତରେ। ସାଗର ଧନକର ହତ୍ୟା ମାମଲାରେ ଚାଂଚଲ୍ୟକର ଖୁଲାସା ପରେ ଗିରଫ ହୋଇଛନ୍ତି ଅଲିମ୍ପିଆନ ସୁଶୀଲ କୁମାର। ଗିରଫ ହେବା ପରେ ସାମ୍ନାକୁ ଆସିଛି ମର୍ଡର ପଛର କାରଣ।…

ସବୁଠାରୁ ଅଧିକ ପଇସା ଆୟ କରୁଥିବା କୋଚ୍ ରବି ଶାସ୍ତ୍ରୀ, ଜାଣନ୍ତୁ କେତେ ରହିଛି ଦରମା ଏବଂ ସମ୍ପତ୍ତି

ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର ଖେଳାଳି ତଥା ଭାରତୀୟ ଦଳର କୋଚ୍ ରବି ଶାସ୍ତ୍ରୀ କ୍ରିକେଟର ମଇଦାନରେ ସବାବେଳେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। କ୍ରିକେଟର, କୋଚ୍, ଟିମ୍ ମ୍ୟାନେଜର ଭାବେ ସେ ସବୁଠୁ ନିଜର ପ୍ରଭାବ ଦେଖାଇଥାନ୍ତି ରବି ଶାସ୍ତ୍ରୀ। ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟର ବହୁ…

IPL 2021କୁ ନେଇ ବିସିସିଆଇ କଲା ବଡ ଘୋଷଣା, ଦୁବାଇରେ ଖେଳାଯିବ ଅବଶିଷ୍ଟ ୩୧ଟି ମ୍ଯାଚ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଆରମ୍ଭ ହେବ ବାକି ଥିବା ଆଇପିଏଲ୍ର ମ୍ୟାଚ୍ । ୟୁଏଇରେ ଖେଳାଯିବ ବାକିଥିବା ଆଇପିଏଲ୍ ମ୍ୟାଚ୍ । ବିସିସିଆଇ ପକ୍ଷରୁ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ବୋଲି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି। ତେବେ କେଉଁ ତାରିଖ…

BCCI ର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ, IPL ର ଭବିଷ୍ୟତକୁ ନେଇ ହୋଇପାରେ ନିଷ୍ପତ୍ତି

ଆଇପିଏଲର ଭବିଷ୍ୟତକୁ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ହିଁ ସ୍ଥିର ହେବ ଆଗକୁ ଆଉ ଆଇପିଏଲ ହେବ କି ନାହିଁ। ଯଦି ହେବ ତେବେ କେଉଁଠାରେ ହେବ। ଏ ନେଇ ସମସ୍ତ ଆଲୋଚନା ଆଜି ଅନଲାଇନରେ ହେବାକୁ ଥିବା BCCIର ବୈଠକରେ ହେବ। ଶନିବାର SGM ବୈଠକରେ ବାକି ଥିବା ଆଇପିଏଲର ମ୍ୟାଚ୍…

ଟେନିସ୍‌ କୁଇନ୍‌ ରଚିଲେ ନୂଆ ଇତିହାସ,୧୨ ମାସରେ କମେଇଲେ ୪ ଶହ କୋଟି ଟଙ୍କା

ଜାପାନର ପ୍ରସିଦ୍ଧ ଟେନିସ ତାରକା ନାଓମୀ ଓସାକା ବାର୍ଷିକ ଆୟ କ୍ଷେତ୍ରରେ କରିଛନ୍ତି ନୂଆ ରେକର୍ଡ଼ । ସେ ଗତ ୧୨ ମାସ ମଧ୍ୟରେ ପାଖାପାଖି ୫୦ ନିୟୁତ ଡଲାର ଆୟ କରିଛନ୍ତି । ବିଶ୍ୱରେ ମହିଳା ଆଥଲେଟ୍‌ ଭାବେ ଆୟ କରିବାରେ ସେ ଇତିହାସ ସୃଷ୍ଟି କରିଛନ୍ତି । ସୂଚନା ଅନୁଯାୟୀ ନାଓମୀ ଟେନିସ ପଡିଆରେ…

ହକି ଷ୍ଟିକରେ ସାଗରଙ୍କୁ ନିର୍ଦ୍ଦୁମ ପିଟିଥିଲେ ସୁଶୀଲ, ଭାଇରାଲ ହେଉଛି ଲୋମ ଟାଙ୍କୁରା ଦୃଶ୍ୟ

ବହୁ ଚର୍ଚ୍ଚିତ ସାଗର ହତ୍ୟାକାଣ୍ଡର ମୁଖ୍ୟ ଆରୋପୀ ଅଲିମ୍ପିୟନ କୁସ୍ତି ଖେଳାଳି ସୁଶୀଳ କୁମାରଙ୍କ ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ହକି ଷ୍ଟିକରେ ସାଗରଙ୍କୁ ନିର୍ଦ୍ଦୁମ ବାଡ଼ଉଥିବାର ନଜର ଆସୁଛନ୍ତି ସୁଶୀଲ ଓ ତାଙ୍କର କେତେ ଜଣ ସାଥି । ଏହି ଫଟୋଟିକୁ ସେହି ଭିଡିଓ…