Browsing Category

କ୍ରୀଡା

ଭୁବନେଶ୍ବର କୁମାରଙ୍କ ବାପାଙ୍କ ପରଲୋକ, ଗତ କିଛି ମାସ ହେଲାଣି କ୍ଯାନସରରେ ଥିଲେ ପୀଡିତ

ଭାରତୀୟ କ୍ରିକେଟ ଟିମର ପେସ ବୋଲର ଭୁବନେଶ୍ବର କୁମାରଙ୍କ ବାପା କିରନ୍ ପାଲ୍ ସିଂଙ୍କ ପରଲୋକ ହୋଇଛି। ମିରଟର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ସେ କିଛି ମାସ ହେବ କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କର ଯକୃତରେ…

ଧାବକ ମିଲଖା ସିଂହଙ୍କୁ କରୋନା, ଘରେ ହେଲେ ଆଇସୋଲେଟ୍

କରୋନା କବଜାରେ ଫ୍ଲାଇଂ ସ୍ପ୍ରିଣ୍ଟର ଶିଖ୍ ମିଲଖା ସିଂହ । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ସେ ଚଣ୍ଡୀଗଡରେ ଥିବା ନିଜ ଘରେ ହୋମ୍ ଆଇସୋଲେସନରେ ଅଛନ୍ତି । ୯୧ ବର୍ଷିୟ ମିଲଖା ସିଂହ କିଛି ଦିନ ପୂର୍ବେ ଲୋକଙ୍କୁ କହିଥିଲେ କି ଲକ୍ଡାଉନରେ ଘରେ ରୁହନ୍ତୁ, ଯାହାକି କରୋନା…

ବିରାଟ କୋହଲି ଭାରତର ଏହି ପୂର୍ବତନ ମହିଳା କ୍ରିକେଟରଙ୍କ ମାଆଙ୍କ ଚିକିତ୍ସା ପାଇଁ ଦାନ କଲେ ୬.୭୭ ଲକ୍ଷ ଟଙ୍କା

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି କୋଭିଡ ମହାମାରୀ ଭଳି ମୁସ୍କିଲ ସମୟରେ ବି ଆଉ ଏକ ମହତ କାମ କରିଛନ୍ତି। ସେ ପୂର୍ବତନ ଭାରତୀୟ ମହିଳା କ୍ରିକେଟର କେଏସ ଶ୍ରାବନ୍ତି ନାଇଡୁଙ୍କ ମାଆଙ୍କ କରୋନା ଚିକିତ୍ସା ପାଇଁ ୬.୭୭ ଲକ୍ଷ ଟଙ୍କା ଦାନ କରିଛନ୍ତି। ଶ୍ରାବନ୍ତିଙ୍କ ମାଆ ଏସକେ ସୁମନଙ୍କୁ…

‘ଦ ଓ୍ଵାଲ’ ରାହୁଲ ଦ୍ରାବିଡ଼ ହେବେ ଇଣ୍ଡିଆ ଟିମର କୋଚ୍‌

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ତଥା ଦ ୱାଲ ନାମରେ ପରିଚିତ ରାହୁଲ ଦ୍ରାବିଡ଼ ହେବାକୁ ଯାଉଛନ୍ତି ଇଣ୍ଡିଆ ଟିମର ମୁଖ୍ୟ କୋଚ୍‌ । ମିଳିଥିବା ଖବର ଅନୁଯାୟୀ ଭାରତୀୟ ଦଳର ଆଗାମୀ ଶ୍ରୀଲଙ୍କା ଗସ୍ତରେ ଦ୍ରାବିଡ଼ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଦାୟିତ୍ୱରେ ରହିବେ । ଶ୍ରୀଲଙ୍କାରେ…

ଆଇପିଏଲ ପରେ ଏବେ ରଦ୍ଦ ହେଲା ଏସିଆ କପ୍, ଶ୍ରୀଲଙ୍କାରେ ହୋଇଥାନ୍ତା ଆୟୋଜନ

କରୋନା ମହାମାରୀର ପ୍ରଭାବ ଦୁନିଆର ପ୍ରତି କ୍ଷେତ୍ର ଉପରେ ପଡ଼ିଛି। ଖେଳ ଦୁନିଆ ମଧ୍ୟ କରୋନା ମାଡ଼ରେ ବେଶ୍ ପ୍ରଭାବିତ ହୋଇଛି। ପ୍ରଥମେ ଭାରତରେ ଆଇପିଏଲ ରଦ୍ଦ ହୋଇଥିବା ବେଳେ ଏବେ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍ ବି ରଦ୍ଦ ହୋଇଛି। ପାକିସ୍ତାନରେ ନ ହୋଇ ଶ୍ରୀଲଙ୍କାରେ ହେବାକୁ ଥିବା…

WTC କାଉଣ୍ଟଡାଉନ, ଆଉ ମାସେ ପରେ ପ୍ରଥମ ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ

କେନ୍ୟୁଜ୍‌ (ବ୍ୟୁରୋ) : ଆଉ ମାସେ ପରେ ଇଂଲଣ୍ଡରେ ପ୍ରଥମ ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ । ଜୁନ ୧୮ ତାରିଖରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଆଇସିସି ଦ୍ୱାରା ଆୟୋଜିତ ପ୍ରଥମ WTC ଇଂଲଣ୍ଡର ସାଉଥାମ୍ପଟନ ଏଜିଅସ ବାଉଲରେ ଖେଳାଯିବ । ମ୍ୟାଚକୁ ନେଇ ଉଭୟ ଦଳ ଆରମ୍ଭ…

ରାଜଧାନୀରେ ଅକ୍ସିଜେନ୍ କନସେନଟ୍ରେଟର ବ୍ୟାଙ୍କର ଶୁଭାରମ୍ଭ କଲେ ବୀରେନ୍ଦ୍ର ସେହବାଗ, ଲୋକଙ୍କୁ କଲେ ଖାସ୍ ଅପିଲ

ଭାରତୀୟ କ୍ରିକେଟ ଟିମର ପୂର୍ବ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହବାଗ୍ ଦିଲ୍ଲୀରେ ଏକ ଅକ୍ସିଜେନ୍ କନସେନଟ୍ରେଟର ବ୍ୟାଙ୍କ ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ଅସହାୟ ତଥା ଅକ୍ସିଜେନ୍ ଚାହୁଁଥିବା ଲୋକଙ୍କ ପାଖରେ ଅକ୍ସିଜେନ୍ ପହଞ୍ଚାଯାଇପାରିବ। ବୀରେନ୍ଦ୍ର ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି।…

ହସପିଟାଲ ନୁହେଁ ଲନରେ ବସି କୋଭିଡ ଟିକା ନେଲେ କୁଲଦୀପ ଯାଦବ, ଯାଞ୍ଚ ଆଦେଶ

ଭାରତୀୟ କ୍ରିକେଟ ଟିମର ବୋଲର କୁଲଦୀପ ଯାଦବ କୋଭିଡ ପ୍ରୋଟୋକଲ ଭାଙ୍ଗି ଭିଆଇପି ଟ୍ରିଟମେଣ୍ଟ ନେଇ ଥିବା ଘଟଣାର ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି। ଯାଦବ ଶିନବାର ଦିନ ଟିକାର ପ୍ରଥମ ଡୋଜ ନେବା ବେଳର ଫଟୋ ଟ୍ବିଟରରେ ସେୟାର କରିଥିଲେ । ଏହା ସହିତ ସମସ୍ତଙ୍କୁ ଟିକା ନେବା ପାଇଁ ସେ କହିଛନ୍ତି।…

ଧୋନୀ କଲେ ରବୀନ୍ଦ୍ର ଜାଡେଜାଙ୍କ ଏହି ଆକ୍ସନର ନକଲ, ଜାଡେଜା ଦେଲେ ଏମିତି ରିଆକ୍ସନ

ଚଳିତ IPLରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ନିକଟରେ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଭିଡିଓ ସେୟାର କରିଛି। ଯେଉଁଥିରେ ଗ୍ରାଉଣ୍ଡ ଧୋନି ସାଥୀ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କ ତଲଓ୍ୱାରବାଜୀ ନକଲ କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଧୋନିଙ୍କ ସହ ରବିନ୍ ଉଥାପ୍ପା ମଧ୍ୟ…

ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

କେନ୍ୟୁଜ (ବ୍ୟୁରୋ) : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ତଥା ଓଡ଼ିଆ ତାରକା ଶିବସୁନ୍ଦର ଦାସଙ୍କୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶିବ ସୁନ୍ଦରଙ୍କ ନେତୃତ୍ୱରେ ଭାରତୀୟ ମହିଳା ଟିମ୍‌ ଭଲ ପ୍ରଦର୍ଶନର ସୁଯୋଗ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।…

ସାଗର ରାଣା ହତ୍ଯା ମାମଲା: ଫେରାର ଅଲମ୍ପିଆନ ସୁଶୀଲ କୁମାରଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲା…

ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ୨୩ ବର୍ଷୀୟ କୁସ୍ତିଯୋଦ୍ଧା ସାଗର ରାଣା ହତ୍ଯା ମାମଲାରେ ଫେରାର ରହିଥିବା ଅଲମ୍ପିକ ବିଜେତା ସୁଶୀଲ କୁମାର ଏବଂ ତାଙ୍କ ସାଥୀକୁ ଧରିବା ପାଇଁ ପୋଲିସ ପୁରସ୍କାର ଘୋଷଣା କରିଛି। ସୁଶୀଲ କୁମାରଙ୍କ ଉପରେ ଦିଲ୍ଲୀ ପୋଲିସ ୧ ଲକ୍ଷ ଟଙ୍କାର ପୁରସ୍କାର ରଖିଛି।…

ଭାରତର ପୂର୍ବତନ ଟେଷ୍ଟ ଓପନର୍ ଶିବ ସୁନ୍ଦର ଦାସଙ୍କୁ ମିଳିଲା ମହିଳା କ୍ରିକେଟ ଟିମରେ ବ୍ୟାଟିଂ କୋଚ୍ ଦାୟିତ୍ବ

କେନ୍ୟୁଜ୍(ବ୍ୟୁରୋ):   ଭାରତର ପୂର୍ବତନ ପୁରୁଷ ଟେଷ୍ଟ ଓପନର୍ ଶିବ ସୁନ୍ଦର ଦାସଙ୍କୁ ଆସନ୍ତା ଇଂଲଣ୍ଡ ଗସ୍ତ ପାଇଁ ଇଣ୍ଡିଆ ମହିଳା ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିବାବେଳେ ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ବିପକ୍ଷ…