Browsing Category

କ୍ରୀଡା

ବିରାଟ କୋହଲିଙ୍କ ସ୍କୁଲ ସାଙ୍ଗଙ୍କ Slam Book ସୋସିଆଲ ମିଡିଆରେ ହେଉଛି ଭାଇରଲ, ଜାଣନ୍ତୁ କ’ଣ ସେଥିରେ…

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଯଦିଓ ଏବେ କ୍ରିକେଟ ମଇଦାନରୁ ଦୂରରେ ଅଛନ୍ତି ଏବଂ ଘରେ ଫୁରସତ ସମୟ ବିତାଉଛନ୍ତି, କିନ୍ତୁ ତାଙ୍କ ସହ ଜଡ଼ିତ କିଛି ପୁରୁଣା ସ୍ମୃତି ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ବିରାଟ କୋହଲିଙ୍କ ସାଙ୍ଗଙ୍କ ସ୍ଲାମ ବୁକ ଫଟୋ ସୋସିଆଲ ମିଡିଆରେ ଖୁବ…

ନୋଭାକ୍ ଜୋକୋଭିକକୁ ହରାଇ ପୁଣି ଇଟାଲୀ ଓପନ ଟାଇଟଲ ହାସଲ କଲେ ରାଫେଲ

ପୁଣି ଥରେ ବାଜି ମାରିଲେ ରାଫେଲ ନାଡାଲ । ସ୍ପେନର ରାଫେଲ ନାଡାଲ ବିଶ୍ବର ନଂ୧ ଖେଳାଳି ନୋଭାକ୍ ଜୋକୋଭିକକୁ ହରାଇ ଇଟାଲୀ ଓପନ ଟାଇଟଲ ହାସଲ କରିଛନ୍ତି। ଦଶମ ଥର ପାଇଁ ସେ ଏହି ଟୁର୍ଣ୍ଣାମେଣ୍ଟରେ ଟାଇଟଲ ହାସଲ କରିଛନ୍ତି । ତେବେ ଏଥର ବି ଫାଇନାଲରେ ନୋଭାକ୍ ଜୋକୋଭିକ୍ (୭-୫, ୧-୬, ୬-୩) ସେଟରେ…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା କ୍ରିକେଟ୍‌ ଦଳ ଘୋଷିତ

ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ରାତିରେ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା ଦଳ ତାଲିକା ଘୋଷଣା କରିଛି। କିଛି ବରିଷ୍ଠ ଖେଳାଳି, ଚୟନକର୍ତା ଏବଂ ପୂର୍ବତନ ପ୍ରଶିକ୍ଷକଙ୍କ ମଧ୍ୟରେ ବିବାଦ ଚର୍ଚ୍ଚାର ବିଷୟ ରହିଥିଲା ବେଳେ ବହୁ ଆଲୋଚନା ପରେ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତ ପାଇଁ ଦଳ ଘୋଷିତ…

କରୋନା ମୁକାବିଲାରେ ସାହାଯ୍ୟର ହାତ ବଢ଼ାଇଲେ ଧାୱନ, ଗୁରଗାଓଁ ପୋଲିସକୁ ଦାନ କଲେ….

ଦେଶରେ କରୋନାର ଦ୍ୱିତୀୟ ଲହର ଭୟାବହ ରୂପ ନେବାରେ ଲାଗିଛି । ପ୍ରତିଦିନ ସଂକ୍ରମିତ ସଂଖ୍ୟା ୩ଲକ୍ଷ ପାର ହେବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ବି ହାରାହାରି ୨ ହଜାର ରହିଛି । ହସ୍ପିଟାଲରେ ବେଡ଼ ଅଭାବ, ଅକ୍ସିଜେନ ଅଭାବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଏହି କାରଣରୁ…

ଦ୍ବିତୀୟ ଥର ପାଇଁ କରୋନାର ଶିକାର ହେଲେ ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ୍, କହିଲେ ଏମିତି କଥା

ଭାରତୀୟ ୱିକେଟ କିପର ତଥା ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ୍ ରିଦ୍ଧିମାନ ଶାହ ପୁଣି ଥରେ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ତାଙ୍କର ପ୍ରଥମ ରିପୋର୍ଟ ନେଗେଟିଭ୍ ବାହାରିଥିବାବେଳେ ଦ୍ୱିତୀୟ ରିପୋର୍ଟ ପଜିଟିଭ୍ ଆସିଛି । ତେଣୁ ସେ ପୂର୍ବଭଳି କ୍ୱାରେଣ୍ଟାଇନରେ ରହିଛନ୍ତି । ସେ କହିଛନ୍ତି,…

ବିରାଟ ଓ ଅନୁଷ୍କା କରୋନା ଯୁଦ୍ଧ ପାଇଁ ୭ ଦିନରେ ଯୋଗାଡ କଲେ ୧୧ କୋଟି ଟଙ୍କା, ସମସ୍ତଙ୍କୁ ଧନ୍ଯବାଦ ଜଣାଇଲେ ଦମ୍ପତି

ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା କରୋନା ମହାମାରୀ ବିରୋଧରେ ଦେଶବାସୀଙ୍କ ସହାୟତା ମାଗିଥିଲେ। ଦୁହେଁ ସାଧାରଣ ଜନତାଙ୍କ ପାଇଁ ଅର୍ଥ ସଂଗ୍ରହ କରୁଥିବା ସଂସ୍ଥା Ketto ଜରିଆରେ ଅର୍ଥ ଏକାଠି କରିବା ଆରମ୍ଭ କରିଥିଲେ। ଯେଉଁଥିରେ ୭ ଦିନରେ ୭ କୋଟି…

ସର୍ବାଧିକ ଆୟକାରୀ ଖେଳାଳି ତାଲିକା ଶୀର୍ଷରେ ମ୍ୟାକଗ୍ରେଗର, ବର୍ଷକୁ ଆୟ କରୁଛନ୍ତି ଏତିକି ଟଙ୍କା

ବରିଷ୍ଠ ମିକସଡ଼ ମାର୍ଶାଲ ଆର୍ଟ୍ସ ଫାଇଟର କୋନାର ମ୍ୟାକଗ୍ରେଗର ବିଶ୍ୱର ସର୍ବାଧିକ ଆୟକାରୀ ଆଥଲେଟ ଭାବେ ବିବେଚିତ ହୋଇଛନ୍ତି । ଗଲା ବର୍ଷ ୨୦୨୦ ରେ ଫୋର୍ବସ ପତ୍ରିକା ପକ୍ଷରୁ ସର୍ବାଧିକ ଆୟକାରୀ ଦଶ ଜଣ ଆଥଲେଟଙ୍କ ଏକ ତାଲିକା ପ୍ରକାଶ କରାଯାଇଥିଲା । ଏହି ଲିଷ୍ଟରେ ଆୟରଲ୍ୟାଣ୍ଡର ୩୨ ବର୍ଷୀୟ…

କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ହକି ଖେଳାଳିଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କାର ସହାୟତା, ଖେଳମନ୍ତ୍ରୀ…

କରୋନା ମହାମାରୀ ଏବେ ସମସ୍ତଙ୍କ ଜୀବନକୁ କବଳିତ କରି ରଖିଛି। ଏଥିପାଇଁ ଦୈନିକ ଅନେକ ଲୋକଙ୍କ ପ୍ରାଣ ଯାଉଛି। ଏମାନଙ୍କ ମଧ୍ୟରେ ସେଲିବ୍ରିଟ, ଖେଳାଳି ମଧ୍ୟ ରହିଛନ୍ତି। କରୋନାରେ ପ୍ରାଣ ହରାଇଥିବା ପୂର୍ବ ହକି ଖେଳାଳି ରବିନ୍ଦ୍ର ପାଲ ସିଂ ଏବଂ ଏମକେ କୌଶିକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର…

କୋରାପୁଟ ଷ୍ଟାଡିୟମ ଓ ଜୟପୁର କ୍ରୀଡା କମ୍ପ୍ଲେକ୍ସ କାର୍ଯ୍ୟର ସମୀକ୍ଷା କଲେ ନୂଆ ଜିଲ୍ଲା କ୍ରୀଡ଼ା ଅଧିକାରୀ

କୋରାପୁଟ : କୋରାପୁଟ ଷ୍ଟାଡିୟମ ଓ ଜୟପୁର କ୍ରୀଡା କମ୍ପ୍ଲେକ୍ସ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଲ୍ଲା କ୍ରୀଡ଼ା ଅଧିକାରୀ ଅର୍ଚ୍ଚନା ଦାସ । କୋରାପୁଟର ନୂତନ ଜିଲ୍ଲା କ୍ରୀଡା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର ଦିନକ ପରେ କ୍ରୀଡ଼ା କମ୍ପ୍ଲେକ୍ସ ପରିଦର୍ଶନ କରିଛନ୍ତି । କରୋନା କଟକଣା…

ଭାରତୀୟ ଟିମ୍‌ର ପ୍ରଦର୍ଶନ ପାଇଁ ପୂର୍ବତନ କୋଚ ଗ୍ରେଗ ଚାପେଲଙ୍କ ପ୍ରଶଂସା, କହିଲେ ଏଥିରେ ରାହୁଲ ଦ୍ରାବିଡଙ୍କ ରହିଛି…

ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ କ୍ରମାଗତ ଭାବରେ ଚମତ୍କାର ପ୍ରଦର୍ଶନ କରୁଛି । ଭାରତର ୟଙ୍ଗ ବ୍ରିଗେଡ୍‌ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ନାଁ କମାଇଛି । କିନ୍ତୁ ଏହା ପଛରେ ରହିଛି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ବଡ ଭୂମିକା । ଏଭଳି ମନ୍ତବ୍ୟ ଦେଇଛନ୍ତି…

କରୋନା ବିପକ୍ଷ ଲଢ଼େଇରେ ସାମ୍ନାକୁ ଆସିଲେ ଅଷ୍ଟ୍ରେଲିଆର କ୍ରିକେଟର, ଭାରତକୁ ସାହାଯ୍ୟ ପାଇଁ ସଂଗ୍ରହ କରୁଛନ୍ତି ଫଣ୍ଡ;…

କରୋନା ସହ ଏବେ ପୂରା ଦେଶ ଲଢ଼ୁଛି। ଏଭଳି ସ୍ଥିତିରେ ଭାରତକୁ ସାହାଯ୍ୟ କରିବାକୁ ସାମ୍ନାକୁ ଆସିଛନ୍ତି ଅଷ୍ଟ୍ରେଲିଆର ପୁରୁଷ ଓ ମହିଳା କ୍ରିକେଟର। ସେମାନେ ନିଜ ଦେଶର ଲୋକଙ୍କୁ ଭାରତକୁ ସାହାଯ୍ୟ କରିବାକୁ ଅପିଲ କରିଛନ୍ତି। ୟୁନିସେଫ ଅଷ୍ଟ୍ରେଲିଆ ଦ୍ୱାରା ଟ୍ୱିଟରରେ ଏକ ୧ ମିନିଟର ଭିଡ଼ିଓ…

ନିଜକୁ ଫିଟ୍ ରଖିବାକୁ ଘାସ କଟା ମେସିନକୁ ଏମିତି ବ୍ୟବହାର କଲେ ଋଷଭ ପନ୍ଥ, ଦେଖନ୍ତୁ ଭିଡିଓ

କରୋନା ଭାଇରସ ମହାମାରୀ ଯୋଗୁ ଆଇପିଏଲ ସିଜନ ୧୪ କିଛିଦିନ ପାଇଁ ସ୍ଥଗିତ ରହିଛି। ଏଣୁ ଖେଳାଳିମାନେ ଯିଏ ଯାହା ଘରକୁ ଫେରିଯାଇଛନ୍ତି। କରୋନା କାଳରେ ନିଜକୁ ଫିଟ୍ ରଖିବାକୁ କ୍ରିକେଟରମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି। ନିକଟରେ ଟିମ୍ ଇଣ୍ଡିଆର ଖେଳାଳି ଋଷଭ ପନ୍ଥ ଟ୍ୱିଟରରେ ଏକ ଭିଡିଓ ସେୟାର…