Below header
Browsing Category

କ୍ରୀଡା

ଟେନିସ୍‌ କୁଇନ୍‌ ରଚିଲେ ନୂଆ ଇତିହାସ,୧୨ ମାସରେ କମେଇଲେ ୪ ଶହ କୋଟି ଟଙ୍କା

ଜାପାନର ପ୍ରସିଦ୍ଧ ଟେନିସ ତାରକା ନାଓମୀ ଓସାକା ବାର୍ଷିକ ଆୟ କ୍ଷେତ୍ରରେ କରିଛନ୍ତି ନୂଆ ରେକର୍ଡ଼ । ସେ ଗତ ୧୨ ମାସ ମଧ୍ୟରେ ପାଖାପାଖି ୫୦ ନିୟୁତ ଡଲାର ଆୟ କରିଛନ୍ତି । ବିଶ୍ୱରେ ମହିଳା ଆଥଲେଟ୍‌ ଭାବେ ଆୟ କରିବାରେ ସେ ଇତିହାସ ସୃଷ୍ଟି କରିଛନ୍ତି । ସୂଚନା ଅନୁଯାୟୀ ନାଓମୀ ଟେନିସ ପଡିଆରେ…

ହକି ଷ୍ଟିକରେ ସାଗରଙ୍କୁ ନିର୍ଦ୍ଦୁମ ପିଟିଥିଲେ ସୁଶୀଲ, ଭାଇରାଲ ହେଉଛି ଲୋମ ଟାଙ୍କୁରା ଦୃଶ୍ୟ

ବହୁ ଚର୍ଚ୍ଚିତ ସାଗର ହତ୍ୟାକାଣ୍ଡର ମୁଖ୍ୟ ଆରୋପୀ ଅଲିମ୍ପିୟନ କୁସ୍ତି ଖେଳାଳି ସୁଶୀଳ କୁମାରଙ୍କ ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ହକି ଷ୍ଟିକରେ ସାଗରଙ୍କୁ ନିର୍ଦ୍ଦୁମ ବାଡ଼ଉଥିବାର ନଜର ଆସୁଛନ୍ତି ସୁଶୀଲ ଓ ତାଙ୍କର କେତେ ଜଣ ସାଥି । ଏହି ଫଟୋଟିକୁ ସେହି ଭିଡିଓ…

ଚେନ୍ନାଇ ସୁପରକିଙ୍ଗସ ଠାରୁ ଖୁବଶୀଘ୍ର ଅଲଗା ହେବେ ଧୋନୀ, ଜାଣନ୍ତୁ କିଏ ଦେଲା ଏପରି ମନ୍ତବ୍ଯ

ଦୁନିଆର ସବୁଠାରୁ ଶ୍ରେଷ୍ଠ ଅଧିନାୟକ ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ନାମ ବେଶ ଜଣାଶୁଣା। କିନ୍ତୁ ଏବେ ବୟସ ବଢୁଥିବା ଯୋଗୁଁ ନିଜର ବୋଲିଂ ଉପରେ ନିୟନ୍ତ୍ରଣ ରଖିପାରୁନାହାନ୍ତି ଧୋନୀ। ଗତ ଦୁଇ ବର୍ଷ ହେଲାଣି ଚେନ୍ନାଇ ସୁପରକିଙ୍ଗସ ପାଇଁ ଖେଳୁଥିବା ବେଳେ ପୂର୍ବାପେକ୍ଷା ଫିଟ୍ ନଥିବା…

ବିରାଟ କୋହଲିଙ୍କ ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ “ଲୁକ’ ଭାଇରଲ, ଫ୍ୟାନ ଦେଉଛନ୍ତି ବିଭିନ୍ନ କମେଣ୍ଟ

କ୍ରିକେଟ ହେଉ ଅବା ଷ୍ଟାଇଲି ସବୁଥିରେ ବିରାଟ ଆଗରେ । ନିଜ ଡ୍ରେସିଂ ସେନସ ହେଉ ଅବା ଲୁକ ସବୁକୁ ନେଇ ଚର୍ଚ୍ଚାରେ ଥାନ୍ତି । ବର୍ତ୍ତମାନ ଇଂଲଣ୍ଡ ଗସ୍ତ କରିବା ପାଇଁ ଅଧିନାୟକ ବିରାଟ କୋହଲି ସଙ୍ଗରୋଧରେ ରହିଛନ୍ତି । ଆଇପିଏଲ-୧୪ ସ୍ଥଗିତ ରହିବା ପରଠୁ ସେ ଘରେ ରହିଥିଲେ । କୋଭିଡ୍‌-୧୯ ସହାୟତା…

IPL 2021: ୟୁଏଇରେ ଖେଳାଯିବ ଆଇପିଏଲର ବଳକା ମ୍ୟାଚ, ଫାଇନାଲ ତାରିଖ ବି ପାଖାପାଖି ତୟ, ଜାଣନ୍ତୁ ସବୁକିଛି

କରୋନା ଯୋଗୁ ସ୍ଥଗିତ ରହିଥିବା ଆଇପିଏଲର ବଳକା ସମସ୍ତ ମ୍ୟାଚ ଏବେ ୟୁଏଇରେ ଖେଳାଯିବ। ଖବର ମୁତାବକ, ୧୦ ଅକ୍ଟୋବରରେ ଫାଇନାଲ ମ୍ୟାଚ ଖେଳାଯିବ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ ଜଣକ ସୂଚନା ଦେଇ କହିଛନ୍ତି, 'ସ୍ଥଗିତ ରହିଥିବା ଆଇପିଏଲ ମ୍ୟାଚ ୟୁଏଇରେ ୧୮…

ବିରୁଷ୍କା ଦେଖାଇଲେ ପୁଣି ମହାନତା, ଛୋଟ ଝିଅର ଚିକିତ୍ସା ପାଇଁ ଯୋଗାଡ କଲେ ୧୬ କୋଟି ଟଙ୍କା

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା ପୁଣି ଦେଖାଇଛନ୍ତି ମହାନତା। ୧୬ କୋଟି ଟଙ୍କା ଏକାଠି କରି ବଞ୍ଚାଇଛନ୍ତି ଛୋଟ ଝିଅ ଜୀବନ। ଅୟାଂଶ ଗୁପ୍ତା ନାମକ ଏହି ପିଲା ଏମଏମଏ(ସ୍ପାଇନାଲ ମସ୍କୁଲାର ଆଟ୍ରୋଫି) ନାମକ ରୋଗରେ ଆକ୍ରାନ୍ତ ଥିଲେ। ଅୟାଂଶଙ୍କ ଚିକତ୍ସା ପାଇଁ…

ମିଲଖା ସିଂହଙ୍କ ସ୍ବାସ୍ଥ୍ଯବସ୍ଥାରେ ଅବନତି, ହସପିଟାଲରେ ହେଲେ ଭର୍ତ୍ତି

କରୋନା ପଜିଟିଭ୍ ହେବା ପରେ ୯୧ ବର୍ଷୀୟ ମିଲଖା ସିଂହ ଚଣ୍ଡିଗଡ଼ସ୍ଥିତ ତାଙ୍କ ବାସଭବନରେ ସେ ହୋମ୍ଆଇସୋଲେସନରେ ରହିଥିଲେ। ଏବେ ତାଙ୍କ ସ୍ବାସ୍ଥ୍ଯବସ୍ଥା ଗୁରୁତର ହୋବରୁ ତାଙ୍କୁ ହସପିଟାଲରେ ଆଡମିଟ୍ କରାଯାଇଛି। ଗତ ୨୦ ତାରିଖରେ ସେ କରୋନା ପଜିଟିଭ୍ ହେବା ପରେ ହୋମ୍ ଆଇସୋଲେସନରେ ଥିଲେ।…

ଅକ୍ସିଜେନ ସପୋର୍ଟରେ ଖାଦ୍ୟ ତିଆରି କରୁଥିଲେ ମହିଳା, ଫଟୋ ଦେଖି ଇମୋସନାଲ୍ ହେଲେ ବିରେନ୍ଦ ସେହୱାଗ

ଭାରତରେ କରୋନା ମହାମାରୀର ୨ୟ ଲହରୀ ଚାଲୁଛି । ଏଥିରେ ଅନେକ ଲୋକ ଓ ତାଙ୍କ ପରିବାର ପ୍ରଭାବିତ ହେଲେଣି । ଲୋକଙ୍କୁ ସାହାଯ୍ୟ କରିବା କିଛି ଜଣ ଆଗକୁ ମଧ୍ୟ ଆସୁଛନ୍ତି । ବଲିଉଡ ଅଭିନେତା ସୋନୁ ସୁଦ ଗତ ବର୍ଷରୁ ଲୋକଙ୍କୁ କରୋନା ଜନିତ ସାହାଯ୍ୟ କରୁଛନ୍ତି । ଏହାସହ କ୍ରିକେଟର ମଧ୍ୟ ଆଗକୁ ଆସି…

କରୋନା ଲଢ଼େଇରେ ସାଥ୍ ଦେଲା BCCI, ୨୦୦୦ ଅକ୍ସିଜେନ କନ୍ସଟ୍ରେଟର୍ସ ଦାନ କରିବାକୁ କଲା ଘୋଷଣା

ଭାରତ ଏବେ କରୋନା ସହ ଲଢ଼ୁଥିବା ବେଳେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସାହାଯ୍ୟର ହାତ ବଢ଼ାଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)। BCCI ସୋମବାର ଦିନ ୧୦ ଲିଟର କ୍ଷମତାଯୁକ୍ତ ୨୦୦୦ ଅକ୍ସିଜେନ କନ୍ସଟ୍ରେଟର୍ସ ଦାନ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛି…

WTC ଫାଇନାଲରେ କୋହଲୀ ରଚିବାକୁ ଯାଉଛନ୍ତି ଆଉ ଗୋଟିଏ ବିରାଟ ରେକର୍ଡ

ଆଗାମୀ ୧୮ ରୁ ୨୨ଜୁନରେ ଭାରତ ଏବଂ ନିୟୁଜଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ୱାଲର୍ଡ଼ ଟେଷ୍ଟ ଚାମ୍ପିୟନସିପ ଟୁର୍ନାମେଣ୍ଟ। ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ୱାଲର୍ଡ଼ ଟେଷ୍ଟ ଚାମ୍ପିୟନସିପ ଟୁର୍ନାମେଣ୍ଟରେ ଭାରତ ଏବଂ ନିୟୁଜଲାଣ୍ଡ ମୁହାଁମୁହିଁ ହେବେ। ଏଣୁ ଉଭୟ ଟିମ ଏହି…

ଟିମ୍‌ ଇଣ୍ଡିଆ ଖେଳାଳି ଇଂଲଣ୍ଡରେ ନେବେ କରୋନା ଟିକାର ଦ୍ୱିତୀୟ ଡୋଜ୍‌

ମୁମ୍ବାଇ : କରୋନାକୁ ହରାଇ ଟିମ୍‌ ଇଣ୍ଡିଆ ମଇଦାନକୁ ଓହ୍ଲାଇବା ପାଇଁ ପୂରା ପ୍ରସ୍ତୁତ ଅଛି । ବିରାଟ ସେନା ଇଂଲଣ୍ଡରେ ଆଗାମୀ ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଟେଷ୍ଟ ଚାମ୍ପିୟନସିପ ଫାଇନାଲ୍‌ ଖେଳିବାକୁ ଯାଉଛି । ନ୍ୟୁଜିଲାଣ୍ଡ ବିରୋଧରେ ଭାରତୀୟ ଦଳ ଏହି ମ୍ୟାଚ୍‌ ଖେଳିବ । ଟିମ ଇଣ୍ଡିଆର…

ଅଲିମ୍ପିକ୍ ବିଜେତା ରେସଲର ସୁଶୀଲ କୁମାର ଗିରଫ

ନୂଆଦିଲ୍ଲୀ: ଅଲିମ୍ପିକ୍ ବିଜେତା ରେସଲର ସୁଶୀଲ କୁମାର ଗିରଫ । ରେସଲର ସାଗର ଧନଖର ହତ୍ୟା ମାମଲାରେ ନିଖୋଜ ଥିବା ମୁଖ୍ୟ ଅଭିଯୁକ୍ତ ସୁଶୀଲ କୁମାରଙ୍କ ହାତରେ ଶେଷରେ ହାତକଡ଼ି ପଡ଼ିିଛି। ପଞ୍ଜାବରେ ରେସଲର ସୁଶୀଲ କୁମାର ଏବଂ ତାଙ୍କର ସାଥୀ ଅଜୟ ଲୁଚିକି ରହିଥିବା ନେଇ ଖବର ପାଇବା ପରେ ଦିଲ୍ଲୀ…