Below header
Browsing Category

କ୍ରୀଡା

WTC ଫାଇନାଲରେ କୋହଲୀ ରଚିବାକୁ ଯାଉଛନ୍ତି ଆଉ ଗୋଟିଏ ବିରାଟ ରେକର୍ଡ

ଆଗାମୀ ୧୮ ରୁ ୨୨ଜୁନରେ ଭାରତ ଏବଂ ନିୟୁଜଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ୱାଲର୍ଡ଼ ଟେଷ୍ଟ ଚାମ୍ପିୟନସିପ ଟୁର୍ନାମେଣ୍ଟ। ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ୱାଲର୍ଡ଼ ଟେଷ୍ଟ ଚାମ୍ପିୟନସିପ ଟୁର୍ନାମେଣ୍ଟରେ ଭାରତ ଏବଂ ନିୟୁଜଲାଣ୍ଡ ମୁହାଁମୁହିଁ ହେବେ। ଏଣୁ ଉଭୟ ଟିମ ଏହି…

ଟିମ୍‌ ଇଣ୍ଡିଆ ଖେଳାଳି ଇଂଲଣ୍ଡରେ ନେବେ କରୋନା ଟିକାର ଦ୍ୱିତୀୟ ଡୋଜ୍‌

ମୁମ୍ବାଇ : କରୋନାକୁ ହରାଇ ଟିମ୍‌ ଇଣ୍ଡିଆ ମଇଦାନକୁ ଓହ୍ଲାଇବା ପାଇଁ ପୂରା ପ୍ରସ୍ତୁତ ଅଛି । ବିରାଟ ସେନା ଇଂଲଣ୍ଡରେ ଆଗାମୀ ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଟେଷ୍ଟ ଚାମ୍ପିୟନସିପ ଫାଇନାଲ୍‌ ଖେଳିବାକୁ ଯାଉଛି । ନ୍ୟୁଜିଲାଣ୍ଡ ବିରୋଧରେ ଭାରତୀୟ ଦଳ ଏହି ମ୍ୟାଚ୍‌ ଖେଳିବ । ଟିମ ଇଣ୍ଡିଆର…

ଅଲିମ୍ପିକ୍ ବିଜେତା ରେସଲର ସୁଶୀଲ କୁମାର ଗିରଫ

ନୂଆଦିଲ୍ଲୀ: ଅଲିମ୍ପିକ୍ ବିଜେତା ରେସଲର ସୁଶୀଲ କୁମାର ଗିରଫ । ରେସଲର ସାଗର ଧନଖର ହତ୍ୟା ମାମଲାରେ ନିଖୋଜ ଥିବା ମୁଖ୍ୟ ଅଭିଯୁକ୍ତ ସୁଶୀଲ କୁମାରଙ୍କ ହାତରେ ଶେଷରେ ହାତକଡ଼ି ପଡ଼ିିଛି। ପଞ୍ଜାବରେ ରେସଲର ସୁଶୀଲ କୁମାର ଏବଂ ତାଙ୍କର ସାଥୀ ଅଜୟ ଲୁଚିକି ରହିଥିବା ନେଇ ଖବର ପାଇବା ପରେ ଦିଲ୍ଲୀ…

ଚହଲଙ୍କ ମିଛ ଉପରୁ ପରଦା ଉଠେଇଲେ ସ୍ତ୍ରୀ ଧନଶ୍ରୀ

ମୁମ୍ବାଇ : ଘରେ କରୋନା ପରିସ୍ଥିତି ବଦଳିବା ପରେ ଭାରତୀୟ କ୍ରିକେଟ ଦଳର ସ୍ପିନର ଯୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ପୁଣି ସୋସିଆଲ ମିଡିଆରେ ଆକଟିଭ୍‌ ହୋଇଛନ୍ତି । ଚହଲଙ୍କ ଘରେ ତାଙ୍କ ବାପା ମା କୋଭିଡ୍‌ ପଜିଟିଭ୍‌ ଥିଲେ । ଏବେ ସେମାନେ ସୁସ୍ଥ ହୋଇଗଲେଣି । ଏହି ସମୟରେ…

ବିରାଟ କୋହଲିଙ୍କ ପିଲାବେଳର କୋଚ୍ ସୁରେଶ ବତ୍ରା ଆଉ ନାହାନ୍ତି, ୫୩ ବର୍ଷରେ ନିଧନ

ଟିମ୍ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲିଙ୍କ ପାଇଁ ଏକ ଦୁଃଖଦ ଖବର। କୋହଲିଙ୍କ ପିଲାବେଳର କୋଚ୍ ସୁରେଶ ବତ୍ରାଙ୍କର ୫୩ ବର୍ଷ ବୟସରେ ନିଧନ ହୋଇଛି। ସୁରେଶ ବତ୍ରାଙ୍କ ମୃତ୍ୟୁର ଖବର ବରିଷ୍ଠ କ୍ରୀଡା ସାମ୍ବାଦିକ ବିଜୟ ଲୋକପଲ୍ଲୀ ଟ୍ୱିଟରରେ ଦେଇଛନ୍ତି। ବିଜୟ ଏକ ଫଟୋ ଟ୍ୱିଟ କରି ଲେଖିଛନ୍ତି,…

ଭୁବନେଶ୍ବର କୁମାରଙ୍କ ବାପାଙ୍କ ପରଲୋକ, ଗତ କିଛି ମାସ ହେଲାଣି କ୍ଯାନସରରେ ଥିଲେ ପୀଡିତ

ଭାରତୀୟ କ୍ରିକେଟ ଟିମର ପେସ ବୋଲର ଭୁବନେଶ୍ବର କୁମାରଙ୍କ ବାପା କିରନ୍ ପାଲ୍ ସିଂଙ୍କ ପରଲୋକ ହୋଇଛି। ମିରଟର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ସେ କିଛି ମାସ ହେବ କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କର ଯକୃତରେ…

ଧାବକ ମିଲଖା ସିଂହଙ୍କୁ କରୋନା, ଘରେ ହେଲେ ଆଇସୋଲେଟ୍

କରୋନା କବଜାରେ ଫ୍ଲାଇଂ ସ୍ପ୍ରିଣ୍ଟର ଶିଖ୍ ମିଲଖା ସିଂହ । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ସେ ଚଣ୍ଡୀଗଡରେ ଥିବା ନିଜ ଘରେ ହୋମ୍ ଆଇସୋଲେସନରେ ଅଛନ୍ତି । ୯୧ ବର୍ଷିୟ ମିଲଖା ସିଂହ କିଛି ଦିନ ପୂର୍ବେ ଲୋକଙ୍କୁ କହିଥିଲେ କି ଲକ୍ଡାଉନରେ ଘରେ ରୁହନ୍ତୁ, ଯାହାକି କରୋନା…

ବିରାଟ କୋହଲି ଭାରତର ଏହି ପୂର୍ବତନ ମହିଳା କ୍ରିକେଟରଙ୍କ ମାଆଙ୍କ ଚିକିତ୍ସା ପାଇଁ ଦାନ କଲେ ୬.୭୭ ଲକ୍ଷ ଟଙ୍କା

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି କୋଭିଡ ମହାମାରୀ ଭଳି ମୁସ୍କିଲ ସମୟରେ ବି ଆଉ ଏକ ମହତ କାମ କରିଛନ୍ତି। ସେ ପୂର୍ବତନ ଭାରତୀୟ ମହିଳା କ୍ରିକେଟର କେଏସ ଶ୍ରାବନ୍ତି ନାଇଡୁଙ୍କ ମାଆଙ୍କ କରୋନା ଚିକିତ୍ସା ପାଇଁ ୬.୭୭ ଲକ୍ଷ ଟଙ୍କା ଦାନ କରିଛନ୍ତି। ଶ୍ରାବନ୍ତିଙ୍କ ମାଆ ଏସକେ ସୁମନଙ୍କୁ…

‘ଦ ଓ୍ଵାଲ’ ରାହୁଲ ଦ୍ରାବିଡ଼ ହେବେ ଇଣ୍ଡିଆ ଟିମର କୋଚ୍‌

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ତଥା ଦ ୱାଲ ନାମରେ ପରିଚିତ ରାହୁଲ ଦ୍ରାବିଡ଼ ହେବାକୁ ଯାଉଛନ୍ତି ଇଣ୍ଡିଆ ଟିମର ମୁଖ୍ୟ କୋଚ୍‌ । ମିଳିଥିବା ଖବର ଅନୁଯାୟୀ ଭାରତୀୟ ଦଳର ଆଗାମୀ ଶ୍ରୀଲଙ୍କା ଗସ୍ତରେ ଦ୍ରାବିଡ଼ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଦାୟିତ୍ୱରେ ରହିବେ । ଶ୍ରୀଲଙ୍କାରେ…

ଆଇପିଏଲ ପରେ ଏବେ ରଦ୍ଦ ହେଲା ଏସିଆ କପ୍, ଶ୍ରୀଲଙ୍କାରେ ହୋଇଥାନ୍ତା ଆୟୋଜନ

କରୋନା ମହାମାରୀର ପ୍ରଭାବ ଦୁନିଆର ପ୍ରତି କ୍ଷେତ୍ର ଉପରେ ପଡ଼ିଛି। ଖେଳ ଦୁନିଆ ମଧ୍ୟ କରୋନା ମାଡ଼ରେ ବେଶ୍ ପ୍ରଭାବିତ ହୋଇଛି। ପ୍ରଥମେ ଭାରତରେ ଆଇପିଏଲ ରଦ୍ଦ ହୋଇଥିବା ବେଳେ ଏବେ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍ ବି ରଦ୍ଦ ହୋଇଛି। ପାକିସ୍ତାନରେ ନ ହୋଇ ଶ୍ରୀଲଙ୍କାରେ ହେବାକୁ ଥିବା…

WTC କାଉଣ୍ଟଡାଉନ, ଆଉ ମାସେ ପରେ ପ୍ରଥମ ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ

କେନ୍ୟୁଜ୍‌ (ବ୍ୟୁରୋ) : ଆଉ ମାସେ ପରେ ଇଂଲଣ୍ଡରେ ପ୍ରଥମ ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ । ଜୁନ ୧୮ ତାରିଖରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଆଇସିସି ଦ୍ୱାରା ଆୟୋଜିତ ପ୍ରଥମ WTC ଇଂଲଣ୍ଡର ସାଉଥାମ୍ପଟନ ଏଜିଅସ ବାଉଲରେ ଖେଳାଯିବ । ମ୍ୟାଚକୁ ନେଇ ଉଭୟ ଦଳ ଆରମ୍ଭ…

ରାଜଧାନୀରେ ଅକ୍ସିଜେନ୍ କନସେନଟ୍ରେଟର ବ୍ୟାଙ୍କର ଶୁଭାରମ୍ଭ କଲେ ବୀରେନ୍ଦ୍ର ସେହବାଗ, ଲୋକଙ୍କୁ କଲେ ଖାସ୍ ଅପିଲ

ଭାରତୀୟ କ୍ରିକେଟ ଟିମର ପୂର୍ବ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହବାଗ୍ ଦିଲ୍ଲୀରେ ଏକ ଅକ୍ସିଜେନ୍ କନସେନଟ୍ରେଟର ବ୍ୟାଙ୍କ ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ଅସହାୟ ତଥା ଅକ୍ସିଜେନ୍ ଚାହୁଁଥିବା ଲୋକଙ୍କ ପାଖରେ ଅକ୍ସିଜେନ୍ ପହଞ୍ଚାଯାଇପାରିବ। ବୀରେନ୍ଦ୍ର ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି।…