Browsing Category

ରାଜ୍ୟ

ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀ ଗାୟବ, ଥାନାରେ ଏତଲା ଦେଲେ ସ୍ତ୍ରୀ

 ଖୋର୍ଦ୍ଧା(କେ ନ୍ୟୁଜ): ଆଜି ସନ୍ଧ୍ୟାରେ ଚାନ୍ଦପୁର ଥାନାରେ ସମ୍ବେଦନଶୀଳ ଅଭିଯୋଗ ଦାୟର ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ଜଣେ ସ୍ତ୍ରୀ । ତାଙ୍କ ସ୍ୱାମୀ କରୋନା ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ନିଖୋଜ ହୋଇଯାଇଥିବା ନେଇ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି। ଏଭଳି ସମ୍ବେଦନଶୀଳ…

ବାତ୍ୟାକୁ ନେଇ ପୂର୍ବାନୁମାନ କଲା ସ୍କାଏ ମେଟ୍‌, ୨୩ ତାରିଖ ସନ୍ଧ୍ୟାରେ ଡିପ୍‌ ଡିପ୍ରେସନ୍‌ର ରୂପ ନେବ

ଭୁବନେଶ୍ୱର(କେ ନ୍ୟୁଜ): ବାତ୍ୟାକୁ ନେଇ ପୂର୍ବାନୁମାନ କଲା ସ୍କାଏ ମେଟ୍‌ । ଆସନ୍ତା ୨୨ ତାରିଖରେ ବଙ୍ଗୋପସାଗରର ଉତ୍ତର ପୂର୍ବ ଉପକୂଳ ଏବଂ ଏହାର ଉତ୍ତର ଆଣ୍ଡାମାନ ସାଗର ଉପରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୩ ତାରିଖ ସକାଳେ ଡିପ୍ରେସନରେ ପରିଣତ ହୋଇ ସଂଧ୍ୟାରେ ଡିପ୍‌…

ଯୋରନ୍ଦା ଗାଦିର ସଭାପତି ବ୍ରହ୍ମ ଅବଦୁତ ପବିତ୍ର ମୋହନ ବାବାଙ୍କ ୮୫ ବର୍ଷ ବୟସରେ ପରଲୋକ

ଆଠଗଡ(କେ ନ୍ୟୁଜ): ପ୍ରସିଦ୍ଧ ଯୋରନ୍ଦା ଗାଦିର ସଭାପତି ବ୍ରହ୍ମ ଅବଦୁତ ପବିତ୍ର ମୋହନ ବାବାଙ୍କ ୮୫ ବର୍ଷ ବୟସରେ ଯୋବ୍ରା ସ୍ଥିତ ଆଶ୍ରମରେ ଦେହତ୍ୟାଗ କରିଛନ୍ତି । ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଗତକାଲି ସଂଧ୍ୟାରେ କଟକ ଯୋବ୍ରା ନିକଟରେ ମହିମା ଆଶ୍ରମ ପରିସରରେ…

ରାଜ୍ୟରେ ପ୍ରଥମ ଥର କାର୍ଯ୍ୟକାରୀ ହେବ “ବାୟୋ ବବଲ୍‌” ବ୍ୟବସ୍ଥା , ସୁରକ୍ଷା ବଳୟରେ ରହିବେ ସେବାୟତ

ପୁରୀ(କେ ନ୍ୟୁଜ): ରାଜ୍ୟରେ ପ୍ରଥମ କରି ବାୟୋ ବବଲ୍‌ ବ୍ୟବସ୍ଥା କରାଯିବ । ରଥ ନିର୍ମାଣ ପାଇଁ ହେବ ବାୟୋ ବବଲ ବ୍ୟବସ୍ଥା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥର ବାୟୋ ବବଲ୍‌ ବଳୟରେ ରହିବ ରଥଖଳା । ଶ୍ରୀମନ୍ଦିର…

ବୁର୍ଲାରେ ପ୍ରଥମ ବ୍ଲାକ ଫଙ୍ଗସ୍‌ ରୋଗୀ ଚିହ୍ନଟ, ଗୁଜରାଟରୁ ଫେରି ଭୀମସାରରେ ହୋଇଥିଲେ ଭର୍ତ୍ତି

ବୁର୍ଲା(କେ ନ୍ୟୁଜ):  ବୁର୍ଲାରେ ପ୍ରଥମ ବ୍ଲାକ ଫଙ୍ଗସ୍‌ ରୋଗୀ ଚିହ୍ନଟ । ବ୍ଲାକ ଫଙ୍ଗସ୍‌ ଚିହ୍ନଟ ହୋଇଥିବା ରୋଗୀ ବରଗଡ ଜିଲ୍ଲା ବରପାଲି ଅଞ୍ଚଳର ବୋଲି ସୂଚନା ମିଳିଛି। ଚିକିତ୍ସା ପରେ ତାଙ୍କ ନାକର ଅସ୍ତ୍ରୋପଚାର କରାଯାଇଛି। ରୋଗୀ ଜଣକ ଗୁଜରାଟରୁ ଫେରି ଭୀମସାରରେ ଭର୍ତ୍ତି ହୋଇଥିଲେ । ପରେ…

ଗତ ୨୪ ଘଣ୍ଟା ଭିତରେ ୨୭ ଜଣଙ୍କ ଜୀବନ ନେଲା କରୋନା, ସୂଚନା ଦେଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୭ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା । ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩ ଜଣ, ବରଗଡ଼ରୁ ଜଣେ, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ଜଣେ, ଗଜପତିରୁ ଜଣେ, ଝାରସୁଗୁଡାରୁ ଜଣେ, କଳାହାଣ୍ଡିରୁ ଦୁଇ ଜଣ, କୋରାପୁଟରୁ ୪ ଜଣ, ନୂଆପଡ଼ାରୁ ତିନି…

ଆଜି ରାଜ୍ୟରୁ ୧୨ ହଜାର ୫୨୩ ପଜିଟିଭ କେସ ଚି଼ହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରୁ ୧୨ ହଜାର ୫୨୩ ପଜିଟିଭ କେଶ ଚିନ୍ହଟ । ଏମାନଙ୍କ ମଧ୍ୟରୁ କ୍ଵାରେଣ୍ଟୀନରୁ ୭ ହଜାର ୧୨ ଜଣ ଥିବା ବେଳେ ଲୋକାଲ କଣ୍ଟକଟରୁ ଅଛନ୍ତି ୫ ହଜାର ୫୧୧ ଜଣ । ଆଜିର ପଜିଟିଭ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୧୨କୁ ବୃଦ୍ଧି ପାଇଛି ।…

ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ ଫଙ୍ଗସ ମହାମାରୀ ଆକ୍ଟରେ ଅନ୍ତର୍ଭୁକ୍ତ ହେଲା, କିନ୍ତୁ ରାଜ୍ୟରେ ମହାମାରୀ ରୂପ ନେଇ…

କେନ୍ୟୁଜ୍(ବ୍ୟୁରୋ):  ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ ଫଙ୍ଗସ ମହାମାରୀ ଆକ୍ଟରେ ଅନ୍ତର୍ଭୁକ୍ତ ହେଲା। ଆଜି ରାଜ୍ୟ ସରକାର ଏପିଡେମିକ ଡିଜିକ୍‌ ଆକ୍ଟ ୧୮୯୭ ଆଧାରରେ ନୋଟିଫିଏବଲ ଡିଜିଜ୍‌ ବୋଲି ଘୋଷଣା କରିଛନ୍ତି । କିନ୍ତୁ ରାଜ୍ୟରେ ମ୍ୟୁକୋରମାଇକୋସିସ୍‌ ମହାମାରୀ ରୂପ ନେଇ ନାହିଁ ବୋଲି…

କୋଭିଡ୍‌ରେ ଆକ୍ରାନ୍ତଙ୍କ ଟିକାକରଣ ପାଇଁ ନୂଆ ଗାଇଡ୍‌ ଲାଇନ, ସୁସ୍ଥ ହେବାର ୩ ମାସ ପରେ ଟିକା ନେଇ ପାରିବେ

କେନ୍ୟୁଜ୍(ବ୍ୟୁରୋ):  ଟିକାକରଣ ପାଇଁ ନୂଆ ଗାଇଡ୍‌ ଲାଇନ। ଜଣେ ଯଦି କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବେ ତେବେ ସେ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇ ପାରିବେ। ଏବେ ପ୍ଲାଜମା ଚିକିତ୍ସାକୁ ବନ୍ଦ କରି ଦିଆଯାଇଛି। ପୂର୍ବରୁ ଯଦି କେହି ପ୍ଲାଜମା ନେଇ ଚିକିତ୍ସତ ହୋଇଥିବେ ତେବେ ସେ ସୁସ୍ଥ ହେବାର…

ରାଜ୍ୟରେ ଆଜି ୯୮୭୦ ଜଣ ଆକ୍ରାନ୍ତ କରୋନାରେ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୬୭୩ ଜଣ ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଜି ୯୮୭୦ ଜଣ ଆକ୍ରାନ୍ତ କରୋନାରେ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥଙ୍କ ମଧ୍ୟରୁ  ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୬୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟ୍ବିଟ ଯୋଗେ  ସୂଚନା ଦିଆଯାଇଛି । ଆଜିର…

ସ୍ୱାସ୍ଥ୍ୟ ସେବାରେ ଆସିବ ଉନ୍ନତି, ଲାଗୁ ହେବ ଓଡ଼ିଶା ଇ-ହସପିଟାଲ ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଲାଗୁ ହେବ ଓଡ଼ିଶା ଇ- ହସପିଟାଲ ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମ। ସ୍ୱାସ୍ଥ୍ୟ ସେବାରେ ଅଧିକ ଉନ୍ନତି ଆଣିବାକୁ ଏହା ଲାଗୁ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଏହି ସିଷ୍ଟମ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଲାହୁ…

ସାବଧାନ କୋଭିଡ଼ ଟିକାକରଣ ପଞ୍ଜିକରଣ ପାଇଁ ବଢିଚାଲିଛି ସାଇବର୍‌ ଠକେଇ, ସତର୍କ କରାଇଲେ ଡିଜିପି

କେନ୍ୟୁଜ୍(ବ୍ୟୁରୋ):  କୋଭିଡ ଟିକାକରଣ ନାଁରେ ସାଇବର ଠକେଇ । ଟିକାକରଣ ପଞ୍ଜିକରଣ ପାଇଁ ସାଇବର୍‌ ଠକେଇ ଆରମ୍ଭ ହୋଇଛି । ଟିକା ନେଇ ନକଲି ପୋର୍ଟାଲ, ଆପ୍‌, ୱେବସାଇଟକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ । ଟିକା ପଞ୍ଜିକରଣ ପାଇଁ ୩ଟି ଆପ୍‌ ରହିଛି । ଆରୋଗ୍ୟ…