Browsing Category

ରାଜ୍ୟ

ଗଞ୍ଜାମ ସୋରିସବିଲ୍ଲୀ ଗାଁରେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ସୋରଡା : ଗଞ୍ଜାମ ସୋରଡା ଥାନା ସୋରିସବିଲ୍ଲୀ ଗାଁରେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ । ମୃତକ ବଡଗଡ ଗାଁର ହିନ ସ୍ୱାଇଁଙ୍କ ଝିଅ ରୀଙ୍କି ସ୍ୱାଇଁ । ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାରେ ରୀଙ୍କିଙ୍କ ସ୍ୱାମୀକୁ ଅଟକ ରଖି ସୋରଡା ପୋଲିସ ମୃତଦେହକୁ ବ୍ୟବଚ୍ଛେଦ…

OMC ଖଣିରେ ଲୋଡ଼ିଙ୍ଗ ପାଇଁ ଟୋକନ ବଣ୍ଟାକୁ ନେଇ ଅଶାନ୍ତି

ବାଂଶପାଳ: କେନ୍ଦୁଝର ଜିଲ୍ଲା ସୁଆକାଟି ନିକଟ ତେନ୍ତୁଳି ଠାରେ ଥିବା ଟ୍ରକ ପାର୍କିଙ୍ଗ ୟାର୍ଡରେ ଉତ୍ୟକ୍ତ ମାଲିକ ମାନେ ଟାୟାର ଜାଳି ଅବରୋଧ କରିଛନ୍ତି। ପାର୍କିଙ୍ଗ ୟାର୍ଡ ଫଳରେ ଲୋଡ଼ିଙ୍ଗ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ମିଳିଥିବା ଖବର ମୁତାବକ, ଟ୍ରକ ମାନଙ୍କୁ…

ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ଦାନବାକ୍ସ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ

ପୁରୀ: ପୁରୀରେ ଶ୍ରୀଜଗନ୍ନାଥଙ୍କ ମାଉସୀ ମା’ ମନ୍ଦିରରୁ ଚୋରି । ବଳଗଣ୍ଡି ଛକସ୍ଥିତ ମାଉସୀ ମା’ ମନ୍ଦିରରୁ ଚୋରି ହୋଇଛି । ମନ୍ଦିର ତାଲା ଭାଙ୍ଗି ଦାନବାକ୍ସ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ୩୦ହଜାର ଟଙ୍କା ଲୁଟ ହୋଇଥିବା ଆଶଙ୍କା କରାଯାଉଛି। ମାଉସୀ ମା’ ମନ୍ଦିରରେ ଥିବା…

ପୁରୀ ସତ୍ୟବାଦୀର ଦାଶବିଦ୍ୟାଧରପୁର ଶାସନ ଗ୍ରାମରେ ହତ୍ୟାକାଣ୍ଡ, ଜଣେ ଅଟକ

ପିପିଲି: ସ୍ପଷ୍ଟ ଦିବାଲୋକରେ ହତ୍ୟା, ଜଣେ ଅଟକ । ପୁରୀ ସାକ୍ଷୀଗୋପାଳ ସତ୍ୟବାଦୀ ଥାନା ପଶ୍ଚିମ ସତ୍ୟବାଦୀର ଦାଶବିଦ୍ୟାଧରପୁର ଶାସନ ଗ୍ରାମରେ ହତ୍ୟାକାଣ୍ଡ । ମୃତକ ଡିହପୁର ଗାଁର କୃଷ୍ଣ ଚନ୍ଦ୍ର ରାଉତ । ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ଏକ ମାମଲା ରୁଜୁ…

ଆଜି ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ: ବେଲଭ୍ୟୁରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ବ୍ରୋଞ୍ଜ ନିର୍ମିତ ଭାସ୍କର୍ଯ୍ୟକୁ…

କଟକ: ଆଜି ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ । ଉତ୍କଳ ଦିବସ ଅବସରରେ ବେଲଭ୍ୟୁରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ବ୍ରୋଞ୍ଜ ନିର୍ମିତ ଭାସ୍କର୍ଯ୍ୟକୁ ଲୋକାର୍ପଣ କରିବେ ନବୀନ ପଟ୍ଟନାୟକ । ଏହି ପ୍ରତିମୂର୍ତ୍ତି ହେଉଛି କଟକ ଗସ୍ତ ସମୟରେ କାଠଯୋଡି ନଦୀ ପଠାରେ ଗାନ୍ଧୀ କରିଥିବା ବୈଠକର । ସେହି ସମୟର…

ଜଳୁଛି ସିଦ୍ଧଗୁମ୍ଫା ପାହାଡ: ବହୁ ମୂଲ୍ୟବାନ ଗଛ ପୋଡି ନଷ୍ଟ, ବନବିଭାଗ ନାକେଦମ୍

ଉଦଳା: ହୁ ହୁ ହୋଇ ଜଳୁଛି ସିଦ୍ଧଗୁମ୍ଫା ପାହାଡ । ନିଆଁ କବଳରେ ରହିଛି ପୁରା ପାହାଡ। ନିଆଁକୁ ଆୟତ୍ତ କରିବାକୁ ବନବିଭାଗ ନାକେଦମ୍‌ ହୋଇପଡିଛି । କପ୍ତିପଦା ବନବିଭାଗ ଅଧିନ ରାଢୋ ସିଦ୍ଧଗୁା ପାହାଡରେ ଲାଗିଛି ନିଆଁ । ଗତକାଲି ସନ୍ଧ୍ୟାରେ ପାହାଡ ହୁତୁ ହୁତୁ ହୋଇ ଜଳି ନିଆଁ ପୁରା ପାହାଡକୁ…

କଲବଲ କରୁଛି ଖରା: ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ, ସବୁଠୁ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର

ଭୁବନେଶ୍ୱର: କଲବଲ କରୁଛି ଖରା । ତାତିରୁ ନିସ୍ତାର ନାହିଁ । ରାଜ୍ୟରେ ଗ୍ରୀଷ୍ମ ଲହରି ଅସହ୍ୟ ହେଲାଣି । ଗତକାଲି ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ ହୋଇଥିଲା । ଭୁବନେଶ୍ୱର ପାଲଟିିଥିଲା ସବୁଠୁ ଉତ୍ତପ୍ତ ସହର । ରାଜଧାନୀର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ…

ଆଜି ଉତ୍କଳ ଦିବସ, ସମସ୍ତ ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ

ଭୁବନେଶ୍ବର: ଆଜି ଓଡ଼ିଶା ଦିବସ । ସମସ୍ତ ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ । ୧୯୩୬ ମସିହା ଆଜିର ଦିନରେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିଲା ଓଡ଼ିଶା । ପ୍ରାୟ ୫ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ଖଣ୍ଡ ବିଖଣ୍ଡିତ ହୋଇ ରହିବା ପରେ ଆଜିର ଦିନରେ…

ମାନବିକତା ଆଗରେ ହାର ମାନିଲା ଲୋଭ, ଟଙ୍କା ଓ ମୋବାଇଲା ଥିବା ବ୍ୟାଗକୁ ପାଇ ଫେରାଇଲେ କଳିଙ୍ଗ ଟିଭିର ସିକ୍ୟୁରିଟି ଗାର୍ଡ

କେନ୍ୟୁଜ୍(ବ୍ୟୁରୋ):  ମାନବିକତା ଦେଖାଇଲେ ସିକ୍ୟୁରିଟି ଗାର୍ଡ। ସାମନ୍ୟତମ ଲୋଭର ବଶବର୍ତ୍ତୀ ନହୋଇ ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇଲେ କଳିଙ୍ଗ ଟଭି ଅଫିସର ସିକ୍ୟୁରିଟି ଗାର୍ଡ ବଳରାମ ବାରିକ। ସୂଚନା ମୁତାବକ କଲ୍ୟାଣୀ ଦଳବେହେରା ନାମକ ଜଣେ ମହିଳା  ସିଆରପି ଛକରୁ ଏନ-୨ ରାସ୍ତା ଦେଇ ଜୟଦେବ…

ବାଲିଗୁଡା:ବୁଡ଼ାଗୁଡ଼ା ଜଙ୍ଗଲ ମାଟି ତଳୁ ଉଦ୍ଧାର ନରକଙ୍କାଳର ମିଳିଲା ପରିଚୟ,ନିଜ ଶଳା ଓ ପିଉସା କରିଥିଲେ ହତ୍ୟା

ବାଲିଗୁଡା(କେନ୍ୟୁଜ୍):   ବାଲିଗୁଡା ରେବୀଙ୍ଗିଆ ନିକଟସ୍ଥ ବୁଡ଼ାଗୁଡ଼ା ଜଙ୍ଗଲ ମାଟି ତଳୁ ଉଦ୍ଧାର ନରକଙ୍କାଳର ମିଳିଲା ପରିଚୟ । ମୃତକ ହେଲେ କୁଟିଗୁଡା ଗାଁ ର ଟିକୁନୁ ଗୌଡ଼ । ଜମିଜମା ବିବାଦକୁ ନେଇ ନିଜ ଶଳା ଓ ପିଉସା ଟିକୁନୁଙ୍କୁ ହତ୍ୟା କରିବା ପରେ ମାଟି ତଳେ ପୋତି ଦେଇଥିବା ପୋଲିସ ନିକଟରେ…

ଯାଜପୁର: ନିଆଁ ଲିଭାଇବା ସମୟରେ ଫାଟିଲା ଗ୍ୟାସ ଟାଙ୍କି, ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଅଗ୍ନିଶମ ବାହିନୀ

ଯାଜପୁର ରୋଡ ( କେନ୍ୟୁଜ): ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଅଗ୍ନିଶମ ବାହିନୀ। ନିଆଁ ଲିଭାଇବା ସମୟରେ ଫାଟିଲା ଗ୍ୟାସ ଟାଙ୍କି। ବିସ୍ଫୋରଣରେ ଥରିଲା ପୁରା ଅଞ୍ଚଳ। ଏହି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଦାନଗଦୀ ଅଞ୍ଚଳର । ସୂଚନା ମୁତାବକ ଆଜି ଅପରାହ୍ନରେ ସ୍ଥାନୀୟ ମାନପୁର ଓଭରବ୍ରିଜ୍…

ତାଳଚେର ଥର୍ମାଲ ପାୱାର ଷ୍ଟେସନର ନୂଆ ୟୁନିଟ୍‌ ହେବ ପ୍ରତିଷ୍ଠା, ଏଥିପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ

କେନ୍ୟୁଜ୍(ବ୍ୟୁରୋ):  ତାଳଚେର ଥର୍ମାଲ ପାୱାର ଷ୍ଟେସନ ବା TTPSର ନୂଆ ୟୁନିଟ୍‌ ପ୍ରତିଷ୍ଠା ପାଇଁ ନୀତିଗତ ନିଷ୍ପତ୍ତି । ଏନେଇ ଏନଟିପିସି ଅଧ୍ୟକ୍ଷ ଗୁରୁଦୀପ ସିଂହଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ବୈଠକରେ ତାଳଚେରରେ ଟିଟିପିଏସର ନୂଆ ୟୁନିଟ୍‌ ପ୍ରତିଷ୍ଠା ସହ…