Below header
Browsing Category

ଟେକ୍

ଏବେ Twitterରେ କରିପାରିବେ Paytm ପେମେଣ୍ଟ, ଏମିତି କରନ୍ତୁ ଆକାଉଣ୍ଟ ସେଟିଂ

ଟ୍ଵିଟର (Twitter) ୟୁଜର୍ସ ଏବେ ପେଟିଏମ୍‌ (Paytm) ଜରିଆରେ ଦିଆ ନିଆ କରିପାରିବେ ଟିପ୍‌। ଟ୍ଵିଟର ଗତ ବର୍ଷ ଟିପ୍‌ ଫିଚର ଲଞ୍ଚ୍‌ କରିଥିଲା। ଏହି ଫିଚର ମାଧ୍ୟମରେ ଯେକୌଣସି କଣ୍ଟେଣ୍ଟ କ୍ରିଏଟର୍ସ ଯେ କୌଣସି ୟୁଜରଙ୍କ ଠାରୁ ଟିପ୍‌ ନେଇପାରିବେ ଓ ଦେଇ ବି ପାରିବେ। ଟ୍ଵିଟରର ଟିପ୍‌ ଫିଚର…

ବଢ଼ିଆ ଖବର ! ଗୋଟିଏ ମୋବଇଲ ନମ୍ବରରେ ହେବ ପୂରା ଫ୍ୟାମିଲୀର ଆଧାର PVC କାର୍ଡ, ଜାଣନ୍ତୁ ସହଜ ତରିକା

ଭାରତୀୟ ନାଗରିକଙ୍କ ପାଇଁ ବହୁତ ଜରୁରୀ ଦସ୍ତାବିଜ୍‌ ହେଉଛି ଆଧାର କାର୍ଡ। ଏହି ଗୋଟିଏ କାର୍ଡ ଦ୍ୱାରା ଆପଣ ସବୁକିଛି କାମ ସୁରୁଖୁରୁରେ କରିପାରିବେ। ତେବେ କିଛି ସମୟ ପୂର୍ବରୁ UIDAI ନାଗରିକଙ୍କ ପାଇଁ ଆଧାର ପିଭିସି କାର୍ଡ ଜାରି କରିଥିଲା କିନ୍ତୁ ଏବେ ଏହାକୁ ନେଇ ଏକ ନୂଆ ସୁବିଧାକୁ ଆରମ୍ଭ…

ପ୍ରତି ମିନିଟରେ ୪ଟି ପ୍ରଡକ୍ଟ ବିକ୍ରି କରୁଛି ‘BoAt’, ଜାଣନ୍ତୁ କେମିତି ‘BoAt’କୁ ଯୁବପିଢିଙ୍କ ମଧ୍ୟରେ ଲୋକପ୍ରିୟ…

ବର୍ତ୍ତମାନ ସୋନୀ ଲିଭ୍‌ରେ ପ୍ରସାରିତ ହେଉଥିବା ବିଜନେସ ରିଆଲିଟି ଶୋ ‘ଶାର୍କ ଟାଙ୍କ’ ବେଶ୍‌ ଲୋକପ୍ରିୟ। ଏହି ଶୋରେ ଭାରତର ବିଭିନ୍ନ ଶିଳ୍ପରେ ନୂଆ ବିଜନେସ କରୁଥିବା ଉଦ୍ୟୋଗୀ ନିଜ ନିଜର ଶିଳ୍ପର ଉନ୍ନତି ଲାଗି ଇନଭେଷ୍ଟମେଣ୍ଟ ପାଇଁ ଏହି ଶୋକୁ ପ୍ରତିଯୋଗୀ ଭାବେ ଆସୁଛନ୍ତି। ଆଉ ଏହି ଶୋରେ…

ବର୍ଷ ବର୍ଷ ଧରି ଚାଲିବ ଆପଣଙ୍କ ଇନଭର୍ଟର ବ୍ୟାଟେରୀ, କେବଳ କରନ୍ତୁ ଏହି ଛୋଟିଆ କାମ

ଆପଣଙ୍କ ଘର ଆଉ ଅଫିସରେ ଯଦି ସବୁଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ସୁବିଧା ରହିବା ଆବଶ୍ୟକ ତେବେ ତାହା ହେଉଛି ବିଦ୍ୟୁତ ସଂଯୋଗ। ପାଓ୍ଵାର କଟ୍‌ ପରେ ଲଗାତର ବିଜୁଳି ସପ୍ଲାଏ ରହିବା ବେଶ୍‌ ଜରୁରୀ। କାହିଁକିନା ଯେତେବେଳେ ବିଜୁଳି ନଥାଏ ସେତେବେଳେ ନା ଆପଣଙ୍କ ଅଫିସିଆଲ କାମ କିଛି ହୋଇପାରେ ନା ଫୋନ…

ହ୍ୱାଟ୍ସଆପ୍‌ ଆଣୁଛି ନୂଆ ଫିଚର, ଏବେ ଡିପି ସହ ମଧ୍ୟ ରଖି ପାରିବେ କଭର ଫଟୋ

ହ୍ୱାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ବଡ ଅପଡେଟ୍ ଅଛି । ରିପୋର୍ଟ ଅନୁଯାୟୀ, ଇନଷ୍ଟାଣ୍ଟ ମେସେଜିଂ ଆପ୍ ଏକ ନୂଆ ଫିଚର ଉପରେ କାମ କରୁଛି, ଯାହା ଅଧୀନରେ ୟୁଜର୍ସ ମାନେ ସେମାନଙ୍କ ପ୍ରୋଫାଇଲରେ କଭର ଫଟୋ ସେଟ୍ କରିବାକୁ ସୁବିଧା ପାଇବାକୁ ଯାଉଛନ୍ତି। ବର୍ତ୍ତମାନ, ଆପଣ କେବଳ ପ୍ରୋଫାଇଲ୍…

ବିନା ଆକାଉଣ୍ଟ ହିଷ୍ଟ୍ରୀ ହଜାଇ ବଦଳାନ୍ତୁ Signal ଆପର ମୋବାଇଲ ନମ୍ବର, ଜାଣନ୍ତୁ ପ୍ରୋସେସ୍‌

ଲୋକପ୍ରିୟ ମେସେଜିଙ୍ଗ୍‌ ଆପ୍‌ ମଧ୍ୟରେ ଗୋଟିଏ ଆପ୍‌ ହେଉଛି Signal। ଏହି ଆପ୍‌ ସେଫ୍‌ ଏବଂ ସିକ୍ୟୁର କମ୍ୟୁନିକେସନ୍‌ ପ୍ରଦାନ କରିଥାଏ। ବର୍ତ୍ତମାନ ସମୟରେ ସିଗନାଲ ଗୋଟେ ଡିଭାଇସରୁ ଆଉ ଏକ ଡିଭାଇସରେ ଚାଟକୁ ଟ୍ରାନ୍ସଫର କରିବା ପାଇଁ ଏଣ୍ଡ-ଟୁ ଏଣ୍ଡ ଏନକ୍ରିପଟେଡ ଡିଭାଇସ-ଟୁ-ଡିଭାଇସ…

ଟିଭି ପାଇଁ ଦୈନିକ ଏତିକି ଟଙ୍କା ଅଧିକ ହୁଏ ବିଜୁଳି ଖର୍ଚ୍ଚ, ଏହାକୁ କମ କରିବା ପାଇଁ ଆପଣାନ୍ତୁ ଏହି ଟ୍ରିକ

ଟିଭି ଏକ ଏମିତି ସିଷ୍ଟମ ଯାହା ସମସ୍ତଙ୍କ ଘରେ ଖୁବ ସହଜରେ ମିଳିଯାଏ। ସେହିଭଳି ମାସର ସବୁ ଖର୍ଚ୍ଚରେ ଟିଭି ଖର୍ଚ୍ଚ ମଧ୍ୟ ଆଡ୍‌ ହୋଇଥାଏ। ବିଜୁଳି ଖର୍ଚ୍ଚ ଅଧିକ ହେବାରେ ଟିଭିର ମଧ୍ୟ ସମାନ ଭୂମିକା ରହିଥାଏ। ତେବେ ସମସ୍ତଙ୍କ ଘରେ ଟିଭି ଥିବା ସତ୍ତ୍ୱେ ଅନେକ ଏହାକୁ ରିମୋଟ ଦ୍ୱାରା ବନ୍ଦ କରି…

ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବ Samsung Galaxy A03, ରହିଛି ଖୁବ୍ କମ୍ ଦାମ୍

ସାମସଙ୍ଗ ସାକମ୍ପାନୀ ଏହାର ଏକ ନୂଆ ସ୍ମାର୍ଟ୍ ଫୋନ୍ ଭାରତୀୟ ମାର୍କେଟରେ ଖୁବ୍ ଶୀଘ୍ର ଲଞ୍ଚ କରିବାକୁ ଯାଉଛି। ସବୁଠୁ ବଡ଼ କଥା ହେଲା ଏହାର ବ୍ୟାଟେରୀ ପାୱାର ଭଲ ରହିଛି ଓ ଏହା ଅତି କମ୍ ଦାମରେ ଭାରତୀୟ ମାର୍କେଟରେ ଉପଲବ୍ଧ ହେବ। ତେବେ ସାମସଙ୍ଗ ଫୋନ୍ କିଣିବାକୁ ଚାହୁଁଥିବା ୟୁଜରମାନେ ଏହି…

ବସି ବସି ହିଁ କମାଇପାରିବେ ଲକ୍ଷ ଲକ୍ଷ ଟଙ୍କା, ବାସ୍‌ ତରିକା ଜାଣନ୍ତୁ

କିଛି ହିଁ ଦିନରେ ଇନଷ୍ଟାଗ୍ରାମ ବହୁତ ପପୁଲାର ହୋଇଗଲାଣି। ଫେସବୁକ ପରେ ଫଟୋ ସେୟାରିଙ୍ଗ ଆପ୍‌ କହିଲେ ଲୋକେ ଇନଷ୍ଟାଗ୍ରାମକୁ ବେଶି ଉପଯୋଗ କରୁଛନ୍ତି। କିନ୍ତୁ ଏବେ ଏହି ଆପ୍‌ କେବଳ ଫଟୋ ସେୟାରିଙ୍ଗ ହୋଇରହିନାହିଁ। ଲୋକମାନେ ଏହା ଜରିଆରେ ରୋଜଗାର ମଧ୍ୟ କରୁଛନ୍ତି। ଫ୍ୟାମିଲୀ ଏବଂ…

ଭୁଲ ଖୋଜିବା ପାଇଁ ଗୁଗଲ ଦେଲା ୬୫.୭୯କୋଟି, ଇନ୍ଦୋରର ଅମନ ପାଣ୍ଡେ ଆଗରେ….

ବର୍ଷ ୨୦୨୧ରେ ଗୁଗୁଲ ରିସଚର୍ସଙ୍କୁ ୮୭ଲକ୍ଷ ଡଲାର ପୁରସ୍କାର ଦେଇଚି । ଗୁଗଲ ବଗ୍ସ ଖୋଜିବା ଓ ରିପୋର୍ଟ କରିବାକୁ ନେଇ ରିସର୍ଚର୍ସଙ୍କୁ ପୁରସ୍କାର ଦେଇଛି । ଯଦିଓ ଏଥିରେ ଗୁଗଲ ଇନ୍ଦୋରର ଅମନ ପାଣ୍ଡେଙ୍କୁ ଖାସ କରି ମେନସନ କରିଛି । ଅମନ ପାଣ୍ଡେ ହେଉଛନ୍ତି ବଗ୍ସ ମିରରର ଫାଉଣ୍ଡର ଓ ସିଇଓ ।…

ଏମିତି କାର୍‌ ଚଲାଇ କମ୍‌ କରନ୍ତୁ ପେଟ୍ରୋଲ-ଡିଜେଲ ଖର୍ଚ୍ଚ, କାରର ମାଇଲେଜ୍‌ ବି ବଢ଼ାନ୍ତୁ

ଦେଶରେ ପେଟ୍ରୋଲ ଡିଜେଲ ଦାମ୍‌ ଆକାଶଛୁଆଁ। ଏମିତିରେ ଗାଡି ଚଲାଇବା ବହୁତ ମହଙ୍ଗା ହୋଇଯାଇଛି। ଲୋକେ ଏଣିକି ଗ୍ୟାରେଜରୁ ଗାଡି କାଢ଼ିବା ପୂର୍ବରୁ ଶହେ ଥର ଚିନ୍ତା କରୁଛନ୍ତି। କାହିଁକିନା ଏବେର ପେଟ୍ରୋଲ ଡିଜେଲ ଦର ଲୋକଙ୍କର ମୁଣ୍ଡବ୍ୟଥାର କାରଣ ସାଜିଛି। ଗାଡି ଚାଳକଙ୍କୁ ସବୁଠାରୁ ବେଶି…

ଭାରତୀୟ ମାର୍କେଟରେ ଲଞ୍ଚ ହେବ iQoo 9 ସିରିଜ୍, ମିଳିବ 120W ର ଫାଷ୍ଟ ଚାର୍ଜିଙ୍ଗ

ବର୍ତ୍ତମାନ ଭାରତୀୟ ମାର୍କେଟରେ ବିଭିନ୍ନ ପ୍ରକାରର ଫୋନ୍ ଲଞ୍ଚ ହେଉଛି। ଉପଭୋକ୍ତାଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ଦମଦାର ଫିଚର୍ ଥିବା ଫୋନ୍ ସବୁ ମାର୍କେଟକୁ ଆଣୁଛି କମ୍ପାନୀ। ଏବେ ମଧ୍ୟ ଭଲ ଫିଚର୍ ଥିବା ଏକ ନୂଆ ଫୋନ iQoo 9 ସିରିଜ୍ ଭାରତୀୟ ମାର୍କେଟରେ ଲଞ୍ଚ ହେବାକୁ ଯାଉଛି। ଏହାର…