Below header
Browsing Category

ଟେକ୍

Airtel ଆଣିଲା ଶସ୍ତା ପ୍ଲାନ! ମାତ୍ର ୫୮ ଟଙ୍କାରେ ପାଆନ୍ତୁ ୩ ଜିବି ଡାଟା ସହିତ କଲ୍ ର ସୁବିଧା

ଯଦି ଆପଣ ଏୟାରଟେଲର ଗ୍ରାହକ ଅଟନ୍ତି ଏବଂ କମ୍ପାନୀର ଶସ୍ତା ରିଚାର୍ଜ ପ୍ଲାନ ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ଆଜି ଆମେ ଆପଣଙ୍କୁ ୨୦୨୨ବର୍ଷ ପାଇଁ ଏୟାରଟେଲର ଶସ୍ତା ରିଚାର୍ଜ ପ୍ଲାନ ବିଷୟରେ କହିବାକୁ ଯାଉଛୁ । ଏୟାରଟେଲର ସବୁଠାରୁ ଶସ୍ତା ପ୍ଲାନ ୫୮ ଟଙ୍କା ମୂଲ୍ୟର ଡାଟା ଭାଉଚର…

କ୍ୟୁଆର କୋଡରେ ପେମେଣ୍ଟ କରୁଛନ୍ତି କି? ତାହେଲେ ହୋଇଯାଆନ୍ତୁ ସାବଧାନ୍‌ !

ଆଜିର ଡିଜିଟାଲ ଦୁନିଆରେ ଆମର ସବୁ କିଛି କାମ ଅନଲାଇନରେ ହେଇଯାଉଛି। ଆଜିର ସମୟରେ ଲୋକ ନିଜ ପକେଟରେ ଆଉ କ୍ୟାସ୍‌ ରଖିବାକୁ ପସନ୍ଦ କରୁନାହାଁନ୍ତି। ଆମେ ତ କହିବା ପକେଟରେ ଟଙ୍କା ରଖିବା ଏକଦମ୍‌ ବନ୍ଦ ହିଁ କରିଦେଲେଣି। କାହିଁକିନା ଏବେ ସପିଙ୍ଗ୍‌ ଠାରୁ ନେଇ ଖାଇବା ପିଇବା ସେଲୋନରେ ଚୁଟି…

ମାର୍କେଟରେ ଖୁବ୍ ଶୀଘ୍ର ଲଞ୍ଚ ହେବ Jio ର ପ୍ରଥମ ସ୍ମାର୍ଟଫୋନ୍, ୯ ହଜାର ଟଙ୍କା ଫୋନରେ ରହିଛି ଦମଦାର ଫିଚର୍

ମାର୍କେଟରେ ଭଲ ଫିଚର୍ ସହିତ ଲଞ୍ଚ ହେବାକୁ ଯାଉଛି ଜିଓର 5G ଆଣ୍ଡ୍ରଏଡ ସ୍ମାର୍ଟ ଫୋନ୍। ଯାହାର ମୂଲ୍ୟ ରହିଛି ୯୦୦୦ ଟଙ୍କା। ତେବେ ଆପଣ ଯଦି ଜିଓ ଫୋନ୍ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି ଫୋନ୍ କିଣିପାରିବେ କାରଣ ଏହାର ଦମଦାର ଫିଚର୍ ରହିଛି। ଏହା ମାର୍କେଟରେ 5G କଷ୍ଟମ୍…

ହ୍ୱାଟ୍ସଆପ୍‌ ୟୁଜର୍ସଙ୍କ ଚିନ୍ତା ବଢ଼ାଇପାରେ ଗୁଗୁଲ୍‌, କରିବାକୁ ଯାଉଛି ବଡ଼ ପରିବର୍ତ୍ତନ

ହ୍ୱାଟ୍ସଆପ ୟୁଜର୍ସଙ୍କର ଟେନସନ୍‌ ବଢ଼ାଇବାକୁ ଯାଉଛି ଗୁଗୁଲ୍‌ । ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗୁଗଲ ଆଗାମୀ ଦିନରେ ହ୍ୱାଟ୍ସଆପ ଚାଟ୍ ବ୍ୟାକଅପ୍ ପାଇଁ ଉପଲବ୍ଧ ଫ୍ରୀ ଷ୍ଟୋରେଜକୁ ବନ୍ଦ କରିପାରେ। WABetaInfo ଅନୁଯାୟୀ, ହ୍ୱାଟ୍ସଆପ ଚାଟ୍ ଷ୍ଟୋର କରିବା ପାଇଁ ଉପଲବ୍ଧ ମାଗଣା ଅସୀମିତ…

ପ୍ରତୀକ୍ଷାର ଅନ୍ତ! ଚଳିତ ବର୍ଷରୁ ଆରମ୍ଭ ହେବ 5G ସେବା ଓ ସ୍ପେକ୍ଟ୍ରମ ନିଲାମୀ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଚଳିତ ବର୍ଷର କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦିଆଯାଇଛି। ଟେଲିକମ୍ ଏବଂ ଡିଜିଟାଲ୍ ଦୁନିଆ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯାହାକି ଦେଶରେ 5G ସେବା ସମ୍ବନ୍ଧୀୟ ରହିଛି।…

ସାଧାରଣ ଜନତାଙ୍କୁ ବଡ଼ ଉପହାର: ୮୦ ଲକ୍ଷ ପରିବାକୁ ମିଳିବ ଶସ୍ତା ଘର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଦେଶର ସାଧାରଣ ବଜେଟ ଲୋକସଭାରେ ଉପସ୍ଥାପନ କରିଛନ୍ତି। ୨୦୨୨-୨୩ରେ ୮୦ ଲକ୍ଷ ପରିବାରଙ୍କୁ ଶସ୍ତା ଘର ମିଳିବ। ସରକାର Affordable Household Scheme ପାଇଁ ହିତାଧିକାରୀମାନଙ୍କୁ ଚିହ୍ନଟ କରିବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା…

ଇ-ଯାନ କିଣିଲେ ଗାଡ଼ି ପଞ୍ଜିକରଣ ଫି ଓ ଟିକସ ଛାଡ଼ କଲେ ରାଜ୍ୟ ସରକାର, ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ…

ଭୁବନେଶ୍ବର(କେନ୍ଯୁଜ୍): ଇ-ଯାନ କିଣିଲେ ଗାଡ଼ି ପଞ୍ଜିକରଣ ଫି ଓ ଟିକସ ଛାଡ଼। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୁଇ ଚକିଆ ଇ-ଯାନ କିଣିଲେ ୧୫% ରିହାତି ଅବା ସର୍ବାଧିକ ୫ହଜାର ଟଙ୍କା ମିଳିବ। ତିନି ଚକିଆ ଗାଡ଼ି କିଣିଲେ ମିଳିବ ୧୫% ଅବା ସର୍ବାଧିକ…

4230mAh ବ୍ୟାଟେରୀ ଓ 4 କ୍ୟାମେରା ବାଲା Oppo ଫୋନ ଅଫର, Amazon Sale ରେ ପାଆନ୍ତୁ ମାତ୍ର 611 ଟଙ୍କାରେ

ନୂଆଦିଲ୍ଲୀ : ଆମାଜନରେ ଚାଲୁଛି ମୋବାଇଲ ସେଭିଂ ଡେଜ୍‌ । ଏହି ସେଲରେ ସ୍ମାର୍ଟଫୋନରେ ୪୦ ପ୍ରତିଶତ ଡିସକାଉଣ୍ଟ ପାଇ ପାରିବେ । ଏହି ସେଲରେ ଆପଣ EMI ଓ ଏକ୍ସଚେଞ୍ଜ ଅଫରରେ ସ୍ମାର୍ଟ ଫୋନ କିଣିପାରିବେ । ଯଦି ଆପଣଙ୍କ ବଜେଟର ଫୋନ ଖୋଜୁଛନ୍ତି ତାହେଲେ oppo A15s କିଣି ପାରିବେ । ଏଥିରେ କୁପନ…

ପାଖରେ ଡିଏଲ ଏବଂ ଆରସି ନଥିଲେ ବି ଟ୍ରାଫିକ ପୋଲିସ କାଟିବେନି ଆପଣଙ୍କର ଚାଲାଣ, ଜାଣନ୍ତୁ କଣ କରିବାକୁ ହେବ

ସାଙ୍ଗରେ ଡ୍ରାଇଭିଙ୍ଗ ଲାଇସେନ୍ସ ଧରି ବୁଲିବାକୁ ପଡିବନି କି ଡିଏଲ ନଥିଲେ ବି ଚାଲାଣ କଟିବାର ଚିନ୍ତା ରହିବନି। ଏମିତି କେମିତି ହେବ ବୋଲି ଭାବୁଛନ୍ତି କି? କଣ ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସକୁ ନିଜ ସ୍ମାର୍ଟଫୋନରେ ଡାଉନଲୋଡ କରିବାକୁ ଚାହୁଁଛନ୍ତି? ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସର ହାର୍ଡ କପି…

ଟେଲିଗ୍ରାମରେ ଆସୁଥିବା ମେସେଜକୁ ନିଜ ଭାଷାରେ କେମିତି କରିବେ ଟ୍ରାନ୍ସଲେଟ୍‌, ଜାଣନ୍ତୁ ପ୍ରୋସେସ

ଟେଲିଗ୍ରାମ ବ୍ୟବହାର କରୁଥିବେ ଏହି ଖବର ଆପଣଙ୍କ ପାଇଁ। ପ୍ରତିଦିନ ହ୍ଵାଟସଆପ୍‌ ହେଉ କି ଟେଲିଗ୍ରାମ ନୂଆ ନୂଆ ଫିଚର୍ସ ଅପଡେଟ୍‌ କରୁଛନ୍ତି। ଏବେ ଟେଲିଗ୍ରାମ ଏମିତି ଏକ ଫିଚର୍ସ ଆଣିଛି, ଯାହା ଆପଣ ପଠାଉଥିବା ମେସେଜ ଯେଉଁ ଭାଷାରେ ହେଉ ନା କାହିଁକି ଏହାକୁ ସେ ନିଜର ଆଞ୍ଚଳିକ ଭାଷାରେ…

Instagramରେ ହୋଇଗଲେଣି କି ବୋର୍‌? ତେବେ ଏପରି କରନ୍ତୁ ପରମାନେଣ୍ଟ ଆକାଉଣ୍ଟ ଡିଲିଟ୍‌

ଇନଷ୍ଟାଗ୍ରାମରେ ଆପଣଙ୍କୁ ଆକାଉଣ୍ଟ ଡିଲିଟ ଏବଂ ଟେମ୍ପରାରୀ ଡିସାବଲ କରିବାର ଅପ୍ସନ ମିଳିଥାଏ। ଯଦି ଆପଣ କେବଳ କିଛି ଦିନ ପାଇଁ ନିଜ ଆକାଉଣ୍ଟକୁ ଡିସାବଲ କରିବାକୁ ଚାହୁଁଛନ୍ତି ତାହେଲେ ଟେମ୍ପରାରୀ ଡିସାବଲ ଅପ୍ସନକୁ ଆପଣଙ୍କୁ ଚୟନ କରିବାକୁ ହେବ। ସେହିପରି ଯଦି ସବୁଦିନ ପାଇଁ ଆପଣ ଆକାଉଣ୍ଟକୁ…

ଏବେ ଆପଣଙ୍କ ଫୋନ୍‌ କହିବ ଆପଣଙ୍କୁ କୋଭିଡ୍‌ ପଜିଟିଭ୍‌ ନା ନେଗେଟିଭ୍‌ ? ଜାଣନ୍ତୁ କେମିତି

ଏଥିରେ କୌଣସି ସନ୍ଦେହ ନାହିଁ ଯେ COVID-୧୯ ମହାମାରୀ ଆମର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉପରେ ଅନେକ ଚାପ ସୃଷ୍ଟି କରିଛି, ଯେଉଁଠାରେ ପ୍ରତିଦିନ ହଜାର ହଜାର ଲୋକ କରୋନା ପରୀକ୍ଷା ପାଇଁ ଆସୁଛନ୍ତି । ସରକାରୀ ଲ୍ୟାବରେ ପରୀକ୍ଷା ମାଗଣା କିନ୍ତୁ ଘରୋଇ ଲ୍ୟାବ ପାଇଁ ଏଥିପାଇଁ ପ୍ରଚୁର ପରିମାଣ…