Below header
Browsing Category

ଟେକ୍

ଏହି ଆପ୍‌ ଦେଉଛି ସୁବର୍ଣ୍ଣ ସୁଯୋଗ, ଏବେ ୨ଟଙ୍କା କଏନ୍‌ ବଦଳରେ ଆପଣଙ୍କୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କିପରି…

ଯଦି ଆପଣ ଶୀଘ୍ର ଟଙ୍କା କମାଇବାକୁ ଚାହୁଁଛନ୍ତି ତେବେ ଆମେ ଆଜି କହିବୁ ଆପଣଙ୍କୁ ସହଜ ଉପାୟ। ଆଜି ଆମେ ଆପଣଙ୍କୁ ଏମିତି ଏକ ଖାସ ଟେକନିକ ସମ୍ପର୍କରେ କହିବୁ ଯାହାକୁ ଆପଣାଇ ୫ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରିପାରିବେ। ଯଦି ଆପଣଙ୍କ ପାଖେ କିଛି ପୁରୁଣା କଏନ୍‌ ଅଛି ତେବେ ଆପଣ ତା…

ଚୋରି ଓ ନକଲି ଫୋନ୍ ବ୍ୟବହାର କରିଥିଲେ ସାବଧାନ ! ପ୍ରତିବନ୍ଧକ ଲଗାଇବେ ଭାରତ ସରକାର ଓ ଏସିଆ ମହାଦେଶ

ନୂଆଦିଲ୍ଲୀ : ଭାରତ ସମେତ ASEAN ଦେଶରେ ନକଲି ମୋବାଇଲ୍ ଫୋନ୍ ଚୋରି ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇପାରେ । ଚୋରି ହୋଇଥିବା ଏବଂ ନକଲି ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦକ୍ଷିଣ ଏସୀୟ ଦେଶ ସଂଘ (ASEAN) ର ଏକ ବୈଠକରେ ସହମତି ପ୍ରକାଶ ପାଇଛି । ASEAN ର…

Facebook Messengerରେ ଆସିଲା ବଢ଼ିଆ ଫିଚର, ମେସେଜର ସ୍କ୍ରୀନସଟ୍‌ ନେଲେ ମିଳିବ ଆଲର୍ଟ

ଫେସବୁକ୍‌ ମେସେଞ୍ଜର ନିକଟରେ ଅନେକ ଫିଚର୍ସକୁ ଜାରି କରିଥିଲା। ଏଥିରେ ଫେସବୁକ ମେସେଞ୍ଜରକୁ ଆଣ୍ଡ-ଟୁ-ଆଣ୍ଡ ଏନକ୍ରିପଟେଡକୁ ମଧ୍ୟ ସପୋର୍ଟ ଦିଆଯାଇଛି। ଏହାବ୍ୟତୀତ ଏଥିରେ ସ୍କ୍ରୀନସଟ ଡିଟେକସନ୍‌ ଫିଚର ମଧ୍ୟ ଜାରି କରାଯାଇଛି। ସ୍କ୍ରୀନସଟ୍‌ ଡିଟେକସନ୍‌ ଫିଚରର ଅପେକ୍ଷା ହ୍ଵାଟସଆପ ୟୁଜର୍ସ…

SBI କାର୍ଡ ହଜିଗଲେ ଏହି SMS ଦ୍ୱାରା କରି ପାରିବେ ବ୍ଲକ, ଜାଣନ୍ତୁ ଷ୍ଟେପ

ଏଟିଏମ୍ କାର୍ଡ ଚୋରି କିମ୍ବା କାର୍ଡ କ୍ଲୋନିଂ ଘଟଣା ସବୁବେଳେ ବଢ଼ିବାକୁ ଲାଗିଛି। ବ୍ୟାଙ୍କ ଏବଂ ଆରବିଆଇ ଦ୍ବାରା ବହୁତ ପଦକ୍ଷେପ ଉଠାଇବା ପରେ ମଧ୍ୟ ଏହି ଘଟଣା ଉପରେ ଲଗାମ ଲଗାଯାଇ ପାରୁନାହିଁ। ଠକମାନେ ନୂଆ ନୂଆ ଉପାୟରେ ଲୋକମାନଙ୍କୁ ଠକାମିର ଶିକାର ବନାଉଛନ୍ତି। ଆଜିକା ସମୟରେ ଯଦି ଆପଣ…

ମାର୍କେଟରେ ଲଞ୍ଚ ହେବ Realme ର ଦୁଇଟି 5G ସ୍ମାର୍ଟ୍ ଫୋନ୍, ରହିଛି ଦମଦାର ଫିଚର୍

ବର୍ତ୍ତମାନ ସବୁ ଫୋନ କଂପାନୀ ଗୁଡ଼ିକ ନିଜ ନିଜ ଫୋନକୁ ଆହୁରି ଡିଜାଇନ୍ କରି ମାର୍କେଟରେ ଛାଡୁଛନ୍ତି । ଏମିତିକି ରିଅଲମି ମଧ୍ୟ ନିଜର ଦୁଇଟି ୫ଜି ଫୋନ୍ ଖୁବ୍ ଶୀଘ୍ର ମାର୍କେଟରେ ଲଞ୍ଚ କରିବାକୁ ଯାଉଛି।ରିଲମିର ଅଫିସିଆଲ୍ ୱେବସାଇଟରେ ଲିକ୍ ହୋଇଥିବା ତଥ୍ୟ ଅନୁଯାୟୀ ଏହାର ରିଅଲମି ୯ ପ୍ରୋ…

୧୨,୦୦୦ ଟଙ୍କାରେ ଭଲ କ୍ୟାମେରା ଓ ବ୍ୟାଟେରୀ ଥିବା ସ୍ମାର୍ଟଫୋନ୍, ଜାଣନ୍ତୁ ଏଗୁଡ଼ିକର ଦମଦାର ଫିଚର

କିଛି ଲୋକ ଭାବନ୍ତି ଯଦି ଫୋନର ମୂଲ୍ୟ ଅଧିକ ଥିବା ତେବେ ତାହାର ଫିଚର୍ ମଧ୍ୟ ଭଲ ଥିବ । କିନ୍ତୁ ଆପଣଙ୍କୁ କମ୍ ବଜେଟରେ ଭଲ ସ୍ମାର୍ଟ ଫୋନ୍ ମିଳିଯିବ । ହେଲେ ଆପଣଙ୍କୁ ଖାଲି ଜାଣିବାର ଅଛି ଯେ ଏହା କେଉଁ ଫୋନ୍ ଓ ଏହାର ଫିଚର୍ କଣ ରହିଛି। ଭାରତୀୟ ମୋବାଇଲ୍ ବଜାରରେ ଅନେକ ସ୍ମାର୍ଟଫୋନ୍ ଅଛି…

ମୋବାଇଲ ୟୁଜର୍ସଙ୍କ ପାଇଁ ଖୁସି ଖବର, ୩୦ ଦିନିଆ ବୈଧତା ପ୍ଲାନ୍‌ ଆଣିବା ପାଇଁ ଟେଲିକମ କମ୍ପାନୀକୁ ନିର୍ଦ୍ଦେଶ ଦେଲା…

ମୋବାଇଲ ୟୁଜର୍ସଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଟେଲିକମ କମ୍ପାନୀକୁ ୩୦ ଦିନିଆ ବୈଧତା ଥିବା ପ୍ଲାନ ଆଣିବା ପାଇଁ ଟ୍ରାଇ ନିର୍ଦ୍ଦେଶ ଦେଇଛି। ଟ୍ରାଇ ସମସ୍ତ ଟେଲିକମ୍‌ କମ୍ପାନୀକୁ କିଛି ନୂଆ ନିର୍ଦ୍ଦେଶ ଜାରି କରିଛି। ଏଥିରେ ମାସକର ଟାରିଫ ପ୍ଲାନ ସହିତ ଅନେକ ବଡ ନିଷ୍ପତ୍ତି ନେଇଛନ୍ତି।…

Smartphoneର ଷ୍ଟୋରେଜ ବଢ଼ାଇବା ପାଇଁ ଡାଉନଲୋଡ଼ କରନ୍ତୁ ଏହି ୫ଟି App

ସମୟର ଗତି ସହିତ ସ୍ମାର୍ଟଫୋନ୍ ବ୍ୟବହାର ବୃଦ୍ଧି ବର୍ତ୍ତମାନ ପାଉଛି । ସ୍ମାର୍ଟଫୋନ୍ କିଣିବାବେଳେ, ଆମେ ଅନେକ ଫିଚର ପ୍ରତି ଧ୍ୟାନ ଦେଇଥାଉ, ସେଥିମଧ୍ୟରୁ ଗୋଟିଏ ହେଉଛି ଫୋନର ଷ୍ଟୋରେଜ୍। ଯଦି 'ମେମୋରୀ ଫୁଲ୍'ର ନୋଟିଫିକେସନ ଆପଣଙ୍କ ଫୋନରେ ବାରମ୍ବାର ଆସୁଛି, ତେବେ ଆଜି ଆମେ ଆପଣଙ୍କୁ ଏପରି…

ପାନ କାର୍ଡରେ ଭୁଲ ହୋଇଯାଇଛି କି ନାମ, ତେବେ ଏପରି କରନ୍ତୁ ଭ୍ରମ ସଂଶୋଧନ

ପାନ କାର୍ଡରେ ହୋଇଯାଇଛି କି ତୃଟି? ନାମର ସ୍ପେଲିଙ୍ଗରେ ରହିଯାଇଛି କି ଭୁଲ। ତେବେ ଘରେ ବସି ନିଜେ ନିଜେ କରନ୍ତୁ ପାନ କାର୍ଡ କରେକସନ୍‌। କାହିଁକିନା ଆପଣ ଜାଣିଛନ୍ତି ପାନ କାର୍ଡ ଆମ ପାଇଁ ଏକ ଜରୁରୀ ଦସ୍ତାବିଜ୍‌। ଏହି ଡକ୍ୟୁମେଣ୍ଟରେ ଗଡବଡ କିମ୍ବା ତୃଟି ରହିଲେ ଅନେକ ପ୍ରକାର ସମସ୍ୟାକୁ…

ଗୃପ ଆଡମିନଙ୍କୁ ମିଳିଲା ଏହି ସ୍ୱତନ୍ତ୍ର କ୍ଷମତା, ଆସିଲା ହ୍ଵାଟ୍ସଆପର ନୂଆ ଫିଚର

ହ୍ଵାଟସଆପ୍‌ ଏବେ ଏକ ଏମିତି ଫିଚର ଉପରେ କାମ କରୁଛି ଯେଉଁଟା ଆସିବା ପରେ ହ୍ଵାଟ୍ସଆପ୍‌ ଗ୍ରୁପର ଆଡମିନ୍‌ ଗ୍ରୁପର ସମସ୍ତ ମେମ୍ବରଙ୍କ ମେସେଜକୁ ଡିଲିଟ୍‌ କରିପାରିବେ। ନୂଆ ଫିଚରକୁ ବୀଟା ଭର୍ସନରେ ଦେଖାଯାଇଛି। ହ୍ଵାଟ୍ସଆପର ଏହି ଅପକମିଙ୍ଗ ଫିଚରକୁ ମୋଡରେସନ୍‌ ନାମ ଦିଆଯାଇଛି। ଟେଲିଗ୍ରାମରେ…

ପାଣିରେ ବୁଡିଗଲେ ଏବଂ ତଳେ ପଡିଗଲେ ବି ଭାଙ୍ଗିବନାହିଁ ଏହି ବଢ଼ିଆ 5G ସ୍ମାର୍ଟଫୋନ୍‌, ଜାଣନ୍ତୁ ଫିଚର୍ସ ଏବଂ ଦାମ

ଗତବର୍ଷ UMIDIGI BISON GT ରଗଡ୍‌ ସ୍ମାର୍ଟଫୋନକୁ ଲୋକେ ବହୁତ ପସନ୍ଦ କରିବା ପରେ ଚାଇନା ସ୍ମାର୍ଟଫୋନ ନିର୍ମାତା ଏବେ UMIDIGI BISON GT2 ସିରିଜ୍‌ ଜାରି କରିଛି। ନିକଟରେ ଜାରି କରାଯାଇଥିବା UMIDIGI ରଗଡ୍‌ ସ୍ମାର୍ଟଫୋନ୍‌ ଲାଇନଅପରେ BISON GT2 5G  ଏବଂ BISON GT2 Pro 5G ସାମିଲ…

ହ୍ଵାଟ୍ସଆପର ଭଏସ କଲକୁ କରନ୍ତୁ ରେକର୍ଡ, ଜାଣନ୍ତୁ ପ୍ରୋସେସ୍‌

ଆଜିର ସମୟରେ ବୋଧହୁଏ କୌଣସି ଏମିତି ବ୍ୟକ୍ତି ନାହାଁନ୍ତି ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍‌ ନାହିଁ ଏବଂ ସେ ହ୍ଵାଟ୍ସଆପ୍‌ ବ୍ୟବହାର କରୁନଥିବେ। ଅଧିକାଂଶ ଲୋକଙ୍କ ପାଇଁ ହ୍ଵାଟ୍ସଆପ୍‌ ନା କେବଳ ପର୍ସନାଲ ଲାଇଫ୍‌ ପାଇଁ ବରଂ ଅଫିସିଆଲୀ ପାଇଁ ମଧ୍ୟ ବ୍ୟବହାର କରାଯାଏ। ମେସେଜରେ ଚାଟିଙ୍ଗ…