Below header
Browsing Category

ଟେକ୍

ଇନ୍‌ଷ୍ଟାଗ୍ରାମ୍‌ରେ ଯୁବପିଢ଼ିଙ୍କ ପାଇଁ ଆସିଲା ନୂଆ ଫିଚର, ଏବେ ଆଉ ଅଧିକ ସମୟ ଯାଏଁ ବ୍ୟବହାର କରିପାରିବେନି ଆପ୍‌

ଇନ୍‌ଷ୍ଟାଗ୍ରାମ୍‌ ନିଜ ପ୍ଲାଟଫର୍ମରେ ଛୋଟ ପିଲା ଓ ଯୁବକଙ୍କ ପାଇଁ ସୁରକ୍ଷିତ ଜାଗା ତିଆରି କରିବାକୁ ଚାହୁଁଛି। ମେଟା କମ୍ପାନୀ ପକ୍ଷରୁ ଇଣ୍ଟରନେଟ୍‌ ଦିବସ ୨୦୨୨ ପୂର୍ବରୁ ଭାରତରେ ‘ଟେକ୍‌ ଏ ବ୍ରେକ୍‌’ ଫିଚର ଆରମ୍ଭ କରିଥିଲା। ଏହି ଫିଚର ଭାରତ ସମେତ ଅନ୍ୟ ଦେଶରେ ବି ଆରମ୍ଭ ହୋଇଛି। ନାଁରୁ…

iOS 15: ଆଇଫୋନ୍ ବ୍ୟାଟେରୀ ଡ୍ରେନ୍ ନ ହେବା ପାଇଁ ଆପଣାନ୍ତୁ ଏହି ଉପାୟ

ଜଣେ ଗ୍ରାହକ ଯେତେବେଳେ କୌଣସି ଫୋନ୍ କିଣନ୍ତି ତାର ଫିଚର୍ ଦେଖି କିଣିଥାଆନ୍ତି। କିଛି ଲୋକ ଫୋନ୍ କ୍ୟାମେରା ଫିଚର୍ ଦେଖି କିଣନ୍ତି ତ ଆଉ କିଛି ଲୋକ ଖାସ କରି ଏହାର ବ୍ୟାଟେରୀ । କିନ୍ତୁ ଅନେକ ଲୋକ ଅଛନ୍ତି ଯିଏକି ଖାସ କରି ଆଇଫୋନ୍ କିଣିବାକୁ ଭଲ ପାଆନ୍ତି। କାରଣ ସେଥିରେ ଥିବା ଫିଚର୍…

ଫେସବୁକ ମେସେଞ୍ଜରର ସ୍କ୍ରୀନସଟ୍‌ ନେବାଭଳି ଭୁଲ କରନ୍ତୁନାହିଁ, ଜୁକରବର୍ଗ ଦେଲେ ଚେତାବନୀ

ମେସେଞ୍ଜର ଉପଭୋକ୍ତାଙ୍କୁ ଚେତାବନୀ। ଏବେ ଆଉ ନେଇପାରିବେନି ଚାଟ୍ ର ସ୍କ୍ରିନସଟ। କାହିଁକିନା ଚାଟର ସ୍କ୍ରୀନସଟକୁ ନେଇ ବିଷୟରେ ଆପଣଙ୍କୁ ଚେତାବନୀ ଦେଇଛନ୍ତି ମେଟାର ସିଇଓ ମାର୍କ ଜୁକରବର୍ଗ। କାରଣ ଯଦି ଆପଣ ଏଭଳି କରନ୍ତି ତାହେଲେ ଫେସବୁକ୍ ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନ୍ୟ ଜଣଙ୍କୁ…

ମୋବାଇଲ ପ୍ରି-ଇନଷ୍ଟଲ୍ ଆପକୁ ଏବେ କରିପାରିବେ ଡିଲେଟ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ବର୍ତ୍ତମାନ ଚାଲିଛି ସ୍ମାର୍ଟଫୋନର ଦୁନିଆ। ଆଜି ଆମ ଜୀବନରେ ସ୍ମାର୍ଟଫୋନ୍ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। କାରଣ ଆମର ସବୁ କାମ ଏବେ ଫୋନରେ ହିଁ ହେଇଯାଉଛି। ଫୋନ୍ ପାଇଁ ଆମର ସବୁ କାମ କମ୍ ସମୟରେ ହେଇଯାଉଛି। କିନ୍ତୁ ଆମକୁ ନିଜ ଫୋନର ଯତ୍ନ ମଧ୍ୟ ନେବା ଦରକାର୍ । ବେଳେ ବେଳେ ଆମେ ଫୋନରେ…

Wi-Fi ବ୍ୟବହାର କରୁଥିଲେ ସାବଧାନ: ହ୍ୟାକର୍ସ କରିପାରନ୍ତି ଆପଣଙ୍କ ସବୁ ଡାଟା ଚୋରି, ଜାଣନ୍ତୁ ନିଜ ଡାଟା ବଂଚାଇବାର…

ବର୍ତ୍ତମାନ ଦିନକୁ ଦିନ ବଢ଼ିବାରେ ଲାଗିଛି ଡିଜିଟାଲ ମାର୍କେଟ। ପୁଣି ଡିଜିଟାଲ ମାର୍କେଟ ପାଇଁ ଆମକୁ ଦରକାର ଇଣ୍ଟରନେଟ। ସେ ଫୁଡ୍ ଅର୍ଡର୍ ହେଉ କିମ୍ବା ପୋଷାକ, ବର୍ତ୍ତମାନ ସବୁ କାମ ସମ୍ଭବ ହୋଇପାରୁଛି ଫୋନ୍ ମାଧ୍ୟମରେ। ତାହା କେବଳ ଇଣ୍ଟରନେଟ ପାଇଁ। ଆଜିର ଦୁନିଆରେ ଇଣ୍ଟରନେଟ ବିନା…

ଭାରତୀୟ ବଜାରରେ ଲଞ୍ଚ ହୋଇଛି ଜିଓମିର ଲାଟେଷ୍ଟ MIUI13 ଭର୍ସନ, ଷ୍ଟୋରେଜ ସହ ରହିଛି ଅନ୍ୟ ଜବରଦସ୍ତ ଫିଚର

ଜିଓମିର ଲାଟେଷ୍ଟ ସ୍କ୍ରିନ ଭର୍ସନ ଲଞ୍ଚ ହୋଇଛି। ଜିଓମି ଭାରତୀୟ ବଜାରରେ ଅଧିକାରିକ ରୂପେ MIUI 13 ଭର୍ସନକୁ ଲଞ୍ଚ କରିଛି। ଆଗକୁ ଏହା MI, Xiaomi ଓ Redmiର ବିଭିନ୍ନ ବ୍ରାଣ୍ଡରେ ବଜାରକୁ ଆସିବ। ଏହା ପୂର୍ବ ମଡେଲ ଠାରୁ ୬୦% ଅଧିକ ଉଭୟ ଲେଖିବା ଓ ପଢ଼ିବା ଏଫିସିଏନ୍ସିରେ ସୁଧାର ଆଣିବ।…

ୱାଇ-ଫାଇ କାରଣରୁ ଚୋରି ହେଉଛି ଡାଟା, ଜାଣନ୍ତୁ ଏଥିରୁ କିପରି ପାଇବେ ସୁରକ୍ଷା

ଆଜିର ସମୟରେ ଇଣ୍ଟରନେଟ୍ ବିନା କୌଣସି କାମ କରିବା କଷ୍ଟକର। ବର୍ତ୍ତମାନ ଏହା ଆପଣଙ୍କ ଅଫିସ ସହିତ ଜଡିତ କାର୍ଯ୍ୟ ହେଉ କିମ୍ବା କାହାକୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ହେଉ । ଏପରିକି କାହାକୁ ପେମେଣ୍ଟ କରୁଥିବା ସମୟରେ ଇଣ୍ଟରନେଟ୍ ଆବଶ୍ୟକ ହୋଇଥାଏ । ଡିଜିଟାଇଜେସନ୍ ବୃଦ୍ଧି ଆମ…

Google ର ବଡ଼ ଘୋଷଣା: ଆଗକୁ ବଦଳିଯିବ Gmail, ଏମିତି ଆସିବ ନଜର

Gmailର ଏକ ନୂଆ ଡିଜାଇନ୍‌କୁ ମାର୍କେଟକୁ ଆଣିବାକୁ ଯାଉଛି Google। Gmail ର ଏହି ନୂଆ ଡିଜାଇନ୍‌ Google Workspace ଯୋଜନାର ଏକ ଅଂଶ। ନୂଆ ଡିଜାଇନ୍‌ ଆସିବା ପରେ Gmail ବ୍ୟବହାରକାରୀଙ୍କୁ Google chat, Meet ଓ space ଗୋଟେ ଜାଗାରେ ମିଳିବ। ନୂଆ Gmail ଆକାଉଣ୍ଟରେ…

ଖୁସି ଖବର! ହ୍ଵାଟ୍ସ ଆପ୍‌ରେ ଏବେ ୨ ଦିନ ପରେ ବି ଡିଲିଟ୍‌ କରିପାରିବେ ପଠାଇଥିବା ମେସେଜ୍‌

ବର୍ତ୍ତମାନ ହ୍ଵାଟ୍ସଆପ୍‌ ଏକ ଲୋକପ୍ରିୟ ଆପ୍‌ ଭାବେ ଲୋକଙ୍କ ମଧ୍ୟରେ ବେଶ୍‌ ଆଦୃତି ଲାଭ କରିଛି। ଏବେ ପାଖାପାଖି ୯୦ ପ୍ରତିଶତ ଲୋକ ହ୍ଵାଟ୍ସ ଆପ୍‌ ବ୍ୟବହାର କରୁଛନ୍ତି। ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ହ୍ଵାଟ୍ସଆପ୍‌ ସବୁବେଳେ ନୂଆ ନୂଆ ଅପ୍‌ଡେଟ୍‌ ନେଇ ଆସୁଛି। ତେବେ ୟୁଜର୍ସଙ୍କ ପାଇଁ…

ହାର୍ଟ ରେଟ୍ ସେନ୍ସର ସହିତ ଆସୁଛି ନୂଆ ଫୋନ୍ Realme 9 Pro+! ମିଳିବ ୫୦ ମେଗାପିକ୍ସଲ କ୍ୟାମେରା ଓ 6GB ର‍୍ୟାମ୍;…

Realme 9 Pro+ ହାର୍ଟ ରେଟ୍ ସେନ୍ସର ସହିତ ଆସୁଥିବା କମ୍ପାନୀର ପ୍ରଥମ ସ୍ମାର୍ଟଫୋନ୍ ହେବ। ରିୟଲ୍‌ମି ଇଣ୍ଡିଆର ସିଇଓ ମାଧବ ଶେଠ ଟ୍ୱିଟରରେ ଘୋଷଣା କରିଛନ୍ତି କି, ଆଗାମୀ Realme 9 Pro ସିରିଜ୍ ଫୋନର ସ୍କ୍ରିନରେ ଅପ୍ଟିକାଲ୍ ସେନ୍ସର ମିଳିବ, ଯାହା ହାର୍ଟ ରେଟ୍ ପ୍ୟାଟର୍ନକୁ ମାପିବ। ମାଧବ…

boAt ଲଞ୍ଚ କଲା ଗେମିଂ ହେଡଫୋନ Immortal 700, ଜାଣନ୍ତୁ କ’ଣ ରହିଛି ଦାମ୍‌ ଏବଂ ଫିଚର୍ସ

ଭାରତୀୟ ବଜାରର ଦିନକୁ ଦିନ ନୂଆ ନୂଆ ହେଡଫୋନ ଲଞ୍ଚ ହେଉଛି। ଆଉ ଆଜିର ଯୁବପିଢିଙ୍କ ମଧ୍ୟରେ ଏହାର ଚାହିଦା ମଧ୍ୟ ବଢିବାକୁ ଲାଗିଛି। ଜଣାଶୁଣା କମ୍ପାନୀ ବୋଟ୍‌ ଏକ ନୂଆ ଗେମିଂ ହେଡଫୋନ ଲଞ୍ଚ କରିଛି। boAt ପକ୍ଷରୁ Immortal ଗେମିଂ ସଡିଓ ସିରିଜରେ ଏକ ନୂଆ ଗେମିଂ ହେଡଫୋନ ଲଞ୍ଚ କରିଛି। ଯାହାର…

Google ଆପଣଙ୍କ ବିଷୟରେ କ’ଣ କ’ଣ ଜାଣିଛି? ଏହା ଜାଣିବା ପାଇଁ ଆପଣ ଏହି ଟିପ୍ସ ଫଲୋ କରି ପାରିବେ…

ଆଜିକା ସମୟରେ ଗୁଗଲ୍‌ର ଆବଶ୍ୟକତା ଏତେ ବଢ଼ି ଯାଇଛି ଯେ ଏହା ବିନା କୌଣସି କାର୍ଯ୍ୟ କଳ୍ପନା ସୁଦ୍ଧା କରାଯାଇ ପାରିବ ନାହିଁ। ସେ ବ୍ୟକ୍ତିଗତ କାର୍ଯ୍ୟ ହେଉ କି ଅଫିସ୍ କାର୍ଯ୍ୟ, ସବୁ ଜାଗାରେ ଗୁଗଲ ଦରକାର ପଡ଼ିଥାଏ। ଏହା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଗଲାଣି। ଏହା ଆମକୁ ବିଭିନ୍ନ…