ହ୍ଵାଟ୍ସଆପର ଭଏସ କଲକୁ କରନ୍ତୁ ରେକର୍ଡ, ଜାଣନ୍ତୁ ପ୍ରୋସେସ୍
ଆଜିର ସମୟରେ ବୋଧହୁଏ କୌଣସି ଏମିତି ବ୍ୟକ୍ତି ନାହାଁନ୍ତି ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍ ନାହିଁ ଏବଂ ସେ ହ୍ଵାଟ୍ସଆପ୍ ବ୍ୟବହାର କରୁନଥିବେ। ଅଧିକାଂଶ ଲୋକଙ୍କ ପାଇଁ ହ୍ଵାଟ୍ସଆପ୍ ନା କେବଳ ପର୍ସନାଲ ଲାଇଫ୍ ପାଇଁ ବରଂ ଅଫିସିଆଲୀ ପାଇଁ ମଧ୍ୟ ବ୍ୟବହାର କରାଯାଏ। ମେସେଜରେ ଚାଟିଙ୍ଗ…