Below header
Browsing Category

ଟେକ୍

ତେଲ ପକାଇବା ବେଳେ ଆଉ ହେବେନି ଠକାମିର ଶିକାର, ଏହି ଯନ୍ତ୍ର ପଠାଇବ ମୋବାଇଲ୍‌କୁ ନୋଟିଫିକେସନ୍‌

ପେଟ୍ରୋଲ ପମ୍ପରେ ଚାଲିଥିବା ତେଲ ଠକାମି ଉପରେ ରୋକ୍‌ ଲଗାଇବା ଏବେ ହେଲା ସହଜ। ତେଲ ଚୋରି ରୋକିବାକୁ ଏକ ନୂଆ ଉପକରଣ ବାହାରିଛି। ଏହି ଉପକରଣ ମାଧ୍ୟମରେ ଆପଣ ନିଜ ଗାଡ଼ିରେ କେତେ ତେଲ ପକାଇଲେ ସେ ବିଷୟରେ ଜାଣିପାରିବେ। ଗାଡ଼ିରେ କେତେ ପରିମାଣରେ ତେଲ ପଡ଼ିଲା ସେ ନେଇ ଗ୍ରାହକଙ୍କ ମୋବାଇଲ୍‌କୁ…

ହ୍ଵାଟ୍ସଆପରେ ଆସୁଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫିଚର, ଏବେ ଆପଣଙ୍କ କାମ ହୋଇଯିବ ଆହୁରି ସହଜ

ନିକଟରେ ହ୍ଵାଟ୍ସଆପ ଆଇଫୋନର ୟୁଜରମାନଙ୍କ ପାଇଁ ବିଟା ଭର୍ସନ ଜାରି କରିଥିଲା । ଏଥର ଆଇଫୋନର ବିଟା ଭର୍ସନରେ ଅନେକ ଭଲଫିଚର୍ସ ମଧ୍ୟ ଯୋଡାଯାଇଛି । ଆଇଫୋନର ନୂଆ ବିଟା ଭର୍ସନରେ ଫେସବୁକ ପେ ମଧ୍ୟ ଯୋଡାଯାଇଛି । ଏହାବ୍ୟତୀତ ନୂଆ ଅପଡେଟ ପରେ ଯଦି ଆପଣ କାହାକୁ ବ୍ଲକ କରିବେ ତାହେଲେ ତାକୁ…

ଅନ୍ୟ କାହା ଚାର୍ଜର ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ୍‌, ଚୋରି ହୋଇପାରେ ବ୍ୟକ୍ତିଗତ ତଥ୍ୟ

ପ୍ରାୟତଃ ଆମେ ରେଳ ଷ୍ଟେସନ୍‌, ଏୟାରପୋର୍ଟ ବା ହୋଟେଲରେ ନିଜ ମୋବାଇଲ୍‌ କିମ୍ବା ଟ୍ୟାବ୍‌ ଆଦିକୁ ସେଠାରେ ଲାଗିଥିବା ଚାର୍ଜରରେ ଚାର୍ଜ କରିଥାଉ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେଠାରେ ଫୋନ୍‌ ଚାର୍ଜ ହେବା ସହ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇଯିବ କିମ୍ବା ମୋବାଇଲ୍‌ରେ…

ନିଜ ଟେଲିକମ କମ୍ପାନୀ ସେବାରେ ଖୁସି ନାହାନ୍ତି କି, ଏମିତି କରନ୍ତୁ ନମ୍ବର ପୋର୍ଟେବିଲିଟି

ଯଦି ମୋବାଇଲ ଗ୍ରାହକଙ୍କ ମଧ୍ୟରେ ଏକ ସର୍ଭେ ଆରମ୍ଭ କରାଯାଏ । ତେବେ ହୁଏତ ୯୦ ପ୍ରତିଶତରୁ ଅଧିକ ଲୋକ ଏମିତି ମିଳିବେ ଯାହାଙ୍କୁ କି ନିଜ ନିଜ ଟେଲିକମ କମ୍ପାନୀ ମାନଙ୍କ ସେବାରେ ଜମା ଖୁସି ନ ଥିବେ । କିଏ ନେଟୱର୍କ ନେଇ ଖୁସି ନ ଥିବେ, ତ କିଏ ନିଜ କଲ ଡ୍ରପକୁ ନେଇ ଅଶାନ୍ତି ଥିବେ । ଆଉ କିଏ…

ଗତ ବର୍ଷ ତୁଳନାରେ ୪ ପ୍ରତିଶତ ବଢିଛି ଗାଡି ବିକ୍ରି, FADA ଜାରି କଲା ସୂଚନା

ଗତ ଅକ୍ଟୋବର ମାସରେ ବଢିଛି ଗାଡି ବିକ୍ରି। ଫେଡେରେସନ୍‌ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏସନ୍‌ -FADA ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅକ୍ଟୋବର ୨୦୧୮ ତୁଳନାରେ ୪ ପ୍ରତିଶତ ଅଧିକ ନୂଆ ଗାଡି ପଂଜିକରଣ ହୋଇଥିବା FADA କହିଛି। ଗତ ଅକ୍ଟୋବର ମାସରେ ୧୭ ଲକ୍ଷ ୯ ହଜାର ୬୧୦ଟି ନୂଆ ପଞ୍ଜିକରଣ…

ଆସନ୍ତା ଡିସେମ୍ବରରୁ ମହଙ୍ଗା ହେବ ମୋବାଇଲ୍‌ ସେବା

ଆସନ୍ତା ମାସରୁ ମହଙ୍ଗା ହେବ ମୋବାଇଲ ସେବା । ଏୟାରଟେଲ, ଭୋଡାଫୋନ୍‌ ଓ ଆଇଡିଆଇ ସେମାନଙ୍କ ଟାରିଫ୍‌ ବୃଦ୍ଧି କରୁଛନ୍ତି । ଉଭୟ ପ୍ରିପେଡ ଓ ପୋଷ୍ଟପେଡ ସେବାରେ ଟାରିଫ ବୃଦ୍ଧି ପାଇବ । ୫ରୁ ୧୦ ପ୍ରତିଶତ ବଢିବା ନେଇ ଆଶା କରାଯାଉଛି । କ୍ଷତି ଭରଣା କରିବାକୁ ଦର ବୃଦ୍ଧି ପାଇଁ ଏହି ତିନି…

ଭାରତୀୟ ସେନା ପାଇଁ ଏହି ବ୍ୟକ୍ତି ତିଆରି କରିଛନ୍ତି ଆଇରନ୍‌ ମ୍ୟାନ୍‌ ସୁଟ୍‌, ଗୁଳିବାଜିଲେ ବି କିଛି ହେବନି

ଉତ୍ତର ପ୍ରଦେଶ ବାରଣାସୀର ଜଣେ ଯୁବକ ଭାରତୀୟ ସେନା ବାହିନୀ ପାଇଁ ଆଇରନ୍‌ ମ୍ୟାନ୍‌ ସୁଟ୍‌ ତିଆରି କରିଛନ୍ତି। ଶତ୍ରୁ ସହ ଲଢ଼ିବା ବେଳେ ଏହି ସୁଟ୍‌ ଗୁଳିମାଡ଼ରୁ ଶରୀରକୁ ରକ୍ଷା କରିବ। ଏହି ସୁଟ୍‌କୁ ବାରଣାସୀର ଅଶୋକା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜ୍‌ମେଣ୍ଟରେ କାମ…

Googleର Best Game ଭାବେ ମନୋନୀତ ହେଲା ଇଣ୍ଡିଆନ ଏୟାରଫୋର୍ସର ଭିଡିଓ ଗେମ

ଇଣ୍ଡିଆନ ଏୟାର ଫୋର୍ସର ଭିଡିଓ ଗେମ Indian Airforce: A Cut Aboveକୁ Google ତରଫରୁ Best Game-2019 ପାଇଁ ୟୁଜର ଚଏସ ଗେମ କାଟାଗୋରୀରେ ନୋମିନେଟ କରିଛି। ଭାରତୀୟ ଏୟାରଫୋର୍ସ ନିଜ ପ୍ରଥମ ଭିଡିଓ ଗେମର ସଫଳତାରେ ବହୁତ ଖୁସି ଅଛି। ଏୟାରଫୋର୍ସ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ…

ବଦଳିଗଲା ହ୍ଵାଟ୍ସଆପର ଡିଜାଇନ, ଫଟୋରେ ଦେଖନ୍ତୁ ନୂଆ ଲୁକ

ହ୍ଵାଟ୍ସଆପ ନିଜର ଲାଟେଷ୍ଟ ବିଟା(Latest Beta)ରେ ନୂଆ ଅପଡେଟ ଜାରି କରିଛି ଯେଉଁଥିରେ ଆପକୁ ରିଡିଜାଇନ କରାଯାଇଛି । ଚଳିତବର୍ଷ କମ୍ପାନୀ ନିଜ ଆପରେ 'WhatsApp from facebook' ଟ୍ୟାଗ ଯୋଡିଥିଲା କିନ୍ତୁ ବର୍ତ୍ତମାନ ଏହାକୁ ବଦଳାଇ ଦିଆଯାଇଛି । ତଳେ ଦିଆଯାଇଥିବା ଫଟୋକୁ ଭଲଭାବେ ଦେଖିଲେ…

ଗବେଷଣାରୁ ଜଣ ପଡିଲା ଏପରି ତଥ୍ୟ, ପରିବାର ଓ ସମ୍ପର୍କକୁ ନେଇ କରାଯାଇଥାଏ ସର୍ବାଧିକ ଟ୍ୱିଟ

ଆଜିର ସମୟରେ ସବୁଠାରୁ ଅଧିକ ସୋସିଆଲ ମିଡିଆର ବ୍ୟବହାର କରାଯାଉଛି କାରଣ ଏହାଦ୍ୱାରା ଲୋକମାନେ ନିଜର ଅନୁଭବ ଏବଂ ଭାବନା ବ୍ୟକ୍ତ କରିପାରିଥାନ୍ତି । ନିକଟରେ ଏକ ରିପୋର୍ଟରୁ ଜଣାପଡିଛି ଯେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ୱିଟରର ବ୍ୟବହାରକାରୀମାନେ ପରିବାର ଏବଂ ସମ୍ପର୍କକୁ ନେଇ ଲକ୍ଷ ଲକ୍ଷ ଟ୍ୱିଟ…

ଶସ୍ତା ଦାମରେ ଭଲ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି କି? ତେବେ ଡିସକାଉଣ୍ଟରେ ଆଜି ହିଁ ଘରକୁ ଆଣନ୍ତୁ ଏହି ଦମଦାର…

ଫ୍ଲିପକାର୍ଟରେ ମୋବାଇଲ୍‌ ବୋନଂଜା (Mobile Bonanza) ସେଲର ଆଜି ହେଉଛି ଶେଷ ଦିନ। ପାଞ୍ଚ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ସେଲରେ ଯଦି ଆପଣ କିଣାକିଣି ନ କରିଛନ୍ତି ତେବେ ଏବେ ବି ସୁଯୋଗ ଅଛି, ତେବେ ଡେରି ନ କରି ଆଜି ଶେଷ ଦିନରେ କିଣନ୍ତୁ ନିଜ ପ୍ରିୟ ସ୍ମାର୍ଟଫୋନ। କାରଣ ଏହି ସେଲରେ…

ଗୁଗଲର ନୂଆ ଫିଚର, ଏବେ ଗୁଗଲ କହିବ କିପରି କରିବେ ଶବ୍ଦର ଠିକ ଉଚ୍ଚାରଣ

ଗୁଗଲ ସର୍ଚ୍ଚ ପାଇଁ ଏକ ନୂଆ ଫିଚର ଜାରି କରିଛି ଗୁଗଲ। ଯାହାଦ୍ୱାରା ଲୋକମାନେ ବର୍ତ୍ତମାନ ଏହା ଜାଣିପାରିବେ ଯେ ସେ ଉଚ୍ଚାରଣ କରୁଥିବା ଶବ୍ଦ ଠିକ କି ଭୁଲ । ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଯେକୌଣସି ଶବ୍ଦର ଠିକ ଉଚ୍ଚାରଣ କେବଳ ଶୁଣିପାରୁଥିଲେ କିନ୍ତୁ ଏହି ଫିଚର ଆସିବା ପରେ ଆପଣ ଠିକ ଉଚ୍ଚାରଣ…