Browsing Category

ଟେକ୍

Xiaomi ଆଣୁଛି ଇଲେକଟ୍ରିକ ବ୍ଲାଙ୍କେଟ୍‌, ଆପ୍ ସାହାଯ୍ୟରେ କରିପାରିବେ ଅନ୍-ଅଫ୍‌

ସାଓମି ଏକ ଖାସ୍ ପ୍ରକାରର କମ୍ବଳ ଲଞ୍ଚ କରିବାକୁ ଯାଉଛି। ଟେକ ଜଏଣ୍ଟ କ୍ରାଉଟ ଫଣ୍ଡିଂ ଜରିଆରେ ପିଏମଏ ଇଲେକଟ୍ରିକ ବ୍ଲାଙ୍କେଟକୁ ତିଆରି କରିବା ପାଇଁ କମ୍ପାନୀ ଘୋଷଣା କରିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନିକଟରେ କମ୍ପାନୀ ଆପ୍ କଣ୍ଟ୍ରୋଲ ମାଧ୍ୟମରେ ସ୍ମାର୍ଟ Mi ଇଲେକଟ୍ରିକ ହିଟର 1s…

ବଳାତ୍କାରୀ ମୁଁହରୁ ରକ୍ଷା କରି ମହିଳାଙ୍କ ଜୀବନ ବଞ୍ଚାଇଲା ଆପଲ ୱାଚ

ସାଧାରଣତଃ ଆପଲ ୱାଚର ଫାଇଦା ବିଷୟରେ ସମସ୍ତେ ଜାଣିଥିବେ କିନ୍ତୁ ଆପଲ ୱାଚ ଦ୍ୱାରା କାହାର ଜୀବନ ବଞ୍ଚିଯାଇଛି କିମ୍ବା କେହି ବଳାତ୍କାର ହେବାରୁ ରକ୍ଷା ପାଇଛି ସେ ବିଷୟରେ ଆପଣ କେବେ ଶୁଣିନଥିବେ । ଆଜି ଆମେ ଆପଣଙ୍କୁ ଏହି ୱାଚର ସେହି ସୁବିଧା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ପୂର୍ବରୁ…

ଲଞ୍ଚ ହେଲା ୩୨ ଇଞ୍ଚ ସ୍ମାର୍ଟ ଟିଭି, ମୂଲ୍ୟ ମାତ୍ର ୫,୯୯୯ ଟଙ୍କା

ଯଦି ଆପଣ ମଧ୍ୟ କୌଣସି ଶସ୍ତା ସ୍ମାର୍ଟ ଟିଭି ଖୋଜରେ ଅଛନ୍ତି ତେବେ ସାମି ଇନଫରମେଟିକସ୍ ଭାରତୀୟ ବଜାରରେ ସବୁଠାରୁ ଶସ୍ତା ୩୨ ଇଞ୍ଚର ସ୍ମାର୍ଟ ଟିଭିକୁ ଲଞ୍ଚ କରିଛି। ସାମିର ଏହି ୩୨ ଇଞ୍ଚର ସ୍ମାର୍ଟ ଟିଭିର ଦାମ ଜାଣିଲେ ଆପଣ ଖୁସିରେ ଝୁମିଉଠିବେ କାରଣ ଏହାର ଦାମ ହେଉଛି ମାତ୍ର ୫,୯୯୯ ଟଙ୍କା।…

ଲଞ୍ଚ ହେଲା ଭାରତରେ ନିର୍ମିତ ଏହି ୪ଜି ସ୍ମାର୍ଟଫୋନ, ଦାମ ରହିଛି ମାତ୍ର ୩,୮୯୯ଟଙ୍କା

ଦୀପାବଳି ଅବସରରେ ଭାରତୀୟ ମୋବାଇଲ ନିର୍ମାତା କମ୍ପାନୀ Lava ନୂଆ 4G ସ୍ମାର୍ଟଫୋନ Lava z41 ଲଞ୍ଚ କରିଛି। Lava z41 ଦୁଇଟି ରଙ୍ଗରେ ଉପଲବ୍ଧ ହେଉଛି। Lava z41ରେ 2500mAh ର ବ୍ୟାଟେରୀ ଦିଆଯାଇଛି ଏବଂ ଏହାର ମେମୋରୀକୁ ୧୨୮ଜିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ। ସୂଚନାଯୋଗ୍ୟ ଯେ Lava z41ର…

ରୋଟେଟିଙ୍ଗ୍ କ୍ୟାମେରା Samsung Galaxy A80 ଫୋନ ଶସ୍ତା ହେଲା ୮ହଜାର ଟଙ୍କା, ଜଲଦି କିଣନ୍ତୁ

ସାମସଙ୍ଗ ନିଜର ପ୍ରଥମ ରୋଟେଟିଙ୍ଗ୍ କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ samsung-galaxy-a80ର ଦାମକୁ ହ୍ରାସ କରିଛି। ସାମସଙ୍ଗ୍ ଗାଲାକ୍ସୀ ଏ୮୦କୁ ଆପଣ ୮ହଜାର ରିହାତି ସହିତ ୩୯,୯୯୦ ଟଙ୍କାରେ କିଣିପାରିବେ। ଆପଣଙ୍କୁ ଜଣାଇ ରଖିବାକୁ ଚାହିଁବୁ ଯେ ଭାରତରେ ଏହି ଫୋନକୁ ଯେତେବେଳେ ଲଞ୍ଚ…

WhatsAppର ନୂଆ ଫିଚର: ଏବେ ବିନା ଅନୁମତିରେ କେହି ଆପଣଙ୍କୁ ଗ୍ରୁପରେ କରିପାରିବେ ନାହିଁ ଆଡ୍

ଦୁନିଆର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ଵାଟ୍‌ସଆପ୍‌ ଏବେ ୟୁଜର୍ସଙ୍କ ପ୍ରାଇଭେସିକୁ ଦୃଷ୍ଟିରେ ରଖି ଆଉ ଏକ ନୂଆ ଫିଚର ଘୋଷଣା କରିଛି। ଏହି ଫିଚର ଅନୁସାରେ ଏବେ କୌଣସି ବ୍ୟକ୍ତି ଜଣଙ୍କ ବିନା ଅନୁମତିରେ ତାଙ୍କୁ ଗ୍ରୁପରେ ମିଶାଇପାରିବେ ନାହିଁ। ଏହି ଫିଚର ଆଣ୍ଡ୍ରଏଡ୍ ଓ ଆଇଓଏସ୍…

ଏସବୁ ସ୍ୱତନ୍ତ୍ରତା ଥିବା ଚେହେରାକୁ ମିଳିବ ୯୨ ଲକ୍ଷ ଟଙ୍କା, ଆପଣଙ୍କ ମୁହଁରେ ମଧ୍ୟ ନାହିଁ ତ ଏଭଳି ବିଶେଷତା

ଲଣ୍ଡନର ଜିୟୋମିକ୍‌ ନାମକ ଏକ ଟେକ୍‌ କମ୍ପାନୀ ଏକ ଏଭଳି ଚେହେରା ସନ୍ଧାନରେ ରହିଛି, ଯାହାକୁ ସେ ନିଜ ରୋବଟ୍‌ର ମୁହଁରେ ବ୍ୟବହାର କରିପାରିବ। କମ୍ପାନୀ ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୯୨ ଲକ୍ଷ ଦେବାକୁ ଘୋଷଣା କରିଛି। ମାତ୍ର ଏଥିପାଇଁ କମ୍ପାନୀ କେତେକ ସର୍ତ୍ତ ରଖିଛି। ସର୍ତ୍ତ ମୁତାବକ…

ଫେସବୁକର ଫେସ ସ୍କାନ ଟେକ୍ନୋଲୋଜି ବିବାଦ, ପ୍ରାଇଭେସି ଉପରେ ହସ୍ତକ୍ଷେପ ବୋଲି କହିଲା ଆମେରିକୀୟ କୋର୍ଟ

ଫେସବୁକର ଫେସ ସ୍କାନ ଟେକ୍ନୋଲୋଜି ଉପରେ ଉଠିଥିବା ବିବାଦ ଥମିବାର ନାଁ ନେଉନି । ଡାଟା ଦୁରୁପଯୋଗ ମାମଲାରେ ଫେସବୁକର ଅପିଲକୁ ନାମଞ୍ଜୁର କରିଦେଇଛି ଆମେରିକାର ଇଲିନୋଇସ ରାଜ୍ୟର କୋର୍ଟ । ଇଲିନୋଇସର ଲୋକେ ଫେସବୁକ ଉପରେ ୨.୪୮ ଲକ୍ଷ କୋଟି ଟଙ୍କାର କେସ କରିଛନ୍ତି। ଏହାସହ ପଢନ୍ତୁ ଯେକୌଣସି…

୨୦୨୦ ରେ ଆପଲ ଲଞ୍ଚ କରିବାକୁ ଯାଉଛି 5G iPhones

ଯଦି ଆପଣ ମଧ୍ୟ ଆପଲର 5G ଫୋନକୁ ଅପେକ୍ଷା କରିଛନ୍ତି ତାହେଲେ ଆସିଲା ଖୁସି ଖବର । କାରଣ ୨୦୨୦ରେ ଲଞ୍ଚ ହେବାକୁ ଥିବା ଆଇଫୋନରେ 5G ର ସପୋର୍ଟ ମିଳିପାରେ । 5G ଵାଲା ଆଇଫୋନକୁ ନେଇ ଏପରି ତଥ୍ୟ ଦେଇଛନ୍ତି ଆପଲ ଆନାଲିସିଷ୍ଟ ଡେନ ଇଭିସ । ଏହାସହ ପଢନ୍ତୁ ପୁଣି ଝଟକା ଦେଲା ରିଲାଏନ୍ସ ଜିଓ,…

ଆଜିଠାରୁ ଆରମ୍ଭ ହେବ ଆମାଜନର ଗ୍ରେଟ୍‌ ଇଣ୍ଡିଆ ଫେଷ୍ଟିଭାଲ ଦିଓ୍ଵାଲୀ ସ୍ପେଶାଲ୍‌ ଅଫର୍‌

ଆମାଜନ ଇଣ୍ଡିଆ ନିଜ ପ୍ଲାଟଫର୍ମରେ ପୁଣି ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭଲ-ଦିୱାଲୀ ସ୍ପେଶାଲ୍ (Amazon Great Indian festival diwali special sale) ସେଲର ଆୟୋଜନ କରିବାକୁ ଯାଉଛି । ଚଳିତ ବର୍ଷ ଏହା ତୃତୀୟ ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭଲ୍ ସେଲ୍ ଯେଉଁଥିରେ ସ୍ମାର୍ଟଫୋନ୍, ଲାପଟପ୍, କ୍ୟାମେରା,…

ଗଛ ଉଠାଇଲା ପୃଥିବୀର ପ୍ରଥମ ବଟନିକାଲ ସେଲ୍‌ଫି, ପ୍ରତି ୨୦ ସେକେଣ୍ଡରେ ଉଠାଉଛି ଗୋଟିଏ ଫଟୋ

ଆଜିିକାଲି ସେଲ୍‌ଫି ଉଠାଇବା ଏକ ସାଧାରଣ କଥା। ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ନିଜର ସେଲ୍‌ଫି ନେଉଥିବା ଦେଖିବାକୁ ମିଳୁଛି। କେବଳ ମଣିଷ ନୁହେଁ, ଗଛ ମଧ୍ୟ ସେଲ୍‌ଫି ଉଠାଉଛି। ପଢ଼ିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଏବେ ଏକ ଗଛ ନିଜ ଫଟୋ ନିଜେ ଉଠାଉଥିବା ଦେଖିବାକୁ ମିଳିଛି।…

WhatsAppରେ ଅନ୍ୟମାନଙ୍କ Status ଡାଉନ୍‌ଲୋଡ୍‌ କରିବା ଏବେ ହେଲା ସହଜ, ଜାଣନ୍ତୁ ସରଳ ଉପାୟ

WhatsApp ଷ୍ଟାଟସରେ ଷ୍ଟୋରୀ ଦେବା ଫିଚର ୨୦୧୭ ମସିହାରୁ ଆରମ୍ଭ କରିଛି। ଏହି ଫିଚର ଆସିବା ପରେ ବ୍ୟବହାରକାରୀ ଷ୍ଟାଟସରେ ନିଜର ଓ ପ୍ରିୟଜନଙ୍କ ଫଟୋ ଏବଂ ଭିଡିଓ ଅପ୍‌ଲୋଡ୍‌ କରୁଛନ୍ତି। ଏହା କେବଳ ୨୪ ଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କ ଷ୍ଟୋରୀରେ ଦୃଶ୍ୟମାନ ହେବ। ୨୪ ଘଣ୍ଟା ପରେ ଏହା ଆପେ ଆପେ…