Below header
Browsing Category

ଟେକ୍

ନିଜ ଟେଲିକମ୍‌ କମ୍ପାନୀ ଠାରୁ ହେଲେଣି କି ବୋର? ତେବେ ଏହି ସହଜ ଉପାୟ ଦ୍ୱାରା କରନ୍ତୁ ନମ୍ବର ପୋର୍ଟ

ଆପଣ ଶହ ଶହ ଲୋକଙ୍କୁ ଯଦି ପଚାରିବେ କଣ ଆପଣ ନିଜ ଟେଲିକମ୍‌ କମ୍ପାନୀ ସେବା ଦ୍ୱାରା ଖୁସି ଅଛନ୍ତି ? ତେବେ ସେମାନେ କହବେ ନା। କିଏ ନେଟଓ୍ଵାର୍କ ପାଇଁ ଚିନ୍ତିତ ତ ଆଉ କେହି କଲ୍‌ ଡ୍ରପ୍‌ ପାଇଁ ଚିନ୍ତାରେ। ସେହିପରି କିଏ ସ୍ଲୋ ଇଣ୍ଟରନେଟ ପାଇଁ ତ ଆଉ କେଉଁ କାରଣ ପାଇଁ, କିନ୍ତୁ ଏସବୁ ପରେ…

ବିନା ଇଣ୍ଟରନେଟରେ ଯେ କୌଣସି ବି ଫୋନରୁ କରନ୍ତୁ ଟଙ୍କା ଟ୍ରାନ୍ସଫର୍ : ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ଜୀବନକୁ ସରଳ ସୁନ୍ଦର କରିବା ପାଇଁ ମଣିଷ ଆଧୁନିକ ଜୀବନଶୈଳୀକୁ ଆପଣେଇ ନେଇଛି । ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ଫଳରେ ସ୍ମାର୍ଟଫୋନର ବ୍ୟବହାର କରୁଛି କେବଳ ବ୍ୟବହାର ନୁହେଁ ସ୍ମାର୍ଟଫୋନ ମାଧ୍ୟମରେ ନିଜର କେତେକ ଜରୁରୀ କାର୍ୟ୍ୟ ମଧ୍ୟ କରାଯାଇ ପାରୁଛି । ଡିଜିଟାଲାଇଜେସନ ମଣିଷକୁ ଏକ…

ଟିକ୍‌ଟକ୍‌ରେ ମାର୍କ ଜୁକରବର୍ଗଙ୍କ ସିକ୍ରେଟ୍‌ ଆକାଉଣ୍ଟ! କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ସମୟରେ ଟିକ୍‌ଟକ୍‌ ଆମେରିକାରୁ ନେଇ ଭାରତ ପଯ୍ୟର୍ନ୍ତ ସବୁଠି ଫେସ୍‌ବୁକ ପାଇଁ ମୁଣ୍ଡବିନ୍ଧାର କାରଣ ବନିଛି। ଟିକ୍‌ଟିକ୍‌ରୁ ଫେକ୍‌ବୁକକୁ କଡ଼ା ଚ୍ୟାଲେଞ୍ଜ ମିଳୁଛି। ଖବର ମୁତାବକ, ଟିକ୍‌ଟକ୍‌ର ବିଜିନେସ୍‌ ମେଡଲକୁ ବୁଝିବା ପାଇଁ ମାର୍କ ଜୁକରବର୍ଗ ସିକ୍ରେଟ ଆକାଉଣ୍ଟ ବନାଇଛନ୍ତି।…

ପୁଣିଥରେ ଚନ୍ଦ୍ରକୁ ପଠାଯିବ ଆଉ ଏକ ଯାନ, ଇସ୍ରୋର ଚନ୍ଦ୍ରୟାନ୍‌-୩ ପ୍ରସ୍ତୁତି ଆରମ୍ଭ

ଚନ୍ଦ୍ରୟାନ୍‌-୨ର ଆଂଶିକ ସଫଳତା ପରେ ଇସ୍ରୋ ବୈଜ୍ଞାନିକମାନେ ଭାଙ୍ଗି ନପଡ଼ି ପୂର୍ଣ୍ଣ ସଫଳତା ପାଇବାକୁ ପୁଣିଥରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ISRO) ଖୁବ୍‌ଶୀଘ୍ର ଚନ୍ଦ୍ରୟାନ୍‌-୩ ଲଞ୍ଚ୍‌ କରିବାକୁ ଯାଉଛି। ତେବେ ଇତି ମଧ୍ୟରେ ଚନ୍ଦ୍ରୟାନ୍‌-୨…

ଟ୍ଵିଟରିଆନ୍‌ଙ୍କ ପାଇଁ ଖୁସି ଖବର, ଏବେ ଟ୍ଵିଟ୍‌ କରିବା ବେଳେ ଆଉ ଅକ୍ଷର ସଂଖ୍ୟାକୁ ନେଇ କରିବାକୁ ପଡ଼ିବନି ଚିନ୍ତା

ଟ୍ଵିଟରରେ ସାଙ୍ଗସାଥୀଙ୍କୁ ଅଧିକ ମେସେଜ୍‌ ପଠାଇବାକୁ ଚାହୁଁଥିବା ୟୁଜର୍ସଙ୍କ ଲାଗି ଖୁସି ଖବର। ଖୁବ୍‌ଶୀଘ୍ର ଟ୍ଵିଟ୍‌ର ନିଜ ମାଇକ୍ରୋ ବ୍ଲଗିଂ ସାଇଟ୍‌ରେ ୧୦,୦୦୦ ଅକ୍ଷରରେ ଟ୍ଵିଟ୍‌ କରିବା ସୁବିଧା ଉପଲବ୍ଧ କରିବାକୁ ଯାଉଛି। ସାଧାରଣ ମେସେଜ୍‌ ଭଳି ଏବେ ଆପଣ ଟ୍ଵିଟରରେ ମଧ୍ୟ କ୍ୟାପସନ୍‌…

ସାବଧାନ ! ଫେସବୁକ ଗୁପ୍ତଭାବେ କରୁଛି ଆପଣଙ୍କ ଫୋନ କ୍ୟାମେରାର ବ୍ୟବହାର, ଦେଖନ୍ତୁ ଭିଡିଓ

ଦୁନିଆର ସବୁଠାରୁ ବଡ଼ ସୋସିଆଲ ମିଡ଼ିଆ ସାଇଟ ପୁଣିଥରେ ବିବାଦରେ । ପ୍ରତିଥର ଭଳି ଏଥର ମଧ୍ୟ ଫେସବୁକର ପ୍ରାଇଭେସିକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏଥର ଫେସବୁକର ନଜର ଆଇଫୋନ ୟୁଜର ମାନଙ୍କ ଉପରେ ରହିଛି । ଯଦି ଆପଣ ମଧ୍ୟ ଆଇଫୋନରେ ଫେସବୁକର ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କୁ ସତର୍କ…

ଆସନ୍ତା କାଲିଠାରୁ ଆରମ୍ଭ ହେବ ଫ୍ଲିପ୍‌କାର୍ଟ ସେଲ୍‌, ମୋବାଇଲ୍‌ରେ ପାଇବେ ଦମ୍‌ଦାର୍‌ ଅଫର୍‌

ଫ୍ଲିପ୍‌କାର୍ଟ ଦ୍ୱାରା ବିଗ୍‌ ମୋବାଇଲ୍‌ ବୋନାଂଜା ସେଲ୍‌ର ଆୟୋଜନ କରାଯାଇଛି। ଏହି ସେଲ୍‌ ଆସନ୍ତା ୧୪ ନଭେମ୍ବରରୁ ଆରମ୍ଭ ହେବ। ଏହି ପାଞ୍ଚ ଦିବସୀୟ ସେଲ୍‌ର ଶେଷ ତାରିଖ ୧୮ ନଭେମ୍ବର ରହିଛି। ଇ-କମର୍ସ କମ୍ପାନୀ ଦ୍ୱାରା ଏହି ଜରିଆରେ ଖୁବ୍‌ ସାରା ବ୍ରାଣ୍ଡର ସ୍ମାର୍ଟଫୋନରେ ମଧ୍ୟ ଡିସକାଉଣ୍ଟ…

ଗୋଟିଏ ସେଟ୍‌ଅପ ବକ୍ସରେ ମିଳିବ ବିଭିନ୍ନ କମ୍ପାନୀର ସେବା! ଖୁବ୍‌ଶୀଘ୍ର ଲାଗୁ ହେବ ନୂତନ ବ୍ୟବସ୍ଥା

ଏଣିକି ଗୋଟିଏ ସେଟ୍‌ଅପ ବକ୍ସରେ ଟିଭି ଚ୍ୟାନେଲ ବ୍ରଡ୍‌କାଷ୍ଟ କରୁଥିବା ଅଲଗା ଅଲଗା କମ୍ପାନୀର ସେବା ଉପଲବ୍ଧ ହୋଇପାରିବ। ସରକାର ଏହି ନୂତନ ବ୍ୟବସ୍ଥା ଖୁବ୍‌ଶୀଘ୍ର ଆଣିବାକୁ ଯାଉଛନ୍ତି। ସୋମବାର ଡିଜିଟାଲ ଟିଭି ବ୍ରଡ୍‌କାଷ୍ଟିଙ୍ଗ୍‌ ସେବା ପାଇଁ ସେଟ୍‌ଅପ ବକ୍ସ ଇଣ୍ଟରଅପରେବିଲିଟି ଉପରେ…

ପିଲାଙ୍କ ପାଇଁ ଲଞ୍ଚ୍‌ ହେଲା ଏହି ଖାସ୍‌ ଆପ୍‌, ମା’-ବାପାଙ୍କୁ ମେସେଜ୍‌ ବିନା ଖୋଲିବ ନାହିଁ ଫୋନ୍‌ ଲକ୍‌

ଆଜିକାଲି ସ୍ମାର୍ଟଫୋନ୍‌ ପଛରେ ପିଲା ହୁଅନ୍ତି କି ବୁଢ଼ା, ସମସ୍ତେ ଧାଇଁଛନ୍ତି। ଏପରି କି, ସାର୍ବଜନୀନ ସ୍ଥାନରେ କୌଣସି ଅଘଟଣ ଘଟିଲେ ବି ଲୋକେ ଦୃଶ୍ୟ ଦେଖିବା ବଦଳରେ ନିଜ ମୋବାଇଲ୍‌ ଫୋନ୍‌ ଦେଖିଥାଆନ୍ତି। ତେବେ ଏହାରି ଭିତରେ ସ୍ମାର୍ଟଫୋନ୍‌ର ସବୁଠାରୁ ଅଧିକ ପ୍ରଭାବ ଛୋଟ ଛୁଆଙ୍କ ଉପରେ…

ସାମ୍ନାକୁ ଆସିଲା ନାସାର ପ୍ରଥମ ଇଲେକ୍ଟ୍ରିକ୍‌ ବିମାନ

ନାସାର ପ୍ରଥମ ଅଲ୍‌ ଇଲେକ୍ଟ୍ରିକ୍‌ ବିମାନ ଏକ୍ସ-୫୭ ମ୍ୟାକ୍ସେଓ୍ଵଲ ଗତ ଶୁକ୍ରବାର ଦିନ ସାମ୍ନାକୁ ଆସିଛି। ଏହା କାଲିଫର୍ଣ୍ଣିୟାର ଏରୋନୋଟିକ୍ସ ଲ୍ୟାବରେ ତିଆରି କରାଯାଇଥିଲା। ଏଥିରେ ଇଟାଲୀରେ ନିର୍ମିତ ହୋଇଥିବା ଟେକନେମ ପି ୨୦୦୬ଟି ଡବଲ ଇଞ୍ଜିନ୍‌ ପ୍ରୋପେଲର ଲାଗିଛି। ୨୦୧୫ରୁ ଏହି ବିମାନ…

ଆପଣଙ୍କ ମୋବଇଲରୁ ତୁରନ୍ତ ଡିଲିଟ୍‌ କରନ୍ତୁ ଏହି ଆପ୍‌, ନଚେତ ଖାଲି ହୋଇଯାଇପାରେ ଆକାଉଣ୍ଟ

ଏଇ କିଛି ଦିନ ଭିତରେ ସାଇବର ଆଟାକ ବହୁତ କମ୍‌ ହେଉଥିବା ଦେଖୁବାକୁ ମିଳୁଛି। ଉଭୟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ନିଜ ନିଜ ପ୍ଲାଟଫର୍ମରୁ ଅନେକ ଭାଇରସ୍‌ ଆପକୁ ହଟାଇଛନ୍ତି କାରଣ ହ୍ୟାକର୍ସ ଏହି ସବୁ ଆପ୍ଲିକେସନ ଜରିଆରେ ଲୋକଙ୍କୁ ନିଜର ଶିକାର ବନାଉଛନ୍ତି। ଏହାସହିତ ସେମାନଙ୍କର ବ୍ୟକ୍ତିଗତ…

ଏଣିକି ଇନ୍‌ଷ୍ଟାଗ୍ରାମ୍‌ରୁ ମଧ୍ୟ ଆପଣ ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା

ଭାରତରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ହେଉଛି ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌। ଲୋକମାନେ ଏହି ଆପ୍‌ ବ୍ୟବହାର କରି ସାଙ୍ଗସାଥୀ ବନ୍ଧୁପରିଜନଙ୍କ ସହ କଥାବାର୍ତ୍ତା ହେବା ସହ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। କିନ୍ତୁ ଖୁବ୍‌ କମ୍‌ ଲୋକ ଇନ୍‌ଷ୍ଟାଗ୍ରାମ୍‌ରୁ…