Browsing Category

ଟେକ୍

ଫେସବୁକକୁ ପଞ୍ଚମସ୍ତମ୍ଭ କହିଲେ ଜୁକରବର୍ଗ, ସୋସିଆଲ ମିଡିଆ କାରଣରୁ ଲୋକଙ୍କ ହାତରେ ରହୁଛି କ୍ଷମତା

ଫେସବୁକର ଫାଉଣ୍ଡର ଏବଂ ସିଇଓ ମାର୍କ ଜୁକରବର୍ଗ ଫେସବୁକକୁ ଦୁନିଆର ପଞ୍ଚମ ସ୍ତମ୍ଭ ବୋଲି କହିଛନ୍ତି । ଜୁକରବର୍ଗଙ୍କ କହିବା ଅନୁଯାୟୀ ସୋସିଆଲ ମିଡ଼ିଆ କାରଣରୁ ଆଜି ଜଣେ ସାଧାରଣ ଲୋକ ହାତରେ କ୍ଷମତା ରହିପାରୁଛି । ଲୋକମାନେ ନିଜର ମତକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ସାରା ଦୁନିଆ ପାଖରେ…

ଯେକୌଣସି ଫିଙ୍ଗରପ୍ରିଣ୍ଟରେ ଖୋଲି ଯାଉଛି ସାମସଙ୍ଗ ଗ୍ୟାଲେକ୍ସି S10, ଅତିଶୀଘ୍ର ଅପଡେଟ ଜାରି କରିବ କମ୍ପାନୀ

ଗତ ଶୁକ୍ରବାର ସାମସଙ୍ଗ ନିଜର ଗ୍ୟାଲେକ୍ସି S10 ମଡେଲ ପାଇଁ ସିକ୍ୟୁରିଟି ଅପଡେଟ ଜାରି କରିବାର ଘୋଷଣା କରିଛି । ଏହି ଅପଡେଟ ସହିତ ସେହି ବଗ ମଧ୍ୟ ଫିକ୍ସ ହୋଇଯିବ ଯେଉଁ କାରଣରୁ ଗ୍ୟାଲେକ୍ସି S10, ଗ୍ୟାଲେକ୍ସି S10 ପ୍ଲସ ଏବଂ ଗ୍ୟାଲେକ୍ସି ନୋଟ 10 ସିରିଜର ଫିଙ୍ଗରପ୍ରିଣ୍ଟ ସେନସର ଅନ୍ୟ…

Vivoର ଏହି ଫୋନରେ ରହିଛି ୪୮ ମେଗାପିକ୍ସେଲ ସହିତ ଟ୍ରିପଲ ରିୟର କ୍ୟାମେରା, କିଣିଲେ ମିଳିବ ବମ୍ପର ଡିସକାଉଣ୍ଟ

ଚାଇନା ସ୍ମାର୍ଟଫୋନ କମ୍ପାନୀ ଭିଭୋ Z–ସିରିଜରେ ୮ ଜିବି ରାମ ବିଶିଷ୍ଟ ନୂଆ ଫୋନ 'Z 1 X' ଭେରିୟଣ୍ଟକୁ ଲଞ୍ଜ କରିଛି। କମ୍ପାନୀ ଏହାର ଦାମ ୨୧,୯୯୦ ଟଙ୍କା ରଖିଛି। ଏହି ସ୍ମାର୍ଟଫୋନ ‘ଫ୍ୟୁଜନ ବ୍ଲୁ’ ଭେରିୟଣ୍ଟରେ ଲଞ୍ଚ କରାଯିବ, ଯାହା ନିକଟରେ ଲଞ୍ଚ ହୋଇଥିବା Z1 Xର ଅପଗ୍ରେଡ ଭେରିୟଣ୍ଟ। ଏହି…

Asus ଭାରତରେ ଲଞ୍ଚ କରିଛି ଡବଲ ସ୍କ୍ରୀନର ଲାପଟପ୍‌, ଜାଣନ୍ତୁ ଦାମ ଏବଂ ଫିଚର୍ସ

ଫେଷ୍ଟିଭ୍ ସିଜନରେ ଆସସ୍ ନିଜର ଫ୍ଲାଗସିପ ଲାପଟପ Asus Zenbook Pro Duoକୁ ଭାରତରେ ଲଞ୍ଚ କରିଛି। କମ୍ପାନୀ ZenBook Pro Duo (UX581)କୁ ୨,୦୯,୯୯୦ ଲକ୍ଷ ଟଙ୍କା ଏବଂ ZenBook Duo (UX481) ୮୯,୯୯୦ ହଜାର ଟଙ୍କା ଦାମରେ ଲଞ୍ଚ ହୋଇଛି। Asus ZenBook Pro Duoକୁ ମାର୍କେଟରେ…

ସଙ୍ଗୀତ ପ୍ରେମୀଙ୍କ ପାଇଁ ଖୁସି ଖବର, ଭାରତରେ ଲଞ୍ଚ୍‌ ହେଲା ୫୦ ଓ୍ଵାଟ୍‌ର ଟ୍ରଲି ସ୍ପିକର

ଇଲେକ୍ଟୋନିକ୍‌ କମ୍ପାନୀ ଜୁକ୍‌(ZOOOK) ଭାରତୀୟ ବଜାରରେ ନୂଆ ବ୍ଲୁ-ଟୁଥ୍‌ ଟ୍ରଲି ସ୍ପିକର (Rocker Thunder XL) ଲଞ୍ଚ୍‌ କରିଛି। ଏଥିରେ ୫୦ ଓ୍ଵାଟ୍‌ର ସ୍ପିକର ରହିଛି। ଗୀତ ପ୍ରେମୀଙ୍କ ପାଇଁ ଏଥିରେ ୱେୟାରଲେସ୍‌ ମାଇକ ଏବଂ କେରିଓକେ ମଧ୍ୟ ଦିଆଯାଇଛି। ରକର ଥଣ୍ଡର ଏକ୍ସଏଲ୍‌ରେ…

ଫେସବୁକ ଦେଶର ୨.୫୦ ଲକ୍ଷ ମହିଳାଙ୍କୁ ଦେବ ଟ୍ରେନିଂ, କରାଇବ ଡିଜିଟାଲ ଲେଡି

ଦୁନିଆର ସବୁଠାରୁ ବଡ ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍ ଭାରତର ଆଦିବାସୀ ମହିଳାଙ୍କୁ ଟେକନିକାଲରେ ପ୍ରଶିକ୍ଷିତ କରିବା ପାଇଁ ଡିଜିଟାଲ ବେଟି ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ଫେସବୁକ ଭାରତ ସରକାରଙ୍କ ସାହାଯ୍ୟ ନେବ। ଏହାଦ୍ୱାରା ଗ୍ରାମୀଣ ଅଞ୍ଚଳର ଆଦିବାସୀ ମହିଳାଙ୍କୁ ଇଣ୍ଟରନେଟ…

Google ଲଞ୍ଚ କଲା Wireless Pixel Buds, ମାତ୍ର କିଛି ମୂହୁର୍ତ୍ତରେ ଅନେକ ଭାଷାରେ କରିପାରିବ ଅନୁବାଦ

ଗୁଗଲ ପକ୍ଷରୁ ଗୁଗ୍‌ଲ ପିକ୍ସେଲ ୪ ଏବଂ ପିକ୍ସେଲ ୪ XL ଆରମ୍ଭ କରିଛି। ଏହି ଇଭେଣ୍ଟରେ ଗୁଗଲ ପିକ୍ସେଲ ବଡ୍‌ସ ମଧ୍ୟ ଲଞ୍ଚ କରିଛି। ଗୁଗ୍‌ଲର ଏହି ୱେୟାରଲେସ ବଡସର ସ୍ୱତନ୍ତ୍ରତା ଏହା ରହିଛି କି, ଏହା ରିଅଲ ଟାଇମରେ ଅନେକ ଭାଷାରେ ମଧ୍ୟ ଅନୁବାଦ କରିପାରିବ। କିନ୍ତୁ ଏହା ବଜାରକୁ ୨୦୨୦ରେ ଆସିବ।…

ଦୁଇ ମାସ ପରେ ଆରମ୍ଭ ହୋଇପାରେ ହ୍ୱାଟ୍ସଆପ୍ ପେମେଣ୍ଟ ସେବା

ହ୍ୱାଟ୍ସଆପ୍ ର ପେମେଣ୍ଟ ସର୍ଭିସ୍ ପାଇଁ କରାଯାଉଥିବା ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ ଆଗାମୀ ଦୁଇ ମାସ ମଧ୍ୟରେ ଡାଟା ଲୋକେଲାଇଜେସନ୍ ନିୟମ ପାଳନ ପୂରା କରିଦେବ । ଏହାପରେ ହ୍ୱାଟ୍ସଆପ୍ ଦୁଇ ମାସ ପରେ ଦେଶରେ ନିଜର ପେମେଣ୍ଟ ସର୍ଭିସ୍ ଆରମ୍ଭ କରିପାରିବ । ଭାରତୀୟ…

ଆପଣଙ୍କ ହ୍ଵାଟସଅପ୍ ପ୍ରୋଫାଇଲ୍ ଆଜି କିଏ ଚେକ୍ କରିଛନ୍ତି ଏହି ଟ୍ରିକ୍ ସାହାଯ୍ୟରେ ଜାଣନ୍ତୁ

ମ୍ୟାସେଜିଙ୍ଗ ପ୍ଲାଟଫର୍ମ ହ୍ଵାଟସଅପ୍ ଦୁନିଆରେ ବହୁତ ଲୋକପ୍ରିୟ ଆପ୍ ହୋଇଥିବାବେଳେ ଏବଂ କୋଟି ୋକଟି ୟୁଜର୍ସ ଏଥିରେ ପ୍ରାୟ ପ୍ରତ୍ୟେକଦିନ ଚାଟିଂ ଏବଂ ମେସେଜ୍ କରୁଛନ୍ତି। ଏହି ପ୍ଲାଟଫର୍ମ ସହିତ ଅନେକ ଦେଶରେ ସବୁ ବୟସର ଏବଂ ସବୁ ଯାଗାର ଲୋକ ଯୋଡି ହେଉଛନ୍ତି। ଏଥିରେ ୟୁଜର୍ସ କାହାକୁ ମେସେଜ୍…

ଫୋନ୍‌ ଗ୍ୟାଲେରୀରୁ Whatsappର ଫଟୋ ଲୁଚାଇବା ପାଇଁ ଆପଣାନ୍ତୁ ଏହି ଉପାୟ…

ହ୍ଵାଟ୍ସଆପ୍‌ ଏବେ ସାରା ଦୁନିଆର କୋଟି କୋଟି ଲୋକଙ୍କ ମନପସନ୍ଦର ଆପ୍‌ ଭାବେ ବ୍ୟବହୃତ ହେଉଛି । ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ସହ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଭାବେ ଏହି ମେସେଜିଂ ଆପ୍‌ ବ୍ୟବହାର କରାଯାଉଛି। ହ୍ଵାଟ୍ସଆପ୍‌ କମ୍ପାନୀ ମଧ୍ୟ ବ୍ୟବହାରକାରୀଙ୍କ ପସନ୍ଦକୁ ଦୃଷ୍ଟି ରଖି ଏହି…

Apple ଆସନ୍ତା ବର୍ଷ କରିବ ନିଜର ସବୁଠୁ ଶସ୍ତା ଫୋନକୁ ଲଞ୍ଚ, ଆଇଫୋନ ୮ ଭଳି ରହିବ ଡିଜାଇନ୍‌

ଆମେରିକାର ପୁରାତନ ଟେକ୍ କମ୍ପାନୀ ଆପଲ ଆଗାମୀ ବର୍ଷ ବହୁତ କମ୍ ଦାମରେ ଆଇଫୋନ୍ ଏସଇ(Iphone SE2)କୁ ଲଞ୍ଚ କରିବାକୁ ଯାଉଛି। କମ୍ପାନୀର ଏହି ଫୋନକୁ ନେଇ ପୂର୍ବରୁ ବହୁତ ରିପୋର୍ଟ ଲିକ ହୋଇସାରିଛି ଯେଉଁଥିରେ ଫିଚର୍ସର ମଧ୍ୟ ଖୁଲାସା ହୋଇଥିଲା। ନିକଟରେ ଆଇଫୋନ ଏସଇ୨କୁ ନେଇ ଏକ ରିପୋର୍ଟ…

ବଜାରକୁ ଆସିଲା ସ୍ମାର୍ଟ ମିରର, ଯାହା ଦେବ ଫିଟନେସ ଟ୍ରେନିଂ

ଆଧୁନିକ ଯୁଗରେ ସ୍ମାର୍ଟ ଜିନିଷ ଗୁଡିକର ଚାହିଦା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଅଳ୍ପ ସମୟ ଭିତରେ ଅଧିକ କାମ କରିବା କ୍ଷେତ୍ରରେ ହିଁ ଏଗୁଡିକ କାମରେ ଆସିଥାଏ । ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଏଗୁଡ଼ିକୁ ଆଦରିଲେଣି । ଆଉ ମଧ୍ୟ ବିଶ୍ବର  ନାମୀଦାମୀ କମ୍ପାନୀ ସ୍ମାର୍ଟ…