Browsing Category

ଟେକ୍

ଏହି ଦୁଇ ମହିଳା ଅନ୍ତରୀକ୍ଷରେ ରଚିବାକୁ ଯାଉଛନ୍ତି ଇତିହାସ, ଜାରିହେଲା ଏପରି ଭିଡିଓ

ଦୁଇଜଣ ମହିଳା ମିଶି ଅନ୍ତରୀକ୍ଷରେ ଇତିହାସ ରଚିବାକୁ ଯାଉଛନ୍ତି । ସ୍ପେସୱାକ କରିବେ ମହିଳା । ଅନ୍ତରୀକ୍ଷ ବିଜ୍ଞାନର ଇତିହାସରେ ଏପରି ପ୍ରଥମ ଥର ଦେଖିବାକୁ ମିଳିବ ଯେଉଁଠି ଦୁଇଜଣ ମହିଳା ଏକାସାହିତ ସ୍ପେସୱାକ କରିବାକୁ ଯାଉଛନ୍ତି । ଅକ୍ଟୋବର ୨୧ ତାରିଖରେ ଏହି ଇତିହାସ ରଚାଯିବ । ଏହି…

Samsung ଲଞ୍ଚ୍‌ କଲା ତିନିଟି କ୍ୟାମେରାଯୁକ୍ତ ଶସ୍ତା ସ୍ମାର୍ଟଫୋନ୍‌, ଜାଣନ୍ତୁ କ’ଣ ରହିଛି ଫିଚର

ସାମସଙ୍ଗ୍‌ A ସିରିଜ୍‌ର ଏକ ନୂଆ ଫୋନ୍‌ Galaxy A20s ଲଞ୍ଚ୍‌ କରିଛି। ଏହି ଫୋନ୍‌ର ବିଶେଷତ୍ୱ ହେଉଛି ଏଥିରେ ଥିବା ଟ୍ରିପଲ କ୍ୟାମେରା। କମ୍ପାନୀ ଭାରତରେ ଏହି ଫୋନ୍‌କୁ ଦୁଇଟି ରଙ୍ଗରେ ଲଞ୍ଚ୍‌ କରିଛି। ୩ ଜିବି ରାମ ସହ ୩୨ ଜିବିର ଷ୍ଟୋରେଜ୍‌ ଥିବା ଫୋନ୍‌ର ଦାମ୍‌ ୧୧,୯୯୯ ଟଙ୍କା ଥିବା…

ଆପଣଙ୍କ ସ୍ମାର୍ଟଫୋନ ପାଇଁ କ୍ଷତିକାରକ ହୋଇଥାଏ ଏହି ସବୁ ଆପ୍ସ, ଜଲଦି କରନ୍ତୁ ଡିଲିଟ୍‌

ଆପଣମାନେ ଆଣ୍ଡ୍ରୋଏଡ୍‌ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତେବେ ଏହି ୫ଟି ଆପ୍ସକୁ ଫୋନରେ ରଖନ୍ତୁ ନାହିଁ। କାରଣ ଏହି ଆପ୍ସ ବଡ ଦାବି କରିଥାଏ। ଏହା ବ୍ୟତୀତ ଆପଣଙ୍କ ସ୍ମାର୍ଟଫୋନକୁ ମଧ୍ୟ ପ୍ରଭାବିତ କରିଥାଏ। ସ୍ପିଡ୍‌ ବୁଷ୍ଟ ଦାବି କରିବା ଆପ୍ସ ଅନେକ ଗୁଡିଏ ରହିଥାଏ। ପୋନ ସ୍ଲୋ ହେବା ମାତ୍ରେ…

ଅନଲାଇନରେ ମଗାଇଥିବା ଫୋନ ଅସଲି ନା ନକଲି କେମିତି ଜାଣିବେ, ଆପଣାନ୍ତୁ ଏହି ଟ୍ରିକ

ଭାରତୀୟ ବଜାରରେ ଶସ୍ତା ଠାରୁ ଆରମ୍ଭ କରି ପ୍ରିମିୟମ ପର୍ଯ୍ୟନ୍ତ ବିଭିନ୍ନ କିସମର ସ୍ମାର୍ଟ ଫୋନ ଉପଲବ୍ଧ ହେଉଛି । ଏତେ କିସମର ଫୋନ ମିଳୁଥିବାରୁ ଭାରତୀୟ ମାନେ ଫୋନ ଚୟନ କରିବାରେ ମଧ୍ୟ ବେଶ ଅସୁବିଧା ମନେକରନ୍ତି । କୋଉ ଫୋନ କିଣିବେ କୋଉଟା କିଣିବେନି ଏଥି ନେଇ ବହୁ ସମୟରେ ଦ୍ବନ୍ଦରେ …

ଇନଷ୍ଟାଗ୍ରାମ ଆଣିଲା ନୂଆ ଫିଚର , ଟ୍ରୋଲର ମାନଙ୍କ ଉପରେ ଏପରି ଲଗାଯିବ ରୋକ

ଫେସବୁକର ଇନଷ୍ଟାଗ୍ରାମ ଏବେ ନିଜର ୟୁଜର୍ସ ମାନଙ୍କ ପାଇଁ ଏକ ନୂଆ ଫିଚର ଜାରି କରିଛି । ଏହି ଫିଚରର ନାମ ହେଉଛି Restrict । ଏହି ଫିଚରଟି ୟୁଜର୍ସ ମାନଙ୍କୁ ଫାଲତୁରେ କମେନ୍ଟ କରୁଥିବା ଲୋକ ଏବଂ ଟ୍ରୋଲର ମାନଙ୍କ ଠାରୁ ବଞ୍ଚାଇବ । ଏହି ଫିଚରର ଅପଡେଟ ଆସିବା ପରେ କମେଣ୍ଟ ସେକ୍ସନରେ ଲେଫ୍ଟ…

ଏବେ ଗୁଗଲ୍‌ କହିବ ଆଖପାଖରେ କେଉଁଠାରେ ରହିଛି ସାର୍ବଜନୀନ ଶୌଚାଳୟ, ଜାରି ହେଲା ନୂତନ ଫିଚର

ଗୁଗଲ୍‌ ଏବେ ନିଜ ମ୍ୟାପ୍‌ ଆପ୍‌ରେ ଏକ ନୂଆ ଫିଚର ଯୋଗ କରିଛି। ମ୍ୟାପ୍‌ରେ ଗୁଗଲ୍‌ ତରଫରୁ ସାର୍ବଜନୀନ ଶୌଚାଳୟ ଫିଚର ଦିଆଯାଉଛି। ଗୁଗଲ ମ୍ୟାପ୍‌ ଦେଶର ୨୩୦୦ରୁ ଅଧିକ ସହରରେ ୫୭୦୦୦ରୁ ଅଧିକ ସାର୍ବଜନୀନ ଶୌଚାଳୟର ତାଲିକା କରିଛି। ଏନେଇ ସୂଚନା ଦେବା ଅବସରରେ ଗୁଗଲ ମ୍ୟାପର ବରିଷ୍ଠ ପରିଯୋଜନା…

ସାଇବର କ୍ରାଇମ୍‌ ରୋକିବାକୁ ଏକାଠି ହେଲେ ଏହି ୭ କମ୍ପାନୀ, ଗୁଗଲ୍‌ ଠାରୁ ନେବେ ସାହାଯ୍ୟ

ଟେକ୍ନୋଲୋଜିରେ ଯେତିକି ଯେତିକି ଉନ୍ନତି ଘଟୁଛି ସେହି ଅନୁପାତରେ ଠକାମି ମଧ୍ୟ ବଢ଼ିବାରେ ଲାଗିଛି। ହ୍ୟାକରମାନେ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ପନ୍ଥା ଅବଲମ୍ବନ କରୁଛନ୍ତି। ପ୍ରତିଦିନ ସାଇବର କ୍ରାଇମ୍‌ ଘଟଣା ସାମ୍ନାକୁ ଆସୁଛି, ଯେଉଁଥିରେ ଲୋକଙ୍କର ଲକ୍ଷ ଲକ୍ଷ ଟଙ୍କା ଚୋରି ହେଉଛି। ଏଭଳି…

ଖୁବ୍‌ଶୀଘ୍ର ହ୍ଵାଟ୍ସଆପ୍‌ରେ ଆସିବାକୁ ଯାଉଛି ଏହି ନୂତନ ଫିଚର, ଜାଣନ୍ତୁ କ’ଣ ହୋଇଛି ଅପ୍‌ଡେଟ୍‌

ଇନ୍‌ଷ୍ଟାଣ୍ଟ ମଲ୍ଟିମିଡିଆ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ ଏବେ ଅପ୍‌ଡେଟ୍‌ ହେବାକୁ ଯାଉଛି। ଏହି ଆପ୍‌ ଖୁବ୍‌ଶୀଘ୍ର ସବୁଠାରୁ ବଡ଼ ଫିଚର ଜାରି କରିବାକୁ ଯାଉଛି। ହ୍ଵାଟ୍ସଆପ୍‌ର ଫିଚରକୁ ଟ୍ରାକ୍‌ କରୁଥିବା ସାଇଟ୍‌ WABetaInfo ଦାବି କରିଛି ଯେ ହ୍ଵାଟ୍ସଆପ୍‌ ଏକ ଏଭଳି ଫିଚରରେ କାମ କରୁଛି…

ଭାରତରେ ଲଞ୍ଚ ହେଲା Samsung Galaxy Fold, ଜାଣନ୍ତୁ ଏହାର ଅନ୍ୟ ଫିଚର

କୋରିଆର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Samsung ଆଜି ଭାରତରେ ପ୍ରଥମ ଫୋଲଡ଼ ହେଉଥିବା ଫୋନ ‘ଗାଲାକ୍ସୀ ଫୋଲଡ୍‌’ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ କମ୍‌ ଟାବଲେଟର ଦାମ ଭାରତରେ 1,64,999 ଟଙ୍କା ରହିଛି। ରିଟେଲ ଆଉଟଲେଟସ୍‌ ଏବଂ ପ୍ରି-ବୁକ୍‌ ମୋଡ୍‌ ଜରିଆରେ କମ୍ପାନୀ ଏହାର ବିକ୍ରି କରିବ…

ମାତ୍ର 29,999ଟଙ୍କାରେ କିଣନ୍ତୁ Samsung Galaxy S9, ଦେଖନ୍ତୁ ଫ୍ଲିପକାର୍ଟର ଆକର୍ଷଣୀୟ ଅଫର

ଦେଶର ପ୍ରମୁଖ ଇ କମର୍ସ ସାଇଟ ଫ୍ଲିପକାର୍ଟର ବିଗ ବିଲିୟନ ଡେ ସେଲ ଆରମ୍ଭ ହୋଇଛି। ଏହି ସେଲ ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଚାଲିବ। ଗ୍ରାହକଙ୍କୁ ଏହି ସେଲରେ ସମସ୍ତ ଇଲେକ୍ଟ୍ରୋନିକ ପ୍ରଡକ୍ଟ ଉପରେ ବମ୍ପର ଡିସ୍କାଉଣ୍ଟ ସମେତ ଆକର୍ଷକ ଅଫର ମିଳିବ। ଏଥିସହ ଲୋକଙ୍କୁ…

ଆସନ୍ତା ଫେବୃଆରୀରୁ ଏହିସବୁ ଫୋନ୍‌ରେ ଆଉ କାମ କରିବନି ହ୍ଵାଟ୍ସଆପ୍‌

ବର୍ତ୍ତମାନ ସମୟରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଭାବେ ହ୍ଵାଟ୍ସଆପ୍‌ ବ୍ୟବହାର କରାଯାଉଛି। ସାଙ୍ଗସାଥୀ ହୁଅନ୍ତୁ ଅବା ବନ୍ଧୁ ପରିଜନ ମାତ୍ର କିଛି ସେକେଣ୍ଡରେ ସମ୍ପର୍କ ସ୍ଥାପନ କରିବାର ସବୁଠାରୁ ସହଜ ମାଧ୍ୟମ ସାଜିଛି ହ୍ଵାଟ୍ସ ଆପ୍‌। ଏଥିରେ ଆମେ ଖୁବ୍‌ ସହଜରେ ପରସ୍ପର ସହିତ ଫଟୋ, ଫାଇଲ୍‌,…

Nokia ର ଏହି ଫୋନ୍‌ରେ ମିଳିବ ଆଣ୍ଡ୍ରଏଡ୍‌ ୧୦ ଗୋ ଏଡିସନ୍‌ର ସପୋର୍ଟ, ଏଚ୍‌ଏମ୍‌ଡି ଦେଲେ ସୂଚନା

ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ନୋକିଆ ଏଣ୍ଟ୍ରି ଲେବଲ ଫୋନ୍‌ରେ ଖୁବ୍‌ଶୀଘ୍ର ଆଣ୍ଡ୍ରଏଡ୍‌ ୧୯ ଗୋ ଏଡିସନ୍‌ର ସର୍ପୋଟ ଦେବାକୁ ଯାଉଛି। ଏନେଇ ଏଚ୍‌ଏମ୍‌ଡି ଗ୍ଲୋବାଲର ମୁଖ୍ୟ ଅଧିକାରୀ Juho Sarvikas ନିଜ ଟ୍ଵିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ନୋକିଆ ୨.୧, ୧…