Browsing Category

ଟେକ୍

ଆସନ୍ତା ଫେବୃଆରୀରୁ ଏହିସବୁ ଫୋନ୍‌ରେ ଆଉ କାମ କରିବନି ହ୍ଵାଟ୍ସଆପ୍‌

ବର୍ତ୍ତମାନ ସମୟରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଭାବେ ହ୍ଵାଟ୍ସଆପ୍‌ ବ୍ୟବହାର କରାଯାଉଛି। ସାଙ୍ଗସାଥୀ ହୁଅନ୍ତୁ ଅବା ବନ୍ଧୁ ପରିଜନ ମାତ୍ର କିଛି ସେକେଣ୍ଡରେ ସମ୍ପର୍କ ସ୍ଥାପନ କରିବାର ସବୁଠାରୁ ସହଜ ମାଧ୍ୟମ ସାଜିଛି ହ୍ଵାଟ୍ସ ଆପ୍‌। ଏଥିରେ ଆମେ ଖୁବ୍‌ ସହଜରେ ପରସ୍ପର ସହିତ ଫଟୋ, ଫାଇଲ୍‌,…

Nokia ର ଏହି ଫୋନ୍‌ରେ ମିଳିବ ଆଣ୍ଡ୍ରଏଡ୍‌ ୧୦ ଗୋ ଏଡିସନ୍‌ର ସପୋର୍ଟ, ଏଚ୍‌ଏମ୍‌ଡି ଦେଲେ ସୂଚନା

ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ନୋକିଆ ଏଣ୍ଟ୍ରି ଲେବଲ ଫୋନ୍‌ରେ ଖୁବ୍‌ଶୀଘ୍ର ଆଣ୍ଡ୍ରଏଡ୍‌ ୧୯ ଗୋ ଏଡିସନ୍‌ର ସର୍ପୋଟ ଦେବାକୁ ଯାଉଛି। ଏନେଇ ଏଚ୍‌ଏମ୍‌ଡି ଗ୍ଲୋବାଲର ମୁଖ୍ୟ ଅଧିକାରୀ Juho Sarvikas ନିଜ ଟ୍ଵିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ନୋକିଆ ୨.୧, ୧…

ଭାରତ ସରକାର ଲଞ୍ଚ୍‌ କଲେ CEIR, ଏବେ ସିମ୍‌ ବଦଳାଇଲେ ମଧ୍ୟ ଧରାପଡ଼ିବ ଚୋରି

ଦେଶରେ ସ୍ମାର୍ଟଫୋନ୍‌ ଚୋରି ଘଟଣା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି। ବାରମ୍ବାର ଏଭଳି ଚୋରି ବଢ଼ିବାକୁ ଦୃଷ୍ଟିରେ ରଖି ଭାରତର ସରକାର ୱେବ ପୋର୍ଟାଲ ଆରମ୍ଭ କରିଛନ୍ତି। କେନ୍ଦ୍ରୀୟ ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର ଏହାର ଉନ୍ମୋଚନ କରିଛନ୍ତି। ମହାରାଷ୍ଟ୍ରର ଲୋକେ ପ୍ରଥମ ଏହାର ଫାଇଦା…

ଭାରତରେ ଲଞ୍ଚ ହେଲା LG Q60 , ଜାଣନ୍ତୁ କଣ ରହିଛି ଏହାର ବିଶେଷତ୍ୱ

ଇଲେକ୍ଟ୍ରୋନିକ କମ୍ପାନୀ LG ଭାରତରେ LG Q60 ସ୍ମାର୍ଟଫୋନର ବଜାର ପ୍ରବେଶ କରାଇଛି। ଏହି ଫୋନର ବିଶେଷତ୍ୱ ହେଉଛି ଏହାର 3ଟି ରିଅର କ୍ୟାମେରା। ଏହି ଫୋନରେ 6.26 ଇଞ୍ଚର HD+ ଫୁଲ ଭିଜନ ଡିସପ୍ଲେ ରହିଛି। ଡିସପ୍ଲେରେ ୱାଟରଡ୍ରପ ନଚ ରହିଛି। LG Q60ରେ 2.0GHz ର ପ୍ରୋସେସର ରହିଛି ଯାହାର ନାଁ…

ପ୍ଲେ ଷ୍ଟୋରରୁ ୨୯ଟି ଆପ୍‌ସକୁ ହଟାଇଲା ଗୁଗଲ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ପାଖାପାଖି ଗୁଗଲ ପ୍ଲେ ଷ୍ଟୋରରୁ ୨୯ଟି ଆପ୍‌ସ ହଟାଇ ଦିଆଯାଇଛି । ଭାଇରସ୍‌ ଥିବାରୁ ଏହାକୁ ଗୁଗଲ ହଟାଇଥିବା ବେଳେ ଏକ କୋଟିରୁ ଅଧିକ ଥର ତାହାକୁ ଡାଉନ୍‌ଲୋଡ୍‌ କରାଯାଇଥିଲା ବୋଲି ଜଣାପଡ଼ିଛି । ଗୁରୁବାର କ୍ୱିକ୍‌ହିଲ୍‌ ସିକ୍ୟୁରିଟି ଲ୍ୟାବ୍ସ ପକ୍ଷରୁ ଭାଇରସ୍‌ ଥିବା ନେଇ ଏକ…

ଭାରତରେ ଲଞ୍ଚ ହେଲା Samsung Galaxy A70s ସ୍ମାର୍ଟଫୋନ୍‌, 64MP କ୍ୟାମେରା ସହିତ ମିଳିବ ସ୍ନାପଡ୍ରାଗନ୍‌ ପ୍ରୋସେସର

ସାମସଙ୍ଗ ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍‌ Galaxy A70s ଲଞ୍ଚ କରିଛି ସାମସଙ୍ଗ Galaxy A70s ରେ କମ୍ପାନୀ ୬୪ ମେଗାପିକ୍ସେଲ୍‌ କ୍ୟାମେରା ଦେଇଛି । ଏହାସହିତ ଆପଣଙ୍କୁ କହିରଖୁଛୁ ଯେ, ସାମସଙ୍ଗର ଏହା ପ୍ରଥମ ଫୋନ୍‌ ଯେଉଁଥିରେ ୬୪ ମେଗାପିକ୍ସେଲ୍‌ କ୍ୟାମେରା ରହିଛି । ଏହି ଫୋନ୍‌ ରେ…

ଭାରତରେ ସ୍ମାର୍ଟଓ୍ଵାଚ୍‌ର ବଜାର ପ୍ରବେଶ କରାଇଲା ‘Garmin’, ଏହି ମୂଲ୍ୟରେ ମିଳିଯିବ ଦୁଇ ଦୁଇଟି ଆଇଫୋନ୍‌!

ଆମେରିକାର ମଲ୍‌ଟିନ୍ୟାଶନାଲ୍‌ ଟେକ୍ନୋଲୋଜି କମ୍ପାନୀ ‘Garmin’ ଭାରତରେ ନିଜର ନୂଆ ମହଙ୍ଗା ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ କରାଇଛି। ଏହାକୁ କମ୍ପାନୀ ‘ମାର୍କ’ ନାଁ ଦେଇଛି। ଏହି କାଟାଗୋରିରେ ମାର୍କ ଡ୍ରାଇଭର, ମାର୍କ ଆଥଲେଟ, ମାର୍କ କ୍ୟାପଟେନ୍‌ ଏବଂ ମାର୍କ ଏକ୍ସପେଡିଶନ ସ୍ମାର୍ଟଓ୍ଵାଚ୍‌…

ଉପଭୋକ୍ତା ଏବେ ଏହି ଆପ୍‌ ଜରିଆରେ ଫାଇଲ ଟ୍ରାନ୍ସଫର କରିବା ସହିତ ଡକ୍ୟୁମେଣ୍ଟକୁ କରିପାରିବେ ସ୍କାନ

ଦୁନିଆର ଲୋକପ୍ରିୟ ଡକ୍ୟୁମେଣ୍ଟ ପ୍ରବନ୍ଧନ ଆପ୍‌ କାମସ୍କାନର ନିଜର ୟୁଜରଙ୍କ ପାଇଁ ନୂଆ ଅପଡେଟ ଜାରୀ କରିଛି। ଏହି ଅପଡେଟରେ ୟୁଜର୍ସଙ୍କୁ ନୂଆ ଫିଚର୍ସ ମିଳିବ। ୟୁଜର୍ସ ଏବେ ଏହି ଫିଚର୍ସ ଜରିଆରେ ସହଜରେ ଫାଇଲକୁ ଟ୍ରାନ୍ସଫର କରିପାରିବେ ଏବଂ ଏହାସହିତ କାଗଜପତ୍ରକୁ ସ୍କାନ ମଧ୍ୟ କରିପାରିବେ।…

ହ୍ଵାଟସଆପ୍‌ ପୂର୍ବରୁ ଜିମେଲ୍‌ ରେ ଆସିଲା ଖାସ୍‌ ଫିଚର୍‌, ଯାହାକୁ ୟୁଜର୍ସମାନେ କରିଥିଲେ ଅପେକ୍ଷା

ଜିମେଲ୍‌ ବ୍ୟବହାରକାରୀମାନଙ୍କୁ ଏପରି ଏକ ନୂଆ ଫିଚର ଅପଡେଟ୍‌ ମିଳିସାରିଛି, ଯାହାକୁ ଅନେକ ବ୍ୟବହାରକାରୀମାନେ ଅପେକ୍ଷା କରି ରହିଥିଲେ। ଜିମେଲ୍‌ ର IOS ଏବଂ ସ୍ମାର୍ଟ ଫୋନ ଉଭୟ ବ୍ୟବହାରକାରୀମାନଙ୍କ ପାଇଁ ଡାର୍କ ମୋଡ ଫିଚର ରୋଲ ଆଉଟ୍‌ କରାଯାଇଛି। IOS 13 ଏବଂ IOS 10 ରେ ଚାଲୁଥିବା…

ଆଜି ଭାରତରେ ଲଞ୍ଚ୍‌ ହେବ OnePlus 7T ଓ OnePlus TV

ଆଜି ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି OnePlus 7T ଓ OnePlus TV । ଦିଲ୍ଲୀରେ ଆଜି ଏନେଇ କମ୍ପାନୀ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଲଞ୍ଚ୍‌ ପୂର୍ବରୁ ଓ୍ଵାନ୍‌ ପ୍ଲସ୍‌ ତରଫରୁ OnePlus 7T ଓ OnePlus TV କୁ ଅନେକ ଥର ଟିଜ୍‌ କରାଯାଇଛି। ନୂଆ ଫୋନ୍‌ 7T ହେଉଛି…

ବହି ଭଳି ଫୋଲଡ୍‌ ହୋଇଯିବ ସାମସଙ୍ଗର ଏହି ସ୍ମାର୍ଟଫୋନ, ୧ ଅକ୍ଟୋବରରେ ହେବ ଲଞ୍ଚ

ସାମସଙ୍ଗ ନିଜର ସବୁଠାରୁ ପ୍ରିମିୟମ ସ୍ୱାର୍ଟଫୋନ ‘ଗାଲାକ୍ସୀ ଫୋଲଡ୍‌’କୁ ଭାରତରେ ଅକ୍ଟୋବର ୧ରେ ଲଞ୍ଚ କରିବାକୁ ଯାଉଛି। ଖବର ଅନୁଯାୟୀ ଏହି ସ୍ମାର୍ଟଫୋନ କମ୍‌ ଟ୍ୟବଲେଟ ‘ଗାଲାକ୍ସୀ ଫୋଲଡ୍‌’ର ଦାମ ଭାରତରେ ପ୍ରାୟ ୧.୭୫ ଲକ୍ଷ ଟଙ୍କା ରହିଛି। କୁହାଯାଉଛି ଯେ ଏହାକୁ ବଛାବଛା ରିଟେଲ ଆଉଟଲେଟସ୍‌…

ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କରିବାକୁ ପଡିବ ପାନ୍‌ କାର୍ଡ-ଆଧାର ଲିଙ୍କ୍

ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କରିବାକୁ ପଡିବ ପାନ୍‌ କାର୍ଡ - ଆଧାର ଲିଙ୍କ୍ । ଏହି ନିଦ୍ଧାରିତ ତାରିଖ ସୁଦ୍ଧା ଲିଙ୍କ୍ ନ କଲେ ଅକ୍ଟୋବର ୧ ତାରିଖରୁ ପାନ କାର୍ଡ ‘INOPERATIVE’ ହେବ । ପୂର୍ବରୁ ପାନ୍‌ - ଆଧାର ଲିଙ୍କ ନ କଲେ ପାନ ଇନଭେଲିଡ ହେବ ବୋଲି ନିୟମ ଥିଲା । ଏବେ ଏହା…