Below header
Browsing Category

ଟେକ୍

ଥରେ ଚାର୍ଜ ହେଲେ ସପ୍ତାହେ ଚାଲିବ ଏହି କମ୍ପାନୀର ସ୍ମାର୍ଟଫୋନ୍‌, ଡିସେମ୍ବର ହେଉଛି ଲଞ୍ଚ୍‌

ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ Sharp ଚଳିତବର୍ଷ ନୂଆ ସ୍ମାର୍ଟଫୋନ୍‌ Sharp S7 ଲଞ୍ଚ କରିବାକୁ ଘୋଷଣା କରିଛି। ଏହି ଫୋନ୍‌ Sharp Aquos Sense 3 Lite ରିବ୍ରାଣ୍ଡ ଭାରିଏଣ୍ଟର ହେବା ସହ ଏଥିରେ ପୂର୍ବ ତୁଳନାରେ ନୂଆ ହାର୍ଡଓ୍ଵୟାର ଫିଚର ମଧ୍ୟ ବ୍ୟବହାର କରାଯାଇଛି। Sharp S7 କୁ ନେଇ…

୨୦୧୧ରେ ହୋଇଥିଲା ବ୍ୟକ୍ତିଙ୍କ ହତ୍ୟା, ଆଠ ବର୍ଷ ପରେ ବ୍ରେନ୍ ମ୍ୟାପିଂ ଜରିଆରେ ପୋଲିସ ପହଁଚିଲା ଅଭିଯୁକ୍ତ ପାଖରେ

ହତ୍ୟାର ରହସ୍ୟକୁ ଖୋଲିବା ଏବଂ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଅନେକ ପ୍ରକାର ଉପାୟ ଆପଣେଇଥାନ୍ତି। ସେହି ସବୁ ମଧ୍ୟରୁ ଗୋଟିଏ ଉପାୟ ହେଉଛି ବ୍ରେନ୍ ମାପିଂ। ଦିଲ୍ଲୀ କ୍ରାଇମବ୍ରାଞ୍ଜ ପୋଲିସ ଆଠ ବର୍ଷ ତଳେ ହୋଇଥିବା ହତ୍ୟାର ପର୍ଦ୍ଦାଫାସ୍ ବ୍ରେନ ମ୍ୟାପିଂ ଜରିଆରେ କରିଛନ୍ତି। ଆସନ୍ତୁ…

ଇନଷ୍ଟାଗ୍ରାମ ଆଣିବାକୁ ଯାଉଛି ନୂଆ ଫିଚର, ଶପିଂ ପୂର୍ବରୁ ଟ୍ରାଏ କରିପାରିବେ ପ୍ରଡକ୍ଟ

ଫଟୋ ସେୟାରିଂ ଆପ ଇନଷ୍ଟାଗ୍ରାମ ନିଜର ୟୁଜର୍ସମାନଙ୍କ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଏକ ନୂଆ ଶପିଂ ଫିଚର ଆଣିବାକୁ ଯାଉଛି । ଯାହା ସାହାଯ୍ୟରେ ଆପଣ ଯେକୌଣସି ପ୍ରଡକ୍ଟ କିଣିବା ପୂର୍ବରୁ ଏହାକୁ ଟ୍ରାଏ ମଧ୍ୟ କରିପାରିବେ । ଏହି ଫିଚରର ବ୍ୟବହାର ଆପଣ କେବଳ ଇନଷ୍ଟାଗ୍ରାମ ଶପିଂ…

ଅନ୍‌ଲାଇନ୍‌ ସପିଂ କରିବା ବେଳେ ଏହି ଜିନିଷ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ନଚେତ୍‌ ଚୋରି ହୋଇପାରେ ଡାଟା

ପାର୍ବଣ ଅବସରରେ ସବୁ ଅନ୍‌ଲାଇନ୍‌ ସପିଂ ସାଇଟ୍‌ରେ ଅଫରର ବର୍ଷା ହେଉଛି। ଲୋକେ ମଧ୍ୟ ଭରପୁର ମାତ୍ରାରେ ଏହି ସେଲ୍‌ର ଫାଇଦା ଉଠାଉଛନ୍ତି। ଯଦି ଆପଣ ମଧ୍ୟ ଅନ୍‌ଲାଇନ୍‌ ସପିଂ କରୁଛନ୍ତି ତେବେ ଆପଣଙ୍କୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବା ଜରୁରୀ। ଆସନ୍ତୁ ଜାଣିବା ଅନ୍‌ଲାଇନ୍‌ ସପିଂ କରିବା…

TikTokକୁ ଟକ୍କର ଦେବ ଗୁଗଲର ଏହି ଆପ୍‌, ଏବେ ଆଉ ୧୫ ନୁହେଁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ବନାଇପାରିବେ ଭିଡିଓ

ବିଗତ ଦିନର କମ୍ପାନୀ ଗୁଗଲ ଆମେରିକାର ସୋସିଆଲ ମିଡିଆ ଆପ ଫାୟାରଓ୍ଵାର୍କ (social video app firework)କୁ କିଣିବାକୁ ଯୋଜନା କରୁଛି। ଏହି ଆପ୍‌ ଲୋକପ୍ରିୟ ଆପ୍‌ ଟିକଟକ୍‌ ଭଳି ୟୁଜର୍ସଙ୍କୁ ଛୋଟ ଭିଡିଓ ବନାଇବା ଏବଂ ସେୟାର କରିବାରେ ସାହାଯ୍ୟ କରିବ। ଖବର ମୁତାବକ  ଚାଇନିଜ ମାଇକ୍ରୋ…

ଆଇଫୋନ୍‌ ୬ଏସ୍‌ ଏବଂ ଆଇଫୋନ୍‌ ୬ଏସ୍‌ ପ୍ଲସ୍‌ରେ ଦେଖାଦେଉଛି ସମସ୍ୟା, ମାଗଣାରେ ସଜାଡ଼ିବାକୁ ଘୋଷଣା କଲା Apple

Appleର ଆଇଫୋନ୍‌ ୬ଏସ୍‌ ଏବଂ ଆଇଫୋନ୍‌ ୬ଏସ୍‌ ପ୍ଲସ୍‌ର କିଛି ମଡେଲର କିଛି ଅଂଶରେ ସମସ୍ୟା ଦେଖାଦେଉଥିବା ଅଭିଯୋଗ ହୋଇଛି। ଗ୍ରାହକଙ୍କ ଅଭିଯୋଗ ପରେ ଆପଲ କମ୍ପାନୀ ଏହାକୁ ଗୁରୁତର ସହ ଗ୍ରହଣ କରି ମାଗଣାରେ ସଜାଡ଼ିବାକୁ ଘୋଷଣା କରିଛି। ତେବେ ଏହି ଫୋନ୍‌ର କେଉଁ ଅଂଶ ଖରାପ ହୋଇଛି ତାହା ଠିକ୍‌…

ଏହି ଦୁଇ ମହିଳା ଅନ୍ତରୀକ୍ଷରେ ରଚିବାକୁ ଯାଉଛନ୍ତି ଇତିହାସ, ଜାରିହେଲା ଏପରି ଭିଡିଓ

ଦୁଇଜଣ ମହିଳା ମିଶି ଅନ୍ତରୀକ୍ଷରେ ଇତିହାସ ରଚିବାକୁ ଯାଉଛନ୍ତି । ସ୍ପେସୱାକ କରିବେ ମହିଳା । ଅନ୍ତରୀକ୍ଷ ବିଜ୍ଞାନର ଇତିହାସରେ ଏପରି ପ୍ରଥମ ଥର ଦେଖିବାକୁ ମିଳିବ ଯେଉଁଠି ଦୁଇଜଣ ମହିଳା ଏକାସାହିତ ସ୍ପେସୱାକ କରିବାକୁ ଯାଉଛନ୍ତି । ଅକ୍ଟୋବର ୨୧ ତାରିଖରେ ଏହି ଇତିହାସ ରଚାଯିବ । ଏହି…

Samsung ଲଞ୍ଚ୍‌ କଲା ତିନିଟି କ୍ୟାମେରାଯୁକ୍ତ ଶସ୍ତା ସ୍ମାର୍ଟଫୋନ୍‌, ଜାଣନ୍ତୁ କ’ଣ ରହିଛି ଫିଚର

ସାମସଙ୍ଗ୍‌ A ସିରିଜ୍‌ର ଏକ ନୂଆ ଫୋନ୍‌ Galaxy A20s ଲଞ୍ଚ୍‌ କରିଛି। ଏହି ଫୋନ୍‌ର ବିଶେଷତ୍ୱ ହେଉଛି ଏଥିରେ ଥିବା ଟ୍ରିପଲ କ୍ୟାମେରା। କମ୍ପାନୀ ଭାରତରେ ଏହି ଫୋନ୍‌କୁ ଦୁଇଟି ରଙ୍ଗରେ ଲଞ୍ଚ୍‌ କରିଛି। ୩ ଜିବି ରାମ ସହ ୩୨ ଜିବିର ଷ୍ଟୋରେଜ୍‌ ଥିବା ଫୋନ୍‌ର ଦାମ୍‌ ୧୧,୯୯୯ ଟଙ୍କା ଥିବା…

ଆପଣଙ୍କ ସ୍ମାର୍ଟଫୋନ ପାଇଁ କ୍ଷତିକାରକ ହୋଇଥାଏ ଏହି ସବୁ ଆପ୍ସ, ଜଲଦି କରନ୍ତୁ ଡିଲିଟ୍‌

ଆପଣମାନେ ଆଣ୍ଡ୍ରୋଏଡ୍‌ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତେବେ ଏହି ୫ଟି ଆପ୍ସକୁ ଫୋନରେ ରଖନ୍ତୁ ନାହିଁ। କାରଣ ଏହି ଆପ୍ସ ବଡ ଦାବି କରିଥାଏ। ଏହା ବ୍ୟତୀତ ଆପଣଙ୍କ ସ୍ମାର୍ଟଫୋନକୁ ମଧ୍ୟ ପ୍ରଭାବିତ କରିଥାଏ। ସ୍ପିଡ୍‌ ବୁଷ୍ଟ ଦାବି କରିବା ଆପ୍ସ ଅନେକ ଗୁଡିଏ ରହିଥାଏ। ପୋନ ସ୍ଲୋ ହେବା ମାତ୍ରେ…

ଅନଲାଇନରେ ମଗାଇଥିବା ଫୋନ ଅସଲି ନା ନକଲି କେମିତି ଜାଣିବେ, ଆପଣାନ୍ତୁ ଏହି ଟ୍ରିକ

ଭାରତୀୟ ବଜାରରେ ଶସ୍ତା ଠାରୁ ଆରମ୍ଭ କରି ପ୍ରିମିୟମ ପର୍ଯ୍ୟନ୍ତ ବିଭିନ୍ନ କିସମର ସ୍ମାର୍ଟ ଫୋନ ଉପଲବ୍ଧ ହେଉଛି । ଏତେ କିସମର ଫୋନ ମିଳୁଥିବାରୁ ଭାରତୀୟ ମାନେ ଫୋନ ଚୟନ କରିବାରେ ମଧ୍ୟ ବେଶ ଅସୁବିଧା ମନେକରନ୍ତି । କୋଉ ଫୋନ କିଣିବେ କୋଉଟା କିଣିବେନି ଏଥି ନେଇ ବହୁ ସମୟରେ ଦ୍ବନ୍ଦରେ …

ଇନଷ୍ଟାଗ୍ରାମ ଆଣିଲା ନୂଆ ଫିଚର , ଟ୍ରୋଲର ମାନଙ୍କ ଉପରେ ଏପରି ଲଗାଯିବ ରୋକ

ଫେସବୁକର ଇନଷ୍ଟାଗ୍ରାମ ଏବେ ନିଜର ୟୁଜର୍ସ ମାନଙ୍କ ପାଇଁ ଏକ ନୂଆ ଫିଚର ଜାରି କରିଛି । ଏହି ଫିଚରର ନାମ ହେଉଛି Restrict । ଏହି ଫିଚରଟି ୟୁଜର୍ସ ମାନଙ୍କୁ ଫାଲତୁରେ କମେନ୍ଟ କରୁଥିବା ଲୋକ ଏବଂ ଟ୍ରୋଲର ମାନଙ୍କ ଠାରୁ ବଞ୍ଚାଇବ । ଏହି ଫିଚରର ଅପଡେଟ ଆସିବା ପରେ କମେଣ୍ଟ ସେକ୍ସନରେ ଲେଫ୍ଟ…

ଏବେ ଗୁଗଲ୍‌ କହିବ ଆଖପାଖରେ କେଉଁଠାରେ ରହିଛି ସାର୍ବଜନୀନ ଶୌଚାଳୟ, ଜାରି ହେଲା ନୂତନ ଫିଚର

ଗୁଗଲ୍‌ ଏବେ ନିଜ ମ୍ୟାପ୍‌ ଆପ୍‌ରେ ଏକ ନୂଆ ଫିଚର ଯୋଗ କରିଛି। ମ୍ୟାପ୍‌ରେ ଗୁଗଲ୍‌ ତରଫରୁ ସାର୍ବଜନୀନ ଶୌଚାଳୟ ଫିଚର ଦିଆଯାଉଛି। ଗୁଗଲ ମ୍ୟାପ୍‌ ଦେଶର ୨୩୦୦ରୁ ଅଧିକ ସହରରେ ୫୭୦୦୦ରୁ ଅଧିକ ସାର୍ବଜନୀନ ଶୌଚାଳୟର ତାଲିକା କରିଛି। ଏନେଇ ସୂଚନା ଦେବା ଅବସରରେ ଗୁଗଲ ମ୍ୟାପର ବରିଷ୍ଠ ପରିଯୋଜନା…