Below header
Browsing Category

ଟେକ୍

ଫେସବୁକ ଦେଶର ୨.୫୦ ଲକ୍ଷ ମହିଳାଙ୍କୁ ଦେବ ଟ୍ରେନିଂ, କରାଇବ ଡିଜିଟାଲ ଲେଡି

ଦୁନିଆର ସବୁଠାରୁ ବଡ ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍ ଭାରତର ଆଦିବାସୀ ମହିଳାଙ୍କୁ ଟେକନିକାଲରେ ପ୍ରଶିକ୍ଷିତ କରିବା ପାଇଁ ଡିଜିଟାଲ ବେଟି ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ଫେସବୁକ ଭାରତ ସରକାରଙ୍କ ସାହାଯ୍ୟ ନେବ। ଏହାଦ୍ୱାରା ଗ୍ରାମୀଣ ଅଞ୍ଚଳର ଆଦିବାସୀ ମହିଳାଙ୍କୁ ଇଣ୍ଟରନେଟ…

Google ଲଞ୍ଚ କଲା Wireless Pixel Buds, ମାତ୍ର କିଛି ମୂହୁର୍ତ୍ତରେ ଅନେକ ଭାଷାରେ କରିପାରିବ ଅନୁବାଦ

ଗୁଗଲ ପକ୍ଷରୁ ଗୁଗ୍‌ଲ ପିକ୍ସେଲ ୪ ଏବଂ ପିକ୍ସେଲ ୪ XL ଆରମ୍ଭ କରିଛି। ଏହି ଇଭେଣ୍ଟରେ ଗୁଗଲ ପିକ୍ସେଲ ବଡ୍‌ସ ମଧ୍ୟ ଲଞ୍ଚ କରିଛି। ଗୁଗ୍‌ଲର ଏହି ୱେୟାରଲେସ ବଡସର ସ୍ୱତନ୍ତ୍ରତା ଏହା ରହିଛି କି, ଏହା ରିଅଲ ଟାଇମରେ ଅନେକ ଭାଷାରେ ମଧ୍ୟ ଅନୁବାଦ କରିପାରିବ। କିନ୍ତୁ ଏହା ବଜାରକୁ ୨୦୨୦ରେ ଆସିବ।…

ଦୁଇ ମାସ ପରେ ଆରମ୍ଭ ହୋଇପାରେ ହ୍ୱାଟ୍ସଆପ୍ ପେମେଣ୍ଟ ସେବା

ହ୍ୱାଟ୍ସଆପ୍ ର ପେମେଣ୍ଟ ସର୍ଭିସ୍ ପାଇଁ କରାଯାଉଥିବା ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ ଆଗାମୀ ଦୁଇ ମାସ ମଧ୍ୟରେ ଡାଟା ଲୋକେଲାଇଜେସନ୍ ନିୟମ ପାଳନ ପୂରା କରିଦେବ । ଏହାପରେ ହ୍ୱାଟ୍ସଆପ୍ ଦୁଇ ମାସ ପରେ ଦେଶରେ ନିଜର ପେମେଣ୍ଟ ସର୍ଭିସ୍ ଆରମ୍ଭ କରିପାରିବ । ଭାରତୀୟ…

ଆପଣଙ୍କ ହ୍ଵାଟସଅପ୍ ପ୍ରୋଫାଇଲ୍ ଆଜି କିଏ ଚେକ୍ କରିଛନ୍ତି ଏହି ଟ୍ରିକ୍ ସାହାଯ୍ୟରେ ଜାଣନ୍ତୁ

ମ୍ୟାସେଜିଙ୍ଗ ପ୍ଲାଟଫର୍ମ ହ୍ଵାଟସଅପ୍ ଦୁନିଆରେ ବହୁତ ଲୋକପ୍ରିୟ ଆପ୍ ହୋଇଥିବାବେଳେ ଏବଂ କୋଟି ୋକଟି ୟୁଜର୍ସ ଏଥିରେ ପ୍ରାୟ ପ୍ରତ୍ୟେକଦିନ ଚାଟିଂ ଏବଂ ମେସେଜ୍ କରୁଛନ୍ତି। ଏହି ପ୍ଲାଟଫର୍ମ ସହିତ ଅନେକ ଦେଶରେ ସବୁ ବୟସର ଏବଂ ସବୁ ଯାଗାର ଲୋକ ଯୋଡି ହେଉଛନ୍ତି। ଏଥିରେ ୟୁଜର୍ସ କାହାକୁ ମେସେଜ୍…

ଫୋନ୍‌ ଗ୍ୟାଲେରୀରୁ Whatsappର ଫଟୋ ଲୁଚାଇବା ପାଇଁ ଆପଣାନ୍ତୁ ଏହି ଉପାୟ…

ହ୍ଵାଟ୍ସଆପ୍‌ ଏବେ ସାରା ଦୁନିଆର କୋଟି କୋଟି ଲୋକଙ୍କ ମନପସନ୍ଦର ଆପ୍‌ ଭାବେ ବ୍ୟବହୃତ ହେଉଛି । ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ସହ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଭାବେ ଏହି ମେସେଜିଂ ଆପ୍‌ ବ୍ୟବହାର କରାଯାଉଛି। ହ୍ଵାଟ୍ସଆପ୍‌ କମ୍ପାନୀ ମଧ୍ୟ ବ୍ୟବହାରକାରୀଙ୍କ ପସନ୍ଦକୁ ଦୃଷ୍ଟି ରଖି ଏହି…

Apple ଆସନ୍ତା ବର୍ଷ କରିବ ନିଜର ସବୁଠୁ ଶସ୍ତା ଫୋନକୁ ଲଞ୍ଚ, ଆଇଫୋନ ୮ ଭଳି ରହିବ ଡିଜାଇନ୍‌

ଆମେରିକାର ପୁରାତନ ଟେକ୍ କମ୍ପାନୀ ଆପଲ ଆଗାମୀ ବର୍ଷ ବହୁତ କମ୍ ଦାମରେ ଆଇଫୋନ୍ ଏସଇ(Iphone SE2)କୁ ଲଞ୍ଚ କରିବାକୁ ଯାଉଛି। କମ୍ପାନୀର ଏହି ଫୋନକୁ ନେଇ ପୂର୍ବରୁ ବହୁତ ରିପୋର୍ଟ ଲିକ ହୋଇସାରିଛି ଯେଉଁଥିରେ ଫିଚର୍ସର ମଧ୍ୟ ଖୁଲାସା ହୋଇଥିଲା। ନିକଟରେ ଆଇଫୋନ ଏସଇ୨କୁ ନେଇ ଏକ ରିପୋର୍ଟ…

ବଜାରକୁ ଆସିଲା ସ୍ମାର୍ଟ ମିରର, ଯାହା ଦେବ ଫିଟନେସ ଟ୍ରେନିଂ

ଆଧୁନିକ ଯୁଗରେ ସ୍ମାର୍ଟ ଜିନିଷ ଗୁଡିକର ଚାହିଦା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଅଳ୍ପ ସମୟ ଭିତରେ ଅଧିକ କାମ କରିବା କ୍ଷେତ୍ରରେ ହିଁ ଏଗୁଡିକ କାମରେ ଆସିଥାଏ । ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଏଗୁଡ଼ିକୁ ଆଦରିଲେଣି । ଆଉ ମଧ୍ୟ ବିଶ୍ବର  ନାମୀଦାମୀ କମ୍ପାନୀ ସ୍ମାର୍ଟ…

ଘଣ୍ଟାଘଣ୍ଟା ଅନଲାଇନରେ ଖେଳୁଛନ୍ତି କି ଭିଡିଓ ଗେମ୍? ହୋଇଯାନ୍ତୁ ସାବଧାନ, ଆଇଟି ବିଶେଷଜ୍ଞ ଦେଲେ ଏହି…

ଘଣ୍ଟାଘଣ୍ଟା ଅନଲାଇନରେ ଭିଡିଓ ଗେମ ଖେଳୁଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ, ନଚେତ ବ୍ଲୁହ୍ବିଲ୍,ପିୟୁବିଜି ଓ କିଛି ଅନଲାଇନ ଖେଳର ନିଶାରେ ପଡ଼ିବାର ଆଶଙ୍କା ରହିଛି। ବହୁ ମୂଲ୍ୟ ସମୟ ମଧ୍ୟ ବରବାଦ ହେବା ସହ ଅନଲାଇନ ଗେମ୍ ମାଧ୍ୟମରେ ମୋବାଇଲର ଅଡ଼ିଓ କମାଣ୍ଡ ଦ୍ୱାରା ଆପଣଙ୍କ ଗୋପନ ତଥ୍ୟ…

ଗୁଗଲ ପ୍ଲେ-ଷ୍ଟୋରରୁ ଗାଏବ ହେଲା WhatsApp, କମ୍ପାନୀ ଜଣାଉନାହିଁ କାରଣ

ହ୍ଵାଟସ୍ଆପ୍ ଦୁନିଆର ସବୁଠାରୁ ଲୋକପ୍ରିୟ ଚାଟିଂ ଆପ୍। କିନ୍ତୁ ଏହି ଆପ୍ ଗୁଗଲ୍ ପ୍ଲେ ଷ୍ଟୋରରୁ ଗାଏବ ହୋଇଯାଇଥିଲା। ଅନେକ ୟୁଜର୍ସ ଏହି ବିଷୟକୁ ନେଇ ଅଭିଯୋଗ କରିଥିଲେ। ଅବଶ୍ୟ ପ୍ଲେ ଷ୍ଟୋରରେ ଏବେ ପୁଣି ଫେରିଛି। ଗୁଗଲ ପ୍ଲେ-ଷ୍ଟୋରରୁ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଓ୍ଵାଟସଅପ୍ ଗାଏବ ଥିଲା।…

ସୋସିଆଲ ମିଡ଼ିଆର ବ୍ୟବହାର ଆପଣଙ୍କୁ କରିଦେଇପାରେ ମାନସିକ ରୋଗୀ, ହୋଇଯାଆନ୍ତୁ ସାବଧାନ

ଆଜିର ଡିଜିଟାଲ ସମୟରେ ଲୋକ ସବୁଠାରୁ ଅଧିକ ହ୍ଵାଟ୍ସଆପ, ଫେସବୁକ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆରେ ସମୟ ବିତାଇବା ପାଇଁ ପସନ୍ଦ କରନ୍ତି । ସାଧାରଣତଃ ୟୁଜର ମାନଙ୍କୁ ଏହି ପ୍ଲାଟଫର୍ମରେ ଫଟୋ ଏବଂ ଭିଡିଓ କଣ୍ଟେଣ୍ଟ ସେୟାର କରିବା ପାଇଁ ସପୋର୍ଟ ମିଳିଥାଏ । ଏହି କାରଣରୁ ଲୋକମାନେ ଏହି…

ଜିଓ ପ୍ଲାନ୍‌କୁ ବୁଝି ପାରିଲେ ତ ? ଆଉ ଟିକେ ଭଲ ଭାବରେ ଜାଣନ୍ତୁ

ମିନିଟ୍‌କୁ ୬ ପଇସା । ଏବେ ଫ୍ରିକଲ୍‌ ଦେଉଥିବା ଜିଓ ଏଇ ଦର ନିର୍ଦ୍ଧାରଣ କରିଛି। ତେଣୁ ଦିନ ରାତି ଜିଓକୁ ବ୍ୟବହାର କରୁଥିବା ଗ୍ରାହକ ଏବେ ଚିନ୍ତାରେ । ଜିଓ ପ୍ରଥମେ ରସଗୋଲା ଖୁଆଇ ଏବେ ଗୁଲୁଗୁଲା ଦେଉଛି । ତେଣୁ ପ୍ରତିକ୍ରିୟା ପ୍ରକାଶ ପାଇବା ସ୍ୱାଭାବିକ । ତେବେ କିଛି ଲୋକ ଯେଉଁ…

୧୦ ହଜାରରୁ କମ୍‌ ମୂଲ୍ୟରେ ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, Motorola ଲଞ୍ଚ୍‌ କଲା Motorola One Macro…

ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ମୋଟୋରୋଲା ଭାରତୀୟ ବଜାରରେ ନିଜର ନୂଆ ସ୍ମାର୍ଟଫୋନ୍‌ Motorola One Macro ଲଞ୍ଚ୍‌ କରିଛି। ଏହି ଫୋନ୍‌ର ବିଶେଷତ୍ୱ ହେଉଛି ଏଥିରେ ଥିବା ମାକ୍ରୋ ଭର୍ସନ କ୍ୟାମେରା। ଏଥିରେ ଆପଣ କ୍ଷୁଦ୍ରରୁ କ୍ଷୁଦ୍ରତମ ଜିନିଷର ମଧ୍ୟ ଫଟୋ ଉଠାଇପାରିବେ। ଏଥିସହ ଫୋନ୍‌ରେ…