Below header

ମାରଣାସ୍ତ୍ର ଦେଖାଇ ଲୁଟିଲେ ୪ ଲକ୍ଷ

ଦିନ ଦ୍ଵିପ୍ରହରରେ ମାରଣାସ୍ତ୍ର ଦେଖାଇ ୪ ଲକ୍ଷ ଟଙ୍କା ଲୁଟିନେଲେ ଦୃବୁର୍ତ୍ତ । ଘଟଣା ଘଟିଛି ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ପୁତୁଲାତଳେଇ ଗାଁର କେନାଲଠାରେ। ଜଗବନ୍ଧୁ ଘିଭେଲା ଚାନ୍ଦୋତରା ସ୍ଥିତ ଷ୍ଟେଟ ବ୍ୟାଙ୍କ ରୁ ୪ ଲକ୍ଷ ଟଙ୍କା ଉଠାଇ ଆସୁଥିବା ବେଳେ ଗାଁ କେନାଲ ନିକଟରେ ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିଲେ ଦୁର୍ବୃର୍ତ୍ତ । ଜଗବନ୍ଧୁ ଏନେଇ ସିନ୍ଧେକେଲା ଥାନାରେ ଏତଲା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Read More...

ରାଜ୍ୟ

ଦେଶ ବିଦେଶ

ବ୍ୟବସାୟ ଓ ଅର୍ଥନୀତି

ଲାଇଫ୍ ଷ୍ଟାଇଲ୍

ଟେକ୍

ସ୍ପେଶାଲ

ରାଶିଫଳ

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ଘରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ, ଆପଣଙ୍କର ତିକ୍ତ ଶବ୍ଦ ଆପଣଙ୍କ ପରିବାର ସଦସ୍ୟଙ୍କୁ ଆଘାତ ଦେଇପାରେ । ବ୍ୟବସାୟରେ ଜଡିତ ମହିଳାମାନଙ୍କ ପାଇଁ ଆଜି ସେମାନଙ୍କର କାର୍ଯ୍ୟ ଭାର ବଢିପାରେ । ସେହି ବ୍ୟବସାୟୀଙ୍କ ଯାହାର ଆର୍ଥିକ ଅବସ୍ଥା ଖରାପ ହେଉଥିଲା, ସେମାନଙ୍କର ପୁରୁଣା ଷ୍ଟଲ୍ ଡିଲ୍ ସମାପ୍ତ ହେବ ଯାହା ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବ । ବୃଷ :…
Read More...

କ୍ରୀଡା