ଏବେବି ପରାଧୀନ ପାତ୍ରଭାଗ ଓ କନ୍ଧବଡଭୂମି: ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ଲୋକେ
ନରସିଂହପୁର(କେନ୍ୟୁଜ୍): କଟକ ଜିଲ୍ଲା ନରସିଂହପୁର ବ୍ଲକ ସଦର ମହକୁମାଠାରୁ ମାତ୍ର ୭ କିଲୋମିଟର ଦୂରରେ ରହିଛି ସାଗର ଗ୍ରାମପଞ୍ଚାୟତ । ଏହି ଗ୍ରାମପଞ୍ଚାୟତ ୬୦୦୦ ରୁ ଅଧିକ ଲୋକ ବସବାସ କରୁଥିବାବେବେ ରହିଛନ୍ତି ୩୨୦୦ ପୁରୁଷ ଓ ୨୮୦୦ ମହିଳା । ୨୦ଗୋଟି ୱାର୍ଡରେ ବସବାସ କରିଥାନ୍ତି ଲୋକ । ପଞ୍ଚାୟତରେ ବିଭିନ୍ନ ପ୍ରକାର ବିକାଶ ଘଟିଛି । ଯଥା ମନ୍ଦିର ରହିଛି କୋଠାଘର ବି ନିର୍ମାଣ ହୋଇଛି, ଗାଁ ରେ ଭାଗବତ ଟୁଙ୍ଗି, ମହିଳା…
Read More...