କେସ୍ ଅପଡେଟ, ଲିଷ୍ଟ ଏବଂ ଫାଇଲ ଓ ସବୁକିଛି କରିପାରିବେ ହ୍ଵାଟ୍ସଆପରେ, ଏଣିକି ଏଥିରେ ଓକିଲମାନଙ୍କୁ ଦିଆଯିବ ମାମଲା ସମ୍ବନ୍ଧୀୟ ସୂଚନା
ଏବେ ହ୍ଵାଟ୍ସଆପରେ ଉପଲବ୍ଧ ହେବ ସୁପ୍ରୀମ କୋର୍ଟ ସମ୍ବନ୍ଧୀୟ ସୂଚନା । ଓକିଲ ମାନଙ୍କୁ ଏଣିକି ତାଙ୍କ ମାମଲା ସହ ଜଡିତ ଅପଡେଟ୍ସ ହ୍ଵାଟ୍ସଆପରେ ମିଳିବ । ସୁପ୍ରିମକୋର୍ଟରେ ଫାଇଲିଙ୍ଗ, ଲିଷ୍ଟିଙ୍ଗ, କଜ୍ ଲିଷ୍ଟ ଅର୍ଥାତ୍ ଶୁଣାଣୀ ପାଇଁ ଧାର୍ଯ୍ୟ ହୋଇଥିବା ମହଦ୍ଦମା କ୍ରମର ସୂଚି ଆଦିର ସୂଚନା ଏବେ ଓକିଲଙ୍କୁ ହ୍ଵାଟ୍ସଆପ୍ ଜରିଆରେ ମିଳିପାରିବ । ଭାରତର ମୁଖ୍ୟ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ ଗୁରୁବାର ଦିନ ଘୋଷଣା କରିଛନ୍ତି…
Read More...