କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ ଭାଇରାଲ, ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବିବାଦୀୟ ମନ୍ତବ୍ୟରୁ ପୁଣି ତେଜିଛି ରାଜନୀତି । ପୂର୍ବ ଭାରତରେ ଲୋକେ ଚୀନାଙ୍କ ଭଳି ଦେଖାଯାଆନ୍ତି, ପଶ୍ଚିମ ଭାରତର ଲୋକେ ଆରବବାସୀଙ୍କ ଭଳି, ଉତ୍ତର ଭାରତର ଲୋକେ ଶ୍ୱେତାଙ୍ଗଙ୍କ ଭଳି ଏବଂ ଦକ୍ଷିଣ ଭାରତର ଲୋକେ ଆଫ୍ରିକୀୟଙ୍କ ଭଳି ଦେଖାଯାଉଥିଲେ ବି ଆମେ ସମସ୍ତେ ଭାଇଭଉଣୀ ଭଳି ରହୁ ବୋଲି କଂଗ୍ରେସ ନେତା ସାମ ପିଟ୍ରୋଡା ଏକ ସାକ୍ଷାତକାରରେ କହିିଥିଲେ । ସାମ୍ ଙ୍କ ଏହି ମନ୍ତବ୍ୟକୁ ଦଳମତ ନିର୍ବିଶେଷରେ ତୀବ୍ର ବିରୋଧ କରାଯାଇଛି…
Read More...