ଟେମ୍ପୋ ଓଲଟି ୧୦ ଆହତ, ଶୋଭାଯାତ୍ରାରେ ଯୋଗଦେଇ ଗାଁକୁ ଫେରୁଥିଲେ
ବଣେଇ : ଶୋଭାଯାତ୍ରାରେ ଯୋଗଦେଇ ନିଜ ନିଜ ଅଞ୍ଚଳକୁ ଗାଁକୁ ଫେରୁଥିବାବେଳେ ଅଟୋ ଓଲଟି ୧୦ ଜଣ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିଛି ବଣେଇ ଉପଖଣ୍ଡରେ । ଆଜି ଚତୁର୍ଥ ଦିନରେ ବଣେଇ ସିପିଆଇଏମ ବିଧାନସଭା ଆସନ ପାଇଁ ଲକ୍ଷ୍ମଣ ମୁଣ୍ଡା ନାମାଙ୍କର ପତ୍ର ଦାଖଲ କରିଛନ୍ତି । ତାଙ୍କ ସମର୍ଥନରେ ସିପିଆଇଏମ ଦଳର ହଜାର ହଜାର ଲୋକେ ବଣେଇ ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ଆସି ଶୋଭାଯାତ୍ରାରେ ଯୋଗଦେଇ ନିଜ ନିଜ ଅଞ୍ଚଳକୁ ଫେରୁଥିଲେ ।…
Read More...