ନୂଆପଡ଼ା (କେନ୍ୟୁଜ୍) : ନୂଆପଡ଼ା ବୋଡେନ୍ ପଟଧରା ଜଙ୍ଗଲରେ ମାଓକ୍ୟାମ୍ପ । ଝଙଏ ଯବାନଙ୍କ କମ୍ବିଂ ଅପରେସନ୍ ବେଳେ ମାଓ କ୍ୟାମ୍ପ ଠାବ କରାଯାଇଛି। ଘଟଣାସ୍ଥଳରୁ ୫ଟି ବୋମା, ମାଓ ପୋଷ୍ଟର,ବ୍ୟାନର ଓ ପୋଷାକ ଜବତ କରିଛନ୍ତି ଯବାନମାନେ । ଏହାଛଡା ବହୁ ବିସ୍ଫୋରକ ସାମଗ୍ରୀ ବି ଜବତ କରାଯାଇଛି । ମାଓ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
SOG ଯବାନଙ୍କ ଦ୍ୱାରା ମାଓକ୍ୟାମ୍ପ ଠାବ
Trending
- ପୁରୀ: ଦୁଇ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ସଦର ଥାନା SI ସସପେଣ୍ଡ ଓ କୃଷ୍ଣପ୍ରସାଦ ASI ଗିରଫ
- କାଲିଠୁ ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର, କୋଭିଡ଼ କଟକଣାରେ ମାନି ଦର୍ଶନ କରିବେ ଭକ୍ତ
- କରଞ୍ଜିଆ; ମଝିଆଁ ଭାଇର ତୀର ମାଡରେ ବଡ଼ଭାଇ ଗୁରୁତର
- ଭଦ୍ରକ: ଗୋରୁ ଚାଲଣ ପିକ ଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୫ ଗୋରୁ ମୃତ ୨୫ ଗୋରୁ ଉଦ୍ଧାର
- କୋରାପୁଟ: ଲକ୍ଷ୍ମୀପୁର ବିଡିଓଙ୍କୁ ଚାକିରିରୁ ବରଖାସ୍ତ କଲେ ରାଜ୍ୟ ସରକାର
- ଗାଁ ସାଥି ରମେଶ ସିଂ ହତ୍ୟା ଘଟଣାରେ ମିଳିଲା ଆଉ ଏକ କଟା ଗୋଡ
- ଦେଶରେ ଟିକାକରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି
- ବ୍ରହ୍ମପୁର: କବାଟ ଭାଙ୍ଗି ନେଲେ ୧୫ ଭରି ସୁନା
- “ଷ୍ଟାଚ୍ୟୁ ଅଫ୍ ୟୁନିଟି”କୁ ସଂଯୋଗ କରୁଥିବା ୮ଟି ଟ୍ରେନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ଅଷ୍ଟ୍ରେଲିଆ ୩୬୯ରେ ଅଲଆଉଟ୍